Author name: user

aditya padhi, odisha cuttack boy, bengaluru techie, young industrialist, software company, food distribution, osygen cylinder, odia peoples in bangalore, odias in bengaluru, bengaluru north k r puram, coronavirus lockdown, corona pandemic, prabasi sramik, rising odisha

ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କ ବଦାନ୍ୟତା

ମାନବ ସେବା ହିଁ ମାଧବ ସେବା । ପ୍ରତ୍ୟେକଟି ମଣିଷର ଆତ୍ମାରେ ସେଇ ପରମାତ୍ମା ବିଦ୍ୟମାନ ଅଛନ୍ତି । ଅସହାୟଙ୍କୁ ସହାୟତା କରିବା ହେଉଛି ପ୍ରକୃତ ମଣିଷ ପଣିଆ । ମହତ୍ ଚିନ୍ତାଧାରା ନେଇ କରୋନାର ମହାମାରୀ ସମୟରେ ରାଜ୍ୟ ବାହାରେ ବା ବେଙ୍ଗାଲୁରୁରେ ରହୁଥିବା ଓଡ଼ିଆଙ୍କ ପାଇଁ ଦେବଦୂତ ସାଜିଛନ୍ତି କଟକର ପୁଅ ଆଦିତ୍ୟ ପାଢ଼ୀ । କୌଣସି ସାମାଜିକ ସଂଗଠନ କିମ୍ବା ବ୍ୟକ୍ତିଙ୍କ ଠାରୁ ସହାୟତା ନ ନେଇ ସେ କରୋନା ଆକ୍ରାନ୍ତ ହେଉଥିବା …

ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କ ବଦାନ୍ୟତା Read More »

wheeler island, abdul kalam island, hog wheeler, odisha bhadrak district, missile man of India, DRDO, missile tests, agni missile tests, gahirmatha wildlife sanctuary, olive ridley turtles, bhadrak district, rising odisha

ସେହି ପ୍ରତିବନ୍ଧିତ ଦ୍ୱିପ ଯେଉଁଠାରୁ ଉଡନ୍ତି ‘ଅଗ୍ନି’ ଓ ‘ଆକାଶ’

ଏହା ଏମିତି ଗୋଟିଏ ଦ୍ୱିପ ଯାହା ଉପରେ ସମସ୍ତେ ପାଦ ଦେଇ ପାରିବେ ନାହିଁ । ଏହି ବର୍ଜିତ ଦ୍ୱିପରେ ପହଂଚିବାକୁ ହେଲେ ଆପଣଙ୍କର ଆବଶ୍ୟକ ହୋଇଥାଏ ହାଇ ସିକ୍ୱୁରିଟି କ୍ଲିୟରାନ୍ସ । ଯାହାର ସୁରକ୍ଷାରେ ଥାଏ କୋଷ୍ଟ ଗାର୍ଡ୍ । କଡା ସୁରକ୍ଷା ଘେରରେ ଥିବା ଏହି ଦ୍ୱିପରୁ ଭାରତ କରିଥାଏ ‘ଅଗ୍ନି’ ବର୍ଷା । ସିଧା କହିଲେ ଆପଣ ଯେଉଁ ଅଗ୍ନି ସିରିଜର କ୍ଷେପଣାସ୍ତ୍ର ପରିକ୍ଷଣ କଥା ଶୁଣନ୍ତି ସେହି ସବୁ ଏହି ଦ୍ୱିପରୁ …

ସେହି ପ୍ରତିବନ୍ଧିତ ଦ୍ୱିପ ଯେଉଁଠାରୁ ଉଡନ୍ତି ‘ଅଗ୍ନି’ ଓ ‘ଆକାଶ’ Read More »

Osho, osho foundation, Osho International Meditation Resort, osho pune, koregaon park, osho land controversy, Controversy over Osho land in Pune, rising odisha

ଓଶୋ ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ୍ ବିବାଦ : କେତେ ସମ୍ପତି, କାହା ନିୟନ୍ତ୍ରଣରେ ଅଛି ଫାଉଣ୍ଡେସନ ?

