ପାକିସ୍ତାନ

punjab elections 2022, punjab congress crisis, navjot sidhu, captain amarinder singh, rising odisha, odia blog

ସିଦ୍ଧୁଙ୍କୁ ମନ୍ତ୍ରୀ କରିବା ପାଇଁ ସୁପାରିସ କରିଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ କଂଗ୍ରେସ ପୂର୍ବତନ ସଭାପତି କ୍ୟାପ୍ଟେନ୍ ଅମରିନ୍ଦର ସିଂହ ନବଜ୍ୟୋତ ସିଂହ ସିଦ୍ଧୁଙ୍କ ବିରୋଧରେ ବଡ଼ ଧରଣର ଅଭିଯୋଗ ଆଣିଛନ୍ତି । ସୋମବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ କ୍ୟାପ୍ଟେନ୍ ଦାବି କରିଛନ୍ତି ଯେ, ପଂଜାବ ନିର୍ବାଚନ ପରେ ପରେ ତାଙ୍କ ପାଖକୁ ପାକିସ୍ତାନରୁ ସନ୍ଦେଶ ଆସିଥିଲା । ଯେଉଁ ସନ୍ଦେଶରେ ସିଦ୍ଧୁଙ୍କୁ ମନ୍ତ୍ରୀ କରିବାକୁ କୁହାଯାଇଥିଲା । ଅମରିନ୍ଦର ସିଂହ କହିଛନ୍ତି ଯେ, ତାଙ୍କୁ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ …

ସିଦ୍ଧୁଙ୍କୁ ମନ୍ତ୍ରୀ କରିବା ପାଇଁ ସୁପାରିସ କରିଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ Read More »

imran khan, pakistan prime minister, taliban spokesperson, Taliban Commander General Mubeen, tehreek-e-taliban, puppet, imran khan, rising odisha

ଯାହା ପାଇଁ ଇମ୍ରାନ ଓକିଲାତି କରୁଛନ୍ତି, ସେମାନେ ତାଙ୍କୁ କହିଲେ ‘କଣ୍ଢେଇ’ !

ତାଲିବାନ ଫେରିବାକୁ ନେଇ ଯଦି ସବୁଠାରୁ କିଏ ଅଧିକା ଖୁସି ଥିଲା ଓ ଅଛି ତେବେ ସେଇ ଦେଶ ହେଉଛି ପାକିସ୍ତାନ । କାରଣ ଆଫଗାନିସ୍ତାନରେ ତାଲିବାନ ଅର୍ଥ ପାକିସ୍ତାନକୁ ତା’ର ଆତଙ୍କ ଫ୍ୟାକ୍ଟ୍ରି ପାଇଁ ଆଫଗାନିସ୍ତାନ ଭଳି ଉର୍ବର ମାଟି ମିଳିବା । ତେଣୁ ପାକିସ୍ତାନ ବିଶ୍ୱ ସମ୍ପ୍ରଦାୟକୁ ତୁରନ୍ତ ତାଲିବାନ ସରକାରକୁ ମାନ୍ୟତା ଦେବାକୁ ବାରମ୍ବାର କହୁଛି । ତାଲିବାନ ମଧ୍ୟ ଆଫଗାନୀ ତେଣୁ ତାଙ୍କ ସରକାରକୁ ବିଶ୍ୱ ସମ୍ପ୍ରଦାୟ ମାନ୍ୟତା ଦେଉ ବୋଲି …

ଯାହା ପାଇଁ ଇମ୍ରାନ ଓକିଲାତି କରୁଛନ୍ତି, ସେମାନେ ତାଙ୍କୁ କହିଲେ ‘କଣ୍ଢେଇ’ ! Read More »

