Author name: user

brahmaputra river, tunnel under brahmaputra river, Indian army, india china faceoff, Atal tunnel, rising odisha

ବ୍ରହ୍ମପୁତ୍ର ନଦୀ ତଳେ ଭାରତୀୟ ସେନା ତିଆରି କରୁଛି ଗୁପ୍ତ ସୁଡ଼଼ଙ୍ଗ, ଯୁଦ୍ଧ ବେଳେ ଏମିତି ଆସିବ କାମରେ

ଡ୍ରାଗନକୁ ଘେରିବା ପାଇଁ ଭାରତୀୟ ସେନାର ଜବରଦସ୍ତ ପ୍ଲାନ୍ । ବ୍ରହ୍ମପୁତ୍ର ନଦୀ ତଳେ ସେନା ତିଆରି କରିବ ଗୁପ୍ତ ସୁଡ଼ଙ୍ଗ । ଚୀନ ସହିତ ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିରେ ଏହି ସୁଡ଼ଙ୍ଗ ସେନାକୁ ରଣନୈତିକ ଲାଭ ଦେବ । ମନାଲୀର ଅଟଳ ଟନେଲ ଭଳି ଏହି ସୁଡ଼ଙ୍ଗ ହେବ । ଅରୁଣାଚଳ ପ୍ରଦେଶକୁ ଲାଗିଥିବା ସୀମାରେ ଚୀନ୍ ସେନାର ଆକ୍ରାମକ ନୀତି କାରଣରୁ ଏହି ସୁଡ଼ଙ୍ଗର ସାମରିକ ମହତ୍ୱ ବହୁତ ଅଧିକ । ୫ ହଜାର …

ବ୍ରହ୍ମପୁତ୍ର ନଦୀ ତଳେ ଭାରତୀୟ ସେନା ତିଆରି କରୁଛି ଗୁପ୍ତ ସୁଡ଼଼ଙ୍ଗ, ଯୁଦ୍ଧ ବେଳେ ଏମିତି ଆସିବ କାମରେ Read More »

46 years ago, vietnam war, fall of saigon, US troops, america army, afghansitan, US army withdrawal, 1975 vietnam, 2021 afghanistan, US embassy in kabul , rising odisha

୪୬ ବର୍ଷ ତଳେ ଏମିତି ବେଜିତ୍ ହୋଇ ଭିଏତନାମ ଛାଡିଥିଲା ଆମେରିକା, ଏବେ ଆଫଗାନିସ୍ତାନରେ ଗର୍ବ ଭାଙ୍ଗିଲା ତାଲିବାନ

ଆଫଗାନିସ୍ତାନରୁ ଯେଉଁଭଳି ତରବରିଆ ଭାବେ ଅଙ୍କଲ ସାମ୍ ନିଜ ସୈନିକଙ୍କୁ ଫେରାଇ ଆଣିଲେ ତାହା ୪୬ ବର୍ଷ ତଳର ଘଟଣାକୁ ମନେ ପକାଇ ଦେଉଛି । ପୂର୍ବ ଏସିଆର ଭିଏତନାମରେ ଆମେରିକା ଠିକ ଏକାଭଳି ପରିସ୍ଥିତିର ସମ୍ମୁଖୀନ ହୋଇଥିଲା । ସେତେବେଳେ ଆମେରିକା ଭିଏତନାମ ଆସିଥିଲା କମ୍ୟୁନିଜମ ନାମକ ରୋଗରୁ ଏସିଆକୁ ବଞ୍ଚାଇବାକୁ । କିନ୍ତୁ ପରିସ୍ଥିତି ଏମିତି ହୋଇଥିଲା ଯେ, ଆମେରିକା ଅସ୍ତବ୍ୟସ୍ତ ହୋଇ ଭିଏତନାମ ଛାଡିଥିଲା । ସେତେବେଳେ ନିଜର କୂଟନିତିଜ୍ଞଙ୍କୁ ସାଇଗନ ସ୍ଥିତ …

୪୬ ବର୍ଷ ତଳେ ଏମିତି ବେଜିତ୍ ହୋଇ ଭିଏତନାମ ଛାଡିଥିଲା ଆମେରିକା, ଏବେ ଆଫଗାନିସ୍ତାନରେ ଗର୍ବ ଭାଙ୍ଗିଲା ତାଲିବାନ Read More »

taliban captured kabul, afghan army, afghan govt, abdul rashid dostum, mohammad ismail khan, afghan army surrenders to taliban, rising odisha

୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚରେ ତିଆରି ସେନା କେମିତି ତାଲିବାନ ଆଗରେ ଆଣ୍ଠେଇ ପଡିଲା ?

