Author name: user

assam mizoram border dispute, border dispute, barak valley, assam police, mizoram, MZP, Mizo Zirlai Pawl, rising odisha

ଆସାମ ଓ ମିଜୋରାମ ମଧ୍ୟରେ ସୀମାବିବାଦର ଅସଲ କାରଣ କ’ଣ ?

ସୋମବାର ଦିନ ଆସାମ ପୋଲିସର ୫ ଜଣ ଯବାନ ପ୍ରାଣ ହରାଇଛନ୍ତି । ଗତ କେଇ ଦଶକ ଧରି ଆସାମ ଓ ମିଜୋରାମ ମଧ୍ୟରେ ଚାଲିଥିବା ସୀମା ବିବାଦ କାରଣରୁ ଏହି ଯବାନଙ୍କୁ ନିଜ ଜୀବନ ହରାଇବାକୁ ପଡିଲା । ଗତ ବର୍ଷ ଅକ୍ଟୋବରରେ ମଧ୍ୟ ଦୁଇ ରାଜ୍ୟଙ୍କ ମଧ୍ୟରେ ସୀମାକୁ ନେଇ ବିବାଦ ହୋଇଥିଲା । ଗତ ବର୍ଷ ଦୁଇଥର ହୋଇଥିବା ବିବାଦ କାରଣରୁ ଦୁଇ ରାଜ୍ୟର ଜନତା ପରସ୍ପରର ମୁହାଁମୁହିଁ ହୋଇଥିଲେ । ଯେଉଁଥିରେ …

ଆସାମ ଓ ମିଜୋରାମ ମଧ୍ୟରେ ସୀମାବିବାଦର ଅସଲ କାରଣ କ’ଣ ? Read More »

tito haider gangster, gangster haider, gangster haider odisha, gangster haider story, sheikh haider ali, kendrapara gangster, rising odisha

ଗୁଳିରୁ ଆରମ୍ଭ, ଗୁଳିରେ ଖତମ୍ ହେଲା ୪୦ ବର୍ଷର ଖେଳ

ଗୁଳି ମାରୁଥିଲା, ଗନ୍ ପଏଣ୍ଟରେ ବନି ଯାଇଥିଲା ଗ୍ୟାଙ୍ଗଷ୍ଟର ତ ସେହି ଗୁଳିରେ ଗଲା ଜୀବନ ଦୁଇ ଦୁଇ ଥର ମୃତ୍ୟୁ ମୁହଁରୁ ବର୍ତ୍ତି ଯାଇଥିଲା, କିନ୍ତୁ ତୃତୀୟ ପାଳିରେ ଗେମ୍ ଓଭର୍ ନେଟୱର୍କରେ ଥିଲେ ବଛା ବଛା ସାର୍ପସୁଟର, ଅଥଚ ରକ୍ତ ଜୁଡୁବୁଡ଼ୁ ହୋଇ ଆଖିବୁଜିଲା ବେଳକୁ ନିଜେ ଥିଲା ଏକଦମ୍ ଅସହାୟ୍‌ ଓ ଏକୁଟିଆ । ଦେଶୀ ଘୋଡ଼ିଆରୁ ଆରମ୍ଭ ହୋଇଥିବା କ୍ରାଇମ୍ କ୍ୟାରିଅର୍ ସବୁ ଦିନ ପାଇଁ ଖତମ୍ ହୋଇଗଲା ବିଦେଶୀ ପିସ୍ତଲର …

ଗୁଳିରୁ ଆରମ୍ଭ, ଗୁଳିରେ ଖତମ୍ ହେଲା ୪୦ ବର୍ଷର ଖେଳ Read More »

taliban, afghanistan, afghan women, taliban control, restrictions for women, sharia law, islamic country, islam country, islamic law, taliban rules afghanistan, rising odisha

ମହିଳାଙ୍କ ପାଇଁ ତାଲିବାନର ତାଲିକା : ଆତଙ୍କ ଭିତରେ ଜିଉଁଛନ୍ତି ଆଫଗାନିସ୍ତାନୀ ମହିଳା

ଆଫଗାନିସ୍ତାନରେ ପୁଣିଥରେ ତାଲିବାନ କ୍ଷମତାକୁ ଆସିବାର ଆଶଙ୍କା କରାଯାଉଛି । ତାଲିବାନ ତା’ କବଜାରେ ଦେଶର ୮୫ ପ୍ରତିଶତ ଅଂଚଳ ଥିବା ଦାବି କରୁଛି । ତାଲିବାନର ପୁଣିଥରେ କ୍ଷମତାକୁ ପ୍ରତ୍ୟାବର୍ତ୍ତନର ଅର୍ଥ କଠୋର ଇସଲାମିକ୍ ଆଇନ କାନୁନ । ଯାହାର ସ୍ୱାଦ ୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ ଆଫଗାନିସ୍ତାନ ଚାଖିଥିଲା । ତାଲିବାନର ପ୍ରଥମ ଶାସନ କାଳରେ ଆଫଗାନିସ୍ତାନ ଦେଖିଥିଲା ମଧ୍ୟଯୁଗୀୟ ଶାସନ ବ୍ୟବସ୍ଥା । ସରିୟତ ଲାଗୁ କରି ନିଜକୁ ପୁତ ପବିତ୍ର ଇସଲାମିକ୍ ରାଷ୍ଟ୍ର …

