ଅଧିନାୟକ ପଦ ଛାଡିଲେ କେନ୍ ୱିଲିୟମସନ୍

ଟି-୨୦ ବିଶ୍ୱକପରେ ନ୍ୟୁଜିଲାଣ୍ଡର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଅଧିନାୟକ ପଦ ଛାଡିଲେ କେନ୍ ୱିଲିୟମସନ୍ । ଦଳ ଗ୍ରୁପ ଷ୍ଟେଜରୁ ବିଦାହେବା ପରେ ଏଭଳି କଠୋର ନିଷ୍ପତି ନେଇଛନ୍ତି କେନ୍ । ଏହାସହ ୨୦୨୪-୨୫ ସିଜିନ୍ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ନିଜ ନାମ ଫେରାଇନେଇଛନ୍ତି । ଯାହାକୁ ସହଜରେ ବିଶ୍ୱାସ କରିପାରୁନାହାନ୍ତି କିୱି କ୍ରିକେଟ୍ ବୋର୍ଡ ଏବଂ ସାଥୀ ଖେଳାଳୀ । ଦଳର ଜଣେ ଅଭିଜ୍ଞ ଖେଳାଳୀଙ୍କ ଏହି ନିଷ୍ପତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଅନ୍ୟପଟେ …

ଅଧିନାୟକ ପଦ ଛାଡିଲେ କେନ୍ ୱିଲିୟମସନ୍ Read More »