Author name: user

sidharth shukla, heart attack, tv actor, bigg boss winner, heart attack symptoms, heart attack causes, rising odisha

ହାର୍ଟ୍ ଆଟାକ କ’ଣ ? ଯାହା ନେଇଛି ସିଦ୍ଧାର୍ଥ ଶୁକ୍ଲାଙ୍କ ଜୀବନ ?

ଟିଭି ଦୁନିଆର ପ୍ରସିଦ୍ଧ ଅଭିନେତା ଓ ରିୟଲିଟି ସୋ’ ବିଗ୍ ବସ୍ ସିଜନ ୧୩ ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କର ମାତ୍ର ୪୦ ବର୍ଷ ବୟସରେ ହାର୍ଟ୍ ଆଟାକ କାରଣରୁ ଦେହାନ୍ତ ହୋଇ ଯାଇଛି । ଏହି ଖବର ନିଶ୍ଚିତ ଭାବେ ଦୁଃଖଦାୟକ କାରଣ ସିଦ୍ଧାର୍ଥ ଏମିତି ଗୋଟିଏ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି ଯେଉଁଠାରୁ ଯାତ୍ରା ଆରମ୍ଭ ହୁଏ । ସିଦ୍ଧାର୍ଥ ଦୈନିକ ବ୍ୟୟାମ କରୁଥିଲେ । ସେ ଥିଲେ ଗ୍ଲାମର ଦୁନିଆର ସବୁଠାରୁ କିଛି ଫିଟ୍ …

ହାର୍ଟ୍ ଆଟାକ କ’ଣ ? ଯାହା ନେଇଛି ସିଦ୍ଧାର୍ଥ ଶୁକ୍ଲାଙ୍କ ଜୀବନ ? Read More »

americas longest war, US army left afghanistan, 21 years in afghanistan, afghanistan taliban war, china's gameplan, rising odisha

ଆମେରିକା ଲଢିଲା ଇତିହାସର ସବୁଠାରୁ ଲମ୍ବା ଯୁଦ୍ଧ କିନ୍ତୁ ବିଜୟୀ ହେଲା ଚୀନ୍ !

କାବୁଲ ବିମାନ ବନ୍ଦର ଏବେ ତାଲିବାନ କବଜାରେ । ଏହା ସହିତ ପୂରା ଆଫଗାନିସ୍ତାନ (ପଂଜଶୀରକୁ ଛାଡି) ଏବେ ତାଲିବା ଅଧିକାରରେ । ଆମେରିକା ବିଶ୍ୱ ଇତିହାସର ସବୁଠାରୁ ଲମ୍ବା ଯୁଦ୍ଧ ଲଢିଲା ସତ କିନ୍ତୁ ଶେଷରେ ତାକୁ ପରାଜୟ ମିଳିଛି । ତାଲିବାନ କହୁଛି ଏହି ଲମ୍ବା ଯୁଦ୍ଧରେ ସେମାନେ ବିଶ୍ୱ ମହାଶକ୍ତିକୁ ପରାସ୍ତ କରିଛନ୍ତି । କିନ୍ତୁ ବାସ୍ତବତା ଆଉ କିଛି । ବାସ୍ତବତା ହେଉଛି ଏହି ଯୁଦ୍ଧରେ ଆମେରିକା ହାରିଛି କିନ୍ତୁ ତାଲିବାନ …

ଆମେରିକା ଲଢିଲା ଇତିହାସର ସବୁଠାରୁ ଲମ୍ବା ଯୁଦ୍ଧ କିନ୍ତୁ ବିଜୟୀ ହେଲା ଚୀନ୍ ! Read More »

major general chris donahue, last american soldier, last US soldier leaving afghanistan, US army, rising odisha

ଆଫଗାନିସ୍ତାନ ଛା଼ଡିବା ପୂର୍ବରୁ ଆମେରିକାର ଶେଷ ସୈନିକ ତାଲିବାନ କମାଣ୍ଡରକୁ କ’ଣ କହିଥିଲେ ?