china, pakistan, war, pakistan china, tanks, agreements, rising odisha

ପାକିସ୍ତାନୀ ଟ୍ୟାଙ୍କକୁ ଖରାପ କରିଦେଲା ଚୀନ୍ ? ଦୁଇ ବନ୍ଧୁଙ୍କ ମଧ୍ୟରେ ଆରମ୍ଭ ହେଲା ଝଗଡା

ଚୀନ ଓ ପାକିସ୍ତାନ, ସବୁ ପାଗର ବନ୍ଧୁ । ଏକଥା ଚୀନ ନେତାଙ୍କ ମୁହଁରୁ କମ ପାକିସ୍ତାନୀ ନେତାଙ୍କ ମୁହଁରୁ ଅଧିକ ଶୁଣିବାକୁ ମିଳିଥାଏ । ଏବେ କିନ୍ତୁ ସେଇ ଦୁଇ ସବୁ ପାଗର ବନ୍ଧୁଙ୍କ ମଧ୍ୟରେ ଗୋଟିଏ ଛୋଟିଆ କଥାକୁ ନେଇ ଝଗଡା ଆରମ୍ଭ ହୋଇଯାଇଛି । ପାକିସ୍ତାନର ଅଭିଯୋଗ ଯେ, ଚୀନ ସେମାନଙ୍କ ଟ୍ୟାଙ୍କକୁ ଖରାପ କରିଦେଇଛି । ଚୀନ ଭାଇଙ୍କ ଉତ୍ତର ହେଉଛି ପାକିସ୍ତାନୀ ବେସି ମୁଲଚାଲ କରୁଛନ୍ତି । ଦୁଇ ସବୁ …

ପାକିସ୍ତାନୀ ଟ୍ୟାଙ୍କକୁ ଖରାପ କରିଦେଲା ଚୀନ୍ ? ଦୁଇ ବନ୍ଧୁଙ୍କ ମଧ୍ୟରେ ଆରମ୍ଭ ହେଲା ଝଗଡା Read More »

Cricket, cricket at olympics, 1896 olympics, paris olympics, france vs england, france and britain, st louis olympics, ICC, Indian cricket, cricket history at olympics, rising odisha

ଆଗରୁ ତିନିଥର ଅଲମ୍ପିକ୍ସରେ ସାମିଲ ହୋଇଥିଲା କ୍ରିକେଟ୍ କିନ୍ତୁ ଦୁଇଥର ଖେଳିବାକୁ ଆସିନଥିଲେ ଟିମ୍

ICC ବା ଇଣ୍ଟରନ୍ୟାସନାଲ କ୍ରିକେଟ୍ କମିଟି ଅଲମ୍ପିକ୍ସରେ କ୍ରିକେଟକୁ ସାମିଲ କରିବାକୁ ଉଦ୍ୟମ କରିବ ବୋଲି ଘୋଷଣା କରିଛି । ୨୦୨୮ ଲସଏଞ୍ଜଲେସ ଅଲମ୍ପିକ୍ସରେ କ୍ରିକେଟକୁ ସାମିଲ କରିବାକୁ ଆଇସିସି ଉଦ୍ୟମ କରିବ । ଭାରତ ଭଳି ଦେଶରେ କ୍ରିକେଟ କାହିଁକି ଅଲମ୍ପିକ୍ସରେ ସାମିଲ ନାହିଁ ବୋଲି ଅନେକ ସମୟରେ ପ୍ରଶ୍ନ ଉଠେ । ୨୦୨୮ରେ କ୍ରିକେଟକୁ ସାମିଲ କରିବା ପାଇଁ ଆଇସିସିର ଉଦ୍ୟମ ନିଶ୍ଚିତ ଭାବେ ଭାରତୀୟ ଉପମହାଦେଶ ପାଇଁ ଖୁସି ଖବର । କାରଣ …

ଆଗରୁ ତିନିଥର ଅଲମ୍ପିକ୍ସରେ ସାମିଲ ହୋଇଥିଲା କ୍ରିକେଟ୍ କିନ୍ତୁ ଦୁଇଥର ଖେଳିବାକୁ ଆସିନଥିଲେ ଟିମ୍ Read More »

bindi war, india pakistan, social media war, twitter war between india and pakistan, sonam mahajan, bindis in islamabad, tikili yudha, tikili odisha, pakistan journalist, maharani gayatri devi, shilpa brand bindi, rising odisha

