5T Secretary VK Pandian

 ମୁଖ୍ୟମନ୍ତ୍ରୀଠାରୁ ସ୍ୱଚ୍ଛ କେହି ନାହାନ୍ତି : ପାଣ୍ଡିଆନ

ଭୁବନେଶ୍ୱର: ବିଜେପିର ଆତ୍ମବିଶ୍ୱାସ ବଢାଇବା ଲାଗି ବାହାରୁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀମାନେ ଆସି ଓଡିଶାରେ ନିର୍ବାଚନ ପ୍ରଚାର କରୁଛନ୍ତି । ସମସ୍ତେ ଆସି ସ୍ଥାନୀୟ ବିଜେପି ନେତାଙ୍କୁ ବୁଷ୍ଟର ଡୋଜ୍ ଦେଉଛନ୍ତି । କିନ୍ତୁ, ସେମାନଙ୍କ ଡୋଜ୍ ସ୍ଥାନୀୟ ନେତାଙ୍କ ଉପରେ ଓଲଟା କାମ କରୁଛି । ବିଜେପି ଏଠି ନବୀନଙ୍କଠାରୁ ଅଧିକ ସ୍ୱଚ୍ଛ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ କରିବ ବୋଲି କହୁଛି । ଯଦି ଏହାକୁ ବିଶ୍ୱାସ କରାଯିବ ତେବେ ବିଜେପିକୁ ଆହୁରି ୨୦ରୁ ୨୫ ବର୍ଷ …

 ମୁଖ୍ୟମନ୍ତ୍ରୀଠାରୁ ସ୍ୱଚ୍ଛ କେହି ନାହାନ୍ତି : ପାଣ୍ଡିଆନ Read More »

 ଓଡ଼ିଆଙ୍କ ଭାବାବେଗ ସହ ଖେଳିବା ପଡିବ ମହଙ୍ଗା

ଭୁବନେଶ୍ୱର: ପ୍ରଭୁ ଜଗନ୍ନାଥଙ୍କୁ ନେଇ ରାଜନୀତି କରୁଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହେଲେ ଓଡ଼ିଆଙ୍କ ଭାବାବେଗ ସହ ଖେଳ ଏମାନଙ୍କୁ ମହଙ୍ଗା ପଡ଼ିବ । ପୁରୀ ଭୋଟର ଏହାର ଜବାବ ଦେବେ ଭୋଟରେ । ଏପରି କହିଛନ୍ତି ବିଜେଡ଼ିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ କଣ୍ଟା ସାଜିଥିଲେ ଧର୍ମେନ୍ଦ୍ର ଶ୍ରୀଜଗନ୍ନାଥ ଓଡ଼ିଆଙ୍କ ସ୍ୱାଭିମାନ ଓ ଗାରିମା । ପୁରୀ ବିକାଶ ଓଡ଼ିଶା ଐତିହ୍ୟର ବିକାଶ …

 ଓଡ଼ିଆଙ୍କ ଭାବାବେଗ ସହ ଖେଳିବା ପଡିବ ମହଙ୍ଗା Read More »

ମଠ ମନ୍ଦିରର ପବିତ୍ରତା ପାଇଁ କାମ କରିଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁରୀର ମଠ ଭଙ୍ଗାଯିବା ଅଭିଯୋଗ ସମ୍ପର୍କରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ କଡ଼ା ଜବାବ ଦେଇଛନ୍ତି ବିଜେଡ଼ିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ସୋସିଆଲ ମିଡିଆରେ ପାଣ୍ଡିଆନ ଏକ ଭିଡିଓ ଜାରି କରି ମହାପ୍ରଭୁ ବିରୋଧୀଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି କହିଛନ୍ତି । ନିକଟରେ ପୁରୀ ପରିକ୍ରମା ପ୍ରକଳ୍ପ ସମୟରେ ଐତିହାସିକ ମଠ ଓ ମନ୍ଦିର ଭଙ୍ଗା ଯାଇଛି ବୋଲି ବିଜେପି ନେତ୍ରୀ ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ …

ମଠ ମନ୍ଦିରର ପବିତ୍ରତା ପାଇଁ କାମ କରିଛନ୍ତି ମୁଖ୍ୟମନ୍ତ୍ରୀ Read More »

 ଖୁସି ଖବର ଦେଲେ ପାଣ୍ଡିଆନ, ସରକାରୀ କର୍ମଚାରୀ ପାଇବେ ବିଏସକେୱାଇ କାର୍ଡ

ରାଉରକେଲା: ଏଥର ସମସ୍ତଙ୍କୁ ମିଳିବ ବିଏସକେୱାଇ କାର୍ଡ । ଏମିତି କି ସରକାରୀ କର୍ମଚାରୀ ବି ପାଇବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ । ଆଶା ଦିଦିଙ୍କ ଠୁ ଆରମ୍ଭ କରି ଅଙ୍ଗନୱାଡି ଦିଦି ସମସ୍ତେ ବିଏସକେୱାଇ କାର୍ଡର ଲାଭ ଉଠାଇବେ । ରାଉରକେଲା ନିର୍ବାଚନୀ ପ୍ରଚାରରେ ଏହି ଖୁସି ଖବର ଦେଇଛନ୍ତି ବିଜେଡ଼ିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ପୂର୍ବରୁ ବିଏସକେୱାଇ କାର୍ଡ କେବଳ ବିପିଏଲ ହିତାଧିକାରୀଙ୍କୁ ମିଳୁଥିବା ବେଳେ ଏବେ ସମସ୍ତେ ଉପକୃତ …