୨୦ ବର୍ଷ ପରେ ଆମେରିକା ମଙ୍ଗଳବାର ଦିନ ଆଫଗାନିସ୍ତାନ ଛାଡିଛି । ସୋମବାର-ମଙ୍ଗଳବାର ମଧ୍ୟରାତ୍ରୀରେ ଆମେରିକାର ବାକି ସୈନିକ ତିନୋଟି ବିମାନରେ କାବଲୁ ଛାଡି ଚାଲିଯାଇଥିଲେ । ଆଫଗାନିସ୍ତାନର ଭବିଷ୍ୟତ କ’ଣ ହେବ ତାକୁ ନେଇ ଆଲୋଚନା ଚାଲିଥିବା ବେଳେ ପେଣ୍ଟାଗନ ଏହା ଭିତରେ କାବୁଲ ଛାଡିଥିବା ଶେଷ ସୈନିକଙ୍କ ଫଟୋକୁ ଟ୍ୱିଟ୍ କରିଛି । ଆସନ୍ତୁ ଜାଣିବା ଆଫଗାନିସ୍ତାନ ମାଟିକୁ ସଭାଶେଷର ‘ବାଏ’ କହିଥିବା ସେହି ଶେଷ ସୈନିକ କିଏ ଓ ଆଫଗାନିସ୍ତାନରେ ତାଙ୍କ ଦାୟିତ୍ୱ …

ଆଫଗାନିସ୍ତାନ ଛା଼ଡିବା ପୂର୍ବରୁ ଆମେରିକାର ଶେଷ ସୈନିକ ତାଲିବାନ କମାଣ୍ଡରକୁ କ’ଣ କହିଥିଲେ ? Read More »

akhundzada, hibatullah akhundzada, taliban supreme commander, mulla pmar, taliban commander, laurel miller, rising odisha

ତାଲିବାନ ପ୍ରମୁଖ ଆଖୁଁଦଜାଦା କ’ଣ ପାଇଁ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ ?

କାବୁଲ ଉପରେ ତାଲିବାନର କବଜା ପରଠାରୁ ଏହାର ବଡ଼ବଡ଼ ନେତା ଧିରେ ଧିରେ ସାମ୍ନାକୁ ଆସିବାରେ ଲାଗିଛନ୍ତି । ନିର୍ବାସନ, ଆତ୍ମଗୋପନ କରିଥିବା ତାଲିବାନ ନେତା ସବୁ ୨୦ ବର୍ଷ ପରେ ଲୋକଙ୍କ ସାମ୍ନାକୁ ଆସୁଛନ୍ତି । ସାମ୍ବାଦିକ ସମ୍ମିଳନୀରେ ନିଜ କଥା ରଖୁଛନ୍ତି । କିନ୍ତୁ ଜଣେ ବ୍ୟକ୍ତି ଏପର୍ଯ୍ୟନ୍ତ ପରଦା ଆଢୁଆଳରୁ ବାହାରି ନାହାନ୍ତି । ସେ ହେଉଛନ୍ତି ତାଲିବାନର ସୁପ୍ରିମ କମାଣ୍ଡର ହିବାତୁଲ୍ଲାହ ଆଖୁଁଦଜାଦା । ଅଖୁଁଯାଦା ପାକିସ୍ତାନରୁ ଆସି ଆଫଗାନିସ୍ତାନରେ ପହଂଚି …

ତାଲିବାନ ପ୍ରମୁଖ ଆଖୁଁଦଜାଦା କ’ଣ ପାଇଁ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ ? Read More »

china, pakistan, war, pakistan china, tanks, agreements, rising odisha

ପାକିସ୍ତାନୀ ଟ୍ୟାଙ୍କକୁ ଖରାପ କରିଦେଲା ଚୀନ୍ ? ଦୁଇ ବନ୍ଧୁଙ୍କ ମଧ୍ୟରେ ଆରମ୍ଭ ହେଲା ଝଗଡା

ଚୀନ ଓ ପାକିସ୍ତାନ, ସବୁ ପାଗର ବନ୍ଧୁ । ଏକଥା ଚୀନ ନେତାଙ୍କ ମୁହଁରୁ କମ ପାକିସ୍ତାନୀ ନେତାଙ୍କ ମୁହଁରୁ ଅଧିକ ଶୁଣିବାକୁ ମିଳିଥାଏ । ଏବେ କିନ୍ତୁ ସେଇ ଦୁଇ ସବୁ ପାଗର ବନ୍ଧୁଙ୍କ ମଧ୍ୟରେ ଗୋଟିଏ ଛୋଟିଆ କଥାକୁ ନେଇ ଝଗଡା ଆରମ୍ଭ ହୋଇଯାଇଛି । ପାକିସ୍ତାନର ଅଭିଯୋଗ ଯେ, ଚୀନ ସେମାନଙ୍କ ଟ୍ୟାଙ୍କକୁ ଖରାପ କରିଦେଇଛି । ଚୀନ ଭାଇଙ୍କ ଉତ୍ତର ହେଉଛି ପାକିସ୍ତାନୀ ବେସି ମୁଲଚାଲ କରୁଛନ୍ତି । ଦୁଇ ସବୁ …