ଭାରତ-ପାକିସ୍ତାନ ମଧ୍ୟରେ ‘ଟିକିଲି’ ଯୁଦ୍ଧ, ସୋସିଆଲ ମିଡିଆରେ ଜମେଇକି ଟ୍ରୋଲ୍ ହେଉଛି ପାକିସ୍ତାନ

କେତେବେଳେ ସୀମାପାର ଆତଙ୍କବାଦକୁ ନେଇ ତ’ କେତେବେଳେ କ୍ରିକେଟ୍ ମ୍ୟାଚକୁ ନେଇ ଭାରତୀୟ ଓ ପାକିସ୍ତାନୀ ସୋସିଆଲ ମିଡିଆରେ ମୁହାଁମୁହିଁ ହୁଅନ୍ତି । ପରସ୍ପରକୁ ଜୋରଦାର ଟ୍ରୋଲ କରନ୍ତି । ଏବେ ମଧ୍ୟ ଟ୍ୱିଟରରେ ସେହିଭଳି ଗୋଟିଏ ଯୁଦ୍ଧ ଚାଲିଛି । ଗୋଟିଏ ପଟେ ଅଛନ୍ତି ଭାରତୀୟ ୟୁଜର୍ସ ଓ ଅନ୍ୟପଟେ ଅଛନ୍ତି ପାକିସ୍ତାନୀ । ତେବେ ଏଥରକ ଯୁଦ୍ଧ କ୍ରିକେଟକୁ ନେଇକି ନୁହେଁ କି ଆତଙ୍କବାଦକୁ ନେଇ । ଏଥର ଦୁଇ ଦେଶ ମଧ୍ୟରେ ବିନ୍ଦି …

ଭାରତ-ପାକିସ୍ତାନ ମଧ୍ୟରେ ‘ଟିକିଲି’ ଯୁଦ୍ଧ, ସୋସିଆଲ ମିଡିଆରେ ଜମେଇକି ଟ୍ରୋଲ୍ ହେଉଛି ପାକିସ୍ତାନ Read More »

pakistan, pakistan army, pakistan general, biggest land grabber, richest pakistan army, rising odisha

ପାକିସ୍ତାନର ସବୁଠୁ ବଡ କର୍ପୋରେଟ୍ ହାଉସ୍ ହେଉଛି ପାକ୍ ସେନା ! ସେନା ପାଖରେ ଅଛି ସବୁଠାରୁ ଅଧିକ ଜମି

ପଶ୍ଚିମ ଏସିଆରେ ଗୋଟିଏ ଦେଶ ଅଛି । ଦେଶର ନାମ ହେଉଛି ଲେବାନନ । ୧୯୮୦ରୁ ଏହି ଦେଶରେ ଗୃହଯୁଦ୍ଧ ଚାଲିଛି । ଯୁଦ୍ଧ ଭିତରେ ଲେବାନନ ଅର୍ଥନୀତି ଭୁସୁଡି ପଡିଛି । ଯାହାର ପ୍ରଭାବ ଲେବାନନ୍ ସେନା ଉପରେ ମଧ୍ୟ ପଡିଛି । ଲେବାନନ ସେନା ଅର୍ଥାଭାବ କାରଣରୁ ଏବେ ଆୟର ନୂଆ ସ୍ରୋତ ଖୋଜୁଛି । ଏହି କ୍ରମରେ ଲେବାନନ ସେନା ଏବେ ନିଜ ହେଲିକପ୍ଟରରେ ବେସାମରିକ ନାଗରିକଙ୍କୁ ଭଡାର ନେଉଛି । ସେନା …

ପାକିସ୍ତାନର ସବୁଠୁ ବଡ କର୍ପୋରେଟ୍ ହାଉସ୍ ହେଉଛି ପାକ୍ ସେନା ! ସେନା ପାଖରେ ଅଛି ସବୁଠାରୁ ଅଧିକ ଜମି Read More »

free balochistan movement, balochistan freedom, balochs protest, bristish parliament, pakistan attack on balochs, balochistan wants freedom, rising odisha

ସ୍ୱାଧିନ ବଲୁଚିସ୍ତାନ ପାଇଁ ପୁଣି ତେଜିଲା ଆନ୍ଦୋଳନ, କ’ଣ ପାଇଁ ପାକିସ୍ତାନକୁ ଏତେ ଘୃଣା କରନ୍ତି ବଲୁଚି ?

