ଆପ୍ ମନ୍ତ୍ରୀ ଅତିଶିଙ୍କୁ ମାନହାନୀ ନୋଟିସ ପଠାଇଲା ବିଜେପି
ନୂଆଦିଲ୍ଲୀ: ଆପ୍ ମନ୍ତ୍ରୀ ଅତିଶି ମାର୍ଲେନାଙ୍କୁ ମାନହାନୀ ନୋଟିସ ପଠାଇଲା ବିଜେପି । କିଛି ଦିନ ତଳେ ସାମ୍ବାଦିକ ସମ୍ମିଳନୀ କରି ଅତିଶି ଦାବି କରିଥିଲେ ଯେ, ବିଜେପି ତାଙ୍କୁ ଦଳରେ ଯୋଗ ଦେବାକୁ ଅଫର ଦେଇଛି । ଏଭଳି ମିଥ୍ୟା ଦାବିକୁ ନେଇ ବିଜେପି ନୋଟିସ ପଠାଇଥିବା ଜଣାପଡ଼ିଛି । ଦିଲ୍ଲୀ ବିଜେପି ସଭାପତି ବିରେନ୍ଦ୍ର ସଚଦେବା ଗଣମାଧ୍ୟମକୁ କହିଛନ୍ତି ଯେ ସେ ଅତିଶିଙ୍କୁ ନୋଟିସ ପଠାଇଛନ୍ତି ଏବଂ ତାଙ୍କୁ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିବାକୁ …
ଆପ୍ ମନ୍ତ୍ରୀ ଅତିଶିଙ୍କୁ ମାନହାନୀ ନୋଟିସ ପଠାଇଲା ବିଜେପି Read More »