5T Secretary VK Pandian

ମୁଖ୍ୟମନ୍ତ୍ରୀଙ୍କ ହୃଦୟରେ ରହିଛି ଆଦିବାସୀଙ୍କର ସ୍ୱତନ୍ତ୍ର ସ୍ଥାନ

ଯଶୀପୁର: ଆଦିବାସୀଙ୍କ ସାମାଜିକ ଓ ଆର୍ôଥକ ଉନ୍ନତି ପାଇଁ ସବୁବେଳେ ଚେଷ୍ଟା କରି ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକ । ହେଲେ ନିର୍ବାଚନ ଆସିଲେ ବିରୋଧୀଙ୍କୁ ଲୋକଙ୍କ କଷ୍ଟ କଥା ମନେପଡେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିନ୍ତୁ ସବୁବେଳେ ଲୋକଙ୍କ ସହ ଅଛନ୍ତି । ଆଉ ଲୋକଙ୍କ ଆବେଦନ ଆଧାରରେ ନିଆଯାଇଥିବା ପଦକ୍ଷେପର ହିସାବ ସମ୍ମାନର ସହ ଦିଅନ୍ତି । ଆଦିବାସୀଙ୍କୁ ମୁଖ୍ୟମନ୍ତ୍ରୀ ତାଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଦେଇଛନ୍ତି । ତେଣୁ ୫ବର୍ଷରେ ଥରେ …

ମୁଖ୍ୟମନ୍ତ୍ରୀଙ୍କ ହୃଦୟରେ ରହିଛି ଆଦିବାସୀଙ୍କର ସ୍ୱତନ୍ତ୍ର ସ୍ଥାନ Read More »

ବିଜେପିର ନୀତି ପାଇଁ ମା’ମାନେ କାନ୍ଦୁଛନ୍ତି

ଭୁବନେଶ୍ୱର: ୯ଟି ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରିଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ବିଜେପିର ୯ ସେଲ୍ଫ ଗୋଲ କଥା କହି ସମାଲୋଚନା ମଧ୍ୟ କରିଛନ୍ତି । ମହାପ୍ରଭୁ ଜଗନ୍ନାଥ ଓ ଶ୍ରୀମନ୍ଦିରକୁ ରାଜନୀତିକୁ ଟାଣିବାକୁ ପସନ୍ଦ କରୁନାହାନ୍ତି ଓଡ଼ିଶା ବାସୀ । ବାହାରୁ ନେତା, କେନ୍ଦ୍ରମନ୍ତ୍ରୀ ଆସି ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ଭାଷାରେ ଅସମ୍ମାନ କରି ଗାଳି ଗୁଲଜ ବି କରୁଛନ୍ତି । ଯାହାକୁ ଓଡ଼ିଶା ବାସୀ ପସନ୍ଦ କରୁନାହାନ୍ତି । ମିଶନ ଶକ୍ତି …

ବିଜେପିର ନୀତି ପାଇଁ ମା’ମାନେ କାନ୍ଦୁଛନ୍ତି Read More »

ସରକାର ଗଠନର ମ୍ୟାଜିକ୍ ନମ୍ବର ହାସଲ କରିସାରିଲାଣି ବିଜେଡ଼ି

ଭଦ୍ରକ : ବର୍ତ୍ତମାନ ସୁଦ୍ଧା ସରିଥିବା ନିର୍ବାଚନରେ ରାଜ୍ୟରେ ସରକାର ଗଠନର ମ୍ୟାଜିକ୍ ନମ୍ବର ହାସଲ କରିସାରିଲାଣି ବିଜେଡ଼ି । ଏଥର ବି ଓଡ଼ିଶାରେ ସରକାର ଗଠନ କରିବ ବିଜେଡି । ଭଦ୍ରକ ବାସୁଦେବପୁରରେ ନିର୍ବାଚନୀ ସଭାରେ ଜନସାଧାରଣଙ୍କୁ ସମ୍ବୋଧନ କରି ଏପରିି ଦୃଢୋକ୍ତି ପ୍ରକାଶ କରିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ । ଏଥିସହିତ କେନ୍ଦ୍ରର ଡବଲ ଇଂଜିନ ସରକାରକୁ ନେଇ ନବୀନ ଇଂଜିନ ସରକାରର ଦେଖାଇଛନ୍ତି ତୁଳନାତ୍ମକ ଚିତ୍ର । ରାଜ୍ୟରେ ପ୍ରାୟ …

