ପିଇବା ପାଣି ଟାଙ୍କିରୁ ୩୦ ମାଙ୍କଡଙ୍କ ମୃତଦେହ ଉଦ୍ଧାର
ହାଇଦ୍ରାବାଦ୍: ତେଲେଙ୍ଗାନାର ନାଲାଗୋଣ୍ଡା ଜିଲ୍ଲାର ଏକ ପାଣି ଟାଙ୍କିରୁ ୩୦ଟି ମାଙ୍କଡଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଉକ୍ତ ଟାଙ୍କିରୁ ୨୦୦ରୁ ଅଧିକ ପରିବାର ପାଣି ବ୍ୟବହାର କରୁଥିଲେ । ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ପାଣି ଟାଙ୍କିରେ ମାଙ୍କଡଙ୍କ ମୃତଦେହ ସଢିଯାଇଥିଲା । ଲୋକେ ଏହି ପଚାସଢା ପାଣିକୁ ପିଉଥିଲେ । ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ସେମାନଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି । ପାଣି ପିଉଥିବା ବେଳେ ଗଳିପଡ଼ିଥିଲେ ମାଙ୍କଡ଼ ମ୍ୟୁନିସିପାଲିଟି କର୍ପୋରେସନ୍ …