Ayodhya on Ram Temple Inauguration

ରାମ ମନ୍ଦିର ପ୍ରତିଷ୍ଠା ଦିନ ରାହୁଲ,ମମତା କରିବେ କ’ଣ ?

ନୂଆଦିଲ୍ଲୀ: ୨୨ ଜାନୁଆରୀ ଦିନ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଯେତିକି ପାଖେଇ ଆସୁଛି,ସେତିକି ରାଜନୈତିକ ତାତି ବୃଦ୍ଧି ପାଉଛି । କଂଗ୍ରେସ ଖୋଲାଖୋଲି ଭାବେ ଏହାକୁ ଏକ ରାଜନୈତିକ କାର୍ଯ୍ୟକ୍ରମ ବୋଲି କହି ସାରିଛି । ବର୍ତ୍ତମାନ ରାହୁଲ ଗାନ୍ଧୀ ମଧ୍ୟ ଏହା ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ରାମଲାଲା ପ୍ରାଣ ପ୍ରତିଷ୍ଠା ଆରଏସଏସ ଓ ବିଜେପିର ଏକ ରାଜନୈତିକ କାର୍ଯ୍ୟକ୍ରମ ବୋଲି ରାହୁଲ ଗାନ୍ଧୀ ସ୍ପଷ୍ଟ ଭାବେ କହିଛନ୍ତି ।ରାହୁଲ …

ରାମ ମନ୍ଦିର ପ୍ରତିଷ୍ଠା ଦିନ ରାହୁଲ,ମମତା କରିବେ କ’ଣ ? Read More »

ଆଜିଠୁ ରାମଲାଲାଙ୍କ ପ୍ରାକ୍ ପ୍ରତିଷ୍ଠା ରୀତିନୀତି

ଅଯୋଧ୍ୟା: ଆଉ ମାତ୍ର ୬ ଦିନ ପରେ ରାମମନ୍ଦିରର ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ତେବେ ଏହାର ୪ ଦିନ ପୂର୍ବରୁ, ୧୮ ତାରିଖରେ ମନ୍ଦିରର ଗର୍ଭଗୃହରେ ରାମଲାଲାଙ୍କ ୫ ବର୍ଷ ବାଳକଙ୍କ ମୂର୍ତ୍ତି ସ୍ଥାପିତ ହେବ । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ କହିଛନ୍ତି ଯେ, ପ୍ରାଣ ପ୍ରତିଷ୍ଠା ପାଇଁ ସମସ୍ତ କାର୍ଯ୍ୟକ୍ରମ ଶେଷ ହୋଇଛି । ୨୨ ତାରିଖରେ ମଧ୍ୟାହ୍ନ ୧୨ଟା ୨୦ ସମୟରେ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ …

ଆଜିଠୁ ରାମଲାଲାଙ୍କ ପ୍ରାକ୍ ପ୍ରତିଷ୍ଠା ରୀତିନୀତି Read More »

ଶେଷ ହେଲା ଗର୍ଭଗୃହ କାର୍ଯ୍ୟ , ଲାଗିଲା ସୁନାର କବାଟ

ନୂଆଦିଲ୍ଲୀ: ଆସନ୍ତା ୨୨ ତାରିଖରେ ଭଗବାନ ରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କରାଯିବ । ରାମ ମନ୍ଦିରର ଗର୍ଭ ଗୃହ କାର୍ଯ୍ୟ ଶେଷ ହୋଇଛି । ଏହାର କିଛି ଫଟୋ ଏବେ ସାମ୍ନାକୁ ଆସିଛି । ଏହି ଫଟୋଗୁଡ଼ିକ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଦ୍ୱାରା ସେୟାର କରାଯାଇଛି । ଏହି ଫଟୋଗୁଡ଼ିକ ମଧ୍ୟରୁ ଗୋଟିଏରେ ରାମ ମନ୍ଦିରର ଏକ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଛି । କିଛି ଫଟୋରେ …

ଶେଷ ହେଲା ଗର୍ଭଗୃହ କାର୍ଯ୍ୟ , ଲାଗିଲା ସୁନାର କବାଟ Read More »

RSS
Follow by Email
Scroll to Top
Close Bitnami banner
Bitnami