କେଜ୍ରିୱାଲ୍‌ଙ୍କୁ ସପ୍ତମ ସମନ ଜାରି କଲା ଇଡି

ନୂଆଦିଲ୍ଳୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସପ୍ତମ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡ଼ି) । ଦିଲ୍ଲୀର ଅବକାରୀ ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଏହି ସମନ ଜାରି କରିଛି ଇଡ଼ି । ଆମ୍ ଆଦମୀ ପାର୍ଟି (ଆପ୍‌) ସୁପ୍ରିମୋଙ୍କୁ ଆସନ୍ତା ୨୬ ତାରିଖରେ କେନ୍ଦ୍ରୀୟ ଏଜେନ୍ସିରେ ହାଜର ହେବାକୁ କୁହାଯାଇଛି । ବେଆଇନ ବୋଲି କହି ପୂର୍ବରୁ ୬ଟି ଡାକରାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଏଡ଼ାଇ ଦେଇ ସାରିଛନ୍ତି । …

କେଜ୍ରିୱାଲ୍‌ଙ୍କୁ ସପ୍ତମ ସମନ ଜାରି କଲା ଇଡି Read More »