୯୩ ବର୍ଷ ବୟସରେ ବୃଦ୍ଧଙ୍କୁ ମିଳିଲା ମତଦାନର ଅଧିକାର

ନୂଆଦିଲ୍ଲୀ: ୯୩ ବର୍ଷ ବୟସରେ ବୃଦ୍ଧଙ୍କୁ ମିଳିଲା ମତଦାନର ଅଧିକାର । ଛତିଶଗଡ କାଙ୍କେର ଜିଲ୍ଲା ଅନ୍ତର୍ଗତ ଭାନୁପ୍ରତାପପୁର ବିଧାନସଭା କ୍ଷେତ୍ରରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଗତକାଲି ଛତିଶଗଡ ବିଧାନସଭା ନିର୍ବାଚନରେ ପ୍ରଥମ ପର୍ଯ୍ୟାୟରେ ୨୦ଟି ସିଟ ପାଇଁ ମତଦାନ ହୋଇଛିି । ଏଭଳି ସମୟରେ କାଙ୍କେର ଜିଲ୍ଲାର ଭୋସାକହ୍ନାରରେ ବସବାସ କରୁଥିବା ଶେରସିଂ ହିଡକୋ ୯୩ ବର୍ଷ ବୟସରେ ପ୍ରଥମଥର ପାଇଁ ଭୋଟ ଦେଇଛନ୍ତି । ଥରଟେ ବି ଦେଇ …

୯୩ ବର୍ଷ ବୟସରେ ବୃଦ୍ଧଙ୍କୁ ମିଳିଲା ମତଦାନର ଅଧିକାର Read More »