Australia

ଚାପରେ ଅଷ୍ଟ୍ରେଲିଆ, ସେମିଫାଇନାଲ ଆଶାରେ ଭାରତ

ଟି-ଟ୍ୱେଣ୍ଟି ବିଶ୍ୱକପର ସୁପର ୮ ମୁକାବିଲାରେ ରହିଛି ହାଇଭୋଲଟେଜ୍ ମ୍ୟାଚ୍ । ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ରାତି ୮ଟାରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ । ଚଳିତ ଆଇସିସି ଟି୨୦ ବିଶ୍ୱକପ କ୍ରିକେଟରେ ଭାରତ ସେମିଫାଇନାଲର ନିକଟତର ହୋଇଛି । ଆଫଗାନିସ୍ତାନଠାରୁ ହାରିବା ପରେ କଙ୍ଗାରୁ ଟିମ ଏବେ ହରଡଘଣାରେ ପଡିଛି । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ପଲା ସାମାନ୍ୟ ଭାରୀ ରହିଛି । ଭାରତ ସେମିଫାଇନାଲ କୁ ଯିବା ଗୋଟିଏ ପ୍ରକାର …

ଚାପରେ ଅଷ୍ଟ୍ରେଲିଆ, ସେମିଫାଇନାଲ ଆଶାରେ ଭାରତ Read More »

china, australia, taiwan, china australia war

ଅଷ୍ଟ୍ରେଲିଆକୁ ଆକ୍ରମଣ କରିବ ଚୀନ୍ ? ଆମେରିକାର ସମରସଜ୍ଜା

ୟୁକ୍ରେନ୍ ଯୁଦ୍ଧ ଭିତରେ ଚୀନ୍ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏବେ ଯୁଦ୍ଧର ଆଶଙ୍କା ସୃଷ୍ଟି ହୋଇଛି । ଅଷ୍ଟ୍ରେଲିଆ ମଧ୍ୟ ଚୀନ ସହିତ ଉତ୍ତେଜନା ବୃଦ୍ଧି ଖବରକୁ ସ୍ୱୀକାର କରିଛି । ଅଷ୍ଟ୍ରେଲିଆ ଆଶଙ୍କା କରୁଛି ଯେ, ଏହି ଉତ୍ତେଜନା ପରବର୍ତ୍ତି ପରିସ୍ଥିତିରେ ଯୁଦ୍ଧର ରୂପ ନେଇ ପାରେ । ଏହା ମଧ୍ୟରେ ଅଷ୍ଟ୍ରେଲିଆ ସହିତ ଅକ୍ସ ଡିଲ୍ କରିଥିବା ଆମେରିକା ହଜାର ହଜାର ସଂଖ୍ୟାରେ ସୈନିକ, ଭୂପୃଷ୍ଠରୁ ଆକାଶକୁ ପ୍ରକ୍ଷେପିତ ହେଉଥିବା କ୍ଷେପଣାସ୍ତ୍ର, ତୋପ, ରକେଟ୍ …

ଅଷ୍ଟ୍ରେଲିଆକୁ ଆକ୍ରମଣ କରିବ ଚୀନ୍ ? ଆମେରିକାର ସମରସଜ୍ଜା Read More »

russia

ଚୀନ ମିଡିଆର ଦାବି : ଋଷ ତିଆରି କରିଛି ଶତ୍ରୁ ରାଷ୍ଟ୍ରଙ୍କ ତାଲିକା

ଶତ୍ରୁ ରାଷ୍ଟ୍ରଙ୍କ ସୂଚୀ ଜାରି କଲା ଋଷ । ୟୁକ୍ରେନ ସହ ଯୁଦ୍ଧକୁ ବିରୋଧ କରି କଟକଣା ଜାରି କରିଥିବା ଦେଶକୁ ମିଶାଇ ମୋଟ ୩୧ଟି ରାଷ୍ଟ୍ରର ନାମ ଘୋଷଣା କରିଛି । ଋଷ ବ୍ୟାବସାୟିକ ସଂସ୍ଥା ଏବଂ ନାଗରିକଙ୍କ ବିରୋଧରେ ଶତ୍ରୁ ଭଳି ଆଚରଣ କରୁଥିବା ୩୧ଟି ଦେଶକୁ ଶତ୍ରୁ ବୋଲି ଦର୍ଶାଇଛି । ତେବେ ଏହି ସୂଚୀରେ ଆମେରିକା, ଜାପାନ, ବ୍ରିଟେନ ଭଳି ଦେଶ ଥିବା ଦେଖାଯାଇଛି । ୟୁକ୍ରେନ ବ୍ୟତୀତ ଆମେରିକା, ବ୍ରିଟେନ, …

