Author name: user

super vaccine, super coronavirus vaccine, delta variant, covid 19 vaccine, CEPI, coalition for epidemic preparedness innovations, rising odisha

ସବୁ କରୋନା ଭାଇରସର ଗୋଟିଏ ଉପଚାର ‘ସୁପର ଟିକା’

ବ୍ରିଟେନରେ କରୋନା କଟକଣା କହୋଳ ହେବାରେ ଲାଗିଛି । ଏହା ସହିତ ଅଧିକାଂଶ ବ୍ରିଟିଶ ନାଗରିକ ଟିକା ନେଇ ସାରିଲେଣି । ମହାମାରିର ଅନ୍ତ ଖୁବଶୀଘ୍ର ହେବ ବୋଲି ବ୍ରିଟେନ୍ ଆଶା କରୁଛି । ତେବେ ବୈଜ୍ଞାନିକଙ୍କ କହିବା ହେଉଛି ଯେ, ମହାମାରୀ ସମ୍ପୂର୍ଣ୍ଣ ଭାବେ ଶେଷ ହେବାକୁ ସମୟ ଅଛି । ନ୍ୟୁୟର୍କ ସ୍ଥିତ ହ୍ୟୁମେନ୍ ଭ୍ୟାକ୍ସିନ୍ ପ୍ରୋଜେକ୍ଟର କୋ-ଫାଉଣ୍ଡର ଟେଡ୍ ଶେଙ୍କଲବର୍ଗଙ୍କ ଅନୁସାରେ ବଡ ସହରର ପରିବେଶ ଓ ଦୌଡା ଧାପଡା ଜୀବନ ପାଇଁ …

ସବୁ କରୋନା ଭାଇରସର ଗୋଟିଏ ଉପଚାର ‘ସୁପର ଟିକା’ Read More »

India, taliban, china, china taliban, china foreign minister, afghanistan, taliban china together, against India, islamic terrorism, rising odisha

ତାଲିବାନ-ଚୀନ୍ ପ୍ରେମ, ଚିନ୍ତାରେ ଭାରତ

ଆଫଗାନିସ୍ତାନକୁ ଏକ ପ୍ରକାର ନିଜ କବଜାକୁ ନେଇ ସାରିଥିବା ତାଲିବାନ ଏବେ ଚୀନକୁ ନିଜର ଭରସାଯୋଗ୍ୟ ବନ୍ଧୁ ବୋଲି କହିଛି । ତାଲିବାନର ପ୍ରତିନିଧି ମଣ୍ଡଳୀ ବେଜିଂର ଚୀନ୍ ବୈଦେଶିକ ମନ୍ତ୍ରୀଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି । ଚୀନ୍ ଅଧିକାରୀଙ୍କ ସହିତ ତାଲିବାନୀ ନେତାଙ୍କ ଫଟୋ ନିଶ୍ଚିତ ରୂପେ ଭାରତୀୟ ସୁରକ୍ଷା ଏଜେନ୍ସୀଙ୍କ ଚିନ୍ତା ବଢାଇ ଦେଇଥିବ । ବୁଧବାର ଦିନ ଅଚାନକ ତାଲିବାନର ଗୋଟିଏ ପ୍ରତିନଧି ମଣ୍ଡଳୀ ବେଜିଂରେ ପହଂଚିଥିଲା । ତାଲିବାନର ସହ …

ତାଲିବାନ-ଚୀନ୍ ପ୍ରେମ, ଚିନ୍ତାରେ ଭାରତ Read More »

Italy’s Gianmarco Tamberi and Qatar’s Mutaz Essa Barshim, Tamberi and Barshim, tokyo olympics, high jump event, olympic gold medals, share gold medals, rising odisha

