ହେମନ୍ତ ସୋରେନଙ୍କ ପରେ କିଏ ହେବେ ଗିରଫ ? ଇଡି ସ୍କାନରରେ ଆଉ ୪ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ତଥା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଚୌକି ଇଡି ପାଇଁ ଯାଇଛି । ଅର୍ଥ ହେରଫେର ମାମଲାରେ ଇଡିର ଜେରା ଓ ପରେ ଗିରଫଦାରୀ କାରଣରୁ ତାଙ୍କୁ ନିଜ ପଦରୁ ଇସ୍ତଫା ଦେବାକୁ ପଡିଛି । ବିରୋଧୀ ମହାମେଣ୍ଟ-ଇଣ୍ଡିଆର ବଡ଼ ନେତାଙ୍କ ମଧ୍ୟରୁ ଜଣେ ହେଉଛନ୍ତି ହେମନ୍ତ । ହେମନ୍ତଙ୍କ ଗିରଫଦାରୀ ଇଣ୍ଡିଆ ମେଣ୍ଟ ଭିତରେ ନିଶ୍ଚିତ ଭାବେ ହଇଚଇ ସୃଷ୍ଟି କରିଛି । କାରଣ କୁହାଯାଉଛି ଯେ, ହେମନ୍ତ ଗିରଫଦାରୀ …

ହେମନ୍ତ ସୋରେନଙ୍କ ପରେ କିଏ ହେବେ ଗିରଫ ? ଇଡି ସ୍କାନରରେ ଆଉ ୪ ମୁଖ୍ୟମନ୍ତ୍ରୀ Read More »