2024 lok sabha election

ଏବେ ବି ବିଜେଡ଼ି ହାତରୁ ଯାଇନି କ୍ଷମତା !

ଭୁବନେଶ୍ୱର: ରାଜ୍ୟରେ ହୋଇଛି କ୍ଷମତା ପରିବର୍ତ୍ତନ । ୨୪ ବର୍ଷର ବିଜେଡି ସରକାର ହାତରୁ ଖସି ଯାଇଛି ଶାସନ ଭାର । ଏହା ସହ ପ୍ରଥମ ଥର ପାଇଁ ଓଡ଼ିଶାରେ ଏକାକୀ ବୃହତ ଦଳ ଭାବେ ଉଭା ହେବା ସହ ସରକାର ଗଢିଛି ବିଜେପି । ଅନ୍ୟପଟେ ଲୋକସଭା ନିର୍ବାଚନରେ ମଧ୍ୟ ଏନଡିଏ ତୃତୀୟ ଥର ପାଇଁ ଲଗାତାର ସରକାର ହାତେଇବାରେ ସଫଳ ହୋଇଛି । କିନ୍ତୁ ଗତ ୨୦୧୪ ଏବଂ ୨୦୧୯ ଭଳି ଏନଡିଏକୁ ସେତେଟା …

ଏବେ ବି ବିଜେଡ଼ି ହାତରୁ ଯାଇନି କ୍ଷମତା ! Read More »

କ୍ଷମତାକୁ ଆସିଲେ ମହିଳାଙ୍କୁ ୧ଲକ୍ଷ ଟଙ୍କା ଦେବ କଂଗ୍ରେସ

ନୂଆଦିଲ୍ଲୀ: କ୍ଷମତାକୁ ଆସିଲେ ମହିଳାଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିବ କଂଗ୍ରେସ । ଏଥି ସହ ଦଳ ପକ୍ଷରୁ ଅନେକ ପ୍ରତିଶ୍ରୁତି ଦିଆଯାଇଛି । ୨୦୨୪ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନୀ ଇସ୍ତାହାର ଜାରି କରିଛି କଂଗ୍ରେସ । ଏହାର ନାମ ‘ନ୍ୟାୟ ପତ୍ର’ ରଖିଛି କଂଗ୍ରେସ । ଇସ୍ତାହାରରେ କଂଗ୍ରେସ ମତଦାତାଙ୍କୁ ୫ ନ୍ୟାୟ ଓ ୨୫ପ୍ରକାରର ଗ୍ୟାରେଣ୍ଟି ଦେଇଛି । କଂଗ୍ରେସ ମୁଖ୍ୟାଳୟରେ ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ପୂର୍ବତନ …

କ୍ଷମତାକୁ ଆସିଲେ ମହିଳାଙ୍କୁ ୧ଲକ୍ଷ ଟଙ୍କା ଦେବ କଂଗ୍ରେସ Read More »

pm narendra modi, rahul gandhi, nda vs india alliance, odia blog, rising odisha

ରାହୁଲ କିମ୍ବା ମୋଦି କାହାପାଇଁ ୨୦୨୪ ସହଜ ନୁହେଁ

୨୦୧୪ ନିର୍ବାଚନ ବିଜୟ ପରେ ମୋଦି ବ୍ରାଣ୍ଡରେ ପରିଣତ ହୋଇଥିଲେ । ନିର୍ବାଚନ ଜିତିବା ପାଇଁ ଦଳ ମୋଦିଙ୍କ ଉପରେ ନିର୍ଭର କରିବାକୁ ଲାଗିଲା । ମୋଦି ମୋଦିର ଗଗନଭେଦି ସ୍ଲୋଗାନରେ ପୁରା ଦେଶ କମ୍ପୁଥିଲା । ସ୍ଥାନୀୟ ନିର୍ବାଚନ ହେଉ କିମ୍ବା ବିଧାନସଭା ନିର୍ବାଚନ,ବିଜେପି ମୋଦି ମୁହଁକୁ ନେଇ ମୈଦାନକୁ ଓହ୍ଲାଉ ଥିଲା । କିଛି କ୍ଷେତ୍ରରରେ ବିଜେପି ସଫଳତା ମଧ୍ଯ ପାଇଥିଲା । କିନ୍ତୁ ଧିରେ ଧିରେ ମୋଦି ମ୍ଯାଜିକ୍ ଫିକା ପଡ଼ିବାକୁ ଲାଗିଲା …

ରାହୁଲ କିମ୍ବା ମୋଦି କାହାପାଇଁ ୨୦୨୪ ସହଜ ନୁହେଁ Read More »

RSS
Follow by Email
Scroll to Top
Close Bitnami banner
Bitnami