Author name: user

chinese civilization, alien head mask, alien, sichuan museum, china, rising odisha

ଅଚାନକ ଚୀନରୁ ଗାଏବ ହୋଇଥିବା 5 ହଜାର ବର୍ଷ ପୁରୁଣା ସଭ୍ୟତା ଥିଲା ଏଲିଅନଙ୍କ ଘର ?

ଆମେରିକାରେ ଗୋଟିଏ ଗୁପ୍ତ ବିଭାଗ ପରଗ୍ରହୀ ବା ଏଲିଅନଙ୍କ ଉପରେ ନଜର ରଖୁଛି । ନିକଟରେ ପରଗ୍ରହୀଙ୍କୁ ନେଇ ପେଣ୍ଟାଗନ ଆମେରିକା କଂଗ୍ରେସକୁ ଏକ ରିପୋର୍ଟ ଦେଇଛି । ଏହି ରିପୋର୍ଟ ଲିକ୍ ହୋଇଥିବା ଦାବି କରି କିଛି ସମ୍ବାଦପତ୍ର ଦାବି କରୁଛନ୍ତି ଯେ, ରିପୋର୍ଟରେ ଏଲିଅନଙ୍କ ସହିତ ଆମେରିକାର ସମ୍ପର୍କ ସ୍ଥାପିତ ହୋଇଥିବା ନେଇ ସଂକେତ ରହିଛି । ସତ କ’ଣ କେହି ଜାଣି ନାହାନ୍ତି । ତେବେ ଏବେ ପରଗ୍ରହୀଙ୍କୁ ନେଇ ଆଉ ଗୋଟିଏ …

ଅଚାନକ ଚୀନରୁ ଗାଏବ ହୋଇଥିବା 5 ହଜାର ବର୍ଷ ପୁରୁଣା ସଭ୍ୟତା ଥିଲା ଏଲିଅନଙ୍କ ଘର ? Read More »

passport, passport seva, passport photo, passport rules, rising odisha

ପାସପୋର୍ଟ ଫଟୋରେ ହସିବା କାହିଁକି ମନା ?

ଯେତେବେଳେ ଆପଣ ପାସପୋର୍ଟ ତିଆରି କରିବାକୁ ପାସପୋର୍ଟ ଅଫିସକୁ ଯାଆନ୍ତି, ସେତେବେଳେ ସେଠାରେ ଫଟୋ ଉଠାଇବାକୁ ପଡ଼ିଥାଏ । ଫଟୋ ଉଠାଇବା ବେଳେ ସମ୍ବନ୍ଧିତ ଅଧିକାରୀ ଆପଣଙ୍କୁ କିଛି ନିର୍ଦ୍ଦେଶ ଦେଇଥାନ୍ତି । ଯେମିତି ଫଟୋ ଉଠାଇବା ବେଳେ ଚେହେରାକୁ ସାମାନ୍ୟ ରଖନ୍ତୁ ଓ ହସନ୍ତୁ ନାହିଁ । ତେବେ ଫଟୋ ଉଠାଇବା ବେଳେ ନହସିବା ପାଇଁ କାହିଁକି କୁହାଯାଇଥାଏ ? ପାସପୋର୍ଟରେ ଆପଣଙ୍କ ସ୍ମିତହାସ୍ୟ ବାଲା ଫଟୋ କ’ଣ ପାଇଁ ବ୍ୟବହାର ହୋଇନଥାଏ ? ଆସନ୍ତୁ …

ପାସପୋର୍ଟ ଫଟୋରେ ହସିବା କାହିଁକି ମନା ? Read More »

saroj kumar rout, bhubaneswar, ceramic artist, odisha culture and history, rising odisha

