Author name: user

black box, helicopter crash, forensic report, cockpit voice recording, IAF chopper crash, bipin rawat death, rising odisha

ବ୍ଲାକ୍ ବକ୍ସ କ’ଣ ଓ କେମିତି ବ୍ଲାକ୍ ବକ୍ସରୁ ଜଣା ପଡିଥାଏ ବିମାନ ଦୁର୍ଘଟଣାର ପ୍ରକୃତ କାରଣ..

ସିଡିଏସ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା ପରେ ଏବେ ପୁରା ଦେଶର ନଜର ବ୍ଲାକ୍ ବକ୍ସ ଫରେନସିକ ଯାଂଚ ଉପରେ । ଏହି ଯାଂଚରୁ ଜଣା ପଡିବ ସେଦିନ ପ୍ରକୃତରେ କ’ଣ ହୋଇଥିଲା ଓ କାହିଁକି ବିଶ୍ୱର ସବୁଠାରୁ ସୁରକ୍ଷିତ ବିବେଚିତ ବିମାନ ଦୁର୍ଘଟଣାର ଶିକାର ହେଲା । ତେବେ ଏହା ମଧ୍ୟରେ ଅନେକଙ୍କ ମନରେ ପ୍ରଶ୍ନ ଉଠୁଥିବ ବିମାନରେ ଥିବା ଏହି ବ୍ଲାକ୍ ବକ୍ସ ନାମକ ଯନ୍ତ୍ର କ’ଣ । ଆସନ୍ତୁ ଜାଣିବା ବ୍ଲାକ୍ ବକ୍ସ …

ବ୍ଲାକ୍ ବକ୍ସ କ’ଣ ଓ କେମିତି ବ୍ଲାକ୍ ବକ୍ସରୁ ଜଣା ପଡିଥାଏ ବିମାନ ଦୁର୍ଘଟଣାର ପ୍ରକୃତ କାରଣ.. Read More »

2022 new rule, new year rule, financial loss, money shortage, do these 6 things, money, income money, save money, rising odisha

୨୦୨୨ରେ ଏହି ୬ ଉପାୟ ଆପଣଙ୍କୁ ଅର୍ଥ ଚିନ୍ତାରୁ ଦେବ ମୁକ୍ତି, ରହିବନି ଅଭାବ

କରୋନା କାଳର ଦ୍ୱିତୀୟ ଅଂକ ମାନେ ୨୦୨୧ ସରିବାକୁ ଆଉ ଅଳ୍ପ ଦିନ ରହିଲା । ଏହି ଦୁଇ ବର୍ଷ ମଧ୍ୟରେ ସମସ୍ତେ ଦେଖିଛନ୍ତି ଆର୍ଥିକ ଅଭାବ । ଚାକିରି ଯିବାର ଦୁଃଖ, ମାନସିକ ଦୁଃଶ୍ଚିନ୍ତା ଭିତରେ ଅନେକ ୨୦୨୧କୁ ଦେବାକୁ ଯାଉଛନ୍ତି ବିଦାୟ । ଜୀବନର ପଇସା ବଡ଼ ନୁହେଁ ବୋଲି ଆପଣ ବହୁତ ଥର ଶୁଣିଥିବେ । କିନ୍ତୁ ପଇସା ବଡ଼ ନହେଲେ ବି ବଡ଼ବଡ଼ ସମସ୍ୟା ଦୁର କରିବାରେ ସହାୟକ ହୋଇଥାଏ । …

୨୦୨୨ରେ ଏହି ୬ ଉପାୟ ଆପଣଙ୍କୁ ଅର୍ଥ ଚିନ୍ତାରୁ ଦେବ ମୁକ୍ତି, ରହିବନି ଅଭାବ Read More »

medicine strips, red line on medicine strips, milk and juice with medicine, antibiotic, health department, health news, rising odisha

ଫଳରସ ଓ ଖୀର ସହିତ କାହିଁକି ଖାଇବେ ନାହିଁ ଔଷଧ ? ଔଷଧ ଷ୍ଟ୍ରିପରେ ଲାଲ ଗାର କାହିଁକି ଥାଏ ? ଜାଣନ୍ତୁ କାହିଁକି ..

