bahanaga train accident news

ବାହାନଗା ଟ୍ରେନ ଦୁର୍ଘଟଣାର ଚିହ୍ନଟ ହୋଇ ନ ଥିବା ୨୮ ମୃତଦେହ ସତ୍କାର ହେବ

ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାକୁ ଇତିମଧ୍ୟରେ ୪ ମାସ ପୂରିଛି । ହେଲେ ଚିହ୍ନଟ ହୋଇ ନ ପାରି ଭୁବନେଶ୍ୱର ଏମ୍‌ସରେ ବାତାନୁକୂଳିତ କଣ୍ଟେନରରେ ରଖାଯାଇଥିବା ୨୮ ମୃତଦେହକୁ ସତ୍କାର କରାଯିବ । ଦୁର୍ଘଟଣା ପରେ ଦୁଇଟି ପର୍ଯ୍ୟାୟରେ ମୋଟ ୧୬୨ଟି ମୃତଦେହ ଭୁବନେଶ୍ୱର ଏମ୍‌ସକୁ ଆସିଥିଲା । ସେଥିମଧ୍ୟରୁ ୧୩୪ଟିକୁ ଚିହ୍ନଟ କରାଯାଇ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ହେଲେ ଆଉ ୨୮ ମୃତଦେହ ସେମିତି କଣ୍ଟେନ ଭିତରେ …

ବାହାନଗା ଟ୍ରେନ ଦୁର୍ଘଟଣାର ଚିହ୍ନଟ ହୋଇ ନ ଥିବା ୨୮ ମୃତଦେହ ସତ୍କାର ହେବ Read More »

bahanaga train tragedy, odisha government, cm naveen patnaik latest news, odia blog, rising odisha

ଗୋଟିଏ ଫୋନ୍ କଲ ଓ 9 ଅଧିକାରୀ, କେମିତି ଓଡ଼ିଶା ବାହାନଗା ଟ୍ରେନ୍ ଟ୍ରାଜେଡିର କରିଥିଲା ମୁକାବିଲା

ଜୁନ୍ 2 ସଂଧ୍ୟା 7ରୁ 7 ଟା 10 ମିନଟ୍ ଭିତରେ ଓଡ଼ିଶା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ପାଖକୁ ବାଲେଶ୍ୱର ଜିଲ୍ଲପାଳ ଦତ୍ତାତ୍ରେୟ ପି ସିନ୍ଦେଙ୍କ ଫୋନ୍ ଆସିଥିଲା। ଜିଲ୍ଲାପାଳ କହିଥିଲେ ,ସାର ଗୋଟିଏ ଟ୍ରେନ୍ ଟ୍ରାକରୁ ଖସି ଯାଇଛି। ମୁଁ ସେଠାକୁ ଯାଉଛି। ଯେତେବେଳେ ତାଙ୍କୁ ସେ କୌଣସି ସାହାଯ୍ୟ ଚାହୁଛନ୍ତି କି ବୋଲି ମୁଖ୍ୟ ଶାସନ ସଚିବ ପଚାରିଥିଲେ ସିନ୍ଦେଙ୍କ ଉତ୍ତର ଥିଲା ନା। କିନ୍ତୁ ଆଗରୁ ବିପର୍ଯ୍ୟୟ ମୁକାବିଲାର ଅନୁଭବ …

ଗୋଟିଏ ଫୋନ୍ କଲ ଓ 9 ଅଧିକାରୀ, କେମିତି ଓଡ଼ିଶା ବାହାନଗା ଟ୍ରେନ୍ ଟ୍ରାଜେଡିର କରିଥିଲା ମୁକାବିଲା Read More »

RSS
Follow by Email
Scroll to Top
Close Bitnami banner
Bitnami