ନବୀନ ନିବାସରେ ବିଜୁ ପଟ୍ଟନାୟକଙ୍କ ନାତି, ଲାଗିଛି ନେତାଙ୍କ ଭିଡ଼

ଭୁବନେଶ୍ୱର: ରାଜ୍ୟରେ ନିର୍ବାଚନ ସମାପ୍ତ ହେବାପରେ ବି ସରଗରମ ରହିଛି ରାଜନୈତିକ ମାହୋଲ । ୨୫ ବର୍ଷର ସ୍ଥିର ସରକାର କରିଥିବା ବିଜେଡ଼ି ପରାଜୟ ପରେ , ପ୍ରାୟତଃ ପ୍ରତିଦିନ ନବୀନ ନିବାସରେ ବିଜେଡ଼ି ନେତା ଏବଂ ଗଣମାଧ୍ୟମ ପ୍ରତିନିଧି ମାନଙ୍କର ଭିଡ଼ ଦେଖିବାକୁ ମିଳୁଛି । ଆଗାମୀ ରଣନୀତି କଣ ରହିବ, ବିଜେଡି ବିରୋଧୀ ଦଳ ଆସନରେ ରହି ନୂଆ ସରକାରକୁ କିପରି ସାମ୍ନା କରିବ ତାକୁ ନେଇ ପ୍ରସ୍ତୁତ ହେଉଛି ସୁଦୃଢ ରଣନୀତି । …

ନବୀନ ନିବାସରେ ବିଜୁ ପଟ୍ଟନାୟକଙ୍କ ନାତି, ଲାଗିଛି ନେତାଙ୍କ ଭିଡ଼ Read More »