Author name: user

bacha bazi, afghanistan, taliban, sex exploitation, sexually abuse children, dancing boys of afghanistan, rising odisha

ଆଫଗାନିସ୍ତାନରେ ‘ବଚ୍ଚାବାଜୀ’ ପରମ୍ପରା କ’ଣ ? ଯେଉଁଥିରେ ଛୋଟ ପିଲାଙ୍କ ଦ୍ୱାରା କରାଯାଇଥାଏ ଘୃଣ୍ୟ କାମ..

ତାଲିବାନ ଆଫଗାନିସ୍ତାନକୁ ନିଜ ଅଧିକାରକୁ ନେବା ପରଠାରୁ ସେହି ଦେଶର ନାଗରିକ ଆତଙ୍କ ଭିତରେ ଯିଇଁବାକୁ ବାଧ୍ୟ । ପୁରା ଦେଶକୁ ତାଲିବାନ ସିଲ୍ କରିଦେଇଥିବା ବେଳେ ମହିଳାଙ୍କ ଉପରେ ଆରମ୍ଭ ହୋଇଗଲାଣି ଅତ୍ୟାଚାର । ତାଲିବାନ କ୍ଷମତାକୁ ଆସିବା ସହିତ ମହିଳାଙ୍କ ଅଧିକାର ଆଉ କିଛି ରହିବ ନାହିଁ ବୋଲି ଆଶଙ୍କା ପ୍ରକାଶ ପାଉଛି । ତେବେ ଏମିତି ନୁହେଁ ଯେ, ତାଲିବାନ ପାଇଁ ହିଁ ଆଫଗାନିସ୍ତାନରେ ସବୁକିଛି ଖରାପ ହେଉଛି । ଆଫଗାନିସ୍ତାନରେ ତାଲିବାନ …

ଆଫଗାନିସ୍ତାନରେ ‘ବଚ୍ଚାବାଜୀ’ ପରମ୍ପରା କ’ଣ ? ଯେଉଁଥିରେ ଛୋଟ ପିଲାଙ୍କ ଦ୍ୱାରା କରାଯାଇଥାଏ ଘୃଣ୍ୟ କାମ.. Read More »

pakistan, afghan refugees, corona infected persons, pakistan ISI, pakistan terrorists, afghanistan instability, bangladesh instability, terrorism, rising odisha

ଶରଣାର୍ଥୀଙ୍କ ଆଢୁଆଳରେ କରୋନା ସଂକ୍ରମିତଙ୍କୁ ଶତ୍ରୁ ଦେଶକୁ ପଠାଇବା ପାଇଁ ପାକ୍ ଷଡ଼ଯନ୍ତ୍ର

ତିନି ଲକ୍ଷର ସୈନିକ ଓ ତିନି ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ପରେ ବି ଆଫଗାନିସ୍ତାନରେ କ୍ଷମତା ଦଖଲ କରିଛି ତାଲିବାନ । ତାଲିବାନର କ୍ଷମତା ଦଖଲ ସହିତ ସେହି ଦେଶରୁ ଶରଣାର୍ଥୀ ଅନ୍ୟ ଦେଶକୁ ପଳାୟନ କରୁଛନ୍ତି । ତାଲିବାନ ଅତ୍ୟାଚାରରୁ ରକ୍ଷା ପାଇବା ପାଇଁ ଏହି ଶରଣାର୍ଥୀ ନିଜ ଦେଶ ଛାଡି ପଳାୟନ କରୁଥିବାବେଳ ଏବେ ଆଶଙ୍କା ସୃଷ୍ଟି ହେଲାଣି ଯେ, ଶରଣାର୍ଥୀଙ୍କୁ ନେଇ ପାକିସ୍ତାନର କୁଖ୍ୟାତ ଗୁଇନ୍ଦା ଏଜେନ୍ସି ଆଇ ଏସ ଆଇ …

ଶରଣାର୍ଥୀଙ୍କ ଆଢୁଆଳରେ କରୋନା ସଂକ୍ରମିତଙ୍କୁ ଶତ୍ରୁ ଦେଶକୁ ପଠାଇବା ପାଇଁ ପାକ୍ ଷଡ଼ଯନ୍ତ୍ର Read More »

haqqani network, haqqani, al qaeda, sirajuddin haqqani, jalaluddin haqqani, India, rising odisha

ହକ୍କାନୀ ନେଟୱର୍କକୁ କାହିଁକି ଡରୁଛି ଭାରତ ?