ସରକାର ଗଠନର ମ୍ୟାଜିକ୍ ନମ୍ବର ହାସଲ କରିସାରିଲାଣି ବିଜେଡ଼ି Read More »

ଅଟୋରେ ଆସି ଭୋଟ୍ ଦେଲେ କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ୱର: ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି । ମତଦାନ ସାବ୍ୟସ୍ତ କରିଛନ୍ତି ବରିଷ୍ଠ ବିଜେଡି ନେତା ତଥା ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ସେ ଏକ ଅଟୋରେ ଆସି ମତଦାନ କେନ୍ଦ୍ରରେ ପହଞ୍ଚି ଧାଡ଼ିରେ ଛିଡ଼ା ହୋଇଥିଲେ । ଏହାପରେ ଧାଡ଼ିରେ ଯାଇ ନିଜର ମତଦାନ ସାବ୍ୟସ୍ତ କରିଥିଲେ ।  ବହୁ ସଂଖ୍ୟାରେ ଭୋଟ ଦିଅନ୍ତୁ କଲେ ଅନୁରୋଧ ଭୋଟ ଦେବା ଲାଗି ସେ ସକାଳୁ ସକାଳୁ ଏକ ଅଟୋରେ ଆସି ଭୁବନେଶ୍ୱର …

ଅଟୋରେ ଆସି ଭୋଟ୍ ଦେଲେ କାର୍ତ୍ତିକ ପାଣ୍ଡିଆନ Read More »

ତୃତୀୟ ପର୍ଯ୍ୟାୟରେ ସଂଖ୍ୟାଗରିଷ୍ଠତା ହାସଲ କରିବ ବିଜେଡି

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶାରେ ହେବ ୩ୟ ପର୍ଯ୍ୟାୟ ନିର୍ବାଚନ । ଏହି ପର୍ଯ୍ୟାୟରେ ସବୁଠୁ ଚର୍ଚ୍ଚିତ ଆସନରେ ଭୋଟିଂ ହେବ । ୬ଟି ଲୋକସଭା କ୍ଷେତ୍ର ସମ୍ବଲପୁର, କେନ୍ଦୁଝର, ଢ଼େଙ୍କାନାଳ, କଟକ, ପୁରୀ, ଭୁବନେଶ୍ୱରରେ ଭୋଟ୍ ଗ୍ରହଣ ହେବା ସହ ୪୨ ବିଧାନସଭା ଆସନରେ ବି ଭୋଟ ଗ୍ରହଣ ହେବ । ଏଥର ଓଡ଼ିଶାରେ ବଡ଼ ବ୍ୟବଧାନରେ ସରକାର କରିବ ବିଜେଡି । ତୃତୀୟ ପର୍ଯ୍ୟାୟରେ ବିଜେଡି ସଂଖ୍ୟାଗରିଷ୍ଠତା ହାସଲ କରିବ । ଓଡ଼ିଶାରେ ବିଜେପି ୩୦ରୁ …

ତୃତୀୟ ପର୍ଯ୍ୟାୟରେ ସଂଖ୍ୟାଗରିଷ୍ଠତା ହାସଲ କରିବ ବିଜେଡି Read More »