ମହିଳାଙ୍କ ପାଇଁ ତାଲିବାନର ତାଲିକା : ଆତଙ୍କ ଭିତରେ ଜିଉଁଛନ୍ତି ଆଫଗାନିସ୍ତାନୀ ମହିଳା Read More »

Indian top billionaires, social media accounts, facebook, twitter, instagram, linkedin, twitter, mukesh ambani, ratan tata, anil agrawal, uday kotak, anand mahindra, elon musk, sabitri jindal, rising odisha

ଭାରତର ଧନାଢ୍ୟ ଶିଳ୍ପପତି କ’ଣ ପାଇଁ ସୋସିଆଲ ମିଡିଆରୁ ଦୂରରେ ?

ଫେସବୁକ, ଟ୍ୱିଟର ଓ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମରେ ନିଶ୍ଚିତ ଭାବେ ଆପଣ ଥାଇ ପାରନ୍ତି । ଏହି ପୋଷ୍ଟ ମଧ୍ୟ ଆପଣଙ୍କ ପାଖରେ କୌଣସି ସୋସିଆଲ ମିଡିଆ ପ୍ଲାଟଫର୍ମ ଜରିଆରେ ପହଞ୍ଚିଥାଇ ପାରେ । ଆପଣ ସୋସିଆଲ ମିଡିଆରେ ଅନେକ ଜଣାଶୁଣା ଲୋକଙ୍କୁ ନିଶ୍ଚିନ୍ତ ଭାବେ ଫଲୋ କରୁଥିବେ । ଆପଣଙ୍କ ତାଲିକାରେ ସବୁ ପ୍ରକାରର ନାମ ଥିବା କେବଳ ଭାରତର ଧନୀ ଶିଳ୍ପପତିଙ୍କ ନାମ ନଥିବ । ଏହାର କାରଣ ହେଉଛି ଭାରତର …

ଭାରତର ଧନାଢ୍ୟ ଶିଳ୍ପପତି କ’ଣ ପାଇଁ ସୋସିଆଲ ମିଡିଆରୁ ଦୂରରେ ? Read More »

indian army, ladakh border, LAC, line of actual control, india china faceoff, india china border, rising odisha

ଚୀନକୁ ଯବାବ ଦେବ ଭାରତ, ଲଦ୍ଦାଖରେ ମୁତ୍ତୟନ ହେଲେ ବିଶେଷ ସୈନିକ

ପୂର୍ବ ଲଦ୍ଦାଖରେ ଚୀନର କୌଣସି ପ୍ରକାରର ଚାଲବାଜିର ଉତ୍ତର ଦେବାକୁ ଭାରତୀୟ ସେନା ସେଠାରେ ନିଜର ଏକ ବିଶେଷ ୟୁନିଟକୁ ମୁତ୍ତୟନ କରିଛି । ଚୀନ ସେନାକୁ ମୁହଁତୋଡ ଜବାବ ଦେବାକୁ ଭାରତୀୟ ସେନା କେଇ ମାସ ତଳେ ପୂର୍ବ ଲଦ୍ଦାଖ ଅଂଚଳର ବାସ୍ତବିକ ନିୟନ୍ତ୍ରଣ ରେଖା –ଏଲଏସିର ଉତ୍ତର କମାଣ୍ଡ ଅଂଚଳରେ ଆତଙ୍କବାଦ ବିରୋଧୀ ଅଭିଯାନର ନିୟୋଜିତ ଥିବା ୟୁନିଟକୁ ମୁତ୍ତୟନ କରିଛି । ଆତଙ୍କବାଦ ନିରୋଧୀ ୟୁନିଟକୁ ଆଭ୍ୟନ୍ତରୀଣ ଅଂଚଳରୁ ହଟାଇ ଲଦାଖ ସେକ୍ଟରରେ …

ଚୀନକୁ ଯବାବ ଦେବ ଭାରତ, ଲଦ୍ଦାଖରେ ମୁତ୍ତୟନ ହେଲେ ବିଶେଷ ସୈନିକ Read More »

pegasus, spyware pegasus, hybrid war, hybrid warfare, cyber attack, India, rising odisha

ହାଇବ୍ରିଡ୍ ଯୁଦ୍ଧ କ’ଣ ?