କାବୁଲ ଏବେ ତାଲିବାନ କବଜାରେ । ତାଲିବାନ କାବୁଲ ଭିତରକୁ ପ୍ରବେଶ ପୂର୍ବରୁ ସରକାରୀ ସେନା ଅଧିକାରୀ ଓ ସୈନିକଙ୍କୁ କ୍ଷମାଦାନ କଥା କହିଥିଲା । ଏହା ଭିତରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠୁଛି ଯେ, ଗୋଟିଏ ଆତଙ୍କବାଦୀ ସଂଗଠନ କେମିତି ମାତ୍ର କେଇ ଦିନ ଭିତରେ ଦେଶର ସେନାକୁ ଛତ୍ରଭଙ୍ଗ ଦେବାକୁ ବାଧ୍ୟ କରିପାରେ ? ଯେଉଁ ଆଫଗାନୀ ସେନା ତିଆରି କରିବା ପାଇଁ ଆମେରିକା ୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଥିଲା …

୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚରେ ତିଆରି ସେନା କେମିତି ତାଲିବାନ ଆଗରେ ଆଣ୍ଠେଇ ପଡିଲା ? Read More »

afghanistan, taliban, afghan govt surrenders, taliban war, ashraf ghani, rising odisha

ତାଲିବାନ ଆଗରେ ସରକାରର ଆତ୍ମସମର୍ପଣ, ଲୋକ କହୁଛନ୍ତି ସରକାର ଆମକୁ ବିକ୍ରି କରିଦେଲେ

ଆଫଗାନିସ୍ତାନର ଦୁଇଟି ବଡ ସହର କାନ୍ଦାହାର ଓ ହେରାତ ଉପରେ ତାଲିବାନର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଆସି ସାରିଛି । ଏଣେ ହୁଏତ ଆପଣ ଏହି ରିପୋର୍ଟ ପଢିବା ବେଳକୁ ରାଜଧାନୀ କାବୁଲ ଉପରେ ତାଲିବାନର କବଜା ହୋଇ ସାରିଥିବ । କାରଣ ତାଲିବାନ କାବୁଲର ଦୁଆର ମୁହଁରେ ପହଞ୍ଚି ସାରିଥିବା ବେଳେ ରାଷ୍ଟ୍ରପତି ଅଶରଫ ଗନି ପରିବାର ସହିତ ଦେଶ ଛାଡିବାକୁ ପ୍ରସ୍ତୁତ ହେଲେଣି ବୋଲି ଶୁଣିବାକୁ ମିଳୁଛି । କାବୁଲ ଜନତା ତାଲିବାନ ଡରରେ ଥରହର …

ତାଲିବାନ ଆଗରେ ସରକାରର ଆତ୍ମସମର୍ପଣ, ଲୋକ କହୁଛନ୍ତି ସରକାର ଆମକୁ ବିକ୍ରି କରିଦେଲେ Read More »

aamir khan, anupam shyam, anurag shyam, thakur sajjan singh, mann ki baat pratigya 2, kidney ailments, dialysis, phone not picking, rising odisha

ସାହାଯ୍ୟ କରିବି କହି ଫୋନ୍ ଉଠାଉ ନଥିଲେ ଆମିର ଖାନ୍

ୱାଣ୍ଟେଡ୍, ମୁନ୍ନା ମାଇକେଲ, ରକ୍ତ ଚରିତ୍ର ଓ ସ୍ଲମଡଗ୍ ମିଲେନିୟର ଭଳି ହିଟ୍ ଫିଲ୍ମରେ ଅଭିନୟ କରିଥିବା ଆକ୍ଟର ଅନୁପମ ଶ୍ୟାମଙ୍କ ନିଧନ ହୋଇଯାଇଛି । ଅଗଷ୍ଟ ୮ ତାରିଖ ଦିନ ୬୩ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ସୁଟିଂ ସେଟରେ ଅଧିକ ପାଣି ପିଇବା ପରେ ତାଙ୍କ ଦେହ ଖରାପ ହୋଇ ଯାଇଥିଲା । ତାଙ୍କୁ ମୁମ୍ବାଇର ଗୋରେଗାଓଁର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ସେଠାରେ ତାଙ୍କର ନିଧନ ହୋଇଥିଲା । …

ସାହାଯ୍ୟ କରିବି କହି ଫୋନ୍ ଉଠାଉ ନଥିଲେ ଆମିର ଖାନ୍ Read More »