ଆଫଗାନିସ୍ତାନ ଉପରେ ତାଲିବାନର କବଜା ପରେ ପୁରା ଦୁନିଆ ସହିତ ଭାରତର ଚିନ୍ତା ମଧ୍ୟ ବଢିଯାଇଛି । ଏହାର କାରଣ ହେଉଛି ତାଲିବାନ ସହିତ ଦୁଇଟି ବିପଜ୍ଜନକ ସଂଗଠନର ସମ୍ପର୍କ । ଏହି ଦୁଇ ସଂଗଠନର ନାମ ହେଉଛି ହକ୍କାନୀ ନେଟୱର୍କ ଓ ଅଲକାଏଦା । ତାଲିବାନର ଅଧିକାଂଶ ସୈନିକ ହକ୍କାନୀ ନେଟୱର୍କ ସହିତ ସମ୍ପର୍କ ରଖନ୍ତି । ଅନ୍ୟପକ୍ଷରେ ତାଲିବାନ ଓ ଅଲକାଏଦା ସମ୍ପର୍କ ବେସ ପୁରୁଣା । ୨୦୦୧ରେ ଅଲକାଏଦାକୁ ଖୋଜି ଖୋଜି ଆମେରିକା …

ହକ୍କାନୀ ନେଟୱର୍କକୁ କାହିଁକି ଡରୁଛି ଭାରତ ? Read More »

sheru, IMA, Indian military academy, talibani leader, afghanistan army, afghanistan taliban, sher mohammad abbas stanikzai, rising odisha

କ’ଣ ପାଇଁ ଇଣ୍ଡିଆନ ମିଲିଟାରି ଆକାଡେମି ଆସିଥିଲା ତାଲିବାନ ନେତା ଶେରୁ, କାହିଁକି ଗଙ୍ଗରେ ପକାଇଥିଲା ବୁଡ଼ ?

ତାଲିବାନ ଦୁଇ ଦଶକର କ୍ଷମତା ବନବାସ ପରେ ପୁଣିଥରେ ଆଫଗାନିସ୍ତାନରେ ସରକାର ଗଠନ କରିଛି । ଗଣତାନ୍ତ୍ରିକ ସରକାରକୁ କ୍ଷମତାରୁ ବେଦଖଲ କରି ତାଲିବାନ ଶାସନକୁ ଆସିବା ପଛରେ ରହିଛି ଏହାର କିଛି ଜେନରାଲଙ୍କ ମହତ୍ୱପୂର୍ଣ୍ଣ ଭୂମିକା । ସେହିଭଳି ଜଣେ ତାଲିବାନୀ ନେତା ହେଉଛନ୍ତି ଶେର ମହମ୍ମଦ । ଏହି ଶେର ମହମ୍ମଦଙ୍କ ଭାରତ ଲିଙ୍କ୍ ଜାଣିଲେ ଆପଣ ଆଶ୍ଟର୍ଯ୍ୟ ହେବେ । ଯେଉଁ ତାଲିବାନକୁ ନେଇ ଏବେ ଭାରତରେ ଏତେ ଆଶଙ୍କା ସୃଷ୍ଟି ହେଉଛି, …

କ’ଣ ପାଇଁ ଇଣ୍ଡିଆନ ମିଲିଟାରି ଆକାଡେମି ଆସିଥିଲା ତାଲିବାନ ନେତା ଶେରୁ, କାହିଁକି ଗଙ୍ଗରେ ପକାଇଥିଲା ବୁଡ଼ ? Read More »

taliban, afghanistan war, taliban commando force, badri 313, pakistan trained taliban, pakistan army, battle of badr, prophet mohammad, quran, rising odisha

ବଦ୍ରୀ-୩୧୩ : ତାଲିବାନର କମାଣ୍ଡୋ ଫୋର୍ସ, ଯାହାକୁ ଟ୍ରେନିଂ ଦେଇଛି ପାକିସ୍ତାନ

ତାଲିବାନ ଆତଙ୍କବାଦୀ କହିଲେ ଆଖି ଆଗକୁ ଆସିଯାଏ ସାଲୱାର କମିଜ ପିନ୍ଧିଥିବା , ମୁଣ୍ଡରେ ପଗଡି ଓ ହାତରେ ଏକ-୪୭ ଧରିଥିବା ଏଭଳି ବ୍ୟକ୍ତିର ଚିତ୍ର ଯାହାକୁ ଦେଖିଲେ ଲାଗିବ ସମୟ ୧୪ଶହ ବର୍ଷ ପଛକୁ ଚାଲିଯାଇଛି । ନିକଟରେ କାବୁଲ ତାଲିବାନ ହାତରେ ପଡିବା ପରେ ଏହା କ୍ୟାଡର ବଡ଼ ବଡ଼ ମଲ ଦେଖି ଆବାକାବା ହେଇଯାଉଛନ୍ତି । ସେମାନେ ଆଇସକ୍ରିମ୍ ଖାଉଛନ୍ତି, ପିଲାଙ୍କ ଦୋଳିରେ ଝୁଲୁଛନ୍ତି । ତାଲିବାନ ଆତଙ୍କାଦୀଙ୍କ ଏହି ରୂପ ଦେଖି …

