ମଧ୍ୟପ୍ରଦେଶର ୨୩୦ ଓ ଛତିଶଗଡ଼ର ୭୦ ଆସନ ପାଇଁ ଚାଲିଛି ଭୋଟ୍ ଗ୍ରହଣ

ନୂଆଦିଲ୍ଲୀ: ଆଜି ମଧ୍ୟପ୍ରଦେଶର ସମସ୍ତ ୨୩୦ ବିଧାନସଭା ଆସନ ଏବଂ ଛତିଶଗଡ଼ର ଅବଶିଷ୍ଟ ୭୦ ଆସନ ପାଇଁ ଭୋଟ୍ ଗ୍ରହଣ ହୋଇଛି । ଛତିଶଗଡର ପ୍ରଥମ ପର୍ଯ୍ୟାୟ ମତଦାନ ଗତ ୭ ତାରିଖରେ ହୋଇ ଯାଇଛି । ମଧ୍ୟପ୍ରଦେଶର ୨ ହଜାର ୫୩୩ ଏବଂ ଛତିଶଗଡର ୯୫୮ ପ୍ରାର୍ଥୀଙ୍କ ଭାଗ୍ୟ ଆଜି ଇଭିଏମରେ ସିଲ ହେବ । ୬୪ ହଜାର ୬୨୪ ପୋଲିଂ ବୁଥରେ ସୁରକ୍ଷା ବ୍ୟବସ୍ଥା ପୁରା କଡାକଡି କରାଯାଇଛି । ମାଓବାଦୀ ପ୍ରବଣ ଅଞ୍ଚଳରେ …

ମଧ୍ୟପ୍ରଦେଶର ୨୩୦ ଓ ଛତିଶଗଡ଼ର ୭୦ ଆସନ ପାଇଁ ଚାଲିଛି ଭୋଟ୍ ଗ୍ରହଣ Read More »