Author name: user

haqqani network, anas haqqani, somnath temple, anas haqqani tweet, mahmud ghazni, ghazni, gujarat somnath temple, rising odisha

ସୋମନାଥ ମନ୍ଦିର ଧ୍ୱଂସକାରୀ ମହମ୍ମଦ ଗଜନୀର କବରରେ ପହଂଚି ତାଲିବାନ ନେତା ହକ୍କାନୀ ଏମିତି ଭାରତକୁ ଦେଲା ଧମକ

ଦଶମ ଶତାବ୍ଦୀରେ ଗଜନୀର ମହମ୍ମଦ ଭାରତ ଉପରେ ୧୭ ଥର ଆକ୍ରମଣ କରିଥିଲା । ସେ ସୋମନାଥ ମନ୍ଦିର ଉପରେ ଆକ୍ରମଣ କରି ଧନସମ୍ପତ୍ତି ଲୁଣ୍ଠନ କରିବା ପରେ ମୁର୍ତ୍ତିକୁ ଧ୍ୱଂସ କରିଥିଲା । ଏବେ ସେହି ମହମ୍ମଦର ଗୁଣଗାନ କରିବା ଆରମ୍ଭ କରିଛି ତାଲିବାନ । ତାଲିବାନ ଭିତରେ ସବୁଠାରୁ ଶକ୍ତିଶାଳୀ ବୋଲି କୁହାଯାଉଥିବା ହକ୍କାନୀ ନେଟୱର୍କର ଅନସ ହକ୍କାନୀ ମଙ୍ଗଳବାର ଦିନ ଗଜନୀ ସ୍ଥିତ ମହମ୍ମଦ କବରକୁ ଯାଇ ସେଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି …

ସୋମନାଥ ମନ୍ଦିର ଧ୍ୱଂସକାରୀ ମହମ୍ମଦ ଗଜନୀର କବରରେ ପହଂଚି ତାଲିବାନ ନେତା ହକ୍କାନୀ ଏମିତି ଭାରତକୁ ଦେଲା ଧମକ Read More »

kangana ranaut, aamir khan, divorce expert, samaantha naga chaitanya divorce, samaantha divorce expert, rising odisha

ସାମନ୍ଥାଙ୍କ ବିବାହ ବିଛେଦ ପାଇଁ କେଉଁ ସୁପରଷ୍ଟାରଙ୍କୁ ଦାୟୀ କଲେ କଙ୍ଗନା, କାହାକୁ କହିଲେ ‘ତଲାକ୍ ଏକ୍ସପର୍ଟ୍’

ତେଲୁଗୁ ଫିଲ୍ମର ସୁପରଷ୍ଟାର ଯୋଡି ନାଗା ଚୈତନ୍ୟ ଓ ସାମନ୍ଥାଙ୍କ ୪ ବର୍ଷର ସମ୍ପର୍କରେ ପୂର୍ଣ୍ଣଛେଦ ପଡିଛି । ଉଭୟ ପରସ୍ପରର ସହମତିରେ ବିଛେଦ ପାଇଁ ରାଜି ହୋଇଛନ୍ତି । ଏନେଇ ଚୈତନ୍ୟ ଓ ସାମନ୍ଥା ସୋସିଆଲ ମିଡିଆରେ ପୋଷ୍ଟ କରି ନିଜ ଫ୍ୟାନଙ୍କୁ ସୂଚନା ଦେଇଛନ୍ତି । ଉଭୟଙ୍କ ପୋଷ୍ଟ ଏକ ପ୍ରକାର ଥିଲା । ଉଭୟ ପୁରୁଣା ସମ୍ପର୍କକୁ ପଛରେ ରଖି ଆଗକୁ ବଢିବାକୁ ଚାହୁଁଛନ୍ତି ବୋଲି ପୋଷ୍ଟରେ ଉଲ୍ଲେଖ କରିଛନ୍ତି । କିନ୍ତୁ …

ସାମନ୍ଥାଙ୍କ ବିବାହ ବିଛେଦ ପାଇଁ କେଉଁ ସୁପରଷ୍ଟାରଙ୍କୁ ଦାୟୀ କଲେ କଙ୍ଗନା, କାହାକୁ କହିଲେ ‘ତଲାକ୍ ଏକ୍ସପର୍ଟ୍’ Read More »

shahrukh khan, shahrukh khan son, aryan khan, drugs case, NCB arrests shahrukh khan son, bollywood drug mafia, drug mafia, shahrukh khan aryan khan, bollywood drugs, rising odisha

