arvind kejriwal latest news

ଗର୍ଜ୍ଜିଲେ କେଜ୍ରିୱାଲଙ୍କ ପତ୍ନୀ

ନୂଆଦିଲ୍ଲୀ : ଦିଲ୍ଲୀ ମଦନୀତି ଦୁର୍ନିତ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି । ଗୋଟିଏ ପଟେ ହାଇକୋର୍ଟ ତାଙ୍କ ଜାମିନ ଉପରେ ରୋକ୍ ଲଗାଇ ଦେଇଥିବା ବେଳେ , ଅନ୍ୟପଟେ ସିବିଆଇ ତାଙ୍କୁ ଗିରଫ କରି ରିମାଣ୍ଡରେ ନେଇଛି । ସ୍ୱାମୀଙ୍କ ଅଡୁଆ ବଢୁଥିବା ଦେଖି ଏବେ ରାଗିଯାଇଛନ୍ତି ପତ୍ନୀ ସୁନୀତା କେଜ୍ରିୱାଲ । ସୁନୀତା ସୋଶାଲ ମିଡିଆରେ ଏକ ନୋଟ୍ ପୋଷ୍ଟ କରି ଗର୍ଜ୍ଜିଛନ୍ତି । ସେ କେଜ୍ରିୱାଲଙ୍କ …

ଗର୍ଜ୍ଜିଲେ କେଜ୍ରିୱାଲଙ୍କ ପତ୍ନୀ Read More »

ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ କୋର୍ଟର ଦ୍ୱାରସ୍ଥ ହେଲା ଇଡି

ନୂଆଦିଲ୍ଲୀ: ଥରେ କି ଦୁଇଥର ନୁହେଁ, ୫ ଥର ଇଡ଼ିର ନୋଟିସକୁ ଅଣଦେଖା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ତେଣୁ ତାଙ୍କ ବିରୋଧରେ କୋର୍ଟର ଦ୍ୱାରସ୍ଥ ହୋଇଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ମନି ଲଣ୍ଡରିଂ ମାମଲାରେ ପାଞ୍ଚ ଥର ସମନ କରିବା ପରେ ମଧ୍ୟ ଇଡି ନିକଟରେ ହାଜର ନ ହେବାରୁ କୋର୍ଟର ଦ୍ୱାରସ୍ଥ ହୋଇଛି ତଦନ୍ତକାରୀ ସଂସ୍ଥା । ନୂଆଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ବୁଧବାର ଏହି ମାମଲାର …

ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ କୋର୍ଟର ଦ୍ୱାରସ୍ଥ ହେଲା ଇଡି Read More »

delhi govt vs central govt, arvind kejriwal news, pm narendra modi, odia blog, rising odisha

ବିଲ୍ ବାହନାରେ ସାଙ୍ଗ ଖୋଜୁଛନ୍ତି କେଜ୍ରିୱାଲ,ବୁଝନ୍ତୁ ରଣନୀତି

ଦିଲ୍ଲୀର କେଜ୍ରିୱାଲ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଟଣାଓଟରା କିଛି ନୂଆ ନୁହେଁ। କିନ୍ତୁ ଏଥରର ମାମଲା ଟିକେ ଅଲଗା । ଦିଲ୍ଲୀ ଅଧିକାରୀଙ୍କ ଉପରେ ରାଜ୍ୟ ସରକାରଙ୍କ କର୍ତ୍ତୁତ୍ୱକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ କେଜ୍ରିୱାଲ ଗଡ଼ ଜିତିଥିବା ଅନୁଭବ କରିଥିଲେ। କିନ୍ତୁ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ପରେ କେଜ୍ରିୱାଲଙ୍କ ବିଜୟ ଖୁସୀ କ୍ଷଣସ୍ଥାୟୀ ହୋଇଛି। ଏବେ ସେହି ଅଧ୍ୟାଦେଶକୁ ନେଇ ଯେଉଁ ରାଜନୀତି ଚାଲିଛି ତାରି ବାହନାରେ କେଜ୍ରିୱାଲ ବନ୍ଧୁ ଖୋଜୁଛନ୍ତି। କାରଣ …

ବିଲ୍ ବାହନାରେ ସାଙ୍ଗ ଖୋଜୁଛନ୍ତି କେଜ୍ରିୱାଲ,ବୁଝନ୍ତୁ ରଣନୀତି Read More »

arvind kejriwal on currency notes, narendra modi latest news, indian currency notes pictures, Odia blog, Rising odisha

କେବେ ଓ କେମିତି ପ୍ରଥମ ଥର ପାଇଁ ନୋଟ ଉପରେ ଛପା ହେଲା ମହାତ୍ମାଙ୍କ ଚିତ୍ର ?

ଆମ ଆଦମୀ ପାର୍ଟି ସୁପ୍ରିମୋ ଗୁଜୁରାଟ୍ ନିର୍ବାଚନ ପୂର୍ବରୁ ଖେଳିଛନ୍ତି ହିନ୍ଦୁତ୍ୱ କାର୍ଡ୍ । ବିଜେପିର ହିନ୍ଦୁତ୍ୱ ଲାବ୍ରୋଟରିରେ ବିଜେପିକୁ ମାତ୍ ଦେବା ପାଇଁ ସେ ଖେଳିଛନ୍ତି ହିନ୍ଦୁତ୍ୱ ଖେଳ । ଭାରତୀୟ ନୋଟ୍ ଉପରେ ମହାତ୍ମା ଗାନ୍ଧୀଙ୍କ ଚିତ୍ର ସହିତ ଭଗବାନ ଗଣେଶ ଓ ଦେବୀ ଲକ୍ଷ୍ମୀଙ୍କ ଚିତ୍ର ଛାପିବାକୁ କେଜ୍ରିୱାଲ କ୍ରାନ୍ତିକାରି ପରାମର୍ଶ ଦେଇଛନ୍ତି । ବୁଧବାର ଦିନ କେଜ୍ରିୱାଲ କେନ୍ଦ୍ର ସରକାରଙ୍କୁ ନୋଟ୍ ଉପରେ ଗାନ୍ଧୀଙ୍କ ସହିତ ଗଣେଶ ଓ ଲକ୍ଷ୍ମୀଙ୍କ ଫଟୋ …

କେବେ ଓ କେମିତି ପ୍ରଥମ ଥର ପାଇଁ ନୋଟ ଉପରେ ଛପା ହେଲା ମହାତ୍ମାଙ୍କ ଚିତ୍ର ? Read More »

RSS
Follow by Email
Scroll to Top
Close Bitnami banner
Bitnami