ତାଲିବାନ

imran khan, pakistan prime minister, taliban spokesperson, Taliban Commander General Mubeen, tehreek-e-taliban, puppet, imran khan, rising odisha

ଯାହା ପାଇଁ ଇମ୍ରାନ ଓକିଲାତି କରୁଛନ୍ତି, ସେମାନେ ତାଙ୍କୁ କହିଲେ ‘କଣ୍ଢେଇ’ !

ତାଲିବାନ ଫେରିବାକୁ ନେଇ ଯଦି ସବୁଠାରୁ କିଏ ଅଧିକା ଖୁସି ଥିଲା ଓ ଅଛି ତେବେ ସେଇ ଦେଶ ହେଉଛି ପାକିସ୍ତାନ । କାରଣ ଆଫଗାନିସ୍ତାନରେ ତାଲିବାନ ଅର୍ଥ ପାକିସ୍ତାନକୁ ତା’ର ଆତଙ୍କ ଫ୍ୟାକ୍ଟ୍ରି ପାଇଁ ଆଫଗାନିସ୍ତାନ ଭଳି ଉର୍ବର ମାଟି ମିଳିବା । ତେଣୁ ପାକିସ୍ତାନ ବିଶ୍ୱ ସମ୍ପ୍ରଦାୟକୁ ତୁରନ୍ତ ତାଲିବାନ ସରକାରକୁ ମାନ୍ୟତା ଦେବାକୁ ବାରମ୍ବାର କହୁଛି । ତାଲିବାନ ମଧ୍ୟ ଆଫଗାନୀ ତେଣୁ ତାଙ୍କ ସରକାରକୁ ବିଶ୍ୱ ସମ୍ପ୍ରଦାୟ ମାନ୍ୟତା ଦେଉ ବୋଲି …

ଯାହା ପାଇଁ ଇମ୍ରାନ ଓକିଲାତି କରୁଛନ୍ତି, ସେମାନେ ତାଙ୍କୁ କହିଲେ ‘କଣ୍ଢେଇ’ ! Read More »

taliban afghanistan, haqqani network, taliban deputy pm, mullah baradar, taliban home minister, mullah baradar dead, rising odisha

ତାଲିବାନ ‘ଗୃହମନ୍ତ୍ରୀ’ର ମୁଥ ମାଡରେ ‘ଉପ-ପ୍ରଧାନମନ୍ତ୍ରୀ’ ଆହତ

ତାଲିବାନ କବଜାରେ ଆଫଗାନିସ୍ତାନର ସ୍ଥିତି ସେଇ ବସ ଭଳି ହୋଇଛି ଯାହାର ଅଧା ଯାତ୍ରୀ ଗାଡି ଡ୍ରାଇଭର ହେବାକୁ ଚାହାନ୍ତି ଓ ବାକି ଅଧା କଣ୍ଡକ୍ଟର । କିଏ ଡ୍ରାଇଭର ହେବ ଓ କିଏ କଣ୍ଡକ୍ଟର ହୋଇ ପଇସା ଆଦାୟ କରିବ ତାକୁ ନେଇ ଯଦି ବସ ଭିତରେ ଝଗଡା ହୁଏ ତେବେ ବସର ଭାଗ୍ୟ କ’ଣ ହେବ ତାହା ସମସ୍ତେ ଜାଣନ୍ତି । ଆଫଗାନିସ୍ତାନରେ ଏବେ ସେଇ ଖେଳ ଚାଲିଛି । କାହା ହାତରେ ରହିବ …

ତାଲିବାନ ‘ଗୃହମନ୍ତ୍ରୀ’ର ମୁଥ ମାଡରେ ‘ଉପ-ପ୍ରଧାନମନ୍ତ୍ରୀ’ ଆହତ Read More »

afghanistan, taliban, afghan air force, afghan air force planes and helicopters, planes and helicopters, afghanistan fighter planes, rising odisha

ଆଫଗାନ ବାୟୁସେନାର ୨ଶହ ବିମାନ ଗଲା କୁଆଡେ ?