ଅଲମ୍ପିକ୍ସରେ ମାନବତାର ଉଦାହରଣ, ଏକା ସ୍ୱର୍ଣ୍ଣ ପଦକ ନେବାକୁ ମନା କଲେ ପ୍ରତିଦ୍ୱନ୍ଦ୍ୱୀ

ଦୁନିଆରେ ସବୁ ଖେଳାଳୀଙ୍କ ସ୍ୱପ୍ନ ହେଉଛି ଅଲମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା । ଏହା ହେଉଛି କ୍ରୀଡା ଜଗତର ମହାକୁମ୍ଭ । ଯେଉଁଠି ପଦକ ଜିତିବା ଅର୍ଥ ହେଉଛି ବିଶ୍ୱ ଆଗରେ ନିଜର ଶ୍ରେଷ୍ଠତା ଜାହିର କରିବା । ପଦକ ପାଇଁ ଅଲମ୍ପିକ୍ସରେ ଚାଲେ କଡା ପ୍ରତିଦ୍ୱନ୍ଦ୍ୱିତା । ଏମିତିରେ ଯଦି କୌଣସି ଖେଳାଳୀ ଅଲମ୍ପିକ୍ସ ଗୋଲ୍ଡ ମେଡାଲ ନେବାକୁ ମନା କରିଦିଅନ୍ତି , ତାହା ପୁଣି ପ୍ରତିଦ୍ୱନ୍ଦ୍ୱୀଙ୍କୁ ସମାନ ପଦକ ମିଳିଲେ ହିଁ ନେବେ ବୋଲି …

ଅଲମ୍ପିକ୍ସରେ ମାନବତାର ଉଦାହରଣ, ଏକା ସ୍ୱର୍ଣ୍ଣ ପଦକ ନେବାକୁ ମନା କଲେ ପ୍ରତିଦ୍ୱନ୍ଦ୍ୱୀ Read More »

earth 2041, 2041 earth, earth shape, earth structure, robots, artificial intelligence, AI, pollution free, smart watches, smart phones, rising odisha

ଭବିଷ୍ୟତର ପୃଥିବୀ : ୨୦୪୧ରେ ଏମିତି ବଦଳି ଯାଇଥିବ ଦୁନିଆ, ଡାକ୍ତରଙ୍କ ବଦଳରେ ମେସିନ୍ ଦେଖୁଥିବ ରୋଗୀ !

ଭବିଷ୍ୟତ କେମିତି ରହିବ ? ଭବିଷ୍ୟତକୁ ନେଇ ମଣିଷ ସବୁ ଯୁଗରେ ଆଗ୍ରହୀ ରହିଛି । ଭବିଷ୍ୟତକୁ ଦେଖିବାର ଇଛାରୁ ହିଁ ଜନ୍ମ ନେଇଛି କେତେ ପୁରାଣ କାହାଣୀ । ପୁଣି ସେଇ ଇଛାରୁ ଜନ୍ମ ନେଇଛି କଳ୍ପ ବିଜ୍ଞାନ ଉପନ୍ୟାସ ବା ସାଇନ୍ସ ଫିକ୍ସନ । ଆପଣ ଯଦି ହଲିଉଡ୍ ଫିଲ୍ମର ଫ୍ୟାନ୍ ହୋଇଥିବେ ତେବେ ନିଶ୍ଚିତ ଭାବେ ଏମିତି ଅତିକମରେ ଗୋଟିଏ ଫିଲ୍ମ ଦେଖିଥିବେ ଯେଉଁଥିରେ ଭବିଷ୍ୟତ ପୃଥିବୀ କଥା କୁହାଯାଇଥିବ । ଟର୍ମିନେଟର …

ଭବିଷ୍ୟତର ପୃଥିବୀ : ୨୦୪୧ରେ ଏମିତି ବଦଳି ଯାଇଥିବ ଦୁନିଆ, ଡାକ୍ତରଙ୍କ ବଦଳରେ ମେସିନ୍ ଦେଖୁଥିବ ରୋଗୀ ! Read More »

RBI, reserve bank of India, gold reserve, finance minister, MP Anil Desai, rajya sabha, rising odisha

ରିଜର୍ଭ ବ୍ୟାଙ୍କ୍ ପାଖରେ ମୋଟ କେତେ ସୁନା ଅଛି ? କ’ଣ ପାଇଁ RBI ସୁନା ଗଛିତ ରଖେ, ଜାଣନ୍ତୁ

ଗତ ୨୦ ବର୍ଷ ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପାଖରେ ମୋଟ ଗଛିତ ସ୍ୱର୍ଣ୍ଣ ବା ରିଜର୍ଭ ଗୋଲ୍ଡ ୧୨ଗୁଣରୁ ଅଧିକ ବଢିଛି । ରାଜ୍ୟସଭାରେ ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । କେନ୍ଦ୍ର ସରକାର ବୈଦେଶିକ ମୁଦ୍ରା ରିଜର୍ଭ ଭାବେ ଗୋଲ୍ଡ୍ ରିଜର୍ଭ ରଖିଥାନ୍ତି । ଗୋଲ୍ଡ ରିଜର୍ଭର ଦେଖାଶୁଣା ଓ ପ୍ରବନ୍ଧନ ଆଦି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଦାୟିତ୍ୱ ହୋଇଥାଏ । ସଂକଟ କାଳରେ ସୁରକ୍ଷା ଓ ଲିକ୍ୱିଡିଟି ଦୃଷ୍ଟିରୁ ମଧ୍ୟ …

