ଆଫଗାନସ୍ଥାନୀ ମହିଳାଙ୍କୁ ‘ଯୌନଦାସୀ’ କରୁଛି ତାଲିବାନ, ବଳପୂର୍ବକ ଘରୁ ହେଉଛି ଅପହରଣ
ତାଲିବାନ୍ ଧିରେ ଧିରେ ଆଫଗାନିସ୍ତାନ ଉପରେ ନିଜ କବଜା ମଜବୁତ କରିବାରେ ଲାଗିଛି । ଆମେରିକା ହାତ ଛାଡିବା ପରେ ଏବେ ତାଲିବାନ ଦେଶର ବଡ ଭୂଭାଗ ଉପରେ ନିଜ କବଜା ଜମାଇ ସାରିଲାଣି । ଏହାରି ଭିତରେ ଏମିତି ଖବର ଆସୁଛି ଯାହା ଦୁନିଆକୁ ବିବ୍ରତ କରୁଛି । କୁହାଯାଉଛି ଯେ, ତାଲିବାନ ଆଫଗାନୀ ଯୁବତୀ, ମହିଳାଙ୍କୁ ଯୌନଦାସୀ କରୁଛି । ମିଡିଆ ରିପୋର୍ଟ ଅନୁସାରେ ତାଲିବାନ ଆଫଗାନସ୍ଥାନୀ ଯୁବତୀ, ମହିଳାଙ୍କୁ ସେକ୍ସ ସ୍ଲେଭ୍ ବା …
ଆଫଗାନସ୍ଥାନୀ ମହିଳାଙ୍କୁ ‘ଯୌନଦାସୀ’ କରୁଛି ତାଲିବାନ, ବଳପୂର୍ବକ ଘରୁ ହେଉଛି ଅପହରଣ Read More »