ଡ୍ରଗ୍ସ କାଣ୍ଡରେ କିଙ୍ଗ୍ ଖାନଙ୍କ ପୁଅ ଗିରଫ ହେବା ପରେ ସାମ୍ନାକୁ ପୁଣି ଆସିଲା ମାୟନଗରୀର କଳା ସତ

ବଲିଉଡ଼ । ହଜାର ହଜାର ଯୁବକ-ଯୁବତୀଙ୍କ ସ୍ୱପ୍ନର ଡେଷ୍ଟିନେସନ । ଯେଉଁଠି ଥରେ କ୍ଲିକ୍ ହେବାର ଅର୍ଥ ଷ୍ଟାରଡମର ଗ୍ୟାରେଣ୍ଟି । କିନ୍ତୁ ସେଇ ଷ୍ଟାରଡମର ଆଉ ଗୋଟିଏ କଳା ସତ ମଧ୍ୟ ଅଛି । ଯାହା ଯେତିକି ଭୟଙ୍କର ସେତିକି ରହସ୍ୟମୟ । ଏହି କଳା ସତ ହେଉଛି ବଲିଉଡର ଡ୍ରଗ୍ ମାଫିଆ ସହିତ ସମ୍ପର୍କ ଓ କେମିତି ଡ୍ରଗ୍ସର ଜାଲରେ ପଡି ବରବାଦ ହେଉଛି ଅନେକଙ୍କ ଜୀବନ । କ୍ରୁଇଜ୍ ସିପରେ ସାଥିଙ୍କ ସହିତ …

ଡ୍ରଗ୍ସ କାଣ୍ଡରେ କିଙ୍ଗ୍ ଖାନଙ୍କ ପୁଅ ଗିରଫ ହେବା ପରେ ସାମ୍ନାକୁ ପୁଣି ଆସିଲା ମାୟନଗରୀର କଳା ସତ Read More »

congress mukt bharat, congress free india, bjp vs congress, bjp strategy, punjab congress crisis, sidhu vs captain amarinder, amit shah, ajit doval, BJP party, Indian politics, rising odisha

କାହିଁକି ବିଜେପିରେ ଏଣ୍ଟ୍ରି ନେଇ ପାରିଲେନି ଅମରିନ୍ଦର ସିଂହ ? ଜାଣନ୍ତୁ ଭିତରି କାରଣ..

ପଞ୍ଜାବ ରାଜନୀତି ଉପରେ ଏବେ ସିଦ୍ଧୁ ଗ୍ରହ ଦୋଷ ଚାଲିଛି । ସିଦ୍ଧୁଙ୍କ ପାଇଁ ଜଣେ ମୁଖ୍ୟମନ୍ତ୍ରୀ ପଦ ହରାଇଲେ । ଜଣେ ମୁଖ୍ୟମନ୍ତ୍ରୀ ହେଉ ହେଉ ତାଙ୍କ ଉପରେ ସିଦ୍ଧୁଙ୍କ ଚାପ ପଡିବାକୁ ଲାଗିଲା । ଚାପ ଭିତରେ କାମ ନକରିବା ପାଇଁ ମୁଖ୍ୟମନ୍ତ୍ରୀ ଓ ସିଦ୍ଧୁଙ୍କ ମଧ୍ୟରେ ଟଣା ଓଟରା ଭିତରେ ସିଦ୍ଧୁ କଂଗ୍ରେସକୁ ବ୍ଲାକମେଲ୍ କରିବାକୁ ପିସିସି ସଭାପତି ପଦରୁ ଇସ୍ତଫା ଦେଇଦେଲେ । ପଞ୍ଜାବ ରାଜନୀତିରେ ଏଭଳି ହଟଚମଟ ଚାଲିଥିବା ବେଳେ …

କାହିଁକି ବିଜେପିରେ ଏଣ୍ଟ୍ରି ନେଇ ପାରିଲେନି ଅମରିନ୍ଦର ସିଂହ ? ଜାଣନ୍ତୁ ଭିତରି କାରଣ.. Read More »

height of indians, height of other countries, lack of nutrition, Indian peoples shorter, height of women, height of children, rising odisha