ଗତ କିଛିଦିନ ଧରି ପୁଣେର ଓଶୋ ଇଣ୍ଟରନ୍ୟାସନାଲ ମେଡିଟେଶନ ରିଜୋର୍ଟ୍ ଖବରରେ ରହିଛି । କାରଣ ହେଉଛି ଗୋଟିଏ ଜମି । ପୁଣେର ସବୁଠାରୁ ଦାମୀ ଅଂଚଳରେ ଥିବା ୩ ଏକର ଜମି ବିକ୍ରିକୁ ନେଇ ଆରମ୍ଭ ହୋଇଛି ବିବାଦ । ପୁଣେର କୋରେଗାଓଁ ପାର୍କରେ ଏହି ତିନି ଏକର ଜମି ଉପରେ ରହିଛି ଗୋଟିଏ ରିଜୋର୍ଟ । ଏହି ରିଜୋର୍ଟକୁ ଯେଉଁଭଳି ଭାବେ ବିକ୍ରି କରାଯାଇଛି ତାହା ପଛରେ ଷଡ଼ଯନ୍ତ୍ର ରହିଛି ବୋଲି ଓଶୋଙ୍କ କିଛି …

ଓଶୋ ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ୍ ବିବାଦ : କେତେ ସମ୍ପତି, କାହା ନିୟନ୍ତ୍ରଣରେ ଅଛି ଫାଉଣ୍ଡେସନ ? Read More »

free balochistan movement, balochistan freedom, balochs protest, bristish parliament, pakistan attack on balochs, balochistan wants freedom, rising odisha

ସ୍ୱାଧିନ ବଲୁଚିସ୍ତାନ ପାଇଁ ପୁଣି ତେଜିଲା ଆନ୍ଦୋଳନ, କ’ଣ ପାଇଁ ପାକିସ୍ତାନକୁ ଏତେ ଘୃଣା କରନ୍ତି ବଲୁଚି ?

ସ୍ୱାଧିନ ବଲୁଚିସ୍ତାନ ପାଇଁ ଆନ୍ଦୋଳନ ପୁଣି ଜୋରଦାର ହୋଇଛି । ପାକିସ୍ତାନରୁ ଅଲଗା ହୋଇ ସ୍ୱାଧିନ ହେବା ପାଇଁ ଏହି ଦାବି ପାଖାପାଖି ୭ ଦଶକ ପୁରୁଣା । ନିକଟରେ ରବିବାର ଦିନ ବ୍ରିଟିଶ ସଂସଦ ବାହାରେ ବଲୁଚି ସ୍ୱାଧିନ ବଲୁଚିସ୍ତାନ ଦାବିରେ ବିକ୍ଷୋଭ କରିଥିଲେ । ବଲୁଚିସ୍ତାନ ପାକିସ୍ତାନର ଏକ ପ୍ରଦେଶ ହୋଇଥିଲେ ମଧ୍ୟ ବଲୁଚି ନିଜକୁ ପାକିସ୍ତାନର ଅଙ୍ଗ ବୋଲି ମାନନ୍ତି ନାହିଁ । ସେମାନଙ୍କ ଅନୁସାରେ ବଲୁଚିସ୍ତାନକୁ ପାକିସ୍ତାନ ବଳପୂର୍ବକ ନିଜ ଅଧିକାରରେ …

ସ୍ୱାଧିନ ବଲୁଚିସ୍ତାନ ପାଇଁ ପୁଣି ତେଜିଲା ଆନ୍ଦୋଳନ, କ’ଣ ପାଇଁ ପାକିସ୍ତାନକୁ ଏତେ ଘୃଣା କରନ୍ତି ବଲୁଚି ? Read More »

drone attack, jammu air base, indian air base, drone bomb attacks, jammu airport drone attack, jammu airport blast, NIA, rising odisha

ଲୋ’ କଷ୍ଟ୍ ଅସ୍ତ୍ର ଭାବେ ଉଭା ହେଉଛି ଡ୍ରୋନ୍ ବୋମା, ଜମ୍ମୁ ଆକ୍ରମଣ ଭାରତ ପାଇଁ ସତର୍କ ଘଣ୍ଟି

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଜମ୍ମୁ ଘାଟି ଉପରେ ଡ୍ରୋନ୍ ଆକ୍ରମଣରେ ବଡ଼ ଧରଣର କ୍ଷତି ହୋଇନାହିଁ ସତ କିନ୍ତୁ ଏହା ସୁରକ୍ଷା ଏଜେନ୍ସୀଙ୍କ ନିଦ ଉଡାଇ ଦେଇଛି କିମ୍ବା ଡ୍ରୋନକୁ ନେଇ ସେମାନଙ୍କ ନିଦ ଭାଙ୍ଗି ଦେଇଛି । କାରଣ କିଛି ସମୟ ହେଲା କେବଳ ଭାରତ ନୁହେଁ ପୁରା ଦୁନିଆରେ ‘ଡ୍ରୋନ୍ ଆଟାକ’ ଆତଙ୍କବାଦୀଙ୍କ ନୂଆ ହତିଆର ପାଲଟିଛି । ଏଥିରେ ଖର୍ଚ୍ଚ କମ, ସଫଳତା ହାର ଅଧିକ ଥିବାରୁ ଆତଙ୍କବାଦୀ ଡ୍ରୋନକୁ ହତିଆର ଭାବେ …

