ୟୁକ୍ରେନକୁ ଟେକ୍ କମ୍ପାନୀଙ୍କ ସାହାଯ୍ୟ, ଗୁଗଲ ଭଳି କମ୍ପାନି ଲଢୁଛନ୍ତି ଋଷ ବିରୋଧରେ ଯୁଦ୍ଧ
ଋଷିଆ-ୟୁକ୍ରେନ୍ ଯୁଦ୍ଧ ସମୟରେ ଓ୍ୱେଷ୍ଟର୍ଣ୍ଣ ଓ୍ୱାର୍ଲଡ ଋଷିଆ ବିରୁଦ୍ଧରେ ଏକ ନିଷ୍ପତ୍ତିମୂଳକ ପନ୍ଥା ଆପଣାଇଛି । କେବଳ ସରକାର ନୁହଁନ୍ତି ବରଂ ବିଗ୍ ଟେକ୍ କମ୍ପାନି ୟୁକ୍ରେନକୁ ସାହାଯ୍ୟ କରିବା ପାଇଁ ଆଗକୁ ଆସିଛନ୍ତି । ଯାହା ଋଷ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି । ରାଷ୍ଟ୍ରପତି ଭୋଲୋଦିମିର ଜେଲେଂସ୍କିଙ୍କ ଠାରୁ ଆରମ୍ଭ କରି ସାଧାରଣ ନାଗରିକଙ୍କ ପର୍ଯ୍ୟନ୍ତ ସମସ୍ତେ ଋଷିଆକୁ ଜବାବ ଦେବାପାଇଁ ଅଣ୍ଟା ଭିଡ଼ିଛନ୍ତି । ଋଷ୍ ସେନା ବିରୋଧରେ ଯୁଦ୍ଧ ଲଢ଼ିବାକୁ ବିଦେଶରେ …
ୟୁକ୍ରେନକୁ ଟେକ୍ କମ୍ପାନୀଙ୍କ ସାହାଯ୍ୟ, ଗୁଗଲ ଭଳି କମ୍ପାନି ଲଢୁଛନ୍ତି ଋଷ ବିରୋଧରେ ଯୁଦ୍ଧ Read More »