ମାଟି କହୁଛି କଥା, ଗାଥା ଓ କାହାଣୀ

ମାଟିକୁ ସେ ଦିଅନ୍ତି ଜୀବନ୍ତ ରୂପ । ମାଟିରେ ଓଡ଼ିଶାର କଳା ସଂସ୍କୃତି, ଐତିହ୍ୟର କଥା କୁହନ୍ତି । ଆଉ କେତେବେଳେ ତାଙ୍କ ମାଟି କଥା କହିଥାଏ ଆଧ୍ୟାତ୍ମିକ, ପାରମ୍ପରିକ ଓ ସମସାମୟିକ କାହାଣୀ । ସେ ଆଦିବାସୀ ସଂସ୍କୃତିର କଥା ଅବା ଜଗନ୍ନାଥଙ୍କ ନବକଳେବର କିମ୍ବା ଶ୍ରୀକୃଷ୍ଣଙ୍କ ଲୀଳାର ଗାଥା ସବୁକୁ ସେ ଅତି ନିଖୁଣ ଭାବରେ ମାଟିରେ ପ୍ରସ୍ଫୁଟିତ କରିପାରନ୍ତି । ସେ ହେଉଛନ୍ତି ସରୋଜ କୁମାର ରାଉତ । ଭୁବନେଶ୍ୱର ଗଣ୍ଡମୁଣ୍ଡାରେ ରହିଛି …

ମାଟି କହୁଛି କଥା, ଗାଥା ଓ କାହାଣୀ Read More »

swetalisha subhadarshini, balasore, odia singer, junior singing talent, odia bhajan, rising odisha

ଶ୍ୱେତାଲିସାଙ୍କ ସଙ୍ଗୀତରେ ମନ୍ତ୍ରମୁଗ୍ଧ ଶ୍ରୋତା

ବୟସ ଖୁବ୍ କମ୍‌, କିନ୍ତୁ ସଙ୍ଗୀତର ନିଶା ପ୍ରବଳ । ସାଧାରଣତଃ କୁନି କୁନି ପିଲାମାନେ ଟିଭି ରେ କାର୍ଟୁନ ଶୋ’ ଦେଖିବାକୁ ପସନ୍ଦ କରୁଥିବାବେଳେ ପିଲାଦିନରୁ ସେ ସଙ୍ଗୀତଭିତିକ କାର୍ଯ୍ୟକ୍ରମ ଦେଖିବାକୁ ଭଲ ପାଉଥିଲେ । ତାଙ୍କ ଗୀତ ସାଧାରଣତଃ ଲୋକଙ୍କଠାରୁ ଆରମ୍ଭ କରି ସଙ୍ଗୀତ ପ୍ରେମୀ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଛି । ମଂଚ ହେଉ ଅବା ଟିଭି ପରଦା କିମ୍ବା ସଙ୍ଗୀତ ପ୍ରତିଯୋଗିତା । ସବୁଥିରେ ସେ ବେଶ ଆଗୁଆ । ଭଜନ ସମ୍ରାଟ …

ଶ୍ୱେତାଲିସାଙ୍କ ସଙ୍ଗୀତରେ ମନ୍ତ୍ରମୁଗ୍ଧ ଶ୍ରୋତା Read More »

smart meter, electric meter, smart meter secrets, texas hacker hash, rising odisha

ଘରେ ଲାଗିଥିବା ବିଦ୍ୟୁତ୍ ମିଟର ଆପଣଙ୍କ ଉପରେ ନଜର ରଖିଛି କି ?

ଘରେ ବିଦ୍ୟୁତ ମିଟର, ଗ୍ୟାସ୍ ମିଟର କିମ୍ବା ପାଣି ମିଟର ଲାଗିବା ସାଧାରଣ କଥା । ଏବେ ଅନେକ ସ୍ଥାନରେ ପୁରୁଣା ମିଟରର ଯାଗା ନେଉଛନ୍ତି ସ୍ମାର୍ଟ ମିଟର । ତେବେ ସ୍ମାର୍ଟ ମିଟରକୁ ନେଇ ଏମିତି ଖବର ଆସୁଛି ଯାହା ଶୁଣିଲା ପରେ ଆପଣ ଚିନ୍ତାରେ ପଡିବେ । କୁହାଯାଉଛି ଯେ, ଏହି ସ୍ମାର୍ଟ ମିଟର ଆପଣଙ୍କ ଉପରେ ନଜର ରଖୁଛି । ଅର୍ଥାତ ସ୍ମାର୍ଟ ମିଟର ଆପଣ କ’ଣ କରୁଛନ୍ତି ତା’ର ଖବର ନିଜ …

ଘରେ ଲାଗିଥିବା ବିଦ୍ୟୁତ୍ ମିଟର ଆପଣଙ୍କ ଉପରେ ନଜର ରଖିଛି କି ? Read More »

inflation rate, high inflation in India, LPG cylinder, fuel price hike, mustard oil price, common man, job loss, electronis item, rising odisha