ବଦ୍ରୀ-୩୧୩ : ତାଲିବାନର କମାଣ୍ଡୋ ଫୋର୍ସ, ଯାହାକୁ ଟ୍ରେନିଂ ଦେଇଛି ପାକିସ୍ତାନ Read More »

one rupee coin, 264 years ago, 50 paise, 25 paise, inflation, rising odisha

୨୬୪ ବର୍ଷ ତଳେ ପ୍ରଥମ ଥର ପାଇଁ ଭାରତରେ ଜାରି ହୋଇଥିଲା ଏକ ଟଙ୍କିଆ ମୁଦ୍ରା, ଜାଣନ୍ତୁ ଟଙ୍କାକ’ର କାହାଣୀ

ମୁଦ୍ରାସ୍ଫିତୀ ବଢିବା ସହିତ ହୁଏତ ଏମିତି ଗୋଟିଏ ଦିନ ଆସିବ ଯେତେବେଳେ ବଜାରରେ ଆଉ ଟଙ୍କିକିଆ ଚଳିବ ନାହିଁ । ଯେମିତି ୨୫ ପଇସା, ୫୦ ପଇସା ଆମ ଜିବଦ୍ଦସାରେ ଅତିତର କାହାଣୀ ହୋଇଗଲା ସେମିତି ହୁଏତ ଏକ ଟଙ୍କିଆ ମୁଦ୍ରା ବି ଇତିହାସ ପୃଷ୍ଠାକୁ ଚାଲିଯିବ । ତେବେ ଏକ ଟଙ୍କିଆ ଏବେବି ଯେତେବେଳେ ବଜାରରେ ଚାଲୁଛି ସେତେବେଳେ ଆସନ୍ତୁ ଜାଣି ନେବା ଏକ ଟଙ୍କିଆ ମୁଦ୍ରାର ଜନ୍ମଜାତକ । ବ୍ରିଟିଶ ବେପାରୀ ଭାବେ ଭାରତ …

୨୬୪ ବର୍ଷ ତଳେ ପ୍ରଥମ ଥର ପାଇଁ ଭାରତରେ ଜାରି ହୋଇଥିଲା ଏକ ଟଙ୍କିଆ ମୁଦ୍ରା, ଜାଣନ୍ତୁ ଟଙ୍କାକ’ର କାହାଣୀ Read More »

afghanistan taliban war, afghanistan warlords, warlords of afghanistan, abdur rashid dostum, atta mohammad noor, amrullah saleh, salima mazari, rising odisha

ତାଲିବାନ କବଜାରେ ଆଫଗାନିସ୍ତାନ, କୁଆଡେ ଦେଶର ‘ୱାର ଲର୍ଡ୍ସ’ ?

ଆଫଗାନିସ୍ତାନରେ ତାଲିବାନର ଦ୍ୱିତୀୟ ପାଳି ଆରମ୍ଭ ହୋଇ ସାରିଛି । ତାଲିବାନ ପୁଣିଥରେ ବଳପୂର୍ବକ କ୍ଷମତା ଦଖଲ କରିଛି । ଯାହା ଆଫଗାନିସ୍ତାନ ପାଇଁ କିଛି ନୂଆ ନୁହେଁ । କାରଣ ୧୯୬୦ ଦଶକରୁ ଆଫଗାନିସ୍ତାନରେ କୌଣସି ସରକାର ନିଜ ଇଛାରେ କ୍ଷମତା ଛାଡି ନାହିଁ । କେତେବେଳେ ସାମରିକ ବିଦ୍ରୋହ ତ’ କେତେବେଳେ ସୋଭିଏତ ରୁଷର ହସ୍ତକ୍ଷେପରେ ସରକାର ଯାଇଛନ୍ତି । ୧୯୯୦ ଦଶକରେ କମ୍ୟୁନିଷ୍ଟ ସରକାରର ପତନ ପରେ ମୁଜାହିଦ୍ଦିନ କ୍ଷମତାକୁ ଆସିଲେ କିନ୍ତୁ …