ରିଜର୍ଭ ବ୍ୟାଙ୍କ୍ ପାଖରେ ମୋଟ କେତେ ସୁନା ଅଛି ? କ’ଣ ପାଇଁ RBI ସୁନା ଗଛିତ ରଖେ, ଜାଣନ୍ତୁ Read More »

e-RUPI, digital payment solution, Prime Minister Narendra Modi launched, narendra modi, cashless and contactless, online payment solution, digital india, rising odisha

E-RuPI କ’ଣ ?

ବିନା ଇଣ୍ଟରନେଟ୍ ଓ ସ୍ମାର୍ଟଫୋନରେ ବି ହୋଇପାରିବ ଟଙ୍କା ଟ୍ରାନ୍ସଫର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୨ ତାରିଖ ଦିନ ଏକ ଡିଜିଟାଲ ପେମେଣ୍ଟ୍ ସଲ୍ୟୁସନ୍ ଲଂଚ୍ କରିଛନ୍ତି । ଯାହାର ନାମ ହେଉଛି ଇ-RUPI. ଏହା ହେଉଛି ଡିଜିଟାଲ କ୍ରାନ୍ତି ପଥରେ ଆଉ ଏକ ମହତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ଏହାଯୋଗୁ ବର୍ତ୍ତମାନ କେହି ମଧ୍ୟ ଅନଲାଇନ୍ ପେମେଣ୍ଟ୍ କରିପାରିବେ । ଇ-RUPIର ବିଶେଷତା ହେଉଛି ଯେ, ଏଥିପାଇଁ ଆପଣଙ୍କୁ ଇଣ୍ଟରନେଟ୍ କିମ୍ବା ସ୍ମାର୍ଟଫୋନର ଆବଶ୍ୟକତା ପଡିବ …

E-RuPI କ’ଣ ? Read More »

olympic medal, gold medal, gold weighs, tokyo olympics, japan, India gold medalists, gold medals, silver medals, bronze medals. rising odisha

ଅଲମ୍ପିକ୍ସ ସ୍ୱର୍ଣ୍ଣ ପଦକରେ କେତେ ସୁନା ଥାଏ ? ଜାଣନ୍ତୁ ଉତ୍ତର

ଟୋକିଓ ଅଲମ୍ପିକ୍ସର ଆରମ୍ଭ ହୋଇ ସାରିଛି । ଅନେକ ଖେଳରେ ଭାରତୀୟ ଖେଳାଳୀ ଅଂଶ ଗ୍ରହଣ କରୁଛନ୍ତି । ଏପର୍ଯ୍ୟନ୍ତ ଭାରତ ଭାଗରେ ଗୋଟିଏ ରୌପ୍ୟ ପଦକ ଆସିଛି । ଅଲମ୍ପିକ୍ ଖେଳ ବେଳେ ଆମ ନଜର ସାଧାରଣତଃ ପଦକ ତାଲିକା ଉପରେ ଥାଏ । ଆମେରିକା, ଚୀନ୍ ଓ ଋଷ ଭଳି ଦେଶ ପଦକ ତାଲିକା ଉପରେ କବଜା ଜମେଇ ରଖୁଥିବା ବେଳେ ଭାରତ ଭଳି ଦେଶଙ୍କ ପାଇଁ ପଦକ ମରୁଡି ପଡିଥାଏ । ସବୁ …

ଅଲମ୍ପିକ୍ସ ସ୍ୱର୍ଣ୍ଣ ପଦକରେ କେତେ ସୁନା ଥାଏ ? ଜାଣନ୍ତୁ ଉତ୍ତର Read More »

GST, Petrol, Diesel, gst on petrol and diesel, petrol cess, fuel price, petroleum products, petrol and diesel under GST, rising odisha

ପେଟ୍ରୋଲିୟମ ପ୍ରଡକ୍ଟକୁ GST ପରିଧିକୁ ଆଣିଲେ ଦର କମିବ କି ?

