Author name: user

tds, income tax, tds return, fixed deposit, 26as form, rising odisha

TDS ଭାବେ କେତେ ଟଙ୍କା କଟିଛି କେମିତି ଜାଣିବେ ? ଫର୍ମ 26AS ଭୁଲ ସୁଧରା ଯାଇପାରିବ କି ?

ଟିଡିଏସ୍ ବା ଆୟ ସ୍ରୋତରୁ କର । ଚାକିରି କରିଥିବା ଜଣେ ବ୍ୟକ୍ତି ଫର୍ମ-16ରୁ ଟିଡିଏସ ଭାବେ କେତେ ଟ୍ୟାକ୍ସ କଟିଛି ତାହା ଜାଣି ପାରିବେ । ନିଯୁକ୍ତିଦାତା ଆପଣଙ୍କ ଦରମାରୁ ଟିଡିଏସ କାଟିଥାନ୍ତି । ଏହା ସହ ଅନ୍ୟ ସ୍ରୋତ ଯେମିତି ଫିକ୍ସଡ୍ ଡିପୋଜିଟରୁ ଆସୁଥିବା ସୁଧ ଉପରେ ମଧ୍ୟ ଟିଡିଏସ କଟିଥାଏ । ଇନକମ୍ ଟ୍ୟାକ୍ସ ଭାବେ କେତେ ଟଙ୍କା କଟାଯାଇଛି ତାହା ଜାଣିବାକୁ ଚାହୁଁଥିଲେ ଆପଣଙ୍କୁ ଆୟକର ବିଭାଗର ୱେବସାଇଟରୁ ଫର୍ମ 26AS …

TDS ଭାବେ କେତେ ଟଙ୍କା କଟିଛି କେମିତି ଜାଣିବେ ? ଫର୍ମ 26AS ଭୁଲ ସୁଧରା ଯାଇପାରିବ କି ? Read More »

Pok, Pakistan occupied kashmir, elections in PoK, islamabad elections, kashmir, imran khan, pakistan prime minister, Indian army, rising odisha

କାଶ୍ମୀରଠାରୁ ଆକାରରେ ତିନିଗୁଣ ବଡ଼ ଅଂଚଳ ଉପରେ ଅଛି ପାକିସ୍ତାନର କବଜା, ଯେଉଁଠି ନିକଟରେ ଇସଲାମାବାଦ କରାଇଛି ବେଆଇନ୍ ନିର୍ବାଚନ

ନୂଆଦିଲ୍ଲୀ: ନିକଟରେ ପାକ୍ ଅଧିକୃତ କାଶ୍ମୀରରେ ପାକିସ୍ତାନ ନିର୍ବାଚନ କରାଇଛି । ଏହି ନିର୍ବାଚନରେ ଇମ୍ରାନଙ୍କ ଦଳ ବ୍ୟାପକ ଅନିୟମିତତା କରିଥିବା ବିରୋଧୀଙ୍କ ଅଭିଯୋଗ । ତେବେ ଏହି ଅଂଚଳ ଯାହାକୁ ଭାରତ ପାକ୍ ଅଧିକୃତ ଓ ପାକିସ୍ତାନ ଆଜାଦ୍ କାଶ୍ମୀର ବୋଲି କୁହେ, ତାହା ଆକାରରେ ଭାରତୀୟ କାଶ୍ମୀରଠାରୁ ତିନି ଗୁଣ ବଡ । ସାମ୍ବିଧାନିକ ଭାବେ ପାକ୍ ଅଧିକୃତ କାଶ୍ମୀର ଭାରତୀୟ ଅଂଚଳ । କିନ୍ତୁ ୧୯୪୮ ମସିହାର ଯୁଦ୍ଧ ପରଠାରୁ ଏହା ପାକିସ୍ତାନ …

କାଶ୍ମୀରଠାରୁ ଆକାରରେ ତିନିଗୁଣ ବଡ଼ ଅଂଚଳ ଉପରେ ଅଛି ପାକିସ୍ତାନର କବଜା, ଯେଉଁଠି ନିକଟରେ ଇସଲାମାବାଦ କରାଇଛି ବେଆଇନ୍ ନିର୍ବାଚନ Read More »

shiva linga, shivling, Lord Shiva, Ireland tara hills, stone of destiny, worlds biggest shiva linga, magical power, idol worship, rising odisha