ଅନେକ ସମୟରେ ଆପଣଙ୍କୁ କେହି ନା କେହି ଗରମ ଖୀର ସହିତ ଔଷଧ ଖାଇବାକୁ ପରାମର୍ଶ ଦେଇଥିବେ । କିଛି ଲୋକଙ୍କ ଧାରଣା ଯେ, ଗରମ ଖୀର ସହିତ ଔଷଧ ସେବନ କଲେ ଔଷଧ ଅଧିକ ପ୍ରଭାବୀ ହୋଇଥାଏ । କିନ୍ତୁ ସତ ହେଉଛି ବିଜ୍ଞାନ ଏହାକୁ ମାନେ ନାହିଁ । ବିଶେଷଜ୍ଞଙ୍କ କହିବା ହେଉଛି ଅନେକ ସମୟରେ ରୋଗୀ ଚା’, ଖିର ଓ ଫଳରସ ସହିତ ଔଷଧ ଖାଇଥାନ୍ତି । ଯାହାକି ଔଷଧ ପ୍ରଭାବକୁ ବଢାଇବା …

ଫଳରସ ଓ ଖୀର ସହିତ କାହିଁକି ଖାଇବେ ନାହିଁ ଔଷଧ ? ଔଷଧ ଷ୍ଟ୍ରିପରେ ଲାଲ ଗାର କାହିଁକି ଥାଏ ? ଜାଣନ୍ତୁ କାହିଁକି .. Read More »

credit card, credit card payment, cibil score, credit score, rising odisha

କ୍ରେଡିଟ୍ କାର୍ଡ୍ ଯଦି ବ୍ୟବହାର କରୁଛନ୍ତି ତେବେ ଏହି ୩ ଭୁଲ କରନ୍ତୁ ନାହିଁ, ରହିବେ ଟେନସନ୍ ଫ୍ରି

ଆଜିର ସମୟରେ ପ୍ରାୟତଃ ସମସ୍ତେ କ୍ରେଡିଟ୍ କାର୍ଡ୍ ବ୍ୟବହାର କରନ୍ତି । କ୍ରେଡିଟ୍ କାର୍ଡ୍ ବ୍ୟବହାର ଦ୍ୱାରା ଆପଣଙ୍କ ସିବିଲ ସ୍କୋର ଭଲ ରହିଥାଏ । ବ୍ୟାଙ୍କ ଲୋନ୍ ଦେବା ବେଳେ ଆପଣଙ୍କ କ୍ରେଡିଟ୍ ହିଷ୍ଟ୍ରି ବା ଋଣ ଇତିହାସ ଯାଂଚ କରିଥାନ୍ତି । ଯଦି ଆପଣଙ୍କର କୌଣସି କ୍ରେଡିଟ୍ ହଷ୍ଟ୍ରି ନଥାଏ କିମ୍ବା ଆପଣ ଋଣ ଖିଲାପକାରୀ ହୋଇଥାନ୍ତି ତେବେ ଆପଣଙ୍କୁ ସହଜରେ ଋଣ ମିଳିନଥାଏ ବା ମିଳିଲେ ମଧ୍ୟ ବ୍ୟାଙ୍କ ଆପଣଙ୍କୁ ଅଧିକ ସୁଧ …

କ୍ରେଡିଟ୍ କାର୍ଡ୍ ଯଦି ବ୍ୟବହାର କରୁଛନ୍ତି ତେବେ ଏହି ୩ ଭୁଲ କରନ୍ତୁ ନାହିଁ, ରହିବେ ଟେନସନ୍ ଫ୍ରି Read More »

asif ali, indian football player, jharkhand, gumla, football player, rising odisha

ଦିନେ ଭାରତ ପାଇଁ ଖେଳୁଥିଲେ ଏବେ ବଂଚିବା ପାଇଁ ଚଷମା ମରାମତି କରୁଛନ୍ତି

ଦିନେ ସେ ଭାରତ ପାଇଁ ଖେଳୁଥିଲେ । ଏବେ କିନ୍ତୁ ପରିବାର ବୋଝ ତାଙ୍କୁ ଚଷମା ସଜାଡିବାକୁ ବାଧ୍ୟ କରିଛି । ଜଣେ ଜାତୀୟ ସ୍ତରର ଫୁଟବଲ ଖେଳାଳୀ କେମିତି ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ତାହାର କାହାଣୀ ଦେଖିବାକୁ ମିଳିଛି ଝାଡଖଣ୍ଡର ଗୁମଲାରେ । ଏହି ଖେଳାଳୀଙ୍କ ନାମ ହେଉଛି ଆସିଫ୍ ଅଲ୍ଲୀ । ଆସିଫ୍ ଅଲ୍ଲୀ ପିଲାବେଳୁ ଫୁଟବଲ ପ୍ରତି ଆକୃଷ୍ଠ ଥିଲେ । ଅତି କମ୍ ବୟସରୁ ହିଁ ଫୁଟବଲ ଖେଳପ୍ରତି ଆଗ୍ରହ …

