Author name: user

mosquito repellant, dengue and malaria, medicinal plants, mosquito repellant plants, rosemary, lavender, tulsi, marigold, lemon grass, rising odisha

ମଶା ଓ ଡେଙ୍ଗୁରୁ ଆପଣଙ୍କୁ ବଞ୍ଚାଇବ ଏହି ୫ ଗଛ, ନିଜ ବଗିଚାରେ ନିଶ୍ଚିନ୍ତ ଲଗାନ୍ତୁ

ବର୍ଷା ଦିନେ ମଶା ଉପଦ୍ରୁବ ବୃ୍ଦ୍ଧି ପାଇଥାଏ । ଏହା ସହିତ ମଶାଙ୍କ ବଂଶବୃଦ୍ଧି ମଧ୍ୟ ହୋଇଥାଏ । ବର୍ଷା ଦିନେ ଭାରତରେ ମଶା କାରଣରୁ ମେଲେରିଆ ଓ ଡେଙ୍ଗୁ ଭଳି ରୋଗର ପ୍ରକୋପ ବୃଦ୍ଧି ପାଇଥାଏ । ତେଣୁ ଏହି ସମୟରେ ଆମକୁ ସତର୍କ ରହିବାକୁ ପଡିବ । କିନ୍ତୁ ଘର ବଗିଚାରେ ଯଦି ଆମେ ୫ଟି ଗଛ ଲଗାଇବା ତେବେ ମଶା ଜନିତ ସମସ୍ୟାରୁ କିଛି ମାତ୍ରାରେ ମୁକ୍ତି ମିଳି ପାରିବ । ଆସନ୍ତୁ …

ମଶା ଓ ଡେଙ୍ଗୁରୁ ଆପଣଙ୍କୁ ବଞ୍ଚାଇବ ଏହି ୫ ଗଛ, ନିଜ ବଗିଚାରେ ନିଶ୍ଚିନ୍ତ ଲଗାନ୍ତୁ Read More »

kerala man, shares, PI industries, babu george, pp singhal, mewar oil and general mills, share holder, rising odisha

୪୩ ବର୍ଷ ତଳେ ୩୫ଶହ ଟି ସେୟାର କିଣି ଭୁଲିଯାଇଥିଲେ, ଏବେ ୧୪ ଶହ କୋଟି ଦେବାକୁ ଅମଙ୍ଗ ହେଉଛି କମ୍ପାନୀ

କଥାରେ ଅଛି ଭଗବାନ ଯେତେବେଳେ ଦିଅନ୍ତି ଆଖି ବୁଜି ଦିଅନ୍ତି । ଏତେ ଦିଅନ୍ତି ଯେ ପାଇବା ବାଲେ ଚକିତ ହୋଇଯାଏ । ସେମିତି କିଛି କେରଳର ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଘଟିଛି । ଏହି ବ୍ୟକ୍ତି ଜଣକ ୪୩ ବର୍ଷ ତଳେ ଗୋଟିଏ କମ୍ପାନୀର ୩୫ଶହ ଶେୟାର କିଣି ଭୁଲି ଯାଇଥିଲେ । ୪୩ ବର୍ଷ ପରେ ଏବେ ସେହି ସେୟାରର ମୂଲ୍ୟ ୧୪୪୮ କୋଟି ଟଙ୍କା ହୋଇଛି । ଆପଣ ଠିକ୍ ପଢିଛନ୍ତି, ୧୪୪୮ …

୪୩ ବର୍ଷ ତଳେ ୩୫ଶହ ଟି ସେୟାର କିଣି ଭୁଲିଯାଇଥିଲେ, ଏବେ ୧୪ ଶହ କୋଟି ଦେବାକୁ ଅମଙ୍ଗ ହେଉଛି କମ୍ପାନୀ Read More »

russia china, nuclear submarine, Indian navy, russia can give nuclear submarine to china, India russia relations, rising odisha