ଆର୍ୟଲାଣ୍ଡର ଶତାଧିକ ବର୍ଷ ପୁରୁଣା ଶିବଲିଙ୍ଗ, କ’ଣ ଏହାର ରହସ୍ୟ

ପୃଥିବୀର ସବୁଠାରୁ ବଡ଼ ଶିବଲିଙ୍ଗ କେଉଁଠାରେ ଅଛି ଜାଣିଛନ୍ତି କି ? ପୃଥିବୀର ସବୁଠୁ ବଡ ଶିବଲିଙ୍ଗ ଭାରତ ନୁହେଁ ଆର୍ୟଲାଣ୍ଡରେ ରହିଛି । ଶହ ଶହ ବର୍ଷ ତଳେ ଆର୍ୟଲାଣ୍ଡରେ ଏହି ଶିବଲିଙ୍ଗର ଉପାସନା କରାଯାଉଥିଲା । ଖ୍ରୀଷ୍ଟଧର୍ମକୁ ଧର୍ମାନ୍ତରିତ ହୋଇନଥିବା ଆର୍ୟଲାଣ୍ଡର ମୁର୍ତ୍ତିପୂଜକ ବା ପାଗନ ମାନେ ଏହାର ଉପାସନା କରୁଥିଲେ । ଏକ ସମତଳ ଭୂମି ଉପରେ ଥିବା ଏହି ଶିବଲିଙ୍ଗ ଚାରିପଟେ ପଥରର ଗୋଲାକାର ଚଉତାର ତିଆରି ହୋଇଛି । ଆର୍ୟଲାଣ୍ଡର …

ଆର୍ୟଲାଣ୍ଡର ଶତାଧିକ ବର୍ଷ ପୁରୁଣା ଶିବଲିଙ୍ଗ, କ’ଣ ଏହାର ରହସ୍ୟ Read More »

debika debasmita, bhubaneswar, dumduma area, school student, feeding stray animals, distrbuting foods, social work, rising odisha

ଜୀବଜନ୍ତୁଙ୍କ ସେବାରେ ଛାତ୍ରୀ

କରୋନା ମହାମାରୀ ଯୋଗୁ ସମାଜରେ ମଣିଷ ଏବଂ ଜୀବଜନ୍ତୁମାନେ ଦୁର୍ଦ୍ଦିନ ଦେଇ ଗତି କରୁଛନ୍ତି । ଏଭଳି ସମୟରେ ବିଭିନ୍ନ ବ୍ୟକ୍ତି ଓ ସାମାଜିକ ସଂଗଠନ ଆଗେଇ ଆସି ସହଯୋଗର ହାତ ବଢ଼ାଇଥିବା ଦେଖିବାକୁ ମିଳୁଛି । କିନ୍ତୁ ଏଭଳି ଜଣେ ୯ମ ଶ୍ରେଣୀର ଛାତ୍ରୀ କେବଳ ମହାମାରୀ ସମୟରେ ନୁହେଁ ବରଂ ପିଲାବେଳୁ ସମାଜ ସେବା ପାଇଁ ଅଂଟା ଭିଡ଼ିଛନ୍ତି । ସେ ହେଉଛନ୍ତି ରାଜଧାନୀ ଉପକଣ୍ଠ ଡୁମୁଡୁମା ଅଂଚଳର ଦେବିକା ଦେବସ୍ମିତା । ସେ …

ଜୀବଜନ୍ତୁଙ୍କ ସେବାରେ ଛାତ୍ରୀ Read More »

akshaya das, brahmapur, e-bike, e-motorcycle, remote control car, emergency fan, rising odisha

ଚର୍ଚ୍ଚାରେ ଅକ୍ଷୟଙ୍କ ଇ-ମୋଟର ସାଇକେଲ

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଯୋଗୁ ଲୋକେ ସାଇକେଲ ବ୍ୟବହାର କରୁଛନ୍ତି । ଏଥିସହିତ ଇ-ବାଇକ୍‌ର ଚାହିଦା ବୃଦ୍ଧି ପାଉଛି । ଇ-ବାଇକ୍ କିଣିବା ମଧ୍ୟ ସାଧାରଣ ଲୋକଙ୍କ ପାଇଁ କଷ୍ଟକର । ହେଲେ ୧୦ ଦିନରେ ଇ-ବାଇକ୍ ଓ ଇ-ମୋଟର ସାଇକେଲ ନିର୍ମାଣ କରି ଚର୍ଚ୍ଚାକୁ ଆସିଛନ୍ତି । ବ୍ରହ୍ମପୁର ଉପକଣ୍ଠ ରାମଚନ୍ଦ୍ରପୁର ଗ୍ରାମର ସୀମାଂଚଳ ଦାସଙ୍କ ପୁଅ ଅକ୍ଷୟ । ୨୧ ବର୍ଷୀୟ ଅକ୍ଷୟ ପିଲାଟି ଦିନରୁ କିଛି ନୂଆ କରିବା ଲକ୍ଷ୍ୟ …

ଚର୍ଚ୍ଚାରେ ଅକ୍ଷୟଙ୍କ ଇ-ମୋଟର ସାଇକେଲ Read More »

drink from tap, sujal mission, safe drinking water, pure drinking water, puri, puri district, naveen patnaik, odisha cm naveen patnaik, rising odisha

ପୁରୀ ପାଣିକୁ ନେଇ ଦିଲ୍ଲୀରେ ଚର୍ଚ୍ଚା, ଦେଶର ବାକି ସହରରେ ପାଣି ଅବସ୍ଥା କଣ ?

