Author name: user

pakistan junagadh, junagadh, nawab of junagadh, kashmir issue, imran khan, sir creek line, rising odisha

କାଶ୍ମୀର ପରେ ଜୁନାଗଡ ଉପରେ ଦାବି ରଖିଲା ପାକିସ୍ତାନ, ଫେରାର ନବାବ କହିଲେ ଜୁନାଗଡକୁ ଦିଅ ସ୍ୱାଧିନତା

ପଞ୍ଜାବ ଓ କାଶ୍ମୀର ପରେ ଏବେ ପାକିସ୍ତାନ ଗୁଜୁରାଟର ଜୁନାଗଡ ଉପରେ ନଜର ପକାଇଛି । ପାକିସ୍ତାନର କୁଖ୍ୟାତ ଆଇଏସଆଇ ଓ ଜୁନାଗଡର ତଥାକଥିତ ନବାବ ମହମ୍ମଦ ଜାହାଙ୍ଗୀର ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜୁନାଗଡ ପାଇଁ ସ୍ୱାଧିନତାର ଦୂତ ବନନ୍ତୁ ବୋଲି ଅନୁରୋଧ କରିଛନ୍ତି । ଜାହାଙ୍ଗୀର ଚାହାନ୍ତି ଯେ, କାଶ୍ମୀରକୁ ପ୍ରସଙ୍ଗକୁ ଯେମିତି ଇମ୍ରାନ ଅନ୍ତର୍ଜାତୀୟ ମଂଚରେ ରଖୁଛନ୍ତି ସେମିତି ଜୁନାଗଡକୁ ମଧ୍ୟ ରଖନ୍ତୁ । ରେଡିଓ ପାକିସ୍ତାନ ଅନୁସାରେ ଜାହାଙ୍ଗିର ଏକ ବୟାନ …

କାଶ୍ମୀର ପରେ ଜୁନାଗଡ ଉପରେ ଦାବି ରଖିଲା ପାକିସ୍ତାନ, ଫେରାର ନବାବ କହିଲେ ଜୁନାଗଡକୁ ଦିଅ ସ୍ୱାଧିନତା Read More »

printing money, currency, reserve bank, RBI, reserve bank of india, one rupee note printing cost, 2000 rupee note printing cost, rising odisha

୨ ହଜାର ଟଙ୍କା ଛାପିବାରେ ଯେତିକି ଖର୍ଚ୍ଚ ହୁଏ ତା’ଠାରୁ ଅଧିକ ଏକ ଟଙ୍କିଆ ମୁଦ୍ରା ତିଆରିରେ ଖର୍ଚ୍ଚ କରେ ରିଜର୍ଭ ବ୍ୟାଙ୍କ

ଭାରତରେ ଟଙ୍କା ଛାପିବାର ଅଧିକାର କେବଳ ଭାରତୀୟ ରିଜର୍ଭ ବ୍ୟାଙ୍କ ପାଖରେ ହିଁ ରହିଛି । କେବଳ ୧ ଟଙ୍କିଆ ନୋଟକୁ ଛାଡିଦେଲେ ବାକି ସମସ୍ତ ନୋଟ ଆରବିଆଇ ହିଁ ମୁଦ୍ରଣ କରନ୍ତି। ୧ ଟଙ୍କିଆ ନୋଟକୁ ଅର୍ଥମନ୍ତ୍ରାଳୟ ମୁଦ୍ରଣ କରିଥାନ୍ତି । ଅନ୍ୟ ସବୁ ନୋଟରେ ଆରବିଆଇ ଗଭର୍ଣ୍ଣରଙ୍କ ହସ୍ତାକ୍ଷର ଥିବାବେଳେ ୧ ଟଙ୍କିଆ ନୋଟରେ ଅର୍ଥମନ୍ତ୍ରାଳୟ ସଚିବଙ୍କ ହସ୍ତାକ୍ଷର ରହିଥାଏ। କେବଳ ନୋଟ ନୁହେଁ ଆରବିଆଇ ସାରା ଦେଶରେ ମୁଦ୍ରା ମଧ୍ୟ ଯୋଗାଣ କରିଥାନ୍ତି। …

