ଭାରତୀୟ ରାଜନୀତି

amit shah, mayavati, bsp, bjp, up elections 2022, rising odisha, odia blog

ଶାହାଙ୍କ ମାୟାବତୀଙ୍କୁ ପ୍ରଶଂସାର କାରଣ କ’ଣ ? ଭୋଟରଙ୍କୁ ବିଭ୍ରାନ୍ତ କରିବା ରଣନୀତି କି ?

ଭାରତୀୟ ରାଜନୀତିରେ ଏମିତି ଖୁବକମ ଉଦାହରଣ ରହିଛି ଯେତେବେଳେ ବଡ଼ ନିର୍ବାଚନୀ ମହାସମର ଭିତରେ ଗୋଟିଏ ଦଳର ମୁଖ୍ୟ ଆଉ ଗୋଟଏ ଦଳର ମୁଖ୍ୟଙ୍କୁ ପ୍ରଶଂସା କରିଛନ୍ତି । ସେହିଭଳି ଚକିତ କରିବା ଭଳି ଘଟଣା ଏବେ ଉତ୍ତରପ୍ରଦେଶ ନିର୍ବାଚନରେ ଦେଖିବାକୁ ମିଳିଛି । ବିଜେପିର ଚାଣକ୍ୟ ଭାବେ ପରିଚିତ ଅମିତ ଶାହା ଓ ବିଏସପି ମୁଖ୍ୟ ମାୟାବତୀ ଯେଉଁଭଳି ଭାବେ ପରସ୍ପରକୁ ପ୍ରଶଂସା କରିଛନ୍ତି ତାହା ବଡ଼ ବଡ଼ ରାଜନୈତିକ ପଣ୍ଡିତଙ୍କୁ କନଫ୍ୟୁଜ୍ କରିଦେଇଛି । …

ଶାହାଙ୍କ ମାୟାବତୀଙ୍କୁ ପ୍ରଶଂସାର କାରଣ କ’ଣ ? ଭୋଟରଙ୍କୁ ବିଭ୍ରାନ୍ତ କରିବା ରଣନୀତି କି ? Read More »

indian politics, new normal, cm change in india, chief minister change, captain amarinder singh, punjab cm, rising odisha

୬ ମାସରେ ବଦଳିଗଲେ ୬ ମୁଖ୍ୟମନ୍ତ୍ରୀ, ଏହା କ’ଣ ଭାରତୀୟ ରାଜନୀତିରେ ନ୍ୟୁ ନର୍ମାଲ ?

ଦେଶରେ ମାର୍ଚ୍ଚ ମାସରୁ ସେପ୍ଟେମ୍ବର ମଧ୍ୟରେ ୬ ରାଜ୍ୟର ୬ ମୁଖ୍ୟମନ୍ତ୍ରୀ ନିଜ ପଦ ହରାଇଛନ୍ତି । ଲାଗୁଛି ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇବା ରାଜନୈତିକ ଦଳଙ୍କ ମଧ୍ୟରେ ଟ୍ରେଣ୍ଡ୍ ପାଲଟି ଗଲାଣି । ଉଲ୍ଲେଖନୀୟ ଘଟଣା ହେଉଛି ଯେ, ଏହି ୬ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୫ ଜଣଙ୍କୁ ସେମାନଙ୍କ କାର୍ଯ୍ୟକାଳ ପୁରା ହେବା ପୂର୍ବରୁ ହିଁ ବିଦା କରାଯାଇଛି । ମାର୍ଚ୍ଚରୁ ଏପର୍ଯ୍ୟନ୍ତ ଉତ୍ତରାଖଣ୍ଡ, ଆସାମ, କର୍ଣ୍ଣାଟକ, ଗୁଜରାଟ ଓ ପଂଜାବରେ ମୁଖ୍ୟମନ୍ତ୍ରୀ ବଦଳିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇବା …

୬ ମାସରେ ବଦଳିଗଲେ ୬ ମୁଖ୍ୟମନ୍ତ୍ରୀ, ଏହା କ’ଣ ଭାରତୀୟ ରାଜନୀତିରେ ନ୍ୟୁ ନର୍ମାଲ ? Read More »

RSS
Follow by Email
Scroll to Top
Close Bitnami banner
Bitnami