Author name: user

police officer ranks, indian police officer, indian police system, indian police, odisha police, police officer badges, ASI, SP, DIG, Constable,rising odisha

ପୋଲିସ ଅଧିକାରୀଙ୍କ ବର୍ଦ୍ଦିରେ ଥିବା ଷ୍ଟାର ଦେଖି କେମିତି ଜାଣିବେ ତାଙ୍କ ରାଙ୍କ୍ କ’ଣ ?

ପୋଲିସ ଚାକିରିକୁ ନେଇ ଭାରତରେ ମିଶ୍ରିତ ମନୋଭାବ ରହିଛି । ପୋଲିସ ୟୁନିଫର୍ମ ସହିତ ବ୍ରିଟିଶ ଅମଳର ଭୟ ଜୋଡି ହୋଇ ରହିବା ସହିତ ଏହା ମଧ୍ୟ ଅନେକ ଯୁବକଯୁବତୀଙ୍କୁ ନିଜ ଆଡକୁ ଆକୃଷ୍ଠ କରିଥାଏ । କାରଣ ପୋଲିସ ସେବା ଦ୍ୱାରା ଜଣେ ସମାଜ ପ୍ରତି ନିଜ କର୍ତ୍ତବ୍ୟ ପୁରଣ କରିଥାନ୍ତି । ଭାରତୀୟ ପୋଲିସ ସିଷ୍ଟମ ବିଶ୍ୱର ସବୁଠାରୁ ବଡ ପୋଲିସ ସିଷ୍ଟମ । ଭାରତର ବିଭିନ୍ନ ପ୍ରଦେଶର ନିଜସ୍ୱ ପୋଲିସ ବିଭାଗ ରହିଛି …

ପୋଲିସ ଅଧିକାରୀଙ୍କ ବର୍ଦ୍ଦିରେ ଥିବା ଷ୍ଟାର ଦେଖି କେମିତି ଜାଣିବେ ତାଙ୍କ ରାଙ୍କ୍ କ’ଣ ? Read More »

puri boy, Saswat Ranjan Sahoo, Kumbharpada, olympics logo, match sticks, indian athletes, tokyo olympics, rising odisha

ଦିଆସିଲି କାଠିରେ ଅଲିମ୍ପିକ୍ସ ଲୋଗୋ

ବିଶ୍ୱର କୋଣ ଅନୁକୋଣରେ ଅଲିମ୍ପିକ୍ସ ମହାକୁମ୍ଭର ମାହୋଲ । ଟୋକିଓରେ ଆୟୋଜିତ ଏହି ମେଗା କ୍ରୀଡ଼ା ଇଭେଂଟକୁ ନେଇ ଚାରିଆଡେ ଚର୍ଚ୍ଚା । ତେବେ ଏହି ଚର୍ଚ୍ଚାରେ ଆଉ ଟିକେ ଘୃତ ଢ଼ାଳି ତେଜିୟାନ କରିଛନ୍ତି ଶାଶ୍ୱତ । ପୁରୀର କୁମ୍ଭାରପଡ଼ାରେ ରହୁଥିବା ଶାଶ୍ୱତ ରଞ୍ଜନ ସାହୁ ଏକ ସ୍ୱତନ୍ତ୍ର ଉପାୟରେ ତିଆରି କରିଛନ୍ତି ଅଲିମ୍ପିକ୍ସ ଲୋଗୋ । ଟୋକିଓରେ ଅଲିମ୍ପିକ୍ସର ବିଗ୍‌ଫାଇଟ୍ ଆରମ୍ଭ ପୂର୍ବରୁ ଦିଆସିଲି କାଠିରେ ସୁନ୍ଦର ଅଲିମ୍ପିକ୍ସ ଲୋଗୋ ତିଆରି କରି ସମସ୍ତଙ୍କ …

ଦିଆସିଲି କାଠିରେ ଅଲିମ୍ପିକ୍ସ ଲୋଗୋ Read More »

master card, visa card, debit card, credit card, prepaid card, rbi, reserve bank of india, rising odisha