୨ ହଜାର ଟଙ୍କା ଛାପିବାରେ ଯେତିକି ଖର୍ଚ୍ଚ ହୁଏ ତା’ଠାରୁ ଅଧିକ ଏକ ଟଙ୍କିଆ ମୁଦ୍ରା ତିଆରିରେ ଖର୍ଚ୍ଚ କରେ ରିଜର୍ଭ ବ୍ୟାଙ୍କ Read More »

vladimir putin, putin, russian president, sweden couple, name of vladimir putin, swiss government, rising odisha

ବାପା ମା’ ଦେଲେ ପୁଅ ନାମ ଭ୍ଲାଦିମିର ପୁତିନ, ସରକାର କହିଲେ ହେଇ ପାରିବନି..

ଦୁନିଆରେ ପ୍ରାୟ ସବୁଦେଶରେ ପିଲାଙ୍କ ନାମ କୌଣସି ପ୍ରସିଦ୍ଧ ବ୍ୟକ୍ତିଙ୍କ ନାମରେ ରଖିବାର ଚଳନ ରହିଛି । କିନ୍ତୁ ୟୁରୋପରେ ଏମିତି ଗୋଟିଏ ଦେଶ ରହିଛି ଯେଉଁଠି ନିଜ ପିଲାଙ୍କ ନାମ କରଣ ପୂର୍ବରୁ ଅଭିଭାବକଙ୍କୁ ସରକାରଙ୍କଠାରୁ ଅନୁମତି ନେବାକୁ ପଡିଥାଏ । ଏହି ଦେଶର ନାମ ହେଉଛି ସ୍ୱିଡେନ । ସ୍ୱିଡେନର ସରକାର ନିକଟରେ ଏକ ଦମ୍ପତ୍ତିଙ୍କୁ ତାଙ୍କ ପୁଅର ନାମ ଭାଦିମିର ପୁତିନ ନରଖିବାକୁ କହିଛନ୍ତି । ସରକାର ଏହି ପିଲାର ଅଭିଭାବକଙ୍କୁ ପୁତିନ …

ବାପା ମା’ ଦେଲେ ପୁଅ ନାମ ଭ୍ଲାଦିମିର ପୁତିନ, ସରକାର କହିଲେ ହେଇ ପାରିବନି.. Read More »

sun, sun will die, human race, age of sun, human race, star, rising odisha

ଏକ ହଜାର କୋଟି ବର୍ଷ ପରେ ଆମ ସୂର୍ଯ୍ୟର ହେବ ମୃତ୍ୟୁ, ସେତେବେଳେ ମାନବ ପ୍ରଜାତି କେଉଁଠି ଥିବ ?

ସୂର୍ଯ୍ୟ ଯଦି ନରହିବ ତେବେ କ’ଣ ହେବ ? ନିଶ୍ଚିତ ରୂପେ ବିନା ସୂର୍ଯ୍ୟରେ ପୃଥିବୀରେ ଜୀବନ ଅସମ୍ଭବ ହୋଇଯିବ । ତେବେ ପ୍ରଶ୍ନ ହେଉଛି ଯେତେବେଳେ ସୂର୍ଯ୍ୟ ରହିବ ନାହିଁ ସେତେବେଳେ ମାନବ ପ୍ରଜାତି କେଉଁଠି ଥିବ ? ମାନବ ତା’ ପାଇଁ ଆଉ ଗୋଟିଏ ସୌର ମଣ୍ଡଳରେ ଆଉ ଗୋଟିଏ ପୃଥିବୀ ଖୋଜି ନେଇଥିବ କି ? ବୈଜ୍ଞାନିକଙ୍କ ଅନୁସାରେ ଆଜିଠାରୁ ଏକ ହଜାର କୋଟି ବର୍ଷ ପରେ ଆମ ସୌର ମଣ୍ଡଳର କେନ୍ଦ୍ର …