ସ୍ୱାଧିନ ବଲୁଚିସ୍ତାନ ପାଇଁ ଆନ୍ଦୋଳନ ପୁଣି ଜୋରଦାର ହୋଇଛି । ପାକିସ୍ତାନରୁ ଅଲଗା ହୋଇ ସ୍ୱାଧିନ ହେବା ପାଇଁ ଏହି ଦାବି ପାଖାପାଖି ୭ ଦଶକ ପୁରୁଣା । ନିକଟରେ ରବିବାର ଦିନ ବ୍ରିଟିଶ ସଂସଦ ବାହାରେ ବଲୁଚି ସ୍ୱାଧିନ ବଲୁଚିସ୍ତାନ ଦାବିରେ ବିକ୍ଷୋଭ କରିଥିଲେ । ବଲୁଚିସ୍ତାନ ପାକିସ୍ତାନର ଏକ ପ୍ରଦେଶ ହୋଇଥିଲେ ମଧ୍ୟ ବଲୁଚି ନିଜକୁ ପାକିସ୍ତାନର ଅଙ୍ଗ ବୋଲି ମାନନ୍ତି ନାହିଁ । ସେମାନଙ୍କ ଅନୁସାରେ ବଲୁଚିସ୍ତାନକୁ ପାକିସ୍ତାନ ବଳପୂର୍ବକ ନିଜ ଅଧିକାରରେ …

ସ୍ୱାଧିନ ବଲୁଚିସ୍ତାନ ପାଇଁ ପୁଣି ତେଜିଲା ଆନ୍ଦୋଳନ, କ’ଣ ପାଇଁ ପାକିସ୍ତାନକୁ ଏତେ ଘୃଣା କରନ୍ତି ବଲୁଚି ? Read More »

drone attack, jammu air base, indian air base, drone bomb attacks, jammu airport drone attack, jammu airport blast, NIA, rising odisha

ଲୋ’ କଷ୍ଟ୍ ଅସ୍ତ୍ର ଭାବେ ଉଭା ହେଉଛି ଡ୍ରୋନ୍ ବୋମା, ଜମ୍ମୁ ଆକ୍ରମଣ ଭାରତ ପାଇଁ ସତର୍କ ଘଣ୍ଟି

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଜମ୍ମୁ ଘାଟି ଉପରେ ଡ୍ରୋନ୍ ଆକ୍ରମଣରେ ବଡ଼ ଧରଣର କ୍ଷତି ହୋଇନାହିଁ ସତ କିନ୍ତୁ ଏହା ସୁରକ୍ଷା ଏଜେନ୍ସୀଙ୍କ ନିଦ ଉଡାଇ ଦେଇଛି କିମ୍ବା ଡ୍ରୋନକୁ ନେଇ ସେମାନଙ୍କ ନିଦ ଭାଙ୍ଗି ଦେଇଛି । କାରଣ କିଛି ସମୟ ହେଲା କେବଳ ଭାରତ ନୁହେଁ ପୁରା ଦୁନିଆରେ ‘ଡ୍ରୋନ୍ ଆଟାକ’ ଆତଙ୍କବାଦୀଙ୍କ ନୂଆ ହତିଆର ପାଲଟିଛି । ଏଥିରେ ଖର୍ଚ୍ଚ କମ, ସଫଳତା ହାର ଅଧିକ ଥିବାରୁ ଆତଙ୍କବାଦୀ ଡ୍ରୋନକୁ ହତିଆର ଭାବେ …

ଲୋ’ କଷ୍ଟ୍ ଅସ୍ତ୍ର ଭାବେ ଉଭା ହେଉଛି ଡ୍ରୋନ୍ ବୋମା, ଜମ୍ମୁ ଆକ୍ରମଣ ଭାରତ ପାଇଁ ସତର୍କ ଘଣ୍ଟି Read More »

RSS
Follow by Email
Scroll to Top
Close Bitnami banner
Bitnami