ମାଷ୍ଟରକାର୍ଡ୍ ଓ ଭିଜା କେମିତି କାମ କରନ୍ତି, ଜାଣନ୍ତୁ କେମିତି ଗ୍ରାହକଙ୍କଠାରୁ ହୁଏ ଆୟ

ମାଷ୍ଟରକାର୍ଡ୍ ଉପରେ ନିକଟରେ ରିଜର୍ଭ ବ୍ୟାଙ୍କ ପ୍ରତିବନ୍ଧକ ଲଗାଇଛି । ମାଷ୍ଚରକାର୍ଡ୍ ଓ ଭିଜା ହେଉଛନ୍ତି ଭାରତରେ ଦେଣନେଣର ମୁଖ୍ୟ ସ୍ରୋତ । ଆପଣ ନିଜ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ୍ ଦେଖନ୍ତୁ, ସେଥିରେ ଭିଜା କିମ୍ବା ମାଷ୍ଚରକାର୍ଡ୍ ଲେଖା ହୋଇଥିବା ଦେଖିବେ । ଏହାକୁ ଦେଖି ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ ଯେ, ପ୍ରାୟ ସବୁ ବ୍ୟାଙ୍କର କାର୍ଡରେ ଏହି ଦୁଇ କମ୍ପାନୀଙ୍କ ଲୋଗୋ କାହିଁକି ଦେଖିବାକୁ ମିଳେ ଓ ଏହି ଦୁଇ କମ୍ପାନୀ କେମିତି …

ମାଷ୍ଟରକାର୍ଡ୍ ଓ ଭିଜା କେମିତି କାମ କରନ୍ତି, ଜାଣନ୍ତୁ କେମିତି ଗ୍ରାହକଙ୍କଠାରୁ ହୁଏ ଆୟ Read More »

manas ranjan sahu, agriculture officer, wildlife photographer, wildlife photography, bhubaneswar, rising odisha, birds and animals photographs

ଫଟୋ ମନସ୍କ ମାନସ

ଭୁବନେଶ୍ୱର ଓୟୁଏଟି କଲୋନିରେ ରହନ୍ତି ୨୬ ବର୍ଷୀୟ ମାନସ ରଞ୍ଜନ ସାହୁ । କୃଷି ବିଭାଗରେ କାମ କରିବା ସହ ଜୀବଜନ୍ତୁଙ୍କ ଫଟୋ ଉତୋଳନ ପ୍ରତି ରହିଛି ତାଙ୍କର ଅହେତୁକ ଦୁର୍ବଳତା । ସେଥିପାଇଁ ତାଙ୍କ ପାଖରେ ସବୁବେଳେ ଥାଏ ଗୋଟିଏ କ୍ୟାମେରା । ଶନିବାର ଓ ରବିବାର ଛୁଟିଥିବାରୁ ସେଦିନ ତାଙ୍କର ଅଧିକାଂଶ ସମୟ ଜୀବଜନ୍ତୁଙ୍କ ଫଟୋ ଉଠଇବାରେ ଚାଲିଯାଏ । ଏପରିକି ତାଙ୍କର ଗୋଟିଏ ୱାଇଲ୍ଡ ଲାଇଫ୍ ଫଟୋଗ୍ରାଫି ଗ୍ରୁପ୍ ବି ଅଛି । …

ଫଟୋ ମନସ୍କ ମାନସ Read More »

loksabha, loksabha seating arrangement, loksabha seats, parliament session, president of India, primeminister of India, narendra modi, ramnath kovind, parliament, rising odisha

ଲୋକସଭାରେ କିଏ କେଉଁଠି ବସିବେ, କେମିତି ହୋଇଥାଏ ନିର୍ଧାରିତ ?