ଏକ ହଜାର କୋଟି ବର୍ଷ ପରେ ଆମ ସୂର୍ଯ୍ୟର ହେବ ମୃତ୍ୟୁ, ସେତେବେଳେ ମାନବ ପ୍ରଜାତି କେଉଁଠି ଥିବ ? Read More »

NIRF ranking 2021, ARIIA ranking, college ranking factors, college and university ranking, IIT madras, rising odisha

କେମିତି ହୁଏ କଲେଜ ରାଙ୍କିଂ ? କେମିତି କଲେଜ ପାଆନ୍ତି ଟପ୍ ପୋଜିସନ ?

ଦ୍ୱାଦସ ବା ପ୍ଲସ ଟୁ ପରେ ପ୍ରାୟ ସମସ୍ତେ ଦେଶର ଟପ୍ କଲେଜରେ ନାମ ଲେଖାଇବାକୁ ଚାହାନ୍ତି । ଏଥିପାଇଁ ଇଛୁକ ପ୍ରାର୍ଥୀ ରାଙ୍କିଂ ଦେଖନ୍ତି ଯେ, କେଉଁ କଲେଜ ଟପ୍ ୧୦୦ ତାଲିକାରେ କେଉଁଠି ଅଛି । ତେବେ ଆପଣ ଜାଣିଛନ୍ତି କି ଦେଶର କଲେଜ ଓ ବିଶ୍ୱବିଦ୍ୟାଲୟ ରାଙ୍କିଂର ମାନଦଣ୍ଡ କ’ଣ । ଏଥିପାଇଁ ପ୍ରତି ବର୍ଷ ନ୍ୟାସନାଲ ଇନଷ୍ଟ୍ୟୁସନାଲ ରାଙ୍କିଂ ଫ୍ରେମୱାର୍କ (NIRF) କଲେଜର ରାଙ୍କିଂ ଜାରି କରିଥାଏ । ଚଳିତ ବର୍ଷ …

କେମିତି ହୁଏ କଲେଜ ରାଙ୍କିଂ ? କେମିତି କଲେଜ ପାଆନ୍ତି ଟପ୍ ପୋଜିସନ ? Read More »

bjp, bjp gujarat, gujarat elections 2022, vijay rupani, gujarat cm resigns, bjp minister, rising odisha

କେଉଁ ଡର ପାଇଁ ବିଜେପି ଗୁଜରାଟରେ ମୁଖ୍ୟମନ୍ତ୍ରୀ ରୂପାଣୀଙ୍କୁ ହଟାଇଲା ?

ବିଜେପି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କୁ ତାଙ୍କ ପଦରୁ ହଟାଇଛି । ଆସନ୍ତା ବର୍ଷ ଡିସେମ୍ବର ମାସରେ ଗୁଜରାଟରେ ନିର୍ବାଚନ ହେବା ପୂର୍ବରୁ ଏମିତି ରୂପାଣୀଙ୍କ ବିଦାୟକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ନିର୍ବାଚନ ଠିକ୍ ପୂର୍ବରୁ ମୁଖ୍ୟମନ୍ତ୍ରୀ ବଦଳାଇବା ପାଇଁ ବିଜେପି ଏମିତି ଖାଲିରେ ନିଷ୍ପତ୍ତି ନେଇ ନାହିଁ । ସତ ହେଉଛି ନରେନ୍ଦ୍ର ମୋଦି ଗୁଜରାଟ ଛାଡିବା ପରଠାରୁ ରାଜ୍ୟରେ ବିଜେପିର ସ୍ଥିତି ଦୁର୍ବଳ ହୋଇଛି । ବିଜେପିର ଦୁଇ ଶୀର୍ଷ ନେତା …

କେଉଁ ଡର ପାଇଁ ବିଜେପି ଗୁଜରାଟରେ ମୁଖ୍ୟମନ୍ତ୍ରୀ ରୂପାଣୀଙ୍କୁ ହଟାଇଲା ? Read More »