ଶତକ ପାର କରି ସାରିଛି ପେଟ୍ରୋଲ ଓ ଡିଜେଲ । ତୈଳ ଦର ବୃଦ୍ଧି କାରଣରୁ ସାଧାରଣ ଖାଉଟି ନାହି ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏମିତିରେ କୁହାଯାଉଛି ଯେ, ଯଦି ପେଟ୍ରୋଲିୟମ ଉତ୍ପାଦକୁ ଜିଏସଟି ପରିଧିକୁ ଅଣାଯାଏ ତେବେ ଦର କମିବ । ତେବେ ଏଭଳି ଯୁକ୍ତିରେ କେତେ ସତ୍ୟତା ରହିଛି ? ଚଳିତ ବର୍ଷ ମାର୍ଚ୍ଚ ମାସରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏକ ଅଧ୍ୟୟନରେ ଦାବି କରାଯାଇଥିଲା ଯେ, ଯଦି ପେଟ୍ରୋଲ …

ପେଟ୍ରୋଲିୟମ ପ୍ରଡକ୍ଟକୁ GST ପରିଧିକୁ ଆଣିଲେ ଦର କମିବ କି ? Read More »

Naveen Patnaik, Hockey, media, rajdeep sardesai, TIFPOST, Aaj Tak, hockey team, tokyo olympics, rising odisha

ହକି, ମିଡିଆ ଓ ନବୀନ

‘IHF ହକିକୁ ମାରି ସାରିଥିଲା, ତା’ପରେ ଆସିଲେ ନବୀନ ଆଉ ସବୁକିଛି ବଦଳିଗଲା’ ରବିବାର ଥିଲା ସୁପର ସଣ୍ଡେ । ପିଭି ସିନ୍ଧୁ ବ୍ୟାଡମିଣ୍ଟନରେ ଭାରତକୁ ବ୍ରୋଞ୍ଜ ଦେବା ସହିତ ଦୁଇଟି ଅଲମ୍ପିକ୍ସ ମେଡାଲ ପାଇଥିବା ପ୍ରଥମ ଭାରତୀୟ ମହିଳା ହୋଇଥିଲେ । ପୁଣି ସେହି ରବିବାର ଦିନ ଭାରତ 41 ବର୍ଷ ପରେ ପ୍ରଥମ ଥର ପାଇଁ ହକି ସେମିଫାଇନାଲକୁ ଉନ୍ନିତ ହୋଇଥିଲା । 1980 ମସ୍କୋ ଅଲମ୍ପିକ୍ସ ପରେ ଭାରତୀୟ ପୁରୁଷ ହକି ଟିମ୍ …

ହକି, ମିଡିଆ ଓ ନବୀନ Read More »

first mobile call, jyoti basu and sukhram, west bengal chief minister, new delhi, 26 years ago, first mobile ring, rising odisha

୨୬ ବର୍ଷ ତଳେ ଦେଶର ପ୍ରଥମ ମୋବାଇଲ କଲ ପାଇଁ ଖର୍ଚ୍ଚ ହୋଇଥିଲା କେତେ ?

ଆଜିର ସମୟରେ ପ୍ରାୟ ସମସ୍ତଙ୍କ ପାଖରେ ସ୍ମାର୍ଟ ଫୋନ୍ । ସ୍ମାର୍ଟ ଫୋନ୍ ଆମ ଜୀବନର ଅଂଗ ପାଲଟିଯାଇଛି । ସ୍ମାର୍ଟ୍ ଫୋନ୍ ବିନା ଆଜିର ସମୟରେ ବଞ୍ଚିବା କଳ୍ପନା କରାଯାଇ ନପାରେ । କିନ୍ତୁ ଗୋଟିଏ ସମୟ ଥିଲା ଯେତେବେଳେ ଲ୍ୟାଣ୍ଡ୍ ଫୋନ୍ ଥିଲା ଷ୍ଟାଟସ ସିମ୍ବଲ । ଆଉ ଲ୍ୟାଣ୍ଡ୍ ଫୋନ୍ ପାଇଁ ଲାଇନ ମଧ୍ୟ ଲଗାଇବାକୁ ପଡୁଥିଲା । ତେବେ ୱେୟାରଲେସ୍ ଟେକନିକ୍ ବା ମୋବାଇଲ ଫୋନର ଆଗମନ ସହିତ ସବୁକିଛି ବଦଳି …

୨୬ ବର୍ଷ ତଳେ ଦେଶର ପ୍ରଥମ ମୋବାଇଲ କଲ ପାଇଁ ଖର୍ଚ୍ଚ ହୋଇଥିଲା କେତେ ? Read More »

RSS
Follow by Email
Scroll to Top
Close Bitnami banner
Bitnami