Author name: user

citizenship with investments, top 9 countries for getting citizenship, austria, malta, grenada, montenegro, antigua and bermuda, st lucia, dominica, turkey, st kitts and nevis, rising odisha

ଦୁନିଆର ନ’ ଦେଶ ଯେଉଁଠି ଟଙ୍କା ଖର୍ଚ୍ଚ କଲେ ମିଳିଯିବ ନାଗରିକତା

କୌଣସି ଦେଶର ନାଗରିକତା ପାଇବାକୁ ହେଲେ ଅନେକ ପ୍ରକ୍ରିୟା ଦେଇ ଯିବାକୁ ପଡେ । ପ୍ରଥମତଃ କିଛି ଦିନ ଧରି ସେଠାରେ ରହିବା ସହିତ ଅନ୍ୟ ବହୁତ କିଛି ଫାଇଲ କାମ କରିବାକୁ ହୁଏ । କିନ୍ତୁ ବିଶ୍ୱରେ ଏମିତି କିଛି ଦେଶ ଅଛନ୍ତି ଯେଉଁଠାରେ ଆପଣଙ୍କୁ ନାଗରିକତା ପାଇବା ପାଇଁ କେବଳ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଯଦି ଆପଣଙ୍କ ପାଖରେ ଟଙ୍କା ଅଛି ଓ ଆପଣ ସେହି ଦେଶର ବ୍ୟବସାୟରେ ନିବେଶ କରିବାକୁ …

ଦୁନିଆର ନ’ ଦେଶ ଯେଉଁଠି ଟଙ୍କା ଖର୍ଚ୍ଚ କଲେ ମିଳିଯିବ ନାଗରିକତା Read More »

China cyber attack, PLA-SSF, DCA, defense cyber agency India, USA, recorded future, USA cyber security company, xi jinping, china carrying out cyber attacks, rising odisha

ଚୀନ କେମିତି ଦୁନିଆ ଉପରେ କରେ ସାଇବର ଆକ୍ରମଣ ? ଆମେରିକା ଖୋଲିଲା ଗୁମର

ଭାରତ ସମେତ ଦୁନିଆର ଅନେକ ଦେଶର ସେନା ଏବେ ସାଇବର ଆଟାକକୁ ନେଇ ସତର୍କ ଅଛନ୍ତି । ଭାରତ ନିଜର ସୁରକ୍ଷା ପାଇଁ ଡିଫେନ୍ସ ସାଇବର ଏଜେନ୍ସି (ଡିସିଏ) ଗଠନ ପ୍ରକ୍ରିୟା ଆରମ୍ଭ କରିଛି । ଅନ୍ୟପକ୍ଷରେ ଆମେରିକା ଭଳି ଦେଶ ପାଖରେ ସାଇବର ଆଟାକ ପ୍ରତିହତ କରିବା ପାଇଁ ଆଗରୁ ଗୋଟିଏ ସାଇବର ଆର୍ମି ରହିଛି ।ଆମେରିକାର ଏକ ପ୍ରତିଷ୍ଠିତ ଅନୁଷ୍ଠାନ ଏବେ ଏହି ଗୁମର ଉପରୁ ପରଦା ହଟାଇଛି ଯେ, ଚୀନ କେମିତି ସାଇବର …

ଚୀନ କେମିତି ଦୁନିଆ ଉପରେ କରେ ସାଇବର ଆକ୍ରମଣ ? ଆମେରିକା ଖୋଲିଲା ଗୁମର Read More »

japan, hiroshima, nagasaki, fatman, little boy, USA, america, atomic bomb, nuclear bombs, 76 years ago, second world war, truman, rising odisha

ପରମାଣୁ ବୋମା ପକାଇବା ପାଇଁ ଆମେରିକା କ’ଣ ପାଇଁ ହିରୋସିମା ଓ ନାଗାସାକୀକୁ ବାଛିଥିଲା ?

ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟାନକ ଅନ୍ତର କାହାଣୀ କୁହେ ଜାପାନର ହିରୋସିମା ଓ ନାଗାସାକୀ ଉପରେ ଆମେରିକାର ପରମାଣୁ ବୋମାମାଡ । ଅଗଷ୍ଟ ୬ର ହିରୋସିମା ଉପରେ ଆମେରିକା ପ୍ରଥମ ପରମାଣୁ ବୋମା ପକାଇଥିଲା । ଏହାର ତିନି ଦିନ ପରେ ଅର୍ଥାତ ଅଗଷ୍ଟ ୯ ତାରିଖରେ ନାଗାସାକୀ ଉପରେ ଦ୍ୱିତୀୟ ପରମାଣୁ ବୋମା ପଡିଥିଲା । ଯେଉଁଥିରେ ଲକ୍ଷାଧିକ ପ୍ରାଣ ହରାଇଥିଲେ । ଏହାଭିତରେ ୭୬ ବର୍ଷ ବିତିଯାଇଥିଲେ ମଧ୍ୟ ପରମାଣୁ ଆକ୍ରମଣର ଭୟାବହତାକୁ ବିଶ୍ୱ ଭୁଲି …