ତାଲିବାନ କବଜାରେ ଆଫଗାନିସ୍ତାନ, କୁଆଡେ ଦେଶର ‘ୱାର ଲର୍ଡ୍ସ’ ? Read More »

India, Afghanistan, India investments in afghanistan, kabul parliament house, salma dam, stor palace,

ଆଫଗାନିସ୍ତାନରେ ଫସିଛି ଭାରତର ଏତିକି ଟଙ୍କା, ଜାଣନ୍ତୁ କେଉଁଠି କେତେ ନିବେଶ କରିଛି ଭାରତ

ତାଲିବାନ କବଜାର ଆଫଗାନିସ୍ତାନ । ତାଲିବାନ ମାନେ ପାକିସ୍ତାନ । ପାକିସ୍ତାନ ମାନେ ଭାରତର ସ୍ୱାର୍ଥ ପ୍ରତି ବିପଦ । ୨୦୦୧ରେ ତାଲିବାନ ସରକାର ପତନ ପରେ ଭାରତ ଉପରେ ସେଠାକୁ ସେନା ପଠାଇବାକୁ ଆମେରିକାର ଚାପ ଥିଲା । କିନ୍ତୁ ତତ୍କାଳୀନ ଅଟଳ ବିହାରୀ ବାଜପାୟୀ ସରକାର ବିରୋଧୀ ଦଳଙ୍କୁ ବିଶ୍ୱାସକୁ ନେଇ ଆଫଗାନିସ୍ତାନକୁ ସେନା ପଠାଇ ନଥିଲା । ଭାରତ ସିଧାସଳଖ ଆଫଗାନିସ୍ତାନରେ ସାମରିକ ହସ୍ତକ୍ଷେପ କରିବାକୁ ଚାହିଁନଥିଲା । ଏହା ବଦଳରେ ଭାରତ …

ଆଫଗାନିସ୍ତାନରେ ଫସିଛି ଭାରତର ଏତିକି ଟଙ୍କା, ଜାଣନ୍ତୁ କେଉଁଠି କେତେ ନିବେଶ କରିଛି ଭାରତ Read More »

smart health card, odisha health card, cm naveen patnaik, odisha cm, annapurna, antodaya, odisha health services, hospitals connectivity, rising odisha

Smart Health Card in Odisha – A Gamechanger

History has been made on August 15, 2021, when our beloved Chief Minister Shri Naveen Patnaik announced the ‘Smart Health Card’ system in Odisha under the Biju Swasthya Kalyan Yojana. Around 3.5 crore individuals in the state under the Beneficiaries of national and state food security schemes, as well as Annapurna and Antyodaya projects, would …

Smart Health Card in Odisha – A Gamechanger Read More »

Modi government, central government, vehicle scrappage policy, new scrap policy, old vehicles, new vehicles, fitness certificate, rising odisha

ସରକାରଙ୍କ ନୂଆ ସ୍କ୍ରାପ୍ ନୀତି ବାବଦରେ ଜାଣିଛନ୍ତି କି ? ଲକ୍ଷେ ଟଙ୍କା ଶସ୍ତା ହୋଇପାରେ ନୂଆ ଗାଡି

କେନ୍ଦ୍ର ସରକାର ଶୁକ୍ରବାର ଦିନ ନୂଆ ସ୍କ୍ରାପ୍ ନୀତିର ଘୋଷଣା କରିଛନ୍ତି । ନୂଆ ନୀତି ଆସିବା ପରେ ନୂଆ ଗାଡି କ୍ରୟ ଓ ପୁରୁଣା ଗାଡିକୁ ନେଇ ଅନେକ ପରିବର୍ତ୍ତନ ଆସିବ । ଏହି ନୀତି କାରଣରୁ ବଜାରରେ ଥିବା ଅନେକ ପୁରୁଣା ଗାଡି କବାଡିଖାନାକୁ ଯିବ । ଏହା ସହିତ ନୂଆ ଗାଡି କିଣିଲେ ଲୋକଙ୍କୁ ଅନେକ ଫାଇଦା ମଧ୍ୟ ମିଳିବ । ଯଦି ଆପଣଙ୍କ ପାଖରେ ପୁରୁଣା ଗାଡି ଅଛି ଓ ଆପଣ …

ସରକାରଙ୍କ ନୂଆ ସ୍କ୍ରାପ୍ ନୀତି ବାବଦରେ ଜାଣିଛନ୍ତି କି ? ଲକ୍ଷେ ଟଙ୍କା ଶସ୍ତା ହୋଇପାରେ ନୂଆ ଗାଡି Read More »

RSS
Follow by Email
Scroll to Top
Close Bitnami banner
Bitnami