ପେଗାସାସ ମଧ୍ୟ ହାଇବ୍ରିଡ୍ ଯୁଦ୍ଧର ଏକ ଅସ୍ତ୍ର, ଜାଣନ୍ତୁ କେମିତି ମାଉସ ଓ କି’ବୋର୍ଡରେ ଲଢାଯାଏ ଯୁଦ୍ଧ ଆମେରିକା ଓ ଅନ୍ୟ ଦେଶଙ୍କ ସରକାରୀ ତଥା ଘରୋଇ କମ୍ପାନୀଙ୍କ ଉପରେ ହୋଇଥିବା ରେମସୱେୟାର ଆକ୍ରମଣ ପରଠାରୁ ୱାଂସିଟନ ଓ ମସ୍କୋ ମଧ୍ୟରେ ଆରୋପ ଓ ପ୍ରତ୍ୟାରୋପ ଜୋର ଧରିଲାଣି । ଦୁଇ ପକ୍ଷ ଏଥିପାଇଁ ପରସ୍ପର ଉପରେ ଦୋଷ ଲଦୁଛନ୍ତି । ବିଶେଷଜ୍ଞ ଏହିଭଳି ସାଇବର ଆଟାକକୁ ହାଇବ୍ରିଡ୍ ୱାର ବୋଲି କହିଥାନ୍ତି । ଏହି ହାଇବ୍ରିଡ୍ …

ହାଇବ୍ରିଡ୍ ଯୁଦ୍ଧ କ’ଣ ? Read More »

russia, checkmate fighter jet, su-75 stealth fighter jet, sukhmo series, russian fighter plane, rising odisha

ଚେକ୍ ମେଟ୍ : ଋଷର ଆଧୁନିକ ଲଢୁଆ ବିମାନ, ଯାହା ବଦଳାଇ ଦେଇପାରେ ଆକାଶର ନିୟମ

ଋଷ ଏବେ ବିଶ୍ୱର ସୁପରପାୱାର ନହୋଇପାରେ କିନ୍ତୁ ଅସ୍ତ୍ର ବଜାରରେ ଏହା ଏବେ ମଧ୍ୟ ଗୋଟିଏ ବଡ ନାଁ । ଆଧୁନିକ ଅସ୍ତ୍ର ବଜାରରେ ଆମେରିକାକୁ ଟକ୍ଚର ଦେବା ଭଳି ଏକ ମାତ୍ର ଦେଶ ହେଉଛି ଋଷ । ନିକଟରେ ଋଷ ତା’ର ସୁଖୋଇ ଜେଟ୍ ସିରିଜରେ ଗୋଟିଏ ନୂଆ ଫାଇଟର ଜେଟକୁ ଯୋଡିଛି । ଯାହାର ନାମ ହେଉଛି ଚେକ୍ ମେଟ୍ । ଏହି ଲଢୁଆ ବିମାନ ଆକାଶରେ ଆମେରିକାର ବାୟୁଶକ୍ତିକୁ ଚେକ୍ ମେଟ୍ କରିବ …

ଚେକ୍ ମେଟ୍ : ଋଷର ଆଧୁନିକ ଲଢୁଆ ବିମାନ, ଯାହା ବଦଳାଇ ଦେଇପାରେ ଆକାଶର ନିୟମ Read More »

krushna kumar basant, artist, sundarpada area, Odisha, useless papers, creative designs using paper, reuse papers, recycle papers, medicine shop, rising odisha

ଅଦରକାରୀରୁ ଅଟ୍ଟାଳିକା

ଡିଗ୍ରୀଧାରୀ ନ ହୋଇ ବି ଅତି ସୁନ୍ଦର କଳାକୃତି କରିବାରେ ସେ ମାହିର । ଟୁକୁଡ଼ା ଟୁକୁଡ଼ା ଅଦରକାରୀ କାଗଜକୁ ଦିଅନ୍ତି ଜୀବନ୍ୟାସ । ଆଖିରେ ନ ଦେଖିଲେ ବିଶ୍ୱାସ କରିହେବନି । ସୁନ୍ଦର ସୃଷ୍ଟିର ଦକ୍ଷ ବିନ୍ଧାଣୀ ସିଏ । ସେ ସୁନ୍ଦରପଦା ଅଂଚଳର ୩୮ବର୍ଷୀୟ କୃଷ୍ଣ କୁମାର ବସନ୍ତ । କୃଷ୍ଣ ପେସାରେ ଜଣେ ଔଷଧ ଦୋକାନୀ । କିନ୍ତୁ ନିଶା ତାଙ୍କର ନୂଆ ସର୍ଜନା । ଅଦକାରୀ କଗଜରୁ ତିଆରି କରୁଛନ୍ତି ବଡ଼ …