Chandrayaan-2, chandrayaan 2, moon surface, ISRO, water molecules, rising odisha

ଚନ୍ଦ୍ରୟାନ-୨ର କମାଲ, ଚନ୍ଦ୍ରରେ ଖୋଜିଲା ପାଣି

ଭାରତର ଦ୍ୱିତୀୟ ଚନ୍ଦ୍ର ମିଶନ ଚନ୍ଦ୍ରୟାନ-୨ ଚନ୍ଦ୍ରମାରେ ପାଣିର ଅଣୁ ଖୋଜିବାରେ ସଫଳ ହୋଇଛି । ମିଶନ କାଳରେ ମିଳିଥିବା ତଥ୍ୟରୁ ଏହା ଜଣା ପଡିଛି । ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ –ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଏ ଏସ କିରଣ କୁମାରଙ୍କ ସହଯୋଗରେ ଲେଖାଯାଇଥିବା ଏକ ରିସର୍ଚ୍ଚ ପେପରେ କୁହାଯାଇଛି କି, ଚନ୍ଦ୍ରୟାନ-୨ରେ ଲାଗିଥିବା ଉପକରଣରେ ‘ଇମାଜିଂ ଇନଫ୍ରାରେଡ୍ ସ୍ପେକ୍ଟ୍ରୋମିଟର’ ନାମକ ଏକ ଉପକରଣ ରହିଛି । ଯାହା ବୈଜ୍ଞାନିକ ତଥ୍ୟ ହାସଲ କରିବା ପାଇଁ …

ଚନ୍ଦ୍ରୟାନ-୨ର କମାଲ, ଚନ୍ଦ୍ରରେ ଖୋଜିଲା ପାଣି Read More »

10-3-2-1 method, 10-3-2-1 trick, dr raj karan, dr karan, rule no 10, rule no 3, rule no 2, rule no 1, rising odisha

ନିଦ ଆସୁନି କି ? ୧୦-୩-୨-୧ର ଟ୍ରିକ୍ କରିବ ତୁରନ୍ତ କାମ..

ଦୁନିଆରେ ଏମିତି କମ ଲୋକ ଅଛନ୍ତି ଯେଉଁମାନଙ୍କୁ ବିଛଣାରେ ପଡୁ ପଡୁ ନିଦ ଆସିଯାଏ । ଅନେକ ଲୋକ ବହୁତ ସମୟ ବିଛଣାର କଡ ଲେଉଟାଇବା ପରେ ସେମାନଙ୍କୁ ନିଦ ଆସିଥାଏ । ଅନେକ ଶୀଘ୍ର ଶୋଇବାକୁ ଚାହାନ୍ତି କିନ୍ତୁ ନିଦ ନଆସିବା କାରଣରୁ ବିଛଣାକୁ ଯିବାକୁ ଡରନ୍ତି । ଏଭଳି ଲୋକଙ୍କ ପାଇଁ ଖୁସି ଖବର ଆଣିଛନ୍ତି ଇଂଲଣ୍ଡରେ ରହୁଥିବା ଜଣେ ଭାରତୀୟ ବଂଶୋଦ୍ଭବ ଡାକ୍ତର । ଏହି ଡାକ୍ତରଙ୍କ ନାମ ହେଉଛି ରାଜ କରଣ …

ନିଦ ଆସୁନି କି ? ୧୦-୩-୨-୧ର ଟ୍ରିକ୍ କରିବ ତୁରନ୍ତ କାମ.. Read More »

RTI, Righ to information, right to information act, rising odisha

ସୂଚନା ମାଗିବାର କାରଣ କହିବାକୁ ଆପଣ ବାଧ୍ୟ ନୁହଁନ୍ତି, ନିଜ ପରିଚୟ ଗୋପନ ରଖି ମାଗି ପାରିବେ ସୂଚନା

Right to Information: ଆରଟିଆଇ ଅର୍ଥାତ ରାଇଟ୍ ଟୁ ଇନଫର୍ମେସନ ବା ସୂଚନା ମାଗିବାର ଅଧିକାର । ଗଣତନ୍ତ୍ରକୁ ଅଧିକ ମଜବୁତ କରିବା ପାଇଁ, ଶାସନରେ ପାରଦର୍ଶିତା ଆଣିବା ତଥା ଦୁର୍ନିତୀ ଉପରେ ଲଗାମ କଷିବା ପାଇଁ ସଂସଦ ସୂଚନା ଅଧିକାର ଅଧିନିୟମ ୨୦୦୫କୁ ଲାଗୁ କରିଥିଲେ । ସାଧାରଣତଃ ଏହି ଧାରଣା ଅଛି ଯେ, କୌଣସି ବିଷୟରେ ସୂଚନା ମାଗିବା ପାଇଁ ଏକ ନିର୍ଧାରିତ ଫର୍ମାଟ୍ ରହିଛି ଓ ଏହି ଫର୍ମାଟ୍ ଆଧାରରେ ହିଁ ଆବେଦନ …