ଚୀନକୁ ଋଷ ଦେବ ପରମାଣୁ ବୁଡ଼ାଜାହଜ, ଚିନ୍ତାରେ ଭାରତ

ଆମେରିକା ଭାରତ ମହାସାଗର ଓ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଚୀନର ବଢୁଥିବା ପ୍ରଭାବକୁ ରୋକିବା ପାଇଁ ଅଷ୍ଟ୍ରେଲିଆ ଓ ବ୍ରିଟେନ୍ ସହିତ ମିଶି ‘ଅକ୍ସ’ ସାମରିକ ମେଣ୍ଟ୍ କରିଛି । ଆମେରିକା ଏବେ ଅଷ୍ଟ୍ରେଲିଆକୁ ପରମାଣୁ ବୁଡ଼ାଜାହଜ ଓ କ୍ରୁଇଜ୍ ମିଶାଇଲ ଦେବାକୁ ଯାଉଛି । ଅନ୍ୟପକ୍ଷରେ ବ୍ରିଟେନ୍ ପରମାଣୁ ଅସ୍ତ୍ରରେ ସଜ୍ଜିତ ନିଜ ପରମାଣୁ ବୁଡ଼ାଜାହଜକୁ ଅଷ୍ଟ୍ରେଲିଆରେ ମୁତ୍ତୟନ କରିବାକୁ ଯାଉଛି । ଯାହାକୁ ନେଇ ଚୀନ୍ କ୍ଷୁବ୍ଧ ଅଛି । ଏହାରି ଭିତରେ ଖବର …

ଚୀନକୁ ଋଷ ଦେବ ପରମାଣୁ ବୁଡ଼ାଜାହଜ, ଚିନ୍ତାରେ ଭାରତ Read More »

Gepard GM6 Lynx gun, britain special force, sas, rifle, hungary design rifle, rising odisha

ଦୁନିଆର ସବୁଠାରୁ ଶକ୍ତିଶାଳୀ ବନ୍ଧୁକ: ଗୋଟିଏ ଗୁଳିରେ ଖସିବ ବିମାନ, ଦୁଇ କିଲୋମିଟର ଦୂରରୁ ଲକ୍ଷ୍ୟଭେଦ

ବ୍ରିଟେନର ସ୍ପେଶାଲ ଫୋର୍ସେସ୍ ଏସଏଏସ ହାତରେ ଲାଗିଛି ଦୁନିଆର ସବୁଠାରୁ ଶକ୍ତିଶାଳୀ ରାଇଫଲ । ଏହି ରାଇଫଲ ଏତେ ଶକ୍ତିଶାଳୀ ଯେ, ଏହା ଗୋଟିଏ ଗୁଳିରେ ଆକାଶରେ ଉଡୁଥିବା ବିମାନ କିମ୍ବା ହେଲିକପ୍ଟରକୁ ତଳକୁ ଖସାଇ ପାରେ । କେବଳ ଏତିକି ନୁହେଁ ଏହି ରାଇଫଲର ଗୋଟିଏ ଗୁଳି ଯେକୌଣସି ସାଂଜୁଆ ଗାଡିକୁ ଅକ୍ଷମ କରିଦେଇପାରେ । ଏହି ରାଇଫଲର ନାମ ଯେପର୍ଡ ଜିଏମ୬ ଲିଙ୍କସ (Gepard GM6 Lynx) ରଖାଯାଇଛି । ହଙ୍ଗେରି ତିଆରି ରାଇଫଲର …

ଦୁନିଆର ସବୁଠାରୁ ଶକ୍ତିଶାଳୀ ବନ୍ଧୁକ: ଗୋଟିଏ ଗୁଳିରେ ଖସିବ ବିମାନ, ଦୁଇ କିଲୋମିଟର ଦୂରରୁ ଲକ୍ଷ୍ୟଭେଦ Read More »

sneha dubey, IFS, United Nations General Assembly, Indias first secretary, young diplomat, Goa born, sneha, dubey, slammed pakistan PM, Imran khan, rising odisha