ପରମାଣୁ ବୋମା ପକାଇବା ପାଇଁ ଆମେରିକା କ’ଣ ପାଇଁ ହିରୋସିମା ଓ ନାଗାସାକୀକୁ ବାଛିଥିଲା ? Read More »

afghanistan, India, Mahabharat, vyasa, gandhari, kandahar, mahabharat war, kabul river, mouryan dynasty, Islamic ruled, rising odisha

ଆଫଗାନିସ୍ତାନର ମହାଭାରତ କନେକ୍ସନ, ଗାନ୍ଧାର କେମିତି ହୋଇଗଲା କାନ୍ଦାହାର, ଜାଣନ୍ତୁ

ଆଫଗାନିସ୍ତାନରେ ଏବେ ସ୍ଥିତି ଗମ୍ଭୀର । ତାଲିବାନର ଲେଉଟାଣିକୁ ନେଇ ସେଠାକାର ବାସିନ୍ଦାଙ୍କ ସହିତ ବାକି ବିଶ୍ୱ ମଧ୍ୟ ଶଙ୍କିତ ଅଛି । ତେବେ ଆପଣ ଆଜି ଯେଉଁ ଆଫଗାନିସ୍ତାନକୁ ଦେଖୁଛନ୍ତି ପାଖାପାଖି ହଜାରରୁ ଅଧିକ ବର୍ଷ ତଳେ ତାହା ଅଲଗା ଥିଲା । ସେତେବଳେ ଆଫଗାନିସ୍ତାନ ଥିଲା ହିନ୍ଦୁ ଓ ବୌଦ୍ଧ ବହୁଳ । ଆଫଗାନିସ୍ତାନର ଶେଷ ହିନ୍ଦୁରାଜାଙ୍କ ୧୦୦୦ ମସିହାରେ ମୃତ୍ୟୁ ଓ ପରାଜୟ ସହିତ ଆରମ୍ଭ ହୋଇଥିଲା ମୁସଲିମ ରାଜ । ଆଫଗାନିସ୍ତାନର …

ଆଫଗାନିସ୍ତାନର ମହାଭାରତ କନେକ୍ସନ, ଗାନ୍ଧାର କେମିତି ହୋଇଗଲା କାନ୍ଦାହାର, ଜାଣନ୍ତୁ Read More »

India, san marino, comparison between india and san marino, tokyo olympics 2020, india and san marino medals comparison, rising odisha

ସାନ୍ ମାରିନୋର ୧୧ ହଜାର ଲୋକଙ୍କ ଭାଗରେ ଗୋଟିଏ ପଦକ, ଭାରତର ୧୯ କୋଟି ଲୋକଙ୍କ ପାଇଁ ଗୋଟିଏ !

ଟୋକିଓ ଅଲମ୍ପିକ୍ସର ସମାପନ ଘଟିଛି । ଭାରତ ପାଇଁ ଏହା ତା’ ଇତିହାସର ସବୁଠାରୁ ସଫଳ ଅଲମ୍ପିକ୍ସ ବୋଲି କୁହାଯାଇପାରେ । ପ୍ରଥମ ଥର ପାଇଁ ଭାରତ ସର୍ବାଧିକ ୭ ମେଡାଲ ପାଇଛି । ଏହା ସହ ଭାରତ ପ୍ରଥମଥର ପାଇଁ ଫିଲ୍ଡ ଓ ଟ୍ରାକ୍ ଇଭେଣ୍ଟରେ ଖାତା ମଧ୍ୟ ଖୋଲିଛି । ତେବେ ଏହାରି ଭିତରେ ଗୋଟିଏ ଦୁଃଖଦ ତଥ୍ୟ ମଧ୍ୟ ରହିଛି । ଅଲମ୍ପିକ୍ସରେ ୨ଶହ ଦେଶ ଭାଗ ନେଇଥିଲେ । ଏହି ଦେଶଙ୍କ …

ସାନ୍ ମାରିନୋର ୧୧ ହଜାର ଲୋକଙ୍କ ଭାଗରେ ଗୋଟିଏ ପଦକ, ଭାରତର ୧୯ କୋଟି ଲୋକଙ୍କ ପାଇଁ ଗୋଟିଏ ! Read More »

neeraj chopra, gold medal, tokyo olympics, neeraj chopras ancestors, panipat war, panipat battle, javelin event, rising odisha

ଭାରତ ପାଇଁ ସ୍ୱର୍ଣ୍ଣ ଆଣିଥିବା ନୀରଜଙ୍କ ପୂର୍ବଜ ପାନିପଥ ଯୁଦ୍ଧରେ ଦେଶ ପାଇଁ ଦେଇଥିଲେ ପ୍ରାଣବଳୀ