ଯୁବପିଢ଼ିଙ୍କ ପାଇଁ ନବୀନ ଆଣିବେ ସୁବର୍ଣ୍ଣ ଯୁଗ

ଭୁବନେଶ୍ୱର : ଯୁବପିଢ଼ିଙ୍କ ପାଇଁ ଆସୁଛି ସୁବର୍ଣ୍ଣ ଯୁଗ । ଆଗାମୀ ୧୦ ବର୍ଷ ଯୁବପିଢ଼ିଙ୍କ ପାଇଁ ୫ଟି ଗ୍ୟାରେଣ୍ଟି ଆଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯୁବପିଢ଼ିଙ୍କ ପାଇଁ ଆଗାମୀ ଯୋଜନା ବାବଦରେ ସୂଚନା ଦେଇଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ବିଜେପି ନିର୍ବାଚନ ଇସ୍ତାହାରରେ ଯୁବପିଢିଙ୍କ ପାଇଁ କିଛି ନାହିଁ । ମୁଖ୍ୟମନ୍ତ୍ରୀ ଯୁବପିଢିଙ୍କ ଦ୍ୱାରା ବିକଶିତ ଓଡିଶା ଗଠନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଦେଶର ପ୍ରଥମ ରାଜ୍ୟ ଭାବେ …

ଯୁବପିଢ଼ିଙ୍କ ପାଇଁ ନବୀନ ଆଣିବେ ସୁବର୍ଣ୍ଣ ଯୁଗ Read More »

ଭର୍ତ୍ତୃହରିଙ୍କ ମୁଖା ଖୋଲିଲେ ପାଣ୍ଡିଆନ

ଭୁବନେଶ୍ୱର: ବିଜେଡ଼ିରେ ଥିବା ବେଳେ ଦଳ ବିରୋଧରେ ବିଶ୍ୱାସଘାତକତା କରିଥିଲେ ବିଜେପିର କଟକ ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହାତବ । ସେ ଦୈହିକ ଭାବେ ବିଜେଡ଼ି ଥିଲେ ହେଲେ ମାନସିକ ଭାବେ ବିଜେପିରେ ଥିଲେ ବୋଲି ଅଭିଯୋଗ କରିଛନ୍ତି ବିଜେଡ଼ିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । କଟକରେ ଆୟୋଜିତ ନିର୍ବାଚନୀ ସଭାରେ ଏପରି ଅଭିଯୋଗ କରିଛନ୍ତି ପାଣ୍ଡିଆନ । କଟକରେ ଜୋରଦାର ପ୍ରଚାର କରିଥିଲେ ପାଣ୍ଡିଆନ । ଏହି ସଭାରେ ବିଜେପିର କଟକ ଲୋକସଭା ପ୍ରାର୍ଥୀ …

ଭର୍ତ୍ତୃହରିଙ୍କ ମୁଖା ଖୋଲିଲେ ପାଣ୍ଡିଆନ Read More »

ମନ୍ଦିରରେ କୁଲର ଲଗାଇ ଭୋଟରଙ୍କୁ ଭୁଆଁ ବୁଲାଉଛନ୍ତି ଅପରାଜିତା

ଭୁବନେଶ୍ୱର: ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀକୁ ତାତ୍ସଲ୍ୟ କରିଛନ୍ତି ବିଜେଡ଼ିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ଖୋର୍ଦ୍ଧାର ହେବାଳି ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ପାଣ୍ଡିଆନ କହିଛନ୍ତି, ଗତ ୫ ବର୍ଷରେ ଭୁବନେଶ୍ୱର ସାଂସଦ ଏହି ଅଞ୍ଚଳକୁ ବହୁତ ପଛକୁ ନେଇଯାଇଛନ୍ତି । ସାଂସଦ ନିଜେ ଯେଉଁ କାମର ତାଲିକା ଦେଇଛନ୍ତି, ସେମିତି କାମ ସରପଞ୍ଚ କରିଦେବେ । ସାଂସଦ କହିିଛନ୍ତି ମନ୍ଦିରକୁ ୱାଟର କୁଲର୍ ଦେଇଛନ୍ତି, ଗୋଟିଏ …