 ଖୁସି ଖବର ଦେଲେ ପାଣ୍ଡିଆନ, ସରକାରୀ କର୍ମଚାରୀ ପାଇବେ ବିଏସକେୱାଇ କାର୍ଡ Read More »

କଟକରେ ପାଣ୍ଡିଆନଙ୍କ ମେଗା ରୋଡ୍ ଶୋ’

କଟକ: ସିଲଭର ସିଟି କଟକରେ ବିଜେଡିର ବିଶାଳ ରୋଡ଼ ଶୋ । ବିଜେଡି ଷ୍ଟାର ପ୍ରଚାରକ କାର୍ତ୍ତର୍ିକ ପାଣ୍ଡିଆନଙ୍କ ବିଶାଳ ରୋଡ୍ ଶୋ । ସ୍ନେହ ଆଦରର ଲମ୍ବାଧାଡ଼ିରେ ପାଣ୍ଡିଆନଙ୍କୁ ସ୍ୱାଗତ କରିଥିଲେ କଟକ ବାସିନ୍ଦା । ସନ୍ଧ୍ୟାରୁ ୫ ଘଣ୍ଟା ଧରି ଲୋକାରଣ୍ୟ ହୋଇପଡ଼ିଥିଲା ପୁରା ସହର । ସବୁଠି କେବଳ ବିଜେଡି ଆଉ ଶଙ୍ଖର ଧ୍ୱନୀ ଶୁଭୁଥିଲା । ଏଥିସହ ସମର୍ଥନର ବିଶାଳ ଶୋଭାଯାତ୍ରା ଆଖି ଝଲସାଇ ଦେଇଥିଲା । ରାସ୍ତାର ଦୁଇ ପାଖ …

କଟକରେ ପାଣ୍ଡିଆନଙ୍କ ମେଗା ରୋଡ୍ ଶୋ’ Read More »

 ଯିଏ ଆପଣଙ୍କ ସୁଖଦୁଃଖରେ ରହିବେ ତାଙ୍କୁ ଆଶୀର୍ବାଦ କରନ୍ତୁ: ପାଣ୍ଡିଆନ୍‌

ଭୁବନେଶ୍ୱର: ଯିଏ ଆପଣଙ୍କ ସାଙ୍ଗରେ ଦିନରାତି ଛିଡ଼ା ହେବେ । ସୁଖଦୁଃଖରେ ସବୁଦିନ ରହିବେ ସେମାନଙ୍କୁ ଆଶୀର୍ବାଦ କରନ୍ତୁ, ଟୁରିଷ୍ଟଙ୍କୁ ନୁହେଁ । ବଡ଼ମ୍ବା ନିର୍ବାଚନୀ ସଭାରେ ଏପରି କହିଛନ୍ତି ବିଜେଡ଼ିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ବଡ଼ମ୍ୱା ଓ ବାଙ୍କୀରେ ଜୋରଦାର ପ୍ରଚାର କରି ଏହା କହିଛନ୍ତି ପାଣ୍ଡିଆନ । ଆପଣ ବିଜୁଳି ପାଇବେ, ବିରୋଧୀ କରେଣ୍ଟ ପାଇବେ ପାଣ୍ଡିଆନ ଆହୁରି କହିଛନ୍ତି ଯେ, ଆସନ୍ତା ଜୁନ ୯ ତାରିଖରେ ୧୧.୩୦ରୁ ଅପରାହ୍ନ ୧ …

 ଯିଏ ଆପଣଙ୍କ ସୁଖଦୁଃଖରେ ରହିବେ ତାଙ୍କୁ ଆଶୀର୍ବାଦ କରନ୍ତୁ: ପାଣ୍ଡିଆନ୍‌ Read More »

 ହାରିବା ଭୟରେ ଢେଙ୍କାନାଳ ଛାଡ଼ି ସମ୍ବଲପୁର ଆସିଛନ୍ତି ଧର୍ମେନ୍ଦ୍ର: ପାଣ୍ଡିଆନ

କଣ୍ଟାବାଞ୍ଜି: ପୁଣି ଥରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଡା ଭାଷାରେ ସମାଲୋଚନା ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । କହିଲେ ହାରିବା ଭୟରେ ଢେଙ୍କାନାଳ ଛାଡି ସମ୍ବଲପୁର ଚାଲି ଆସିଛନ୍ତି ଧର୍ମେନ୍ଦ୍ର । ବଙ୍ଗୋମୁଣ୍ଡା ରେ ଆୟୋଜିତ ନିର୍ବାଚନୀ ସଭାରେ ପାଣ୍ଡିଆନ ଏପରି ଭାଷାରେ ସମାଲୋଚନା କରିଛନ୍ତି । ଢେଙ୍କାନାଳରେ ୧୦ ବର୍ଷ କାଟିଥିଲେ ଧର୍ମେନ୍ଦ୍ର ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରି ପାଣ୍ଡିଆନ କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ଢେଙ୍କାନାଳରେ ୧୦ ବର୍ଷ କାଟିଲେ । ହେଲେ ହାରିଯିବା ଭୟରେ …

