5T Secretary VK Pandian

  ଚମ୍ପୁଆରେ ପାଣ୍ଡିଆନଙ୍କ ପ୍ରଚାର, ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ କଲେ ଅନୁରୋଧ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଚମ୍ପୁଆରେ ଜୋରଦାର ପ୍ରଚାର କରିଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ବିଧାନସଭା ପ୍ରାର୍ଥୀ ସନାତନ ମହାକୁଡ଼ ଓ ଲୋକସଭା ପ୍ରାର୍ଥୀ ଧନୁର୍ଜୟ ସିଦ୍ଧଙ୍କୁ ବିପୁଳ ଭୋଟରେ ଜିତାଇବାକୁ ନିବେଦନ କରିଛନ୍ତି ପାଣ୍ଡିଆନ । ସେ କହିଛନ୍ତି, ଉଭୟ ଏମଏଲଏ ଓ ଏମପି ବିଜେଡିରୁ ହେବା ଦରକାର । ଅନ୍ୟ ଦଳର ଏମପି ହେଲେ ବିକାଶ କାମରେ ବାଧା ଦେବେ । ଚାଲିଥିବା ବିକାଶ କାମକୁ ଅଟକାଇ ଦେବେ । …

  ଚମ୍ପୁଆରେ ପାଣ୍ଡିଆନଙ୍କ ପ୍ରଚାର, ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ କଲେ ଅନୁରୋଧ Read More »

ଓଡ଼ିଶା ଗସ୍ତରେ ଆସି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ପ୍ରଧାନମନ୍ତ୍ରୀ

ସାଲେପୁର: ପ୍ରଧାନମନ୍ତ୍ରୀଙ୍କୁ କଡ଼ା ଜବାବ ଦେଲେ ବିଜେଡ଼ିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ସାଲେପୁର ନିର୍ବାଚନୀ ସଭାସ୍ଥଳରୁ ପିଏମ ମୋଦିଙ୍କୁ କଡା ଜବାବ ଦେଇଛନ୍ତି ପାଣ୍ଡିଆନ । ପ୍ରଧାନମନ୍ତ୍ରୀ ମୋଦିଙ୍କ ତିନୋଟି ପ୍ରଶ୍ନର ଉତ୍ତର ରଖିଛନ୍ତି ପାଣ୍ଡିଆନ । ଚାଷୀଙ୍କ ଏମଏସପିରୁ ପିଏମ ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ଚାଷୀମାନଙ୍କୁ ଖୋଦ କେନ୍ଦ୍ର ସରକାର ଏମଏସପି ୨୩୦୦ଟଙ୍କା ଦେଉଥିବା ବେଳେ ଓଡିଶା ଗସ୍ତରେ ଆସି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀଙ୍କ ଉପରେ …

ଓଡ଼ିଶା ଗସ୍ତରେ ଆସି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ପ୍ରଧାନମନ୍ତ୍ରୀ Read More »

ମଧ୍ୟବିତ୍ତଙ୍କ ସୁଖଦୁଃଖରେ ଅଛନ୍ତି ନବୀନ

ଭୁବନେଶ୍ୱର: ମଧ୍ୟବିତ୍ତଙ୍କ ସୁଖଦୁଃଖରେ ସବୁବେଳେ ଅଛନ୍ତି ନବୀନ ସରକାର । ମଧ୍ୟବିତ୍ତ ହେଉଛନ୍ତି ଓଡ଼ିଶାର ଇଞ୍ଜିନ । ମଧ୍ୟବିତ୍ତଙ୍କୁ ରାଜ୍ୟ ସରକାରଙ୍କ ଉପହାର ସମ୍ପର୍କରେ ସୂଚନା ଦେଇ ଏଭଳି କହିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ । ସେ ଆହୁରି କହିଛନ୍ତି, ମଧ୍ୟବିତ୍ତମାନେ ହେଉଛନ୍ତି ସମାଜର ମେରୁଦଣ୍ଡ । ମଧ୍ୟବିତ୍ତଙ୍କ ପାଇଁ ବହୁତ କାମ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଏଥର ବିଜେଡିର ଇସ୍ତାହାରରେ ମଧ୍ୟବିତ୍ତଙ୍କ ପାଇଁ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ …

ମଧ୍ୟବିତ୍ତଙ୍କ ସୁଖଦୁଃଖରେ ଅଛନ୍ତି ନବୀନ Read More »