ମନ୍ଦିରରେ କୁଲର ଲଗାଇ ଭୋଟରଙ୍କୁ ଭୁଆଁ ବୁଲାଉଛନ୍ତି ଅପରାଜିତା Read More »

ମହାପ୍ରଭୁଙ୍କୁ ରାଜନୀତିଠାରୁ ଉର୍ଦ୍ଧ୍ୱରେ ରଖିବାକୁ ପରାମର୍ଶ ଦେଲେ ପାଣ୍ଡିଆନ

ଭୁବନେଶ୍ୱର: ପ୍ରଭୁ ଜଗନ୍ନାଥ ଓଡିଆ ଅସ୍ମିତାର ପ୍ରତୀକ । ମୁଖ୍ୟମନ୍ତ୍ରୀ ସବୁବେଳେ ଭଗବାନଙ୍କୁ ରାଜନୀତିରୁ ଦୂରେଇ ରଖିଆସିଛନ୍ତି । ଭଗବାନ ଅମର ଓ ମଣିଷ ମରଣଶୀଳ ଏମାନଙ୍କର ମିଶ୍ରଣ କେବେ ବି ହୋଇପାରିବନି । ଏପରି କହି ବିଜେପିର ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ରଙ୍କୁ କଡ଼ା ଜବାବ ଦେଇଛନ୍ତି ବିଜେଡ଼ିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ‘ଜଗନ୍ନାଥ ମୋଦୀଙ୍କ ଭକ୍ତ’ ବୟାନରେ ସମ୍ବିତଙ୍କୁ ସମାଲୋଚନା କରିଛନ୍ତି ପାଣ୍ଡିଆନ । ତେଣୁ ପ୍ରଭୁ ଜଗନ୍ନାଥଙ୍କୁ ରାଜନୀତିଠାରୁ …

ମହାପ୍ରଭୁଙ୍କୁ ରାଜନୀତିଠାରୁ ଉର୍ଦ୍ଧ୍ୱରେ ରଖିବାକୁ ପରାମର୍ଶ ଦେଲେ ପାଣ୍ଡିଆନ Read More »

ବିଜେପି ନେତାଙ୍କ ପାଇଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ଏକାମ୍ର ପ୍ରକଳ୍ପ କାମ ହେଲା ବିଳମ୍ବ

ଭୁବନେଶ୍ୱର :ଘସିପୁରାରେ ଜୋରଦାର ପ୍ରଚାର କରିଛନ୍ତି ଫାଇଭ-ଟି ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ଦଳୀୟ ପ୍ରାର୍ଥୀଙ୍କୁ ଯୋଡି ଶଙ୍ଖରେ ଭୋଟ ଦେଇ ବିଜୟୀ କରିବାକୁ ଅନୁରୋଧ କରିଛନ୍ତି । ଏହି ନିର୍ବାଚନୀ ସଭାରେ ପାଣ୍ଡିଆନ କହିଛନ୍ତି ଯେ, ଏଠାରେ କେବଳ ବିଧାୟକଙ୍କୁ ଜିତାଇଲେ ହେବ ନାହିଁ । ସାଂସଦ ଅଲଗା ଦଳ ହେଲେ ସେମାନେ ମୁଖ୍ୟମନ୍ତ୍ରୀଙ୍କ କାମରେ ବାଧା ଦେବେ ଓ ବିକାଶ କାମ ବିଳମ୍ବିତ ହେବ । ସେଥିଲାଗି ଉଭୟ …

ବିଜେପି ନେତାଙ୍କ ପାଇଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ଏକାମ୍ର ପ୍ରକଳ୍ପ କାମ ହେଲା ବିଳମ୍ବ Read More »

RSS
Follow by Email
Scroll to Top
Close Bitnami banner
Bitnami