ଦିନେ ଭାରତ ପାଇଁ ଖେଳୁଥିଲେ ଏବେ ବଂଚିବା ପାଇଁ ଚଷମା ମରାମତି କରୁଛନ୍ତି Read More »

cds bipin rawat, iaf chopper crash, surgical strike, doklam, rising odisha

ଜେନରାଲ ରାୱତ, ଜଣେ ସୈନିକ ଯାହାଙ୍କ ଧମନୀରେ ବହୁଥିଲା ଯୋଦ୍ଧା ରକ୍ତ

ଭାରତୀୟ ସେନାର ପ୍ରଥମ ସିଡିଏସ ବିପିନ ରାୱତଙ୍କର ହେଲିକପ୍ଟର କ୍ରାସରେ ନିଧନ ହୋଇଛି । ତାମିଲନାଡୁର ନୀଳଗିରି ପର୍ବତମାଳାରେ ଜଣେ ଯୋଦ୍ଧାଙ୍କ ଜୀବନର ଅନ୍ତ ଘଟିଛି । ଏହି ଦୁର୍ଘଟଣାରେ ରାୱତଙ୍କ ପତ୍ନୀଙ୍କ ସମେତ ଅନ୍ୟ ୧୩ ଜଣ ମଧ୍ୟ ପ୍ରାଣ ହରାଇଛନ୍ତି । ପାକିସ୍ତାନ ବିରୋଧରେ ସର୍ଜିକାଲ ଷ୍ଟ୍ରାଇକଠାରୁ ଡୋକଲାମରେ ଚୀନକୁ ଚ୍ୟାଲେଂଜ ପଛରେ ଥିଲା ରାୱତଙ୍କ ରଣନୀତି । ରାୱତ ଥିଲେ ଏମିତି ଜଣେ ସୈନିକ ଯାହାଙ୍କ ଡିଏନଏରେ ଥିଲା ଭାରତୀୟ ସେନା । …

ଜେନରାଲ ରାୱତ, ଜଣେ ସୈନିକ ଯାହାଙ୍କ ଧମନୀରେ ବହୁଥିଲା ଯୋଦ୍ଧା ରକ୍ତ Read More »

cds bipin rawat, helicopter crash, iaf chopper crash, subramaniam swamy, bjp leader, cyber attack, rising odisha

CDS ବିପିନ ରାୱତ ଯାଉଥିବା ହେଲିକପ୍ଟର ଉପରେ ହୋଇଥିଲା ସାଇବର ଆଟାକ ?

ନୂଆଦିଲ୍ଲୀ : ଦେଶର ପ୍ରଥମ ସିଡିଏସ-ଚିଫ୍ ଅଫ୍ ଡିଫେନ୍ସ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାରେ ନିଧନ ହୋଇଛି । ଏହି ଦୁର୍ଘଟଣାରେ ରାୱତଙ୍କ ପତ୍ନୀଙ୍କ ସହିତ ସମୁଦାୟ ୧୩ ଜଣ ଜୀବନ ହାରିଛନ୍ତି । ବୁଧବାର ସକାଳେ ଘଟିଥିବା ଏହି ଦୁର୍ଘଟଣା ପାଇଁ ଦେଶରେ ହଲଚଲ ସୃଷ୍ଟି ହୋଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଏମଆଇ-୧୭ ହେଲିକପ୍ଟର ଗଛ ସହ ମାଡ ହେବା ପୂର୍ବରୁ ହିଁ ଏଥିରେ ନିଆଁ ଲାଗି ଯାଇଥିଲା । ଏପରିକି ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ଦାବି …

CDS ବିପିନ ରାୱତ ଯାଉଥିବା ହେଲିକପ୍ଟର ଉପରେ ହୋଇଥିଲା ସାଇବର ଆଟାକ ? Read More »

bipin rawat, cds bipin rawat, general bipin rawat died, IAF chopper crash, helicopter crash, bipin rawat died, tamil nadu helicopter crash, rising odisha

ବିପିନ୍ ରାୱତ : ଜଣେ ଯୋଦ୍ଧାଙ୍କ କାହାଣୀ ଯାହାଙ୍କ ପଦେ କଥାରେ ଥରୁଥିଲା ପାକିସ୍ତାନ, ବ୍ୟସ୍ତ ହେଉଥିଲା ଚୀନ

