5t sachiba vk pandian

ନିମାପଡ଼ା, ବାଲିକୁଦା-ଏରସମାରେ ପାଣ୍ଡିଆନଙ୍କ ପ୍ରଚାର

ପୁରୀ : ପୁରୀ ଜିଲ୍ଲା ନିମାପଡ଼ାରେ ଜୋରଦାର ପ୍ରଚାର କରିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ । ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ଜନସଭାକୁ ସମ୍ବୋଧିତ କରି ବିଜେପି ନେତାଙ୍କୁ କଟୁ ସମାଲୋଚନା କରିଛନ୍ତି ପାଣ୍ଡିଆନ । ଏପରି ଜନସମୁଦ୍ର ଦେଖି ବିରୋଧୀଙ୍କ ନିଦ ହଜି ଯାଉଛି । ସେମାନଙ୍କ ମୁଣ୍ଡ କାମ କରୁନି । ବାହାରୁ ବିରୋଧୀ ବିଜେପିର ଅନେକ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଆସୁଛନ୍ତି । ଆମ ମୁଖ୍ୟମନ୍ତ୍ରୀଙ୍କୁ ଅଭଦ୍ର ଭାଷାରେ ଅଶାଳୀନ ବ୍ୟବହାର …

ନିମାପଡ଼ା, ବାଲିକୁଦା-ଏରସମାରେ ପାଣ୍ଡିଆନଙ୍କ ପ୍ରଚାର Read More »

ପ୍ରଧାନମନ୍ତ୍ରୀ ଓଡ଼ିଶା ବିଜେପିକୁ ବୁଷ୍ଟର ଡୋଜ୍ ଦେଉଛନ୍ତି: ପାଣ୍ଡିଆନ

  ଭୁବନେଶ୍ୱର: ଯେଉଁଠି ବିଜେପି ହାରିବାର ଥାଏ, ସେଠାକୁ ବିଜେପିର ବଡ ବଡ଼ ନେତା ଯାଆନ୍ତି । ଓଡ଼ିଶା ବିଜେପିକୁ ବୁଷ୍ଟର ଡୋଜ୍ ଦେବାକୁ ଚାହୁଁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯେତେବେଳେ ହାରିବାର ଥାଏ ସେତେବେଳେ ବିଜେପି ମନ୍ଦିର କଥା କୁହେ, ଚର୍ଚ୍ଚ କଥା କୁହେ, ମସଜିଦ କଥା କୁହେ । ବିଜେପି କନ୍ଧମାଳରେ ଦଙ୍ଗା କରିଥିଲା । ବୋମା ଫୁଟାଇଥିଲା । ଏବେ ସେଠାରେ ଶାନ୍ତି ଅଛି ବୋଲି କହିଛନ୍ତି ବିଜେଡ଼ିର ବରିଷ୍ଠ ନେତା …

ପ୍ରଧାନମନ୍ତ୍ରୀ ଓଡ଼ିଶା ବିଜେପିକୁ ବୁଷ୍ଟର ଡୋଜ୍ ଦେଉଛନ୍ତି: ପାଣ୍ଡିଆନ Read More »

 ନାଁ ନ ନେଇ ଧର୍ମେନ୍ଦ୍ରଙ୍କ ମୁଖା ଖୋଲିଲେ ପାଣ୍ଡିଆନ

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ନନେଇ ଟାର୍ଗେଟ କରିଛନ୍ତି ବିଜେଡି ନେତା ତଥା ‘ନବୀନ ଓଡ଼ିଶା’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ବୁର୍ଲାରେ ଅନୁଷ୍ଠିତ ବିଜୁ ଶ୍ରମିକ ସାମ୍ମୁଖ୍ୟ କନ୍‌ଭେନସନରେ ଆଭାସୀ ମାଧ୍ୟମରେ ଯୋଗ ଦେଇ ବିଏସ୍‌କେୱାଇ ପରି ଜନକଲ୍ୟାଣକାରୀ କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ କେନ୍ଦ୍ରମନ୍ତ୍ରୀ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ଶ୍ରୀ ପାଣ୍ଡିଆନ ଅଭିଯୋଗ କରିଛନ୍ତି । ଶ୍ରୀ ପାଣ୍ଡିଆନ କହିଛନ୍ତି ଯେ, ରାଜ୍ୟର ସାଧାରଣ ଲୋକଙ୍କ ପ୍ରସ୍ତାବ ଆଧାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ …

 ନାଁ ନ ନେଇ ଧର୍ମେନ୍ଦ୍ରଙ୍କ ମୁଖା ଖୋଲିଲେ ପାଣ୍ଡିଆନ Read More »

odisha cm, cm naveen patnaik, football for all, cmo odisha, fifa womens world cup 2022, odia blog, rising odisha

ଏଣିକି ଗାଁ ଗାଁରେ ଗଡିବ ଫୁଟବଲ

ଫୁଟବଲର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ମୂଳଦୁଆ ଶୁଭାରମ୍ଭ ହେଲା “ଫୁଟବଲ ଫର ଅଲ” କାର୍ଯ୍ୟକ୍ରମ ସ୍କୁଲରେ ବଣ୍ଟାଯିବ 43 ହଜାର ଫୁଟବଲ ବିଶ୍ୱର ସର୍ବାଧିକ ଲୋକପ୍ରିୟ ଖେଳ ଫୁଟବଲ, ଏଣିକି ଗାଁ ଗାଁରେ ଗଡିବ । ଓଡିଶା କେବଳ ହକି ନୁହେଁ ଏବେ ଫୁଟବଲର ବି ଏନ୍ତୁଡିଶାଳ ପାଲିଟିବାକୁ ଯାଉଛି । ଖାସ ଏଥିପାଇଁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି ଫୁଟବଲ ଫର ଅଲ୍ କାର୍ଯ୍ୟକ୍ରମ । ଫିଫାର 17 ବର୍ଷରୁ କମ୍ ମହିଳା ଫୁଟବଲ ବିଶ୍ୱକପ୍ ଆୟୋଜନର …

ଏଣିକି ଗାଁ ଗାଁରେ ଗଡିବ ଫୁଟବଲ Read More »

RSS
Follow by Email
Scroll to Top
Close Bitnami banner
Bitnami