Pakistan nuclear bomb, pakistan against India, pakistan missiles, babur missile, India vs pakistan, rising odisha

ଭାରତ ବିରୋଧରେ ବ୍ୟବହାର ପାଇଁ ୨ ଶହ ପରମାଣୁ ବୋମା ରଖିଛି ପାକିସ୍ତାନ

ତାଲିବାନ ସହିତ ମିଶି ଭାରତର ଧ୍ୱଂସ ପାଇଁ ସ୍ୱପ୍ନ ଦେଖୁଥିବା ପାକିସ୍ତାନ ଏବେ ନିଜ ପରମାଣୁ ଅସ୍ତ୍ର ଷ୍ଟକକୁ ବଢାଇବାରେ ଲାଗିଛି । ବୁଲେଟିନ୍ ଅଫ୍ ଅଟୋମିକ୍ ସାଇଣ୍ଟିଷ୍ଟର ତାଜା ରିପୋର୍ଟ ଅନୁସାରେ ପାକିସ୍ତାନ ଯେଉଁ ଗତିରେ ଏବେ ପରମାଣୁ ବୋମା ତିଆରି କରୁଛି, ଯଦି ତାହା ଜାରି ରଖେ ତେବେ ୨୦୨୫ ସୁଧା ତା’ ପାଖରେ ୨ଶହ ୱାରହେଡ୍ ଜମା ହୋଇଯିବ । ବର୍ତ୍ତମାନ ଭାରତର ସବୁଠାରୁ ବଡ଼ ଶତ୍ରୁ ପାକିସ୍ତାନ ପାଖରେ ୧୬୫ ପରମାଣୁ …

ଭାରତ ବିରୋଧରେ ବ୍ୟବହାର ପାଇଁ ୨ ଶହ ପରମାଣୁ ବୋମା ରଖିଛି ପାକିସ୍ତାନ Read More »

DAB, the afghanistan bank head, afghanistan bank, taliban, rising odisha

ପାଖରେ ଲାପଟପ୍, ହାତରେ କାଲାସ୍ନିକୋଭ, ଇଏ ହେଉଛନ୍ତି ଆଫଗାନିସ୍ତାନ ରିଜର୍ଭ ବ୍ୟାଙ୍କ ମୁଖ୍ୟ

ରିଜର୍ଭ ବ୍ୟାଙ୍କ ମୁଖ୍ୟ ହେବା ପାଇଁ କ’ଣ ଯୋଗ୍ୟତା ଆବଶ୍ୟକ ? ସହଜ ଉତ୍ତର ହେଲା ଉଚ୍ଚ ଶିକ୍ଷିତ । ଅର୍ଥନୀତିରେ ବଡ଼ ଅନୁଷ୍ଠାନରୁ ଡିଗ୍ରୀ । କିନ୍ତୁ ଦେଶ ଯଦି ଆଫଗାନିସ୍ତାନ ହୋଇଥାଏ ତେବେ ରିଜର୍ଭ ବ୍ୟାଙ୍କ ମୁଖ୍ୟ ହେବା ପାଇଁ ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ ନାହିଁ । ଲାପଟପ ଚଳାଇ ଜାଣିବା ଯେତିକି ଜରୁରୀ ନୁହେଁ ତା’ଠାରୁ ଅଧିକ କାଲାସ୍ନିକୋଭ୍ ରାଇଫଲ ଠାରୁ ଷ୍ଟ୍ରିଞ୍ଜର ରକେଟ୍ ଚଳାଇ ଜାଣିଥିବା ଆବଶ୍ୟକ । ଲୋକଙ୍କୁ ପଏଣ୍ଟ୍ …

ପାଖରେ ଲାପଟପ୍, ହାତରେ କାଲାସ୍ନିକୋଭ, ଇଏ ହେଉଛନ୍ତି ଆଫଗାନିସ୍ତାନ ରିଜର୍ଭ ବ୍ୟାଙ୍କ ମୁଖ୍ୟ Read More »

RSS
Follow by Email
Scroll to Top
Close Bitnami banner
Bitnami