ଦିଲ୍ଲୀକୁ ଯେମିତି ମୁଁ ଚଳାଉଛି, ସେଥିଲାଗି ନୋବେଲ୍ ମିଳିବା ଦରକାର

ନୂଆଦିଲ୍ଳୀ: ସର୍ବଦା ତାଙ୍କର କଥା ଓ କାର୍ଯ୍ୟକଳାପ ପାଇଁ ଚର୍ଚ୍ଚାରେ ରହିଥାନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ । ନିକଟରେ ତାଙ୍କର ଏକ ବୟାନ ଖୁବ୍ ଜୋରରେ ଭାଇରାଲ୍ ହେବାରେ ଲାଗିଛି । ଅନେକ ଜଟିଳ ପରିସ୍ଥିତି ସତ୍ତ୍ୱେ ସେ ଯେଉଁଭଳି ଭାବେ ଦିଲ୍ଲୀକୁ ଚଳାଇଛନ୍ତି ସେଥିପାଇଁ ତାଙ୍କୁ ନୋବେଲ୍ ପୁରସ୍କାର ମିଳିବା ଉଚିତ ବୋଲି କହିଛନ୍ତି କେଜ୍ରିୱାଲ୍ । ତାଙ୍କର ଏପରି ମନ୍ତବ୍ୟ ପାଇଁ ଏବେ ତାଙ୍କୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । …

ଦିଲ୍ଲୀକୁ ଯେମିତି ମୁଁ ଚଳାଉଛି, ସେଥିଲାଗି ନୋବେଲ୍ ମିଳିବା ଦରକାର Read More »