ସ୍ନେହା ଦୁବେ କିଏ, ଯିଏ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜାତିସଂଘରେ ଦେଖାଇଲେ ଆଇନା

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଜାତିସଂଘରେ ଭାରତକୁ ଘେରିବାକୁ ଚାହୁଁଥିଲେ । ଆଉ ଏଥିପାଇଁ ଇମ୍ରାନଙ୍କ ପାଖରେ ଥିଲା ସେଇ ୭୦ ବର୍ଷ ପୁରୁଣା କାଶ୍ମୀର ପ୍ରସଙ୍ଗ । ଇମ୍ରାନ ଜାତିସଂଘରେ ନିଜ ଭାଷଣରେ ଭାରତ ବିରୋଧରେ ବିଷ ଉଗାଳିବାରେ ଟିକେ ମଧ୍ୟ ହେଳା କରିନଥିଲେ । କିନ୍ତୁ ଇମ୍ରାନଙ୍କୁ ତାଙ୍କ ଷ୍ଟଣ୍ଟ୍ ଓଲଟା ପଡିଥିଲା । ଜାତିସଂଘର ସାଧାରଣ ପରିଷଦରେ ଭାରତର ପ୍ରଥମ ସଚିବ ସ୍ନେହା ଦୁବେ ଇମ୍ରାନଙ୍କୁ ଯେଉଁଭଳି ଉତ୍ତର ଦେଇଛନ୍ତି ଏବେ ତା’ର …

ସ୍ନେହା ଦୁବେ କିଏ, ଯିଏ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜାତିସଂଘରେ ଦେଖାଇଲେ ଆଇନା Read More »

imran khan, pakistan prime minister, taliban spokesperson, Taliban Commander General Mubeen, tehreek-e-taliban, puppet, imran khan, rising odisha

ଯାହା ପାଇଁ ଇମ୍ରାନ ଓକିଲାତି କରୁଛନ୍ତି, ସେମାନେ ତାଙ୍କୁ କହିଲେ ‘କଣ୍ଢେଇ’ !

ତାଲିବାନ ଫେରିବାକୁ ନେଇ ଯଦି ସବୁଠାରୁ କିଏ ଅଧିକା ଖୁସି ଥିଲା ଓ ଅଛି ତେବେ ସେଇ ଦେଶ ହେଉଛି ପାକିସ୍ତାନ । କାରଣ ଆଫଗାନିସ୍ତାନରେ ତାଲିବାନ ଅର୍ଥ ପାକିସ୍ତାନକୁ ତା’ର ଆତଙ୍କ ଫ୍ୟାକ୍ଟ୍ରି ପାଇଁ ଆଫଗାନିସ୍ତାନ ଭଳି ଉର୍ବର ମାଟି ମିଳିବା । ତେଣୁ ପାକିସ୍ତାନ ବିଶ୍ୱ ସମ୍ପ୍ରଦାୟକୁ ତୁରନ୍ତ ତାଲିବାନ ସରକାରକୁ ମାନ୍ୟତା ଦେବାକୁ ବାରମ୍ବାର କହୁଛି । ତାଲିବାନ ମଧ୍ୟ ଆଫଗାନୀ ତେଣୁ ତାଙ୍କ ସରକାରକୁ ବିଶ୍ୱ ସମ୍ପ୍ରଦାୟ ମାନ୍ୟତା ଦେଉ ବୋଲି …

ଯାହା ପାଇଁ ଇମ୍ରାନ ଓକିଲାତି କରୁଛନ୍ତି, ସେମାନେ ତାଙ୍କୁ କହିଲେ ‘କଣ୍ଢେଇ’ ! Read More »

mamata banerjee, did, TMC, trinamool congress, narendra modi, rome tour, west bengal cm, modi govt, rising odisha