ଅନେକ ଲୋକଙ୍କ ପାଇଁ ଏହା ମିଲିୟନ ଡଲାରର ପ୍ରଶ୍ନ ଯେ, ଆଫଗାନିସ୍ତାନ ପାଖରେ ଗୋଟିଏ ବାୟୁସେନା ଥିଲେ ମଧ୍ୟ ଏହା ତାଲିବାନ ଉପରେ ଆକ୍ରମଣ କରିନଥିଲା । ଆଉ ସବୁଠାରୁ ବଡ କଥା ହେଉଛି ୨ଶହ ବିମାନକୁ ନେଇ ଗଠିତ ବାୟୁସେନା ହାୱାରେ ମିଳେଇ ଯାଇଥିଲା । ଏମିତିରେ ପ୍ରଶ୍ନ ଉଠୁଛି ଯେ, ଏହି ୨ଶହ ବିମାନ ଗଲେ କୁଆଡେ ? ୨୦୦୨ରେ ଆଫଗାନିସ୍ତାନୀ ବାୟୁସେନାର ଗଠନ ହୋଇଥିଲା । ଯେଉଁଥିରେ ଥିଲା ମୋଟ ୨୪୨ ବିମାନ …

ଆଫଗାନ ବାୟୁସେନାର ୨ଶହ ବିମାନ ଗଲା କୁଆଡେ ? Read More »

afghanistan taliban war, afghanistan warlords, warlords of afghanistan, abdur rashid dostum, atta mohammad noor, amrullah saleh, salima mazari, rising odisha

ତାଲିବାନ କବଜାରେ ଆଫଗାନିସ୍ତାନ, କୁଆଡେ ଦେଶର ‘ୱାର ଲର୍ଡ୍ସ’ ?

ଆଫଗାନିସ୍ତାନରେ ତାଲିବାନର ଦ୍ୱିତୀୟ ପାଳି ଆରମ୍ଭ ହୋଇ ସାରିଛି । ତାଲିବାନ ପୁଣିଥରେ ବଳପୂର୍ବକ କ୍ଷମତା ଦଖଲ କରିଛି । ଯାହା ଆଫଗାନିସ୍ତାନ ପାଇଁ କିଛି ନୂଆ ନୁହେଁ । କାରଣ ୧୯୬୦ ଦଶକରୁ ଆଫଗାନିସ୍ତାନରେ କୌଣସି ସରକାର ନିଜ ଇଛାରେ କ୍ଷମତା ଛାଡି ନାହିଁ । କେତେବେଳେ ସାମରିକ ବିଦ୍ରୋହ ତ’ କେତେବେଳେ ସୋଭିଏତ ରୁଷର ହସ୍ତକ୍ଷେପରେ ସରକାର ଯାଇଛନ୍ତି । ୧୯୯୦ ଦଶକରେ କମ୍ୟୁନିଷ୍ଟ ସରକାରର ପତନ ପରେ ମୁଜାହିଦ୍ଦିନ କ୍ଷମତାକୁ ଆସିଲେ କିନ୍ତୁ …

ତାଲିବାନ କବଜାରେ ଆଫଗାନିସ୍ତାନ, କୁଆଡେ ଦେଶର ‘ୱାର ଲର୍ଡ୍ସ’ ? Read More »

afghanistan, taliban, afghan govt surrenders, taliban war, ashraf ghani, rising odisha

ତାଲିବାନ ଆଗରେ ସରକାରର ଆତ୍ମସମର୍ପଣ, ଲୋକ କହୁଛନ୍ତି ସରକାର ଆମକୁ ବିକ୍ରି କରିଦେଲେ

ଆଫଗାନିସ୍ତାନର ଦୁଇଟି ବଡ ସହର କାନ୍ଦାହାର ଓ ହେରାତ ଉପରେ ତାଲିବାନର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଆସି ସାରିଛି । ଏଣେ ହୁଏତ ଆପଣ ଏହି ରିପୋର୍ଟ ପଢିବା ବେଳକୁ ରାଜଧାନୀ କାବୁଲ ଉପରେ ତାଲିବାନର କବଜା ହୋଇ ସାରିଥିବ । କାରଣ ତାଲିବାନ କାବୁଲର ଦୁଆର ମୁହଁରେ ପହଞ୍ଚି ସାରିଥିବା ବେଳେ ରାଷ୍ଟ୍ରପତି ଅଶରଫ ଗନି ପରିବାର ସହିତ ଦେଶ ଛାଡିବାକୁ ପ୍ରସ୍ତୁତ ହେଲେଣି ବୋଲି ଶୁଣିବାକୁ ମିଳୁଛି । କାବୁଲ ଜନତା ତାଲିବାନ ଡରରେ ଥରହର …