କିଛି ସମୟର ଅନ୍ତରାଳରେ ସଂସଦ ଅଧିବେଶନ ଆହୂତ ହୋଇଥାଏ । ଏହି ସବୁ ଅଧିବେଶନରେ ସଂସଦରେ ଅନେକ ବିଧେୟକ ଓ ପ୍ରସଙ୍ଗ ଉପରେ ଆଲୋଚନା ହୁଏ । ଏହି କ୍ରମରେ ସୋମବାରଠାରୁ ଆରମ୍ଭ ହୋଇଛି ସଂସଦର ମୌସୂମୀ ଅଧିବେଶନ । ମୋଦି ମନ୍ତ୍ରିମଣ୍ଡଳର ବିସ୍ତାର ପରେ ଏହା ହେଉଛି ପ୍ରଥମ ଅଧିବେଶନ । ତେବେ କ’ଣ ଆପଣ ଜାଣିଛନ୍ତି କି କେମିତି ସଂସଦ ଅଧିବେଶନକୁ ନେଇ ପ୍ରସ୍ତୁତି ହୁଏ ଓ କିଏ ଏହାର ସମୟ ନିର୍ଦ୍ଧାରିତ କରନ୍ତି …

ଲୋକସଭାରେ କିଏ କେଉଁଠି ବସିବେ, କେମିତି ହୋଇଥାଏ ନିର୍ଧାରିତ ? Read More »

tilotama parija, tilotama didi, anganwadi didi, koraput, corona free village, asha didi, corona awareness program, rising odisha, odisha

ତିଳୋତମାଙ୍କ ନିରନ୍ତର ପ୍ରୟାସ

କରୋନା ମୁକ୍ତ ଟାଙ୍ଗରା ପାରଷ ଅଙ୍ଗନବାଡ଼ି ଓ ଆଶା ଦିଦିମାନଙ୍କ ନିରନ୍ତର ପ୍ରୟାସ ଯୋଗୁଁ ଏବେ ରାଜ୍ୟର ଅଧିକାଂଶ ସ୍ଥାନ କରୋନା ମକ୍ତ । କେତେକ ଗାଁକୁ ତ କରୋନା ଆଦୌ ଛୁଇଁ ବି ପାରିନି । ଆଉ ଏସବୁ ସମ୍ଭବ ହୋଇଛି ଗାଁ ଲୋକଙ୍କ ସହଭାଗିତା ଓ ଅଙ୍ଗନବାଡ଼ି ଦିଦିଙ୍କ ସଚେତନତା କାର୍ଯ୍ୟକ୍ରମ ଯୋଗୁ । ଏମିତି ଜଣେ ଅଙ୍ଗନବାଡ଼ି ଦିଦି ହେଲେ କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକ ଦରାଗଡ଼ା ପଞ୍ଚାୟତ ଟାଙ୍ଗର ପାରଷ ଅଙ୍ଗନବାଡ଼ି …

ତିଳୋତମାଙ୍କ ନିରନ୍ତର ପ୍ରୟାସ Read More »

china, chinese billionaires, extortion of money, hurun rich list 2021, tiktok bytedance, jack ma, chinese communist government, rising odisha

ଧନୀଙ୍କଠାରୁ ଜବରଦସ୍ତ ଦାନ ନେଇ ଗରିବଙ୍କୁ ଦେଉଛି ଚୀନ୍

ଚୀନର ସରକାରୀ ମିଡିଆ କିଛି ମାସ ତଳେ ଦେଶରେ ଗରିବଙ୍କ ସଂଖ୍ୟା କମିଛି ବୋଲି ଦାବି କରିଥିଲା । କିନ୍ତୁ ଏବେ ଚୀନରୁ ଯେଉଁ ଖବର ଆସୁଛି ତାହା ଲାଲ ଶାସନର କଳା କାରନାମାକୁ ପଦାରେ ପକାଉଛି । ଚୀନ ସରକାର ଦେଶର ଧନୀ ଶିଳ୍ପପତିଙ୍କ ଉପରେ ଚାପ ପକାଇ ଜୋରଜବରଦସ୍ତ ଚାନ୍ଦା ନେଉଥିବା ଖବର ଆସୁଛି । ଶିଳ୍ପପତିଙ୍କୁ ଧମକ ଦେଇ ଯେଉଁ ଦାନ ଆଦାୟ ହେଉଛି ସେହି ଅର୍ଥକୁ ଗରିବ କଲ୍ୟାଣ ପାଇଁ ଚୀନ …