ନୀରଜ ଚୋପ୍ରା ଏବେ ଦେଶର ଏକ ପରିଚିତ ନାମ । ସେନାର ଏହି ଜୁନିଅର କମିଶନଡ୍ ଅଫିସର ଟୋକିଓ ଅଲମ୍ପିକ୍ସରେ ଭାରତକୁ ଦେଇଛନ୍ତି ତା’ର ପ୍ରଥମ ଟ୍ରାକ୍ ଆଣ୍ଡ୍ ଆଥଲେଟିକ୍ସ ମେଡାଲ । ନୀରଜଙ୍କ ବାପା ଜଣେ କୃଷକ । ନୀରଜଙ୍କ ପ୍ରାରମ୍ଭିକ ଜୀବନ ଥିଲା ବେସ ସଂଘର୍ଷପୂର୍ଣ୍ଣ । ନୀରଜଙ୍କ ଜୀବନକୁ ନେଇ ଏବେ ଅନେକ କଥା ସାମ୍ନାକୁ ଆସୁଛି । ତାହାରି ଭିତରୁ ଗୋଟିଏ ଭାରତ ଇତିହାସର ଏକ ମୋଡ ପରିବର୍ତ୍ତନାକାରୀ ଘଟଣା ସହିତ …

ଭାରତ ପାଇଁ ସ୍ୱର୍ଣ୍ଣ ଆଣିଥିବା ନୀରଜଙ୍କ ପୂର୍ବଜ ପାନିପଥ ଯୁଦ୍ଧରେ ଦେଶ ପାଇଁ ଦେଇଥିଲେ ପ୍ରାଣବଳୀ Read More »

RBI, RBI fund release order, fake fund release order, PIB, press information bureau, free laptop offer, aadhar loan, pm scheme, online fraud, online fake scheme, rising odisha

ଏହି ଫଣ୍ଡ୍ ରିଲିଜ୍ ଅର୍ଡରଠାରୁ ରୁହନ୍ତୁ ସାବଧାନ, ନହେଲେ ଆକାଉଣ୍ଟ ହୋଇଯିବ ଖାଲି

ସୋସିଆଲ ମିଡିଆରେ ଏକ ଜାଲି ପତ୍ର ଏବେ ଭାଇରାଲ ହେଉଛି । ଏହି ପତ୍ରକୁ ଫଣ୍ଡ୍ ରିଲିଜ୍ ଅର୍ଡର ବୋଲି କୁହାଯାଉଛି । କୁହାଯାଉଛି ଯେ, ଏହାକୁ ରିଜର୍ଭ ବ୍ୟାଙ୍କ୍ ଜାରି କରିଛି । ଏଥିରେ କୁହାଯାଇଛି ଯେ, ରିଜର୍ଭ ବ୍ୟାଙ୍କ ଏହି ଫଣ୍ଡ୍ ରିଲିଜ୍ ଅର୍ଡର ବଦଳରେ ଲାଭାର୍ଥୀଙ୍କଠାରୁ ୩୪ ହଜାର ୫ଶହ ଟଙ୍କା ଚାହୁଁଛନ୍ତି । ଏହା ଗୋଟିଏ ପ୍ରକାର ଲଟେରି ଫଣ୍ଡ୍ ଯେଉଁଥିପାଇଁ ହିତାଧିକାରୀଙ୍କଠାରୁ ଟଙ୍କା ମଗା ଯାଉଛି । ତେବେ ସରକାର …

ଏହି ଫଣ୍ଡ୍ ରିଲିଜ୍ ଅର୍ଡରଠାରୁ ରୁହନ୍ତୁ ସାବଧାନ, ନହେଲେ ଆକାଉଣ୍ଟ ହୋଇଯିବ ଖାଲି Read More »

MLA, State legislature, member of legislative assembly, bidhan sabha, new delhi MLA, salary hike of mla, telangan MLA highest salary, uttarakhand MLA, haryana MLA salary, Andhra pradesh MLA salary, Uttar pradesh MLA salary, Bihar MLA salary, rising odisha

କେଉଁ ରାଜ୍ୟର ବିଧାୟକଙ୍କ ଦରମା କେତେ ? ସଭା ଆଗରେ ତେଲେଙ୍ଗାନା

ମଙ୍ଗଳବାର ଦିନ ଦିଲ୍ଲୀ କ୍ୟାବିନେଟ୍ ବିଧାୟକଙ୍କ ଦରମା ବଢାଇବା ପାଇଁ ନିଷ୍ପତ୍ତି ନେଇଛି । ଏନେଇ ଦିଲ୍ଲୀ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ପଠା ଯାଇଛି । ସରକାରଙ୍କ ପକ୍ଷରୁ ଜାରି ଆଧିକାରିକ ବୟାନରେ ଏନେଇ ସୂଚନା ଦିଆଯାଇଛି । କେନ୍ଦ୍ର ସରକାର ଯଦି ଦିଲ୍ଲୀ ସରକାରର ପ୍ରସ୍ତାବ ଉପରେ ମୋହର ମାରନ୍ତି ତେବେ ଦିଲ୍ଲୀର ବିଧାୟକ ଦରମା ବାବଦରେ ୯୦ ହଜାର ଟଙ୍କା ପାଇବେ । ତେବେ ଏମିତିରେ ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ …

କେଉଁ ରାଜ୍ୟର ବିଧାୟକଙ୍କ ଦରମା କେତେ ? ସଭା ଆଗରେ ତେଲେଙ୍ଗାନା Read More »

RSS
Follow by Email
Scroll to Top
Close Bitnami banner
Bitnami