ପ୍ରଥମ ରାଉଣ୍ଡରେ ପଛୁଆ ସ୍ମୃତି ଇରାନୀ

ନୂଆଦିଲ୍ଲୀ: ପ୍ରଥମ ରାଉଣ୍ଡରେ ପଛୁଆ ରହିଛନ୍ତି ବିଜେପିର ଲୋକସଭା ପାର୍ଥୀ ସ୍ମୃତି ଇରାନୀ । କଂଗ୍ରେସ ପ୍ରାର୍ଥୀ କିଶୋରୀ ଲାଲ ଶର୍ମା ଆଗରେ ଥିବା ଜଣାଯାଇଛି । ଲୋକସଭା ନିର୍ବାଚନରେ ୟୁପିର ଅମେଠିରୁ ସ୍ମୃତି ଇରାନୀଙ୍କୁ ପ୍ରାର୍ଥୀ କରିଥିଲା ବିଜେପି । ଏହି ଆସନରେ କଂଗ୍ରେସ କିଶୋରୀ ଲାଲ ଶର୍ମାଙ୍କୁ ତାଙ୍କ ବିରୋଧରେ ପ୍ରାର୍ଥୀ କରିଥିଲା । ଏବେ ପ୍ରଥମ ରାଉଣ୍ଡରେ କିଶୋରୀ ଲାଲ ସ୍ମୃତି ଇରାନୀଙ୍କଠାରୁ ଆଗରେ ରହିଥିବା ଜଣାପଡ଼ିଛି । ଆଗରେ କଂଗ୍ରେସ ପ୍ରାର୍ଥୀ …

ପ୍ରଥମ ରାଉଣ୍ଡରେ ପଛୁଆ ସ୍ମୃତି ଇରାନୀ Read More »