ଲୋ’ କଷ୍ଟ୍ ଅସ୍ତ୍ର ଭାବେ ଉଭା ହେଉଛି ଡ୍ରୋନ୍ ବୋମା, ଜମ୍ମୁ ଆକ୍ରମଣ ଭାରତ ପାଇଁ ସତର୍କ ଘଣ୍ଟି Read More »

smrutirekha behera, bhubaneswar BMC, vanivihar, mu safeiwala, bmc driver, rising odisha

ବଦଳିଗଲା ଜୀବନର ମୋଡ଼

ଯେଉଁ ହାତରେ ପିଲାଙ୍କୁ ଖଡ଼ି ଧରାଇ ଅ, ଆ ଲେଖା ଶିଖାଉଥିଲେ, ଆଜି ସେହି ହାତ ପେଟପାଟଣା ପାଇଁ ଗାଡ଼ିର ଷ୍ଟିଅରିଂ ଧରି ରାଜଧାନୀର ଗଳିକନ୍ଧିରେ ବୁଲିଛି । କରୋନା ମହାମାରୀର ମହାଚକ୍ରରେ ବଦଳିଯାଇଛି ଜୀବନର ମୋଡ । ଆଜି ବିଏମ୍‌ସିର ‘ମୁଁ ସଫେଇବାଲା’ ଗାଡ଼ି ଚଳାଇ ନିଜର ପରିବାର ପ୍ରତିପୋଷଣ ଦାୟିତ୍ୱ ମୁଣ୍ଡାଇଛନ୍ତି । କରୋନା ଭଳି ମାରାତ୍ମକ ଭୂତାଣୁ କବଳରୁ ଦୂରେଇ ରଖିବାକୁ ଲୋକଙ୍କୁ କରୁଛନ୍ତିି ସଚେତନ । ସେ ହେଉଛନ୍ତି ସ୍ମୃତିରେଖା ବେହେରା …

ବଦଳିଗଲା ଜୀବନର ମୋଡ଼ Read More »

china, internet freedom in china, internet banned in china, censorship in china, great firewall of china, rising odisha

ଫ୍ଲଡିଂ କ’ଣ ? ଯାହା ଦ୍ୱାରା ଚୀନ ନିଜ ଲୋକଙ୍କ ସ୍ୱରକୁ ଚାପିଦିଏ ?

ଚୀନରେ ଯଦି କୌଣସି ସଂଗଠନ କିମ୍ବା ବ୍ୟକ୍ତି ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବା ଆରମ୍ଭ କରନ୍ତି, ତେବେ ତୁରନ୍ତ ଗୋଟିଏ ଗୋଷ୍ଠୀ ସକ୍ରୀୟ ହୋଇଯାଇଥାଏ । ଏହି ଗୋଷ୍ଠୀ ଏମିତି ଖବର ପ୍ରଚାରିତ କରିଥାଏ, ଯାହା ସରକାରଙ୍କୁ ସୁହାଏ ।ଏହି ଖବରର ସଂଖ୍ୟା ଓ ସ୍ୱର ଏତେ ଜୋରଦାର ହୋଇଥାଏ ଯେ, ମିଥ୍ୟା ପାଇଁ ସତ ଲୁଚିଯାଏ । ସେନସରସିପ୍ ର ଏହି ପନ୍ଥାକୁ ଫ୍ଲଡିଂ ବୋଲି କୁହାଯାଇଥାଏ । ଇଣ୍ଟରନେଟ୍ ଫ୍ରିଡମ୍ ମାମଲାରେ ଚୀନର …

ଫ୍ଲଡିଂ କ’ଣ ? ଯାହା ଦ୍ୱାରା ଚୀନ ନିଜ ଲୋକଙ୍କ ସ୍ୱରକୁ ଚାପିଦିଏ ? Read More »

prabodh kumar nayak, odisha, khandagiri slum, robot, robotics, humanoid robot, unmukt foundation bhubaneswar, rising odisha

