arvind kejriwal arrested

ଗର୍ଜ୍ଜିଲେ କେଜ୍ରିୱାଲଙ୍କ ପତ୍ନୀ

ନୂଆଦିଲ୍ଲୀ : ଦିଲ୍ଲୀ ମଦନୀତି ଦୁର୍ନିତ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି । ଗୋଟିଏ ପଟେ ହାଇକୋର୍ଟ ତାଙ୍କ ଜାମିନ ଉପରେ ରୋକ୍ ଲଗାଇ ଦେଇଥିବା ବେଳେ , ଅନ୍ୟପଟେ ସିବିଆଇ ତାଙ୍କୁ ଗିରଫ କରି ରିମାଣ୍ଡରେ ନେଇଛି । ସ୍ୱାମୀଙ୍କ ଅଡୁଆ ବଢୁଥିବା ଦେଖି ଏବେ ରାଗିଯାଇଛନ୍ତି ପତ୍ନୀ ସୁନୀତା କେଜ୍ରିୱାଲ । ସୁନୀତା ସୋଶାଲ ମିଡିଆରେ ଏକ ନୋଟ୍ ପୋଷ୍ଟ କରି ଗର୍ଜ୍ଜିଛନ୍ତି । ସେ କେଜ୍ରିୱାଲଙ୍କ …

ଗର୍ଜ୍ଜିଲେ କେଜ୍ରିୱାଲଙ୍କ ପତ୍ନୀ Read More »

ହାଜତରୁ ସରକାର ଚଳାଇବା ସହଜ ନୁହେଁ

ନୂଆଦିଲ୍ଳୀ: ଅବକାରୀ ଦୁର୍ନୀତି ମାମଲାରେ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି । ଭାରତୀୟ ଇତିହାସରେ ଏଭଳି ଘଟଣା ପ୍ରଥମ ଥର ଘଟିଛି, ଯେଉଁଠି ଜଣେ କ୍ଷମତାସୀନ ମୁଖ୍ୟମନ୍ତ୍ରୀ ଗିରଫ ହୋଇଛନ୍ତି । ସ୍ୱାଧୀନ ଭାରତର ଇତିହାସରେ ଏମିତି ବିଚିତ୍ର ପରିସ୍ଥିତି କେବେ ଦେଖିବାକୁ ମିଳି ନ ଥିଲା । କ୍ଷମତାରେ ଥିବା ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯିବା ଏବଂ ଗିରଫ ହେବାର ୪୮ ଘଣ୍ଟା ପରେ ମଧ୍ୟ ସେ ମୁଖ୍ୟମନ୍ତ୍ରୀ …

ହାଜତରୁ ସରକାର ଚଳାଇବା ସହଜ ନୁହେଁ Read More »

କେଜ୍ରିୱାଲ୍‌ଙ୍କୁ ଗିରଫ ପରେ ବିରୋଧ କଲେ ଆପ୍ କର୍ମୀ

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଗତ ସଂଧ୍ୟାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଗିରଫ ହୋଇଛନ୍ତି । ଗିରଫ ପରେ ତାତିଲେ ଆମ୍ ଆଦ୍‌ମୀ ପାର୍ଟି (ଆପ୍‌) କର୍ମୀ । ଆମ୍ ଆଦମୀ ପାର୍ଟି (ଏଏପି) ବିଜେପି ବିରୋଧରେ ଦେଶବ୍ୟାପୀ ବିରୋଧ କରିବାକୁ କହିଛି । କେଜ୍ରିୱାଲ୍‌ଙ୍କ ଗିରଫଦାରୀକୁ ଗଣତନ୍ତ୍ରର ହତ୍ୟା ଏବଂ ଏକଛତ୍ରବାଦୀ ଶାସନର ଘୋଷଣା ବୋଲି ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି । ସେ କହିଛନ୍ତି ଯେ ଯିଏ ବିଜେପିର ଏକଛତ୍ରବାଦୀ …

କେଜ୍ରିୱାଲ୍‌ଙ୍କୁ ଗିରଫ ପରେ ବିରୋଧ କଲେ ଆପ୍ କର୍ମୀ Read More »

କେଜ୍ରିୱାଲ ଗିରଫ ପରେ ଜେଲରୁ ଚାଲିବ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ । ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀ ତାଙ୍କୁ ପଚରାଉଚରା କରିବା ସହ ଗିରଫ କରିଛନ୍ତି । ଭାରତରେ ଏହା ପ୍ରଥମ ଘଟଣା ଯେଉଁଠି ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇଛି । ଦିଲ୍ଲୀରେ କିଏ ଆପ ସରକାର ଚଲାଇବ ତାକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ଏହାକୁ ନେଇ ଆମ ଆଦମୀ ପାର୍ଟିର ସ୍ପଷ୍ଟ ଉତ୍ତର ରଖିଛି । ଆପ୍ ପକ୍ଷରୁ କୁହାଯାଇଛି, କେଜ୍ରିୱାଲ ଇସ୍ତଫା …

କେଜ୍ରିୱାଲ ଗିରଫ ପରେ ଜେଲରୁ ଚାଲିବ ଦିଲ୍ଲୀ ସରକାର Read More »

RSS
Follow by Email
Scroll to Top
Close Bitnami banner
Bitnami