ଧନୀଙ୍କଠାରୁ ଜବରଦସ୍ତ ଦାନ ନେଇ ଗରିବଙ୍କୁ ଦେଉଛି ଚୀନ୍ Read More »

indian air force, garuda commando, garuda commando force, garuda astra, rising odisha, bayusena

ବାୟୁସେନାର ଗରୁଡ଼ କମାଣ୍ଡୋ: ଜଳ, ସ୍ଥଳ ଓ ଆକାଶରେ କରିପାରନ୍ତି ଆକ୍ରମଣ

ପଠାଣକୋଟରେ ଆତଙ୍କବାଦୀଙ୍କୁ ସେମାନେ ବୁଝୁଥିବା ଭାଷାରେ ଉତ୍ତର ହେଉ କି କାଶ୍ମୀରରେ କୁପବାଡା । ସବୁ ସ୍ଥାନରେ ବାୟୁସେନାର ଗରୁଡ କମାଣ୍ଡୋ ନିଜ ଶକ୍ତି ଓ ସାମର୍ଥ୍ୟ ଦେଖାଇଛନ୍ତି । ତେଣୁ ସେମାନଙ୍କୁ ଦେଶର ଗୌରବ ବୋଲି ମଧ୍ୟ କୁହାଯାଇଥାଏ । ଆଜି ଗରୁଡ କମାଣ୍ଡୋଙ୍କ କଥା ଉଠିବାର କାରଣ ହେଉଛି ଏବେ ବାୟୁସେନାର ସ୍ପେଶାଲ ଫୋର୍ସେସର ୬୯ ଜଣ ନୂଆ ଗରୁଡ କମାଣ୍ଡୋ ନିଜ ଟ୍ରେନିଂ ସାରିଛନ୍ତି । ଗରୁଡ କମାଣ୍ଡୋଙ୍କୁ ଦୁନିଆର ହାତଗଣତି ସ୍ପେଶାଲ …

ବାୟୁସେନାର ଗରୁଡ଼ କମାଣ୍ଡୋ: ଜଳ, ସ୍ଥଳ ଓ ଆକାଶରେ କରିପାରନ୍ତି ଆକ୍ରମଣ Read More »

20-20-20 rule, digital eye strain, prevent eye strain, laptop and mobile usage, laptop screen, eye watering, rising odisha

କ’ଣ 20-20-20 ନିୟମ, ଯାହା ସ୍ମାର୍ଟ୍ ଫୋନ୍ ଓ ଲାପଟପ୍ ବ୍ୟବହାରକାରୀଙ୍କ ଆଖିକୁ ଦେବ ସୁରକ୍ଷା

କରୋନା ସଂକ୍ରମଣ କାଲରେ ମୋବାଇଲ ଓ ଲାପଟପ୍ ବ୍ୟବହାର ଆଗ ଅପେକ୍ଷା ଅଧିକ ବଢିଛି । ଗୋଟିଏ ପଟେ ୱାର୍କ୍ ଫ୍ରମ୍ ହୋମ୍ ଚାଲିଛି ତ’ ଅନ୍ୟପଟେ ପିଲା ଷ୍ଟଡି ଫ୍ରମ୍ ହୋମ୍ କରୁଛନ୍ତି । ଉଭୟ କାମ ପାଇଁ ମୋବାଇଲ ଓ ଲାପଟପ୍ ବ୍ୟବହାର ହେଉଛି । ଫଳରେ ଅନେକଙ୍କୁ ଅଧିକ ସମୟ ଧରି ଫୋନ୍ ଓ ଲାପଟପରେ କାମ କରିବାକୁ ପଡୁଛି । ଏହି କାରଣରୁ ଡିଜିଟାଲ ଷ୍ଟ୍ରେନ୍ ମାମଲା ମଧ୍ୟ ବଢିବାରେ ଲାଗିଛି …

କ’ଣ 20-20-20 ନିୟମ, ଯାହା ସ୍ମାର୍ଟ୍ ଫୋନ୍ ଓ ଲାପଟପ୍ ବ୍ୟବହାରକାରୀଙ୍କ ଆଖିକୁ ଦେବ ସୁରକ୍ଷା Read More »

RSS
Follow by Email
Scroll to Top
Close Bitnami banner
Bitnami