2024 election

ପ୍ରଥମ ରାଉଣ୍ଡରେ ପଛୁଆ ସ୍ମୃତି ଇରାନୀ

ନୂଆଦିଲ୍ଲୀ: ପ୍ରଥମ ରାଉଣ୍ଡରେ ପଛୁଆ ରହିଛନ୍ତି ବିଜେପିର ଲୋକସଭା ପାର୍ଥୀ ସ୍ମୃତି ଇରାନୀ । କଂଗ୍ରେସ ପ୍ରାର୍ଥୀ କିଶୋରୀ ଲାଲ ଶର୍ମା ଆଗରେ ଥିବା ଜଣାଯାଇଛି । ଲୋକସଭା ନିର୍ବାଚନରେ ୟୁପିର ଅମେଠିରୁ ସ୍ମୃତି ଇରାନୀଙ୍କୁ ପ୍ରାର୍ଥୀ କରିଥିଲା ବିଜେପି । ଏହି ଆସନରେ କଂଗ୍ରେସ କିଶୋରୀ ଲାଲ ଶର୍ମାଙ୍କୁ ତାଙ୍କ ବିରୋଧରେ ପ୍ରାର୍ଥୀ କରିଥିଲା । ଏବେ ପ୍ରଥମ ରାଉଣ୍ଡରେ କିଶୋରୀ ଲାଲ ସ୍ମୃତି ଇରାନୀଙ୍କଠାରୁ ଆଗରେ ରହିଥିବା ଜଣାପଡ଼ିଛି । ଆଗରେ କଂଗ୍ରେସ ପ୍ରାର୍ଥୀ …

ପ୍ରଥମ ରାଉଣ୍ଡରେ ପଛୁଆ ସ୍ମୃତି ଇରାନୀ Read More »

କଣ୍ଟାବାଞ୍ଜିରେ ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକ ଆଗୁଆ

ଭୁବନେଶ୍ୱର : ମଙ୍ଗଳବାର ସକାଳୁ ଆରମ୍ଭ ହୋଇଛି ଭୋଟ୍ ଗଣତି । ଏବେ ଆସିବାରେ ଲାଗିଛି ପ୍ରାରମ୍ଭିକ ଟ୍ରେଣ୍ଡ । ରାଜ୍ୟରେ ୭୦ଟି କେନ୍ଦ୍ରରେ ଆରମ୍ଭ ହୋଇଛି ଭୋଟ୍ ଗଣତି । ପ୍ରଥମେ ପୋଷ୍ଟାଲ ବାଲାଟ ଭୋଟ ଗଣତି ଆରମ୍ଭ ହୋଇଛି । ପୋଷ୍ଟାଲ ବାଲାଟ ଗଣତି ଶେଷ ପରେ ଇଭିଏମ ଗଣତି ଆରମ୍ଭ ହୋଇଛି । ତେବେ ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ କଣ୍ଟାବାଞ୍ଜିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଗରେ ରହିଛନ୍ତି । ଚଳିତ ନିର୍ବାଚନରେ …

କଣ୍ଟାବାଞ୍ଜିରେ ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକ ଆଗୁଆ Read More »

ଆସନ୍ତାକାଲି ୬ ଲୋକସଭା ଓ ୪୨ ବିଧାନସଭା ପାଇଁ ହେବ ମତଦାନ

ଭୁବନେଶ୍ୱର: ଥମିଲା ପ୍ରଚାର, ଚାରିଆଡ୍ ଶୂନ୍‌ଶାନ୍ । ଆଉ ଶୁଭୁନି ପ୍ରାର୍ଥୀଙ୍କ ହୋହଲ୍ଲା । ରାଜ ରାସ୍ତାରେ ଆଉ ହେଉନି ଶୋଭାଯାତ୍ରା କି ଜନସଭା । ରାସ୍ତାରେ ବି ଦେଖିବାକୁ ମିଳୁନି ନିର୍ବାଚନ ପ୍ରଚାର ଗାଡି । ନିର୍ବାଚନ କମିସନଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଏପ୍ରିଲ ମାସରୁ ଆରମ୍ଭ ହୋଇଥିବା ପ୍ରଚାର ଗତକାଲି ସନ୍ଧ୍ୟାରୁ ସମ୍ପୂର୍ଣ୍ଣ ଶେଷ ହୋଇଯାଇଛି । ରାଜ୍ୟର ଚତୁର୍ଥ ପର୍ଯ୍ୟାୟ ସହ ଶେଷ ହୋଇଛି ଦେଶର …

ଆସନ୍ତାକାଲି ୬ ଲୋକସଭା ଓ ୪୨ ବିଧାନସଭା ପାଇଁ ହେବ ମତଦାନ Read More »

ହେବିୱେଟ ନେତାଙ୍କ ଭାଗ୍ୟ ପରୀକ୍ଷା, ୪ରେ ଭାଗ୍ୟଫଳ

ଭୁବନେଶ୍ୱର: ଆଜି ଓଡ଼ିଶାରେ ଚାଲିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଏହି ପର୍ଯ୍ୟାୟରେ ସବୁଠୁ ଚର୍ଚ୍ଚିତ ଆସନରେ ଭୋଟିଂ ହେଉଛି । ୬ଟି ଲୋକସଭା କ୍ଷେତ୍ର ସମ୍ବଲପୁର, କେନ୍ଦୁଝର, ଢ଼େଙ୍କାନାଳ, କଟକ, ପୁରୀ, ଭୁବନେଶ୍ୱରରେ ଭୋଟ୍ ଗ୍ରହଣ ଚାଲିଛି । ଆଜି ଚାଲିଛି ବଡ଼ ବଡ଼ ନେତାଙ୍କ ଭାଗ୍ୟ ପରୀକ୍ଷା । ସବୁ ଆସନମଧ୍ୟରୁ ସମସ୍ତଙ୍କ ନଜରରେ ରହିଛି ସମ୍ବଲପୁର ଲୋକସଭା ଆସନ । କାରଣ ଏଠାରେ ଚାଲିଛି ହାଇଭୋଲଟେଜ ଫାଇଟ୍ । ଏଠାରେ ବିଜେଡି ସାଂଗଠନିକ …

ହେବିୱେଟ ନେତାଙ୍କ ଭାଗ୍ୟ ପରୀକ୍ଷା, ୪ରେ ଭାଗ୍ୟଫଳ Read More »

RSS
Follow by Email
Scroll to Top
Close Bitnami banner
Bitnami