ବାକି ଦେଶରେ ଲୋକଙ୍କ ଉଚ୍ଚତା ବଢୁଛି କିନ୍ତୁ ବାଙ୍ଗରା ହେଉଛନ୍ତି ଭାରତୀୟ

ନିକଟରେ ଆସିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ବିଶ୍ୱରେ ଲୋକଙ୍କର ହାରାହାରି ଉଚ୍ଚତା ବୃଦ୍ଧି ପାଇଛି । କିନ୍ତୁ, ଭାରତ ସହିତ ଏହାର ଓଲଟା ହେଉଛି । ରିପୋର୍ଟ ମୁତାବକ ଭାରତୀୟମାନଙ୍କର ହାରାହାରି ଉଚ୍ଚତା ହ୍ରାସ ପାଇବାରେ ଲାଗିଛି । ଆଜ୍ଞା ହଁ, ଗୋଟେପଟେ ବିଶ୍ୱରେ ଲୋକମାନଙ୍କ ଉଚ୍ଚତା କ୍ରମଶଃ ବଢୁଥିବାବେଳେ ଭାରତ ପକ୍ଷରେ ଏହାର ଓଲଟା ହେଉଛି । ଭାରତୀୟଙ୍କ ଉଚ୍ଚତା ହ୍ରାସ ଚିନ୍ତାର କାରଣ ପାଲଟିଛି । କେଉଁ ଆଧାରରୁ ମିଳିଛି ଏହି ତଥ୍ୟ …

ବାକି ଦେଶରେ ଲୋକଙ୍କ ଉଚ୍ଚତା ବଢୁଛି କିନ୍ତୁ ବାଙ୍ଗରା ହେଉଛନ୍ତି ଭାରତୀୟ Read More »

Goddess Lakshmi, british royal mint, gold bar, dhanteras, diwali festival, Laxmi Pooja, Devi laxmi image, rising odisha

ବ୍ରିଟିଶ ରୟାଲ ମିଣ୍ଟ୍ ଜାରି କଲା ପ୍ରଥମ ଥର ପାଇଁ ଦେବୀ ଲକ୍ଷ୍ମୀଙ୍କ ଆକୃତି ଥିବା ଗୋଲ୍ଡ୍ ବାର

ଧନତେରାସରେ ଭାରତୀୟ ମାନେ ସୁନା କିଣନ୍ତି । କେବଳ ଦେଶ ଭିତରେ ନୁହେଁ, ଦେଶ ବାହାରେ ମଧ୍ୟ ଯେଉଁଠି ବି ଭାରତୀୟ ରୁହନ୍ତି ସେଠାରେ ସେମାନେ ସୁନା କିଣିବାକୁ ଭୁଲନ୍ତି ନାହିଁ । ଯାହାକୁ ଦୃଷ୍ଟିରେ ରଖି ବ୍ରିଟିଶ ରୟାଲ ମିଣ୍ଟ୍ ପ୍ରଥମଥର ପାଇଁ ଏମିତି ଏକ ଗୋଲ୍ଡ୍ ବାର ଲଂଚ୍ କରିଛି ଯେଉଁଥିରେ ରହିଛି ଦେବୀ ଲକ୍ଷ୍ମୀଙ୍କ ଆକୃତି । ମିଳିଥିବା ସୂଚନା ମୁତାବକ ଏହି ଲକ୍ଷ୍ମୀ ବାରରେ ୨୦ ଗ୍ରାମର ୯୯୯.୯ ସୁନା ରହିଛି, …

ବ୍ରିଟିଶ ରୟାଲ ମିଣ୍ଟ୍ ଜାରି କଲା ପ୍ରଥମ ଥର ପାଇଁ ଦେବୀ ଲକ୍ଷ୍ମୀଙ୍କ ଆକୃତି ଥିବା ଗୋଲ୍ଡ୍ ବାର Read More »

virat kohli, ajinkya rahane, cheteswar pujara, rahane and pujara against virat, team india, kohli, bcci secretary, jay shah, rising odisha