ପୁରୀ ବ୍ୟତିତ ଦେଶର ବାକି ସହରରେ ପାଣିର ଗୁଣବତ୍ତାର ହାଲ କ’ଣ ? ନିକଟରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ପାଇଁ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଅଭିଯାନର ଉଦଘାଟନ କରିଥିଲେ । ଏହାକୁ ନେଇ ଜାତୀୟ ଗଣମାଧ୍ୟମରେ ଢେର ଆଲୋଚନା ହେଉଛି । ମୁଖ୍ୟମନ୍ତ୍ରୀଙ୍କ ଏହି ଉଦ୍ୟମକୁ ନେଇ ତାଙ୍କୁ ପ୍ରଶଂସା କରଯାଉଥିବା ବେଳେ ବାକି ରାଜ୍ୟ ଏଥିରୁ ବହୁତ କିଛି ଶିଖିବାର ଅଛି ବୋଲି କୁହାଯାଉଛି । କାରଣ ଏଭଳି ବିଶୁଦ୍ଧ ଜଳ ଯୋଗାଇ …

ପୁରୀ ପାଣିକୁ ନେଇ ଦିଲ୍ଲୀରେ ଚର୍ଚ୍ଚା, ଦେଶର ବାକି ସହରରେ ପାଣି ଅବସ୍ଥା କଣ ? Read More »

silu nayak, nayak sir, silu sir, jagatsinghpur naugaon block, mahaguru battalion, free training to youths, indian army, odisha police, BSF, CISF, Navy, rising odisha

ନିଜ କୌଶଳ, ଅନ୍ୟ ଭବିଷ୍ୟତ

ଭିଡ଼ ଭିତର ଚେହେରା ସିଲୁ ସାର୍‌ ଲକ୍ଷ୍ୟ ହାସଲ କରିବାର ରାସ୍ତା ଏତେ ସହଜ ହୋଇ ନଥାଏ । ଏଥିପାଇଁ ଲୋଡ଼ା ଦୃଢ଼ ଇଚ୍ଛାଶକ୍ତି ଓ ମନୋବଳ । ଦୃଢ଼ ସଂକଳ୍ପ ଯୋଗୁ ପଥ ତ ମିଳିଥାଏ । କିନ୍ତୁ ପଥ ସଳଖିବାର ସୂତ୍ର ହୋଇଥାଏ ପ୍ରେରଣା । ଏପରି ଜଣେ ପ୍ରେରଣାପ୍ରଦ ବ୍ୟକ୍ତି ହେଉଛି ଜଗତ୍‌ସିଂହପୁର ନାଉଗାଁ ବ୍ଲକ୍ ଅରଖକୁଦର ସିଲୁ ନାୟକ ଓରଫ ସିଲୁ ସାର୍ । ଏକ ମଧ୍ୟବିତ ପରିବାରରେ ସିଲୁଙ୍କ ଜନ୍ମ …

ନିଜ କୌଶଳ, ଅନ୍ୟ ଭବିଷ୍ୟତ Read More »

vijay mallya, vijay mallya declared bankrupt, bankruptcy, UK high court, property auction, SBI, banks, loans, Insolvency and Bankruptcy Board of India, rising odisha

ଦେବାଳିଆ ଘୋଷଣା ହେବା ପରେ କ’ଣ ହୋଇଥଏ ? କେମତି ଶୁଝା ଯାଇଥାଏ ବକେୟା ଲୋନ୍ ?