ପାକିସ୍ତାନୀ ଟ୍ୟାଙ୍କକୁ ଖରାପ କରିଦେଲା ଚୀନ୍ ? ଦୁଇ ବନ୍ଧୁଙ୍କ ମଧ୍ୟରେ ଆରମ୍ଭ ହେଲା ଝଗଡା Read More »

airplanes, aeroplane, white colour airplanes, passenger airplanes, rising odisha

ଯାତ୍ରୀବାହି ବିମାନର ରଙ୍ଗ କାହିଁକି ଧଳା ହୋଇଥାଏ ? ଜାଣନ୍ତୁ କାରଣ

ଯେତେବେଳେ ବି ଆପଣ କୌଣସି ପାସେଞ୍ଜର ପ୍ଲେନରେ ବସିଥିବେ ଆପଣଙ୍କ ମନକୁ ଗୋଟିଏ ପ୍ରଶ୍ନ ଆସିଥିବା ଯେ, ସବୁ ଯାତ୍ରୀବାହି ବିମାନର ରଙ୍ଗ କାହିଁକି ଧଳା ହୋଇଥାଏ ? ଆପଣ କେବେ ମଧ୍ୟ କୌଣସି ବି ଏୟାରଲାଇନ୍ସର ଯାତ୍ରୀବାହି ବିମାନକୁ ଅଲଗା ରଙ୍ଗରେ ଦେଖିନଥିବେ । ତେଣୁ ଏହି ପ୍ରଶ୍ନ ମନକୁ ଆସିବା ସ୍ୱଭାବିକ ଯେ, କ’ଣ ପାଇଁ କୌଣସି ଏୟାରଲାଇନ୍ସ ଅଲଗା ରଙ୍ଗର ବିମାନ ବ୍ୟବହାର କରନ୍ତି ନାହିଁ । ଆସନ୍ତୁ ଜାଣିବା ଏହାର ଉତ୍ତର …

ଯାତ୍ରୀବାହି ବିମାନର ରଙ୍ଗ କାହିଁକି ଧଳା ହୋଇଥାଏ ? ଜାଣନ୍ତୁ କାରଣ Read More »

khorasan, khurasan, islamic state khorasan, iskp, iran, taliban afghanistan war, what is khorasan, islamic state, syria and iraq, rising odisha

ଖୋରାସାନ ଅଞ୍ଚଳ କେଉଁଠି ଅଛି ଯାହାକୁ ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ୍ ନିଜ ନାଁ ସହିତ ଯୋଡିଛି ?

ତାଲିବାନ ଆଫଗାନିସ୍ତାନ ଉପରେ କବଜା କରିବା ସହିତ ଦୋମୁହାଁ ଚ୍ୟାଲେଂଜର ସମ୍ସୁଖୀନ ହୋଇଛି । ଗୋଟିଏ ପଟେ ଅଛି ପଞ୍ଜଶୀର ଓ ଅନ୍ୟ ପଟେ ଅଛି ଇସଲାମିକ୍ ଷ୍ଟେଟ୍ । ଇସଲାମିକ ଷ୍ଟେଟ୍ ଖୋରାସାନ କାବୁଲରେ ୪ ଦିନ ଭିତରେ ଦୁଇ ଦୁଇଥର ଆକ୍ରମଣ କରି ସ୍ପଷ୍ଟ ସନ୍ଦେଶ ଦେଇଛି ଯେ, ଶାସନ କରିବା ଏତେ ସହଜ ନୁହେଁ । ପ୍ରଥମ ଆକ୍ରମଣର ତିନି ଦିନ ପରେ ରବିବାର ଦିନ ଇସଲାମିକ ଷ୍ଟେଟ୍ କାବୁଲ ବିମାନ ବନ୍ଦର …

ଖୋରାସାନ ଅଞ୍ଚଳ କେଉଁଠି ଅଛି ଯାହାକୁ ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ୍ ନିଜ ନାଁ ସହିତ ଯୋଡିଛି ? Read More »

kabul rescue, indian nationals, India, tajikistan, northern alliance, indian aircraft, rising odisha

ଦେଶ ବାହାରେ ଥିବା ଭାରତର ସେଇ ବିମାନ ଘାଟି ଯାହା ତାଲିବାନକୁ ଡରାଉଛି..

ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ନିଜ ଦେଶ ସୀମା ବାଦ ମଧ୍ୟ ଅନ୍ୟଦେଶରେ ସାମରିକ ଘାଟି ତିଆରି କରିଥାନ୍ତି । ଯାହାର ଏକମାତ୍ର ରଣନୈତିକ ଉଦ୍ଦେଷ୍ୟ ହେଉଛି ଯୁଦ୍ଧ ଭଳି ପରିସ୍ଥିତିରେ ସେହି ସାମରିକ ଘାଟିକୁ ନିଜ ସୁରକ୍ଷା ପାଇଁ ବ୍ୟବହାର କରିବା । ଆମେରିକାର ସାନ ଡିଆଗୋଠାରୁ କତାର ପର୍ଯ୍ୟନ୍ତ ସାମରିକ ଘାଟି ରହିଛି । ସେହିଭଳି ଜାପାନରେ ମଧ୍ୟ ଆମେରିକାର ସାମରିକ ଘାଟି ରହିଛି । ଏହି ସବୁ ଘାଟି ଦ୍ୱାରା ଆମେରିକା ଚୀନ ଭଳି …

ଦେଶ ବାହାରେ ଥିବା ଭାରତର ସେଇ ବିମାନ ଘାଟି ଯାହା ତାଲିବାନକୁ ଡରାଉଛି.. Read More »

afghanistan, taliban, afghan air force, afghan air force planes and helicopters, planes and helicopters, afghanistan fighter planes, rising odisha

ଆଫଗାନ ବାୟୁସେନାର ୨ଶହ ବିମାନ ଗଲା କୁଆଡେ ?

ଅନେକ ଲୋକଙ୍କ ପାଇଁ ଏହା ମିଲିୟନ ଡଲାରର ପ୍ରଶ୍ନ ଯେ, ଆଫଗାନିସ୍ତାନ ପାଖରେ ଗୋଟିଏ ବାୟୁସେନା ଥିଲେ ମଧ୍ୟ ଏହା ତାଲିବାନ ଉପରେ ଆକ୍ରମଣ କରିନଥିଲା । ଆଉ ସବୁଠାରୁ ବଡ କଥା ହେଉଛି ୨ଶହ ବିମାନକୁ ନେଇ ଗଠିତ ବାୟୁସେନା ହାୱାରେ ମିଳେଇ ଯାଇଥିଲା । ଏମିତିରେ ପ୍ରଶ୍ନ ଉଠୁଛି ଯେ, ଏହି ୨ଶହ ବିମାନ ଗଲେ କୁଆଡେ ? ୨୦୦୨ରେ ଆଫଗାନିସ୍ତାନୀ ବାୟୁସେନାର ଗଠନ ହୋଇଥିଲା । ଯେଉଁଥିରେ ଥିଲା ମୋଟ ୨୪୨ ବିମାନ …

ଆଫଗାନ ବାୟୁସେନାର ୨ଶହ ବିମାନ ଗଲା କୁଆଡେ ? Read More »

kashmir terrorists, jammu and kashmir, taliban terrorists, pakistan, imran khan, narendra modi, India pakistan, kashmir violence, america weapons in afghanistan, rising odisha

ଲୁଟ୍ ଆମେରିକା ଅସ୍ତ୍ର ପାକିସ୍ତାନ ଦେଇ କାଶ୍ମୀରରେ ପହଞ୍ଚିବ !

ତରବରିଆ ଭାବେ ଆଫଗାନିସ୍ତାନ ଛାଡିବା ସହ ଆମେରିକା ପଛରେ ଛାଡି ଯାଇଥିଲା ଢେର ଆଧୁନିକ ଅସ୍ତ୍ର । ସେହି ସବୁ ଛୋଟ ଅସ୍ତ୍ରଠାରୁ ଆରମ୍ଭ କରି ବଡ ସାଞ୍ଜୁଆ ଗାଡି ଏବେ ତାଲିବାନ ହାତରେ ପଡିଛି । ଏହି ସବୁ ଅସ୍ତ୍ର କେବଳ ତାଲିବାନର ଶକ୍ତି ବଢାଇନାହିଁ ଏହା ମଧ୍ୟ ତାକୁ ଅର୍ଥ ରୋଜଗାରର ସୁଯୋଗ ଦେଇଛି । ତାଲିବାନ ଏବେ ସେହି ସବୁ ଅସ୍ତ୍ର ମଧ୍ୟରୁ ଯଥେଷ୍ଟ ନିଜ ପାଇଁ ରଖି ବଳକା ଅସ୍ତ୍ରକୁ ପାକିସ୍ତାନକୁ …

ଲୁଟ୍ ଆମେରିକା ଅସ୍ତ୍ର ପାକିସ୍ତାନ ଦେଇ କାଶ୍ମୀରରେ ପହଞ୍ଚିବ ! Read More »

RSS
Follow by Email
Scroll to Top
Close Bitnami banner
Bitnami