ଦିଦିଙ୍କ ରୋମ୍ ଗସ୍ତକୁ କ’ଣ ପାଇଁ ଅନୁମତି ଦେଲାନାହିଁ କେନ୍ଦ୍ର ? ଜାଣନ୍ତୁ କ’ଣ କହିଲେ ମମତା

କୋଲକତା: ଆସନ୍ତା ମାସରେ ପ.ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରୋମ୍ ଗସ୍ତରେ ଯାଇଥାନ୍ତେ । ଏଥିପାଇଁ ଦିଦିଙ୍କ ବ୍ୟାଗ୍ ପ୍ୟାକ୍ ବି ସରିଥିଲା । କିନ୍ତୁ ଠିକଣ ସମୟରେ କେନ୍ଦ୍ର କେଁ ପୁରାଇଲା । ଦିଦିଙ୍କ ବିଦେଶ ଗସ୍ତକୁ କେନ୍ଦ୍ର ଗ୍ରୀନ୍ ସିଗନାଲ ଦେବାକୁ ମନା କରିଦେଇଛି । ସୂଚନାଯୋଗ୍ୟ ଯେ, ମମତାଙ୍କୁ ବିଶ୍ୱ ଶାନ୍ତି ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ନିମନ୍ତ୍ରଣ ଆସିଥିଲା । ରୋମ ଗସ୍ତ ପାଇଁ ଅନୁମତି ନମିଳିବା ପରେ ମମତା ମୋଦି ସରକାରକୁ …

ଦିଦିଙ୍କ ରୋମ୍ ଗସ୍ତକୁ କ’ଣ ପାଇଁ ଅନୁମତି ଦେଲାନାହିଁ କେନ୍ଦ୍ର ? ଜାଣନ୍ତୁ କ’ଣ କହିଲେ ମମତା Read More »

Air India One, Boeing 777 VVIP, PM modi, Narendra Modi visit to America, airforce one, VVIP plane, rising odisha

ଏୟାର ଇଣ୍ଡିଆ ୱାନ୍ କ’ଣ ? ପ୍ରଧାନମନ୍ତ୍ରୀଙ୍କୁ ବିଦେଶ ନେଇ ଯାଉଥିବା ବିମାନକୁ କାହିଁକି କୁହାଯାଏ ଉଡନ୍ତା ଦୁର୍ଗ ?

ଆମେରିକା ରାଷ୍ଟ୍ରପତି ଏୟାରଫୋର୍ସ ୱାନରେ ଯାତ୍ରା କରନ୍ତି । ଏୟାରଫୋର୍ସ ୱାନ୍ ହେଉଛି ଆମେରିକା ଶକ୍ତି ଓ ସାମର୍ଥ୍ୟର ପ୍ରତୀକ । ଏୟାରଫୋର୍ସ ୱାନରେ ଏଭଳି ସିଷ୍ଟମ ସବୁ ଅଛି ଯାହା ଆମେରିକା ରାଷ୍ଟ୍ରପତିଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଦେଇଥାଏ । ୨୦୦୧ରେ ଯେତେବେଳେ ଆମେରିକାର ୱାର୍ଲଡ୍ ଟ୍ରେଡ୍ ସେଣ୍ଟର ଉପରେ ଆକ୍ରମଣ ହୋଇଥିଲା , ସେତେବେଳ ତତ୍କାଳୀନ ରାଷ୍ଟ୍ରପତି ଜର୍ଜ୍ ବୁଶ ଗୋଟିଏ ସ୍କୁଲରେ ଛୋଟ ପିଲାଙ୍କ ସହିତ କଥା ହେଉଥିଲେ । କିନ୍ତୁ ଯେମିତି ଆକ୍ରମଣ …

ଏୟାର ଇଣ୍ଡିଆ ୱାନ୍ କ’ଣ ? ପ୍ରଧାନମନ୍ତ୍ରୀଙ୍କୁ ବିଦେଶ ନେଇ ଯାଉଥିବା ବିମାନକୁ କାହିଁକି କୁହାଯାଏ ଉଡନ୍ତା ଦୁର୍ଗ ? Read More »

china cyber attack, indian media company, indian police, UIDAI, Aadhar card, malware, cyber attack, india china faceoff, rising odisha