ମହଙ୍ଗା ମାଡରେ ଆହତ ଉପଭୋକ୍ତା

ତିନି ମାସରେ ନିତିଦିନିଆ ବ୍ୟବହାର୍ଯ୍ୟ ପଦାର୍ଥ ମୂଲ୍ୟରେ ୪୦ ପ୍ରତିଶ ବୃଦ୍ଧି ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ସହିତ ଦେଶରେ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ମୂଲ୍ୟ ବ୍ୟାପକ ଭାବେ ବଢିଛି । ଏକ ହିସାବ ଅନୁସାରେ ଗତ ତିନି ମାସ ଭିତରେ ଦୈନନ୍ଦିନ ବ୍ୟବହାରରେ ଆସୁଥିବା ସାମଗ୍ରୀ ମୁଲ୍ୟରେ ୪୦ ପ୍ରତିଶତ ବୃଦ୍ଧି ହୋଇଛି । ଏହି ସାମଗ୍ରୀ ଭିତରେ ଅଛନ୍ତି ସାବୁନ, ସାମ୍ପୁ, ଟୁଥପେଷ୍ଟ ଓ ଖାଦ୍ୟ ସାମଗ୍ରୀ । ସାବୁନ, ଶାମ୍ପୁ, ଟୁଥପେଷ୍ଟ …

ମହଙ୍ଗା ମାଡରେ ଆହତ ଉପଭୋକ୍ତା Read More »

bibhuti sahu, talcher, social worker, anugul, dhenkanal, oxygen cylinder free, food distribution free, covid second wave, rising odisha

ବିିରଳ ବ୍ୟକ୍ତିତ୍ୱ ବିଭୂତି

କରୋନା ସମୟରେ ଗରିବ, ଅସହାୟଙ୍କ ପାଇଁ ଦେବଦୂତ ସାଜିଛନ୍ତି ତାଳଚେର ଅଂଚଳର ବିଭୂତି ସାହୁ । କେଉଁଠି ଭୋକିଲା ମଣିଷଟିଏ ଖାଇବାକୁ ମୁଠାଏ ପାଉନି, କାହାର ଘର ଉପରରେ ଛାତଟିଏ ନାହିଁ, ରୋଗୀଟିଏ ଔଷଧ ନ ପାଇ ଛଟପଟ ହେଉଛି, ସେଇଠି ସହାୟତା ନେଇ ପହଂଚିଯାଉଛନ୍ତି ବିଭୂତି । ଏଥିପାଇଁ ଟଙ୍କାଟିଏ ବି କାହା ପାଖରୁ ନିଅନ୍ତିନି ବିଭୂତି । ସ୍ୱ-ଅର୍ଜିତ ରୋଜଗାରରୁ ଅସହାୟ ଗରିବ, ଦିବ୍ୟାଙ୍ଗ ଲୋକଙ୍କ ପାଇଁ ସେ ଖର୍ଚ୍ଚ କରନ୍ତି । ପ୍ରଶାସନ …

ବିିରଳ ବ୍ୟକ୍ତିତ୍ୱ ବିଭୂତି Read More »

drone, drone attack, drone policy, drone security, IAF, India drone policy, drone license, rising odisha

ଡ୍ରୋନ୍ କେମିତି କାମ କରେ ? ଭାରତରେ ଏହାକୁ ନେଇ କ’ଣ ରହିଛି ଗାଇଡ୍ ଲାଇନ୍ ?

ଜମ୍ମୁକାଶ୍ମୀରରେ ନିକଟରେ ଜମ୍ମୁ ବିମାନଘାଟି ଉପରେ ଦୁଇଟି ଡ୍ରୋନ୍ ଦ୍ୱାରା ଆକ୍ରମଣ ହୋଇଥିଲା । ଏହି ଆକ୍ରମଣ ପଛରେ ପାକ୍ ସମର୍ଥିତ ଆତଙ୍କବାଦୀ ସଂଗଠନଙ୍କ ହାତ ଥିବା ସନ୍ଦେହ କରାଯାଉଛି । ଡ୍ରୋନ୍ ଦ୍ୱାରା ଭାରତୀୟ ସୁରକ୍ଷା ବାହିନୀଙ୍କ ଉପରେ ଆକ୍ରମଣର ଏହା ହେଉଛି ପ୍ରଥମ ଘଟଣା । ଏଭଳି ଆକ୍ରମଣ ୨୦୧୯ରୁ ୟମନରେ ଆରମ୍ଭ ହୋଇଛି । କିନ୍ତୁ ଭାରତ ପାଇଁ ଏହାଥିଲା ପ୍ରଥମ । ଏହି ଆକ୍ରମଣ ପରେ ଭାରତରେ ଡ୍ରୋନ୍ ବ୍ୟବହାରକୁ ନେଇ …