ବସ୍ତିର ଉଜ୍ଜ୍ୱଳ ତାରକା ପ୍ରବୋଧ

ବର୍ଜ୍ୟବସ୍ତୁରୁ ନିଆରା ଉଦ୍ଭାବନ । କୁନି ବୟସରେ ତାଙ୍କର ବୈଜ୍ଞାନିକ ଚିନ୍ତାଧାରା ଏତେ ଶକ୍ତିଶାଳୀ ଯେ, ନିଜର ସୃଜନଶୀଳତା ତାଙ୍କୁ ବିଜ୍ଞାନ ସୃଷ୍ଟି କରିବାର ରାସ୍ତା ଦେଖାଇଛି । ଅଦରକାରୀ ସାମଗ୍ରୀକୁ ଉପଯୋଗ କରି ସେଥିରେ ବିଜ୍ଞାନର କୌଶଳକୁ ଖଟାଇ ସେ ତିଆରି କରିଛନ୍ତି ରୋବଟ୍ । ଯାହା ମଣିଷ ପରି କାମ କରିପାରୁଛି । ଏହି ୧୫ ବର୍ଷୀୟ ପ୍ରବୋଧ କୁମାର ନାୟକ ରହନ୍ତି ଭୁବନେଶ୍ୱର ଖଣ୍ଡଗିରିବାରୀ ବସ୍ତିରେ । ଜାଗମରା ହାଇସ୍କୁଲରେ ପଢ଼ନ୍ତି । …

ବସ୍ତିର ଉଜ୍ଜ୍ୱଳ ତାରକା ପ୍ରବୋଧ Read More »

deepti ranjan rout, sai international school, jharpada, rap song, covid warriors tribute, covid warriors, odisha, rising odisha

‘ରାପ୍‌’ରେ କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନ

ମହାମାରୀ ସମୟରେ ଗୃହବନ୍ଦୀ ହୋଇ ରହିଥିବା ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ କଳାକୌଶଳ ପ୍ରଦର୍ଶନ କରିବାର ସୁଯୋଗ ଆଣିଦେଇଛି । ଏହାର ସୁଯୋଗ ନେଇ ସାଇ ଇଂଟରନ୍ୟାସନାଲ ସ୍କୁଲର ଛାତ୍ର ଦୀପ୍ତିରଂଜନ ରାଉତ ଅତି ଚମତ୍କାର ଭାବେ କରୁଛନ୍ତି ରାପ୍ । କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ଶୁଦ୍ଧ ଓଡ଼ିଆ ଓ ହିନ୍ଦୀ ଭାଷାରେ ଝାରପଡ଼ା ଅଂଚଳର ଦୀପ୍ତିଙ୍କ ଦ୍ୱାରା ପ୍ରସ୍ତୁତ ରାପ୍ ବେଶ ମନମୁଗ୍ଧକର ହୋଇଛି । ଗତ ବର୍ଷେ ହେବ ସାମାଜିକ କଥାବସ୍ତୁକୁ ନେଇ ତାଙ୍କର …

‘ରାପ୍‌’ରେ କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନ Read More »

sudarsan sahu, sudarshan sahoo, bhubaneswar, artworks, bamboo wood, plam leaves, chaat owner, chaat shop, rising odisha, handicrafts

କାଠ ବାଉଁଶରେ ଜୀବନ୍ୟାସ

ପାଶାଣ ଦେହରେ ନିହାଣ ଫୁଟାଇ ଜୀବନ୍ତ ପ୍ରତିମା ସୃଷ୍ଟିର ବିନ୍ଧାଣୀ ସେ ନୁହଁନ୍ତି, କିନ୍ତୁ କାଠ ବାଉଁଶରେ ଜୀବନ୍ୟାସ ଦେଉଥିବା ଜଣେ କାରିଗର । ପେସାରେ ଜଣେ ଚାଟ୍ ଦୋକାନୀ । ଯେଉଁ ହାତରେ ସୁସ୍ୱାଦୁ ଚାଟ୍ ପ୍ରସ୍ତୁତ କରି ଗ୍ରାହକଙ୍କୁ ପରଷି ଦିଅନ୍ତି । ସେହି ହାତ ଯେ ଏମିତି ସୁନ୍ଦର କଳାକୃତି ପ୍ରସ୍ତୁତି କରିପାରେ ତାହା ନ ଦେଖିଲେ ବିଶ୍ୱାସ କରିହେବନି । ସେ ହେଉଛନ୍ତି ପୁରୁଣା ଭୁବନେଶ୍ୱରର କପିଳପ୍ରସାଦପୁରର ସୁଦର୍ଶନ ସାହୁ । …

କାଠ ବାଉଁଶରେ ଜୀବନ୍ୟାସ Read More »

RSS
Follow by Email
Scroll to Top
Close Bitnami banner
Bitnami