 ହାରିବା ଭୟରେ ଢେଙ୍କାନାଳ ଛାଡ଼ି ସମ୍ବଲପୁର ଆସିଛନ୍ତି ଧର୍ମେନ୍ଦ୍ର: ପାଣ୍ଡିଆନ Read More »

ପ୍ରଧାନମନ୍ତ୍ରୀ ଓଡ଼ିଶା ବିଜେପିକୁ ବୁଷ୍ଟର ଡୋଜ୍ ଦେଉଛନ୍ତି: ପାଣ୍ଡିଆନ

  ଭୁବନେଶ୍ୱର: ଯେଉଁଠି ବିଜେପି ହାରିବାର ଥାଏ, ସେଠାକୁ ବିଜେପିର ବଡ ବଡ଼ ନେତା ଯାଆନ୍ତି । ଓଡ଼ିଶା ବିଜେପିକୁ ବୁଷ୍ଟର ଡୋଜ୍ ଦେବାକୁ ଚାହୁଁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯେତେବେଳେ ହାରିବାର ଥାଏ ସେତେବେଳେ ବିଜେପି ମନ୍ଦିର କଥା କୁହେ, ଚର୍ଚ୍ଚ କଥା କୁହେ, ମସଜିଦ କଥା କୁହେ । ବିଜେପି କନ୍ଧମାଳରେ ଦଙ୍ଗା କରିଥିଲା । ବୋମା ଫୁଟାଇଥିଲା । ଏବେ ସେଠାରେ ଶାନ୍ତି ଅଛି ବୋଲି କହିଛନ୍ତି ବିଜେଡ଼ିର ବରିଷ୍ଠ ନେତା …

ପ୍ରଧାନମନ୍ତ୍ରୀ ଓଡ଼ିଶା ବିଜେପିକୁ ବୁଷ୍ଟର ଡୋଜ୍ ଦେଉଛନ୍ତି: ପାଣ୍ଡିଆନ Read More »

 ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ କଲେ ଅପିଲ୍‌

ବରଗଡ଼: ବରଗଡ଼ ବିଜେପୁରରୁ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । କେବଳ ନିର୍ବାଚନ ଆସିଲେ ବିରୋଧୀ ଦଳର ଚାଷୀଙ୍କ କଥା ମନେପଡେ । କୁଆଡେ ଗଲା ଏମଏସପି ଦୁଇଗୁଣା କରିବାର ପ୍ରତିଶୃତି ? କୁଆଡେ ଗଲା ବରପାଲି ଷ୍ଟେସନକୁ ରେଲୱେ ଜଙ୍କସନ କରିବାର ପ୍ରତିଶୃତି ? କୁଆଡେ ଗଲା କେନ୍ଦୁପତ୍ର ଉପରୁ ଜିଏସଟି ଛାଡ ଘୋଷଣା ? ବିରୋଧୀଙ୍କୁ ଏପରି ଭାବେ ଟାର୍ଗେଟ କରିଛନ୍ତି ପାଣ୍ଡିଆନ । ବିଜେପୁରରେ ବରଗଡ ବିଜେଡି …

 ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ କଲେ ଅପିଲ୍‌ Read More »

ଅତାବିରାରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର

ଅତାବିରା: ଭେଡେନ ଅତାବିରାରେ କାର୍ତ୍ତିକ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର । ସାଧାରଣ ସଭାରେ ଦେଲେ ଉଦବୋଧନ । ଏଭଳି ଜନସମାବେଶ ଦେଖିଲେ ବିରୋଧୀଙ୍କ ମନୋବଳ ଭାଙ୍ଗିଯାଉଛି । ବହୁ ନେତା ନିର୍ବାଚନ ଆସିଲେ ଏଭଳି ଆସିବେ ଏବଂ ପ୍ରତିଶୃତି ଦେଇ ଚାଲିଯିବେ । ପରେ ସେମାନଙ୍କ ଦେଖା ମିଳିବନି ବୋଲି କହିଛନ୍ତି ପାଣ୍ଡିଆନ । କିନ୍ତୁ ନବୀନ ସରକାର ବିକାଶ କରୁଛନ୍ତି । ଆମେ ସବୁବେଳେ ହିସାବ ଦେଇଥାଉ । ସେପଟେ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି …

ଅତାବିରାରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର Read More »

RSS
Follow by Email
Scroll to Top
Close Bitnami banner
Bitnami