ବିସିସିଆଇ

virat kohli, kohli, virat kohli chewing gum, controversy, kohli trolled, virat kohli trolled, virat kohli controversy, team india, indian cricket team, bcci, twitter, rising odisha, cricket news, odia blog

ବାଜୁଥିଲା ଜାତୀୟ ସଂଗୀତ, ବିରାଟ୍ ଚୋବାଉଥିଲେ ଚୁଇଁଗମ୍

ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପ୍ଟେନ୍ ବିରାଟ କୋହଲି ପୁଣିଥରେ ବିବାଦ ଭିତରକୁ ଆସିଛନ୍ତି । ୩୩ ବର୍ଷୀୟ ବିରାଟ କୋହଲିଙ୍କ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି , ଯେଉଁଥିରେ ଜାତୀୟ ସଂଗୀତ ଚାଲୁଥିବା ବେଳେ ବିରାଟଙ୍କୁ ଚୁଇଂଗମ୍ ଚୋବାଉଥିବା ଦେଖିବାକୁ ମିଳିଛି । ରବିବାର ଦିନ ଭାରତ ଓ ଦ.ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚର ଏହି ଭିଡିଓ ବୋଲି ଦାବି କରାଯାଉଛି । ଏହି ଭିଡିଓକୁ ନେଇ କ୍ରିକେଟ୍ …

ବାଜୁଥିଲା ଜାତୀୟ ସଂଗୀତ, ବିରାଟ୍ ଚୋବାଉଥିଲେ ଚୁଇଁଗମ୍ Read More »

hockey, cricket, hockey vs cricket, virat kohli vs rohit sharma, bcci, gurpal singh, mexico olympics, captaincy controversy, rising odisha

ହକି ରାସ୍ତାରେ ଭାରତୀୟ କ୍ରିକେଟ୍

୧୯୬୮ରେ ଦୁଇ ଜଣ କ୍ୟାପ୍ଟେନଙ୍କ ମଧ୍ୟରେ ଟଣାଓଟରାରୁ ଆରମ୍ଭ ହୋଇଥିଲା ଭାରତୀୟ ହକିର ପତନ ଭାରତୀୟ କ୍ରିକେଟରେ ଏବେ ଷ୍ଟାର ୱାର ଚାଲିଛି । ଗୋଟିଏ ପଟେ ବିରାଟ କୋହଲି ତ’ ଅନ୍ୟପଟେ ରୋହିତ ଶର୍ମା । ମଝିରେ ଅଛି ବିସିସିଆଇ ଅର୍ଥାତ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ୍ । ରୋହିତଙ୍କୁ ବୋର୍ଡ୍ ଦିନିକିଆ ଓ ଟି-୨୦ର ଅଧିନାୟକ କରିଛି । ଅନ୍ୟପକ୍ଷରେ ଏବେ ବିରାଟଙ୍କ ପାଖରେ ଟେଷ୍ଟ୍ କ୍ରିକେଟର ଅଧିନାୟକତ୍ୱ ରହିଛି । ଦୁଇ ଷ୍ଟାରଙ୍କ …

ହକି ରାସ୍ତାରେ ଭାରତୀୟ କ୍ରିକେଟ୍ Read More »

IPL, IPL new team, Lucknow team in IPL 2022, Ahmedabad in IPL 2022, sanjiv goenka lucknow team, rising odisha

ଆଇପିଏଲ ଲକ୍ଷ୍ନୌ ଟିମର ଦାମ ଯେତିକି ସେତିକିରେ କ’ଣ ସବୁ ହେଇ ପାରିଥାନ୍ତା ?

ଆହୁରି ଦମଦାର ହେବ ଫଟାଫଟ୍ କ୍ରିକେଟ । ଆସନ୍ତା ଆଇପିଏଲରେ ୮ଟି ବଦଳରେ ପଡିଆରେ ମୁହାଁମୁହିଁ ହେବେ ୧୦ଟି ଟିମ୍ । ନୂଆ ଟିମ୍ ଭାବେ ଅହମଦାବାଦ ଓ ଲକ୍ଷ୍ନୌ ଆପିଏଲରେ ସାମିଲ ହେବେ । ଆରପି-ସଞ୍ଜୀବ ଗୋଏଙ୍କା ଗ୍ରୁପ୍ ୭ହଜାର୯୦ କୋଟି ଟଙ୍କା ମୂଲ୍ୟରେ ଲକ୍ଷ୍ନୌକୁ କିଣିଥିବାବେଳେ ସିଭିସି କ୍ୟାପିଟାଲ ୫ହଜାର ୨୦୦ କୋଟି ଟଙ୍କାରେ ଅହମଦାବାଦକୁ କିଣିଛନ୍ତି । ତେବେ ଆପଣ କେବେ ଅନୁମାନ କରିଛନ୍ତି କି ଏହି ନୂଆ ଦଳ ପାଇଁ ଯେତିକି …

ଆଇପିଏଲ ଲକ୍ଷ୍ନୌ ଟିମର ଦାମ ଯେତିକି ସେତିକିରେ କ’ଣ ସବୁ ହେଇ ପାରିଥାନ୍ତା ? Read More »

RSS
Follow by Email
Scroll to Top
Close Bitnami banner
Bitnami