 ମାଆ ସମଲେଶ୍ୱରୀଙ୍କ ଦର୍ଶନ କଲେ ପାଣ୍ଡିଆନ

ସମ୍ବଲପୁର: ଆଜି ସକାଳୁ ସମ୍ବଲପୁରରେ ମାଆ ସମଲେଶ୍ୱରୀଙ୍କ ଦର୍ଶନ କରିଛନ୍ତି ବରିଷ୍ଠ ବିଜେଡି ନେତା ତଥା ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ସେ ମାଆ ସମଲେଶ୍ୱରୀଙ୍କ ନିକଟରେ ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ନେଇଥିଲେ । ମାଆ ସମଲେଶ୍ୱରୀଙ୍କ ଦର୍ଶନ କରିବା ସହିତ ପୂଜକ ଓ ଟ୍ରଷ୍ଟ ବୋର୍ଡ କର୍ମକର୍ତ୍ତାଙ୍କ ସହ ବିଭିନ୍ନ ସୁବିଧା ଅସୁବିଧା ନେଇ ପଚାରିଥିଲେ । ଏଥିସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ମନ୍ଦିର ପରିସର ଓ ମହାନଦୀ ଆଳତି …

 ମାଆ ସମଲେଶ୍ୱରୀଙ୍କ ଦର୍ଶନ କଲେ ପାଣ୍ଡିଆନ Read More »

 ବିକାଶର ଚିଠା ଦେଲେ ପାଣ୍ଡିଆନ

ସମ୍ବଲପୁର : ଆସନ୍ତା ୨୫ ତାରିଖରେ ସମ୍ୱଲପୁର ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେବ । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ୩ ପ୍ରମୁଖ ରାଜନୈତିକ ଦଳଗୁଡିକ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି । ସମ୍ବଲପୁର ଲୋକସଭା କ୍ଷେତ୍ରର କୁଚିଣ୍ଡା ବାମରାରେ ପ୍ରଚାର କରିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ । ଏହି ଅବସରରେ କୁଚିଣ୍ଡା, ବାମରା, ଜମନକିରା ବ୍ଲକ ବିକାଶର ଚିଠା ଦେଇଛନ୍ତି । କୁଚିଣ୍ଡା ନିର୍ବାଚନମଣ୍ଡଳିର ବିକାଶ ପାଇଁ ୨୯ କୋଟି …

 ବିକାଶର ଚିଠା ଦେଲେ ପାଣ୍ଡିଆନ Read More »

ପ୍ରଥମ ପର୍ଯ୍ୟାୟ ତୁଳନାରେ ଦ୍ୱିତୀୟ ପର୍ଯ୍ୟାୟରେ ଆହୁରି ଭଲ କରିବ ବିଜେଡି

ଭୁବନେଶ୍ୱର : ସୋମବାର ଦେଶରେ ପଞ୍ଚମ ତଥା ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଚାଲିଛି । ପ୍ରଥମ ପର୍ଯ୍ୟାୟ ଅପେକ୍ଷା ଏଥର ଦ୍ୱିତୀୟ ପର୍ଯ୍ୟାୟରେ ବିଜେଡି ଆହୁରି ଭଲ ପଦର୍ଶନ କରିବ ବୋଲି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଦୃଢକ୍ତି ପ୍ରକାଶ କରିଛନ୍ତି । ବିଜେଡି ସରକାରଙ୍କ କାମ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଯୋଗୁଁ ବିଜେଡି ଆଶାତୀତ ସଫଳତା ଲାଭ କରିବ । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ବି ବିଜେଡି ବାଜିମାତ କରିବ …

ପ୍ରଥମ ପର୍ଯ୍ୟାୟ ତୁଳନାରେ ଦ୍ୱିତୀୟ ପର୍ଯ୍ୟାୟରେ ଆହୁରି ଭଲ କରିବ ବିଜେଡି Read More »

ରଣପୁରରେ ବିକାଶର ବାର୍ତ୍ତା ଦେଲେ କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ୱର: ରଣପୁରରେ ଜୋରଦାର ପ୍ରଚାର କରିଛନ୍ତି ବିଜେଡ଼ିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ଏହି ନିର୍ବାଚନୀ ସଭାରେ ରଣପୁରରେ ବିକାଶର ବାର୍ତ୍ତା ଦେଲେ ପାଣ୍ଡିଆନ । ଆଉ କହିଛନ୍ତି ଯେ, ପୁରୀରୁ ରଣପୁର ସବୁ ମଠ ମନ୍ଦିର ଓ ଧାର୍ମୀୟ ଅନୁଷ୍ଠାନର ରୂପାନ୍ତରଣ କରାଯାଇଛି । ଆଗକୁ ବି ବିକାଶ କାମ ଜାରି ରହିବ । ରଣପୁର ଜଗନ୍ନାଥ ମନ୍ଦିରର ରୂପାନ୍ତରଣ ପାଇଁ ୫ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ । ସେହିପରି ମଣିନାଗ …