ନିକଟରେ ବ୍ରିଟେନର ଏକ ଅଦାଲତ ପଳାତକ ଭାରତୀୟ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଦେବାଳିଆ ଘୋଷଣା କରିଛି । ଅଦାଲତଙ୍କ ଏହି ଆଦେଶ ପରେ ଏସବିଆଇ ସମେତ ଅନେକ ଭାରତୀୟ ବ୍ୟାଙ୍କଙ୍କ ପାଇଁ ମାଲ୍ୟାଙ୍କ ସମ୍ପତ୍ତି ନିଲାମ କରି ନିଜ କରଜ ଆଦାୟ କରିବା ରାସ୍ତା ସଫା ହୋଇଛି । ତେବେ ଏହି ଦେବାଳିଆ ହେବା କ’ଣ ? କେମିତି ଜଣଙ୍କୁ ଦେବାଳିଆ ବୋଲି ଘୋଷଣା କରାଯାଇଥାଏ ? ଓ କେମିତି ବ୍ୟାଙ୍କ ଅନ୍ୟ କରଜଦାତା ସେହି ବ୍ୟକ୍ତିଙ୍କଠାରୁ …

ଦେବାଳିଆ ଘୋଷଣା ହେବା ପରେ କ’ଣ ହୋଇଥଏ ? କେମତି ଶୁଝା ଯାଇଥାଏ ବକେୟା ଲୋନ୍ ? Read More »

hotline, hotline service, india pakistan hotline service, india china hotline service, india america hotline service, hotline numbers, prime minister of India, president of US, rising odisha

ହଟଲାଇନ୍ କ’ଣ ?

ପ୍ରଧାନମନ୍ତ୍ରୀ ଅନ୍ୟ ଦେଶର ରାଷ୍ଟ୍ରମୁଖ୍ୟଙ୍କ ସହିତ ଯେଉଁ ହଟ୍ ଲାଇନରେ କଥା ହୁଅନ୍ତି ତାହା ପ୍ରକୃତରେ କ’ଣ ? ଗତବର୍ଷ ଯେତେବେଳେ ଭାରତ ଓ ଚୀନ ମଧ୍ୟରେ ସୀମାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ସେତେବେଳ ମିଡିଆରେ ଖବର ଆସିଥିଲା ଯେ, ଦୁଇ ଦେଶ ମଧ୍ୟରେ ବିବାଦ ଭିତରେ ପ୍ରଧାନମନ୍ତ୍ରୀ ଓ ଆମେରିକା ରାଷ୍ଟ୍ରପତିଙ୍କ ମଧ୍ୟରେ ହଟ୍ ଲାଇନରେ ଆଲୋଚନା ହୋଇଛି । ପାକିସ୍ତାନ ସହିତ ବିବାଦ କାଳରେ ମଧ୍ୟ ହଟଲାଇନକୁ ନେଇ ମଝିରେ ମଝିରେ ଏମିତି …

ହଟଲାଇନ୍ କ’ଣ ? Read More »

atal advani era, bs yediyurappa, shivraj singh chouhan, bjp leaders, karnataka chief minister, madhya pradesh cm, bjp veterans, cabinet expansion 2021, narendra modi government, BJP governement, cabinet ministers, rising odisha

ଅଟଳ-ଆଡଭାନୀ ଯୁଗର ନେତାଙ୍କୁ ହଟାଇବାକୁ ଚାହୁଁଛନ୍ତି ବିଜେପି ହାଇକମାଣ୍ଡ, ୟେଦିୟୁରପ୍ପାଙ୍କ ପରେ ’ମାମା’ଙ୍କ ପାଳି ?

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ବି ଏସ ୟଦିୟୁରେପ୍ପା ସୋମବାର ଇସ୍ତଫା ଦେଇଛନ୍ତି । ଗତ ଦୁଇ ଦଶକ ଧରି ସେ କେବଳ କର୍ଣ୍ଣାଟକ ନୁହେଁ ପୁରା ଦକ୍ଷୀଣ ଭାରତରେ ଥିଲେ ବିଜେପିର ଚେହେରା । ରାଜ୍ୟ ରାଜନୀତି ଉପରେ ତାଙ୍କର କର୍ତ୍ତୁତ୍ୱ ଢେର ଥିଲା । ୨୦୨୩ରେ ରାଜ୍ୟରେ ନିର୍ବାଚନ ହେବାର ଅଛି । ଏମିତିରେ ତାଙ୍କୁ ହଟାଇବା ବିଜେପି ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ଏହାକୁ ବିଜେପି ମଧ୍ୟ ଜାଣିଛି । ତେବେ ପ୍ରଶ୍ନ …

ଅଟଳ-ଆଡଭାନୀ ଯୁଗର ନେତାଙ୍କୁ ହଟାଇବାକୁ ଚାହୁଁଛନ୍ତି ବିଜେପି ହାଇକମାଣ୍ଡ, ୟେଦିୟୁରପ୍ପାଙ୍କ ପରେ ’ମାମା’ଙ୍କ ପାଳି ? Read More »

RSS
Follow by Email
Scroll to Top
Close Bitnami banner
Bitnami