ଟିମ୍ ଇଣ୍ଡିଆରେ ବିଦ୍ରୋହର ନିଆଁ, ବିରାଟଙ୍କ ବିରୋଧରେ ରାହାଣେ ଓ ପୂଜାରେ

ଟି୨୦ ଟିମ୍ ଅଧିନାୟକ ପଦରୁ ବିରାଟ ହଟିବା ପରେ ଆଶଙ୍କା କରାଯାଉଥିଲା ଯେ, ପିକଚର ସେଇଆ ନୁହେଁ ଯାହା ଦେଖାଯାଉଛି । ଟିମ୍ ଇଣ୍ଡିଆରେ ଅସଲ ଚିତ୍ର ଅଲଗା କିଛି ଥିଲା । ଧିରେ ଧିରେ ଏବେ ସେହି ଆଶଙ୍କା ସତ ହେବାକୁ ଯାଉଛି । ଟିମ୍ ଇଣ୍ଡିଆ ଭିତରେ ମତଭେଦ ରହିଥିବା ଜଣା ପଡିଛି । ଦଳର ଅନେକ ବରିଷ୍ଠ କ୍ୟାପ୍ଟେନ୍ କୋହଲିଙ୍କୁ ନେଇ ସନ୍ତୁଷ୍ଟ ନଥିବା ଜଣା ପଡିଛି । ଏମାନଙ୍କ ମଧ୍ୟରୁ ଦୁଇ …

ଟିମ୍ ଇଣ୍ଡିଆରେ ବିଦ୍ରୋହର ନିଆଁ, ବିରାଟଙ୍କ ବିରୋଧରେ ରାହାଣେ ଓ ପୂଜାରେ Read More »

john bolton, former security advisor, taliban pakistan, pakistan nuclear weapons, taliban pakistan weapons, afghanistan attack, rising odisha

ଆମେରିକାର ଚେତାବନୀ : ପାକିସ୍ତାନରେ ପ୍ରଭାବ ବିସ୍ତାର କରୁଛି ତାଲିବାନ, ପରମାଣୁ ଅସ୍ତ୍ର ଭଣ୍ଡାର ଉପରେ କରିପାରେ କବଜା

ତାଲିବାନ ହାତରେ ପାକିସ୍ତାନର ପରମାଣୁ ଅସ୍ତ୍ର ପଡିପାରେ ବୋଲି ଟ୍ରମ୍ପ୍ ପ୍ରଶାସନର ପୂର୍ବତନ ଜାତୀୟ ସୁରକ୍ଷା ପରାମର୍ଶଦାତ୍ତା ଜନ୍ ବୋଲ୍ଟନ ଆଶଙ୍କା ବ୍ୟକ୍ତ କରିଛନ୍ତି । ବୋଲ୍ଟନଙ୍କ ଏହି ଆଶଙ୍କା ଦୁନିଆ ପାଇଁ ସତର୍କ ଘଣ୍ଟି । ସେ ଆଶଙ୍କା କରିଛନ୍ତି ଯେ, ଆଫଗାନିସ୍ତାନର ବର୍ତ୍ତମାନ ସ୍ଥିତିରେ ଏଭଳି କିଛି ଘଟିବା ବିଚିତ୍ର ନୁହେଁ । ଏଥିପାଇଁ ସେ ବାଇଡେନ୍ ପ୍ରଶାସନକୁ କଠୋର ଶବ୍ଦରେ ନିନ୍ଦା କରିଛନ୍ତି । ସେ ଆମେରିକା ସେନାକୁ ଆଫଗାନିସ୍ତାନରୁ ଅପସାରଣକୁ ମଧ୍ୟ …

ଆମେରିକାର ଚେତାବନୀ : ପାକିସ୍ତାନରେ ପ୍ରଭାବ ବିସ୍ତାର କରୁଛି ତାଲିବାନ, ପରମାଣୁ ଅସ୍ତ୍ର ଭଣ୍ଡାର ଉପରେ କରିପାରେ କବଜା Read More »

navjot singh sidhu, sidhu, congress highcommand, sidhu political career, sidhu cricket career, sidhu vs azharuddin, sidhu vs amarinder singh, punjab congress chief, sonia gandhi, sidhu resigns, rising odisha