ଅଦରକାରୀରୁ ଅଟ୍ଟାଳିକା Read More »

nuclear football, nuclear attack, USA, america president, vice president US, nuclear biscuit, nuclear code, nuclear briefcase, rising odisha

ଆମେରିକା ରାଷ୍ଟ୍ରପତିଙ୍କ ‘ନ୍ୟୁକ୍ଲିୟର ଫୁଟବଲ୍’ ଗାଏବ ହୋଇଗଲେ କ’ଣ ହେବ ?

ଆମେରିକାରେ ଏଇ କିଛିଦିନ ହେବ ରାଷ୍ଟ୍ରପତିଙ୍କ ସହିତ ସବୁବେଳେ ଥିବା କଳା ରଙ୍ଗର ସୁଟକେସ ନ୍ୟୁକ୍ଲିୟର ଫୁଟବଲର ସୁରକ୍ଷାକୁ ନେଇ ବେସ ଚର୍ଚ୍ଚା ହେଉଛି । ଏଭଳି ଚର୍ଚ୍ଚାର କାରଣ ହେଉଛି ନିକଟରେ ଏକ ମିଡିଆ ରିପୋର୍ଟରେ ଦାବି କରାଯାଇଥିଲା ଯେ, ଜାନୁଆରୀ ୬, ୨୦୨୧ର ୟୁଏସ କ୍ୟାପିଟାଲ ହିଲ ଉପରେ ଟ୍ରମ୍ପ ସମର୍ଥକଙ୍କ ଆକ୍ରମଣ କାଳରେ ଏହି ସୁଟକେସ ଦଙ୍ଗାକାରୀଙ୍କ କବଜାକୁ ଆସୁ ଆସୁ ବଂଚିଥିଲା । କୁହାଯାଉଛି ଯେ, ଏହି ସୁଟକେସର ଗୋଟିଏ କପ …

ଆମେରିକା ରାଷ୍ଟ୍ରପତିଙ୍କ ‘ନ୍ୟୁକ୍ଲିୟର ଫୁଟବଲ୍’ ଗାଏବ ହୋଇଗଲେ କ’ଣ ହେବ ? Read More »

weather change, climatic change, natural disasters 2020, china flood, western europe rain, siberia temperature, asia, africa, america, europe, global warming, rising odisha

ଗୋଟିଏ ସମୟରେ ୪୦ ଦେଶରେ ପ୍ରକୃତିର ରୌଦ୍ର ରୂପ, କ’ଣ ସତ ହେଉଛି ଜଳବାୟୁ ପରିବର୍ତ୍ତନ ଆଶଙ୍କା ?

କରୋନା ଭୂତାଣୁ ଆକ୍ରମଣ ଭିତରେ ପୃଥିବୀ ଆଉ ଗୋଟିଏ ବିପଦ ସହ ମୁହାଁମୁହିଁ ହୋଇଛି । ଏବେ ବିଶ୍ୱର ବିଭିନ୍ନ ଦେଶଙ୍କୁ ପ୍ରକୃତିର ରୌଦ୍ରରୂପର ସମ୍ମୁଖୀନ ହେବାକୁ ପଡୁଛି । କରୋନାକୁ ଟିକା ହୁଏତ ନିପାତ କରିପାରେ କିନ୍ତୁ ପାଣିପାଗ ବିଜ୍ଞାନୀ ଏବେ ଜଳବାୟୁ ପରିବର୍ତ୍ତନକୁ ନେଇ ଚିନ୍ତିତ ଅଛନ୍ତି । ଏସିଆ, ୟୁରୋପ, ଆମେରିକା ଓ ଆଫ୍ରିକାରେ ଜଳବାୟୁର ରୌଦ୍ରରୂପ ବୈଜ୍ଞାନିକଙ୍କୁ ଚକିତ କରିଦେଇଛି । କେଉଁଠି ମରୁଡି, କେଉଁଠି ଭୀଷଣ ବର୍ଷାରୁ ବନ୍ୟା ପୁଣି …

ଗୋଟିଏ ସମୟରେ ୪୦ ଦେଶରେ ପ୍ରକୃତିର ରୌଦ୍ର ରୂପ, କ’ଣ ସତ ହେଉଛି ଜଳବାୟୁ ପରିବର୍ତ୍ତନ ଆଶଙ୍କା ? Read More »

RSS
Follow by Email
Scroll to Top
Close Bitnami banner
Bitnami