ଚୀନ ମିଡିଆର ଦାବି : ଋଷ ତିଆରି କରିଛି ଶତ୍ରୁ ରାଷ୍ଟ୍ରଙ୍କ ତାଲିକା Read More »

China cyber attack, PLA-SSF, DCA, defense cyber agency India, USA, recorded future, USA cyber security company, xi jinping, china carrying out cyber attacks, rising odisha

ଚୀନ କେମିତି ଦୁନିଆ ଉପରେ କରେ ସାଇବର ଆକ୍ରମଣ ? ଆମେରିକା ଖୋଲିଲା ଗୁମର

ଭାରତ ସମେତ ଦୁନିଆର ଅନେକ ଦେଶର ସେନା ଏବେ ସାଇବର ଆଟାକକୁ ନେଇ ସତର୍କ ଅଛନ୍ତି । ଭାରତ ନିଜର ସୁରକ୍ଷା ପାଇଁ ଡିଫେନ୍ସ ସାଇବର ଏଜେନ୍ସି (ଡିସିଏ) ଗଠନ ପ୍ରକ୍ରିୟା ଆରମ୍ଭ କରିଛି । ଅନ୍ୟପକ୍ଷରେ ଆମେରିକା ଭଳି ଦେଶ ପାଖରେ ସାଇବର ଆଟାକ ପ୍ରତିହତ କରିବା ପାଇଁ ଆଗରୁ ଗୋଟିଏ ସାଇବର ଆର୍ମି ରହିଛି ।ଆମେରିକାର ଏକ ପ୍ରତିଷ୍ଠିତ ଅନୁଷ୍ଠାନ ଏବେ ଏହି ଗୁମର ଉପରୁ ପରଦା ହଟାଇଛି ଯେ, ଚୀନ କେମିତି ସାଇବର …

ଚୀନ କେମିତି ଦୁନିଆ ଉପରେ କରେ ସାଇବର ଆକ୍ରମଣ ? ଆମେରିକା ଖୋଲିଲା ଗୁମର Read More »

Indian top billionaires, social media accounts, facebook, twitter, instagram, linkedin, twitter, mukesh ambani, ratan tata, anil agrawal, uday kotak, anand mahindra, elon musk, sabitri jindal, rising odisha

ଭାରତର ଧନାଢ୍ୟ ଶିଳ୍ପପତି କ’ଣ ପାଇଁ ସୋସିଆଲ ମିଡିଆରୁ ଦୂରରେ ?

ଫେସବୁକ, ଟ୍ୱିଟର ଓ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମରେ ନିଶ୍ଚିତ ଭାବେ ଆପଣ ଥାଇ ପାରନ୍ତି । ଏହି ପୋଷ୍ଟ ମଧ୍ୟ ଆପଣଙ୍କ ପାଖରେ କୌଣସି ସୋସିଆଲ ମିଡିଆ ପ୍ଲାଟଫର୍ମ ଜରିଆରେ ପହଞ୍ଚିଥାଇ ପାରେ । ଆପଣ ସୋସିଆଲ ମିଡିଆରେ ଅନେକ ଜଣାଶୁଣା ଲୋକଙ୍କୁ ନିଶ୍ଚିନ୍ତ ଭାବେ ଫଲୋ କରୁଥିବେ । ଆପଣଙ୍କ ତାଲିକାରେ ସବୁ ପ୍ରକାରର ନାମ ଥିବା କେବଳ ଭାରତର ଧନୀ ଶିଳ୍ପପତିଙ୍କ ନାମ ନଥିବ । ଏହାର କାରଣ ହେଉଛି ଭାରତର …

ଭାରତର ଧନାଢ୍ୟ ଶିଳ୍ପପତି କ’ଣ ପାଇଁ ସୋସିଆଲ ମିଡିଆରୁ ଦୂରରେ ? Read More »

RSS
Follow by Email
Scroll to Top
Close Bitnami banner
Bitnami