କ୍ରିକେଟ୍ କ୍ୟାପ୍ଟେନଙ୍କ ବିରୋଧରେ ବିଦ୍ରୋହ କରିଥିବା ସିଦ୍ଧୁଙ୍କର ରହିଛି ହାଇକାଣ୍ଡଙ୍କ ବିରୋଧରେ ଯିବାର ଲମ୍ବା ଇତିହାସ

ନବଜ୍ୟୋତ ସିଂ ସିଦ୍ଧୁ । ଏହି ଗୋଟିଏ ନାମ ଗତ ଏକ ମାସ ଧରି ରାଜନୈତିକ ମହଲରେ ଯେତିକି ଚର୍ଚ୍ଚା ସାଉଁଟୁଛି ତାହା ଆଉ କାହା ଭାଗ୍ୟରେ ଯୁଟିନାହିଁ । ଗାନ୍ଧି ଫ୍ୟାମିଲିର ପୁରୁଣା ମିତ୍ର କ୍ୟାପ୍ଟେନ୍ ଅମରିନ୍ଦର ସିଂହଙ୍କୁ କ୍ଷମତାରୁ ହଟାଇବାରେ ସଫଳ ହୋଇଥିବା ସିଦ୍ଧୁ ମାତ୍ର ଦିନ କେଇଟାରେ କଂଗ୍ରେସକୁ ଏମିତି ହରଡଘଣାରେ ପକାଇଛନ୍ତି ଯେ, ଦଳ ପଡୁଛି ଉଠୁଛି । ରାହୁଲ, ପ୍ରିୟଙ୍କା ପାଇଁ ରାଜନୈତିକ ସଂକଟ ସୃଷ୍ଟି କରିଥିବା ସିଦ୍ଧୁ ଯଦି …

କ୍ରିକେଟ୍ କ୍ୟାପ୍ଟେନଙ୍କ ବିରୋଧରେ ବିଦ୍ରୋହ କରିଥିବା ସିଦ୍ଧୁଙ୍କର ରହିଛି ହାଇକାଣ୍ଡଙ୍କ ବିରୋଧରେ ଯିବାର ଲମ୍ବା ଇତିହାସ Read More »

CRS : ପାକିସ୍ତାନରେ ୧୨ ସକ୍ରୀୟ ଆତଙ୍କବାଦୀ ସଂଗଠନ, ୫ଙ୍କ ନିଶାନାରେ ଭାରତ

କ୍ୱାଡ୍ ଶିଖର ସମ୍ମିଳନୀ ପୂର୍ବରୁ ଆମେରିକା କଂଗ୍ରସର ଏକ ରିପୋର୍ଟ (ସିଆରଏସ)ରେ ସେଠାରେ ସକ୍ରୀୟ ଥିବା ଆତଙ୍କବାଦୀ ସଂଗଠନଙ୍କୁ ୫ ଭାଗରେ ବିଭକ୍ତ କରିଛି । ଗୋଟିଏ ଶ୍ରେଣୀର ଆତଙ୍କବାଦୀ ସଂଗଠନଙ୍କ ମଧ୍ୟରେ ସମଗ୍ର ବିଶ୍ୱକୁ ଟାର୍ଗେଟ କରୁଥିବା ସଂଗଠନ ରହିଛନ୍ତି । ଦ୍ୱିତୀୟ ଶ୍ରେଣୀରେ ଭାରତକୁ ଲକ୍ଷ୍ୟ କରି ଗଠିତ ସଂଗଠନ । ତୃତୀୟରେ ଆଫଗାନିସ୍ତାନ କେନ୍ଦ୍ରିତ ଆତଙ୍କବାଦୀ ସଂଗଠନ । ଚତୁର୍ଥ ଶ୍ରେଣୀରେ ଥିବା ଆତଙ୍କବାଦୀ ସଂଗଠନ କେବଳ ପାକିସ୍ତାନ ଭିତରେ ସକ୍ରୀୟ ଅଛନ୍ତି …

CRS : ପାକିସ୍ତାନରେ ୧୨ ସକ୍ରୀୟ ଆତଙ୍କବାଦୀ ସଂଗଠନ, ୫ଙ୍କ ନିଶାନାରେ ଭାରତ Read More »

RSS
Follow by Email
Scroll to Top
Close Bitnami banner
Bitnami