ବିଜେପିର ଅଭିଯୋଗ, ରାଜ୍ୟରେ ଅଛନ୍ତି ୧୬ ଲକ୍ଷ ଫେକ୍ ଭୋଟର
କୋଲକତା: ପଶ୍ଚିମବଙ୍ଗରେ ଅଛନ୍ତି ୧୬ ଲକ୍ଷ ଫେକ୍ ଭୋଟର । ଏପରି ଅଭିଯୋଗ ଆଣିଛି ବିଜେପି । ଏପରିକି ଭାରତୀୟ ଜନତା ପାର୍ଟିର ୬ ଜଣ ପ୍ରତିନିଧି ନିର୍ବାଚନ ଆୟୋଗଙ୍କ ନିକଟରେ ଏକ ଡକ୍ୟୁମେଣ୍ଟ ଦାଖଲ କରିଛନ୍ତି । ଏହା ସହ ସମସ୍ତ ତଥ୍ୟ ଥିବା ଏକ ପେନ୍ ଡ୍ରାଇଭ୍ ମଧ୍ୟ ଦେଇଛନ୍ତି । ବିଜେପି ଦାବି କରିଛି, ଭୋଟର ତାଲିକାରେ ଗୋଟିଏ ନାମକୁ ଦୁଇ ଦୁଇଥର ପ୍ରବେଶ କରାଯାଇଛି । ଏପରିକି ମୃତ ବ୍ୟକ୍ତିଙ୍କ ନାଁ …
ବିଜେପିର ଅଭିଯୋଗ, ରାଜ୍ୟରେ ଅଛନ୍ତି ୧୬ ଲକ୍ଷ ଫେକ୍ ଭୋଟର Read More »