ତାଲିବାନ ଆଗରେ ସରକାରର ଆତ୍ମସମର୍ପଣ, ଲୋକ କହୁଛନ୍ତି ସରକାର ଆମକୁ ବିକ୍ରି କରିଦେଲେ Read More »

afghanistan, India, Mahabharat, vyasa, gandhari, kandahar, mahabharat war, kabul river, mouryan dynasty, Islamic ruled, rising odisha

ଆଫଗାନିସ୍ତାନର ମହାଭାରତ କନେକ୍ସନ, ଗାନ୍ଧାର କେମିତି ହୋଇଗଲା କାନ୍ଦାହାର, ଜାଣନ୍ତୁ

ଆଫଗାନିସ୍ତାନରେ ଏବେ ସ୍ଥିତି ଗମ୍ଭୀର । ତାଲିବାନର ଲେଉଟାଣିକୁ ନେଇ ସେଠାକାର ବାସିନ୍ଦାଙ୍କ ସହିତ ବାକି ବିଶ୍ୱ ମଧ୍ୟ ଶଙ୍କିତ ଅଛି । ତେବେ ଆପଣ ଆଜି ଯେଉଁ ଆଫଗାନିସ୍ତାନକୁ ଦେଖୁଛନ୍ତି ପାଖାପାଖି ହଜାରରୁ ଅଧିକ ବର୍ଷ ତଳେ ତାହା ଅଲଗା ଥିଲା । ସେତେବଳେ ଆଫଗାନିସ୍ତାନ ଥିଲା ହିନ୍ଦୁ ଓ ବୌଦ୍ଧ ବହୁଳ । ଆଫଗାନିସ୍ତାନର ଶେଷ ହିନ୍ଦୁରାଜାଙ୍କ ୧୦୦୦ ମସିହାରେ ମୃତ୍ୟୁ ଓ ପରାଜୟ ସହିତ ଆରମ୍ଭ ହୋଇଥିଲା ମୁସଲିମ ରାଜ । ଆଫଗାନିସ୍ତାନର …

ଆଫଗାନିସ୍ତାନର ମହାଭାରତ କନେକ୍ସନ, ଗାନ୍ଧାର କେମିତି ହୋଇଗଲା କାନ୍ଦାହାର, ଜାଣନ୍ତୁ Read More »

taliban, afghanistan, afghan women, taliban control, restrictions for women, sharia law, islamic country, islam country, islamic law, taliban rules afghanistan, rising odisha

ମହିଳାଙ୍କ ପାଇଁ ତାଲିବାନର ତାଲିକା : ଆତଙ୍କ ଭିତରେ ଜିଉଁଛନ୍ତି ଆଫଗାନିସ୍ତାନୀ ମହିଳା

ଆଫଗାନିସ୍ତାନରେ ପୁଣିଥରେ ତାଲିବାନ କ୍ଷମତାକୁ ଆସିବାର ଆଶଙ୍କା କରାଯାଉଛି । ତାଲିବାନ ତା’ କବଜାରେ ଦେଶର ୮୫ ପ୍ରତିଶତ ଅଂଚଳ ଥିବା ଦାବି କରୁଛି । ତାଲିବାନର ପୁଣିଥରେ କ୍ଷମତାକୁ ପ୍ରତ୍ୟାବର୍ତ୍ତନର ଅର୍ଥ କଠୋର ଇସଲାମିକ୍ ଆଇନ କାନୁନ । ଯାହାର ସ୍ୱାଦ ୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ ଆଫଗାନିସ୍ତାନ ଚାଖିଥିଲା । ତାଲିବାନର ପ୍ରଥମ ଶାସନ କାଳରେ ଆଫଗାନିସ୍ତାନ ଦେଖିଥିଲା ମଧ୍ୟଯୁଗୀୟ ଶାସନ ବ୍ୟବସ୍ଥା । ସରିୟତ ଲାଗୁ କରି ନିଜକୁ ପୁତ ପବିତ୍ର ଇସଲାମିକ୍ ରାଷ୍ଟ୍ର …

ମହିଳାଙ୍କ ପାଇଁ ତାଲିବାନର ତାଲିକା : ଆତଙ୍କ ଭିତରେ ଜିଉଁଛନ୍ତି ଆଫଗାନିସ୍ତାନୀ ମହିଳା Read More »

RSS
Follow by Email
Scroll to Top
Close Bitnami banner
Bitnami