ସୂଚନା ମାଗିବାର କାରଣ କହିବାକୁ ଆପଣ ବାଧ୍ୟ ନୁହଁନ୍ତି, ନିଜ ପରିଚୟ ଗୋପନ ରଖି ମାଗି ପାରିବେ ସୂଚନା Read More »

taliban, afghanistan, taliban terrorists, afghan girls and womens, sex slaves, capturing afghan womens, ashraf ghani, sharia law, afghanistan taliban, rising odisha

ଆଫଗାନସ୍ଥାନୀ ମହିଳାଙ୍କୁ ‘ଯୌନଦାସୀ’ କରୁଛି ତାଲିବାନ, ବଳପୂର୍ବକ ଘରୁ ହେଉଛି ଅପହରଣ

ତାଲିବାନ୍ ଧିରେ ଧିରେ ଆଫଗାନିସ୍ତାନ ଉପରେ ନିଜ କବଜା ମଜବୁତ କରିବାରେ ଲାଗିଛି । ଆମେରିକା ହାତ ଛାଡିବା ପରେ ଏବେ ତାଲିବାନ ଦେଶର ବଡ ଭୂଭାଗ ଉପରେ ନିଜ କବଜା ଜମାଇ ସାରିଲାଣି । ଏହାରି ଭିତରେ ଏମିତି ଖବର ଆସୁଛି ଯାହା ଦୁନିଆକୁ ବିବ୍ରତ କରୁଛି । କୁହାଯାଉଛି ଯେ, ତାଲିବାନ ଆଫଗାନୀ ଯୁବତୀ, ମହିଳାଙ୍କୁ ଯୌନଦାସୀ କରୁଛି । ମିଡିଆ ରିପୋର୍ଟ ଅନୁସାରେ ତାଲିବାନ ଆଫଗାନସ୍ଥାନୀ ଯୁବତୀ, ମହିଳାଙ୍କୁ ସେକ୍ସ ସ୍ଲେଭ୍ ବା …

ଆଫଗାନସ୍ଥାନୀ ମହିଳାଙ୍କୁ ‘ଯୌନଦାସୀ’ କରୁଛି ତାଲିବାନ, ବଳପୂର୍ବକ ଘରୁ ହେଉଛି ଅପହରଣ Read More »

Cricket, cricket at olympics, 1896 olympics, paris olympics, france vs england, france and britain, st louis olympics, ICC, Indian cricket, cricket history at olympics, rising odisha

ଆଗରୁ ତିନିଥର ଅଲମ୍ପିକ୍ସରେ ସାମିଲ ହୋଇଥିଲା କ୍ରିକେଟ୍ କିନ୍ତୁ ଦୁଇଥର ଖେଳିବାକୁ ଆସିନଥିଲେ ଟିମ୍

ICC ବା ଇଣ୍ଟରନ୍ୟାସନାଲ କ୍ରିକେଟ୍ କମିଟି ଅଲମ୍ପିକ୍ସରେ କ୍ରିକେଟକୁ ସାମିଲ କରିବାକୁ ଉଦ୍ୟମ କରିବ ବୋଲି ଘୋଷଣା କରିଛି । ୨୦୨୮ ଲସଏଞ୍ଜଲେସ ଅଲମ୍ପିକ୍ସରେ କ୍ରିକେଟକୁ ସାମିଲ କରିବାକୁ ଆଇସିସି ଉଦ୍ୟମ କରିବ । ଭାରତ ଭଳି ଦେଶରେ କ୍ରିକେଟ କାହିଁକି ଅଲମ୍ପିକ୍ସରେ ସାମିଲ ନାହିଁ ବୋଲି ଅନେକ ସମୟରେ ପ୍ରଶ୍ନ ଉଠେ । ୨୦୨୮ରେ କ୍ରିକେଟକୁ ସାମିଲ କରିବା ପାଇଁ ଆଇସିସିର ଉଦ୍ୟମ ନିଶ୍ଚିତ ଭାବେ ଭାରତୀୟ ଉପମହାଦେଶ ପାଇଁ ଖୁସି ଖବର । କାରଣ …

ଆଗରୁ ତିନିଥର ଅଲମ୍ପିକ୍ସରେ ସାମିଲ ହୋଇଥିଲା କ୍ରିକେଟ୍ କିନ୍ତୁ ଦୁଇଥର ଖେଳିବାକୁ ଆସିନଥିଲେ ଟିମ୍ Read More »

RSS
Follow by Email
Scroll to Top
Close Bitnami banner
Bitnami