ଭାରତୀୟ ମିଡିଆ କମ୍ପାନୀ ଓ ପୋଲିସ ଉପରେ ସାଇବର ଆଟାକ୍ କରୁଛି ଚୀନ୍

ଭାରତର ମିଡିଆ କମ୍ପାନୀ ଓ ପୋଲିସ ଉପରେ ଚୀନ ସାଇବର ଆଟାକ କରୁଛି ବୋଲି ଆମେରିକାର ଏକ ସାଇବର ସୁରକ୍ଷା କମ୍ପାନୀ ଦାବି କରିଛି । ଏହି ଆମେରିକୀୟ କମ୍ପାନୀ ବୁଧବାର ଦିନ ଦାବି କରିଛି ଯେ, ଚୀନ ସରକାର ସମର୍ଥିତ ସାଇବର ସେଲ ଭାରତର ଏକ ମିଡିଆ କମ୍ପାନୀ ଓ ପୋଲିସ ବିଭାଗ ସମେତ ଆଧାର ଡାଟା ବେସ୍ ଉପରେ ସାଇବର ହାମଲା କରିଥିଲେ । ମାସାଚ୍ୟୁସେଟ୍ ସ୍ଥିତ ରିକର୍ଡେଚ୍ ଫ୍ୟୁଚରର ଇନସିକ୍ଟ ଗ୍ରୁପ୍ ହାକିଂ …

ଭାରତୀୟ ମିଡିଆ କମ୍ପାନୀ ଓ ପୋଲିସ ଉପରେ ସାଇବର ଆଟାକ୍ କରୁଛି ଚୀନ୍ Read More »

iran scientist, Mohsen Fakhrizadeh, robot, remote controlled weapon, Israel intelligence agency, robot killed, Iran, Israel, rising odisha

ହତ୍ୟାକାରୀ ରୋବଟ: ଇରାନୀ ବୈଜ୍ଞାନିକ ଫଖରିଜାଦେଙ୍କ ହତ୍ୟା ଷଡ଼ଯନ୍ତ୍ରରୁ ବୁଝନ୍ତୁ କେମିତି ରୋବଟ୍ ମଧ୍ୟ କରିପାରେ ହତ୍ୟା

୧୬ ଶହ କିଲୋମିଟର ଦୂରରୁ ଟ୍ରିଗର ଦବା ଗଲା । ବନ୍ଧୁକ ନିଜେ ହିଁ ଟାର୍ଗେଟକୁ ଖୋଜିଲା ଓ ୧୫ ରାଉଣ୍ଡ୍ ଗୁଳି ମାରି ଟାର୍ଗେଟକୁ ଖତମ ମଧ୍ୟ କରିଦେଲା । ପାଖରେ ବସିଥିବା ବ୍ୟକ୍ତିଙ୍କଠାରେ କିନ୍ତୁ ଗୋଟିଏ ବି ଗୁଳି ବାଜିଲା ନାହିଁ । ଆପଣ ଭାବୁଥିବେ ଯେ, ଜଣେ ହତ୍ୟାକାରୀ ଭଳି ଗୋଟିଏ ରୋବଟ୍ କ’ଣ କାହାରିକି ୧୬ ଶହ କିଲୋମିଟର ଦୂରରୁ ମାରିପାରେ ? ଇରାନୀ ବୈଜ୍ଞାନିକ ମୋହସିନ୍ ଫକରିଜାଦେଙ୍କ ହତ୍ୟାକାଣ୍ଡକୁ ନେଇ …

ହତ୍ୟାକାରୀ ରୋବଟ: ଇରାନୀ ବୈଜ୍ଞାନିକ ଫଖରିଜାଦେଙ୍କ ହତ୍ୟା ଷଡ଼ଯନ୍ତ୍ରରୁ ବୁଝନ୍ତୁ କେମିତି ରୋବଟ୍ ମଧ୍ୟ କରିପାରେ ହତ୍ୟା Read More »

RSS
Follow by Email
Scroll to Top
Close Bitnami banner
Bitnami