ରଣପୁରରେ ବିକାଶର ବାର୍ତ୍ତା ଦେଲେ କାର୍ତ୍ତିକ ପାଣ୍ଡିଆନ Read More »

ଅପରାଜିତାଙ୍କର ନିର୍ବାଚନ ପରେ ଦେଖା ମିଳେନି

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ତଥା ବିଜେପି ଲୋକସଭା ପ୍ରାର୍ôଥନୀ ଅପରାଜିତା ଷଡଙ୍ଗୀ ଜଣେ ଟୁରିଷ୍ଟ ନେତ୍ରୀ । ନିର୍ବାଚନ ସରିଗଲେ ଆଉ ମିଳେନି ତାଙ୍କର ଦେଖା । ୨୦୧୯ରେ ନିର୍ବାଚିତ ହେବା ପରେ ତାଙ୍କୁ କେବେ ବି ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳି ନ ଥିଲା । ଜଟଣୀ ଖୁଦୁପୁରରେ ଆୟୋଜିତ ସଭାରେ ଅପରାଜିତାଙ୍କୁ ଟାର୍ଗେଟ କରି ଏପରି କହିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ । ଜଟଣୀବାସୀଙ୍କ ସବୁ ସମସ୍ୟାର ସମାଧାନ କରିବେ ମୁଖ୍ୟମନ୍ତ୍ରୀ …

ଅପରାଜିତାଙ୍କର ନିର୍ବାଚନ ପରେ ଦେଖା ମିଳେନି Read More »

ପାଣ୍ଡିଆନଙ୍କ ମାରାଥନ ପ୍ରଚାର, ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ କଲେ ଅନୁରୋଧ

ଭୁବନେଶ୍ୱର: ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ମାରାଥନ ପ୍ରଚାର କରିଛନ୍ତି ୫ଟି ଅଧ୍ୟକ୍ଷ ତଥା ବିଜେଡି ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ପ୍ରଥମେ ସାଲିଆ ସାହି, ତା’ ପରେ କଲ୍ୟାଣସିଂହପୁର ଓ ନହରକଣ୍ଟାରେ ପ୍ରଚାର କରି ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ । ଏଥିସହ ବିରୋଧୀଙ୍କୁ କରିଥିଲେ ଟାର୍ଗେଟ । ସାଲିଆସାହି ବାସିନ୍ଦାଙ୍କୁ କେହି ଉଚ୍ଛେଦ କରିପାରିବେନି ସାଲିଆ ସାହିର ବାସିନ୍ଦାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେତେ ଭଲ ପାଆନ୍ତି ସେହି ଅନୁଭୁତି ବଖାଣିଥିଲେ …

ପାଣ୍ଡିଆନଙ୍କ ମାରାଥନ ପ୍ରଚାର, ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ କଲେ ଅନୁରୋଧ Read More »

 କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନବାଣରେ ଘାଇଲା କଲେ ପାଣ୍ଡିଆନ

ସମ୍ବଲପୁର: ସମ୍ବଲପୁରରେ କେନ୍ଦ୍ରମନ୍ତୀଙ୍କୁ ସମାଲୋଚନା କଲେ ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ସମ୍ବଲପୁରରୁ ବିଜେପି ପ୍ରାର୍ଥୀ ହୋଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପଚାରିଛନ୍ତି ଏକାଧିକ ପ୍ରଶ୍ନ । କହିଥିଲେ, ଏ ଅଂଚଳର ଭାଷା, କଳା ଓ ସଂସ୍କୃତି ଲାଗି ସମ୍ବଲପୁର ପାଇଛି ସ୍ୱତନ୍ତ୍ର ପରିଚୟ । ସମ୍ବଲପୁରୀ କୋଶଳୀ ଭାଷାକୁ ସମ୍ବିଧାନର ଅଷ୍ଠମ ଅନୁଚ୍ଛେଦରେ ସାମିଲ ଲାଗି ଲଗାତର ୫ ଥର ଧରି ପ୍ରସ୍ତାବ ପଠାଇଥିଲେ ମୁଖ୍ୟମନ୍ତ୍ରୀ । ହେଲେ କେନ୍ଦ୍ର କିଛି କଲେ ନାହିଁ …

 କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନବାଣରେ ଘାଇଲା କଲେ ପାଣ୍ଡିଆନ Read More »

RSS
Follow by Email
Scroll to Top
Close Bitnami banner
Bitnami