ଡ୍ରୋନ୍ କେମିତି କାମ କରେ ? ଭାରତରେ ଏହାକୁ ନେଇ କ’ଣ ରହିଛି ଗାଇଡ୍ ଲାଇନ୍ ? Read More »

vaccination centre, fake vaccine centre, duplicate vaccination centre, vaccine certificate, tika centre, fraud tike centre, rising odisha, cowin portal

କରୋନା କାଳରେ ନକଲି ଟିକା କେନ୍ଦ୍ରକୁ କେମିତି ଚିହ୍ନିବେ?

କରୋନା କାଳରେ ଗୋଟିଏ ପଟେ ଭୂତାଣୁ ଡରାଉଛି । ଅନ୍ୟପଟେ କିଛି ଖଳ ପ୍ରକୃତିର ଲୋକଙ୍କ ଠକେଇ ଅନେକଙ୍କ ଜୀବନକୁ ବିପନ୍ନ କରି ଦେଇଛି । ମୁମ୍ବାଇଠାରୁ କୋଲକତା । ସବୁଠି ଏହିଭଳି ଠକ ଏବେ ସକ୍ରୀୟ । ଟିକା କେନ୍ଦ୍ରରେ ନାହିଁନଥିବା ଗହଳିର ଫାଇଦା ଉଠାଇ କିଛି ଠକ ଦେଶର ବିଭିନ୍ନ ସ୍ଥାନରେ ନକଲି ଟିକାକେନ୍ଦ୍ର ଖୋଲି ଲୋକଙ୍କୁ ଠକିବା ସହିତ ସେମାନଙ୍କ ଜୀବନକୁ ବିଦରେ ପକାଉଛନ୍ତି । କୋଲକାତରେ ନିକଟରେ ଟିଏମସିର ଜଣେ ସାଂସଦ …

କରୋନା କାଳରେ ନକଲି ଟିକା କେନ୍ଦ୍ରକୁ କେମିତି ଚିହ୍ନିବେ? Read More »

mona biswarupa mohanty, biswarupa mohanty, UAE golden visa, mayurbhanj district, Odisha girl gets uae golden visa, rising odisha

ସୁନା ଝିଅ ମୋନା ବିଶ୍ୱରୂପା

ଓଡ଼ିଆ ଝିଅ ମୋନା ବିଶ୍ୱରୂପା ମହାନ୍ତି । ଓଡ଼ିଶାର ଗୌରବକୁ ବଢ଼ାଇଛନ୍ତି ଏହି ମୟୂରଭଞ୍ଜର ସୁନା ଝିଅ । ୟୁଏଇର ଗୋଲ୍‌ଡେନ୍ ଭିସା ପାଇବାରେ ସେ ହେଉଛନ୍ତି ଓଡ଼ିଶାର ପ୍ରଥମ ଶିଳ୍ପୀ । କଳା, ସୃଜନଶୀଳ ଶିଳ୍ପ, ସାହିତ୍ୟ, ସଂସ୍କୃତି, ଐତିହ୍ୟ, ଇତିହାସ ଓ ଜ୍ଞାନ ଅଧ୍ୟୟନ କ୍ଷେତ୍ରରେ ଦକ୍ଷ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଏ ୟୁଏଇ ଗୋଲଡେନ୍ ଭିସା । ଏହି ଭିସା ଦ୍ୱାରା ବିଶ୍ୱରୂପା ଜାତୀୟ ପ୍ରଯୋଜକଙ୍କ ସହାୟତା ବିନା ସଂଯୁକ୍ତ ରାଷ୍ଟ୍ରରେ ବ୍ୟବସାୟର ୧୦୦ …

ସୁନା ଝିଅ ମୋନା ବିଶ୍ୱରୂପା Read More »

RSS
Follow by Email
Scroll to Top
Close Bitnami banner
Bitnami