5T Secretary VK Pandian

ଗୋପାଳପୁରରେ ପାଣ୍ଡିଆନଙ୍କ ମେଗା ରୋଡ୍ ଶୋ

ବ୍ରହ୍ମପୁର: ଗୋପାଳପୁର ନିର୍ବାଚନମଣ୍ଡଳୀରେ ବିଜେଡ଼ିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନଙ୍କ ମେଗା ରୋଡ଼ ଶୋ । ଛକଛକରେ ଜନସମୁଦ୍ର, ଲୋକାରଣ୍ୟ ରାଜପଥ । ଗୋପାଳପୁରରୁ ଲାଞ୍ଜିପଲ୍ଲୀ. ଲାଞ୍ଜିପଲ୍ଲୀରୁ ଲୋଚାପଡ଼ା । ବିଜେଡିର ଷ୍ଟାର କ୍ୟାମ୍ପେନର କାର୍ତ୍ତିକ ପାଣ୍ଡିଆନଙ୍କୁ ସବୁଠି ଉଚ୍ଛ୍ୱସିତ ସମ୍ବର୍ଦ୍ଧନା, ଉଲ୍ଲସିତ ସ୍ୱାଗତ । ହଜାର ହଜାର ଲୋକଙ୍କ ଗହଣରେ ବିଶାଳ ରୋଡ୍ ଶୋ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ । ପ୍ରଥମେ ଗୋପାଳପୁରରୁ ରୋଡ୍ ଶୋ ଆରମ୍ଭ କରିଥିଲେ ପାଣ୍ଡିଆନ । ରାଲିରେ ବ୍ରହ୍ମପୁର ସାଂସଦ …

ଗୋପାଳପୁରରେ ପାଣ୍ଡିଆନଙ୍କ ମେଗା ରୋଡ୍ ଶୋ Read More »

ପାଣ୍ଡିଆନଙ୍କ ଗୋପାଳପୁର ଧବଳେଶ୍ୱର ମନ୍ଦିରର ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା

ଗୋପାଳପୁର : ଗୋପାଳପୁର ନିକଟରେ ଥିବା ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ମନ୍ଦିରର ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ବିଜେଡ଼ିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ୍ । ସେ ଆଜି ସକାଳୁ ସକାଳୁ ଧବଳେଶ୍ୱର ମନ୍ଦିରରେ ପହଞ୍ଚିଥିଲେ । ସେଠାରେ ପୂଜାର୍ଚ୍ଚନା କରିବା ସହ ପ୍ରଭୁଙ୍କ ଆର୍ଶିବାଦ ନେଇଥିଲେ । ଏଠାରେ ଆଖପାଖ ଅଞ୍ଚଳର ଲୋକେ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ସେ ମନ୍ଦିର ବୁଲି ଦେଖିବା ସହ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ଗତକାଲି …

ପାଣ୍ଡିଆନଙ୍କ ଗୋପାଳପୁର ଧବଳେଶ୍ୱର ମନ୍ଦିରର ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା Read More »

 ପୁଣି ଫେରିବ ନବୀନ ସରକାର: ପାଣ୍ଡିଆନ

ଭବାନୀପାଟଣା: କଳାହାଣ୍ଡି ଲୋକସଭା କ୍ଷେତ୍ରରେ ପ୍ରଚାର କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଯୋଡି ଶଙ୍ଖକୁ ଭୋଟ ଦେବାକୁ ଅପିଲ୍ କଲେ ନବୀନ । ବିରୋଧୀ ସବୁବେଳେ ମିଛ କହୁଛନ୍ତି । ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଭବାନୀପାଟଣା ସମାବେଶରେ କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଭବାନୀପାଟଣା ମଞ୍ଚରୁ ସିଧାସଳଖ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ବିଜେଡ଼ି ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ୯ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ଆୟୁଶ୍ମାନ ଭାରତ ଯୋଜନାରେ …

 ପୁଣି ଫେରିବ ନବୀନ ସରକାର: ପାଣ୍ଡିଆନ Read More »

କୁଆଡେ ଗଲା ବର୍ଷକୁ ଦୁଇ କୋଟି ଚାକିରି: ପାଣ୍ଡିଆନ

ଭୁବନେଶ୍ୱର : ୨୦୨୪ ନିର୍ବାଚନ ପାଇଁ ଓଡ଼ିଶାକୁ ଜାତୀୟସ୍ତର ବିଜେପି ନେତାଙ୍କ ସୁଅ ଛୁଟିଛି । ନିର୍ବାଚନ ପାଇଁ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଉଛନ୍ତି ହେଲେ ପୂରଣ ହେଉନାହିଁ । ୨୦୧୪ରେ ବିଜେପି ଦେଶରେ ସରକାରକୁ ଆସିବା ସମୟରେ ଯେଉଁ ପ୍ରତିଶ୍ରୁତି ଦେଇଥିଲା, ତାହା ଏଯାଏଁ ପୂରଣ ହୋଇନି । କିନ୍ତୁ ପୁଣିଥରେ ମିଛ ସଂକଳ୍ପ ପତ୍ର ଆଣି ସବୁ କରିଦେବୁ ବୋଲି କହିବାରେ ଲାଗିଛନ୍ତି । ଯାହାକୁ ନେଇ ବିଜେପି ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେଡି …

କୁଆଡେ ଗଲା ବର୍ଷକୁ ଦୁଇ କୋଟି ଚାକିରି: ପାଣ୍ଡିଆନ Read More »

RSS
Follow by Email
Scroll to Top
Close Bitnami banner
Bitnami