ପରଲୋକରେ ଭାରତର ପ୍ରଥମ ଚିଫ୍ ଡିଫେନ୍ସ ଷ୍ଟାଫ୍ ବିପିନ୍ ରାଓ୍ୱତ । ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟ ବରଣ କରିଛନ୍ତି ସିଡିଏସ ବିପିନ୍ ରାଓ୍ୱତ । ତାମିଲନାଡୁର କୁନ୍ନୁରରେ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ବିପିନ ରାଓ୍ୱତଙ୍କ ସହ ତାଙ୍କ ପତ୍ନୀ ମଧୁଲିକା ରାଓ୍ୱତ ମୃତ୍ୟୁ ବରଣ କରିଛନ୍ତି । ତାମିଲନାଡୁର କୁନ୍ନୁରରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସେନା ହେଲିକପ୍ଟର MI-17V5ରେ ସିଡିଏସ ବିପିନ୍ ରାଓ୍ୱତଙ୍କ ସହ ୧୪ ଜଣ ଥିଲେ । ତେବେ ଏହି …

ବିପିନ୍ ରାୱତ : ଜଣେ ଯୋଦ୍ଧାଙ୍କ କାହାଣୀ ଯାହାଙ୍କ ପଦେ କଥାରେ ଥରୁଥିଲା ପାକିସ୍ତାନ, ବ୍ୟସ୍ତ ହେଉଥିଲା ଚୀନ Read More »

omicron, coronavirus variant, omicron naming, who, world health organisation, chinese virus, china president, rising odisha

ଚୀନ ରାଷ୍ଟ୍ରପତିଙ୍କୁ ଡରି କରୋନା ଭୂତାଣୁର ନୂଆ ଭେରିଆଣ୍ଟର ନାମ ଓମିକ୍ରନ କରିଛି ‘ହୁ’, ଜାଣନ୍ତୁ କାହିଁକି ?

କରୋନା ଭାଇରସର ନୂଆ ଭାରିଆଣ୍ଟର ନାଁ ରଖାଯାଇଛି ଓମିକ୍ରନ୍ । ଏଯାବତ କରୋନା ଭାଇରସର ୧୨ଟି ଭାଇରାଣ୍ଟ ସାମ୍ନାକୁ ଆସିସାରିଛି । ଅର୍ଥାତ ଓମିକ୍ରନ ହେଉଛି ୧୩ତମ ଭାରିଆଣ୍ଟ । କରୋନା ଭାଇରସର ୧୨ଟି ଭାରିଆଣ୍ଟର ନାମକରଣ ଗ୍ରୀକ୍ ଅକ୍ଷରକୁ ନେଇ ରଖାଯାଇଛି । ଯଦି ଆପଣ ଗ୍ରୀକ୍ ଅକ୍ଷରର କ୍ରମକୁ ଦେଖିବେ ତେବେ କରୋନାର ୧୨ ତମ ଭାରିଆଣ୍ଟ ‘ମୁ’ ଅଟେ, ଯାହା ପ୍ରଥମ ଥର ପାଇଁ ଆମେରିକାର କଲୋମ୍ବିଆରେ ଦେଖିବାକୁ ମିଳିଥିଲା । ତେବେ …

ଚୀନ ରାଷ୍ଟ୍ରପତିଙ୍କୁ ଡରି କରୋନା ଭୂତାଣୁର ନୂଆ ଭେରିଆଣ୍ଟର ନାମ ଓମିକ୍ରନ କରିଛି ‘ହୁ’, ଜାଣନ୍ତୁ କାହିଁକି ? Read More »

odisha politics, odisha congress, odisha bjp, bjp b team, bjd, odisha political drama, rising odisha

ରାଜନୀତି ‘ନାଟକ’ରେ କମବ୍ୟାକ୍ ପଲିଟିକ୍ସର ମାଇଲେଜ୍ ‘ଏପିସୋଡ୍’

ଗୋଟିଏ ଅପରାଧିକ କାଣ୍ଡ । କାଣ୍ଡ ପଛରେ ଜଣେ ଭ୍ରଷ୍ଟ ବ୍ୟକ୍ତିର ହାତ । ପୋଲିସ ତଦନ୍ତରୁ ସତ କ’ଣ ସବୁ ଜଳଜଳ ଦିଶୁଛି । କିନ୍ତୁ ନିଜ ନ୍ୟାରେସନ ଓ ନିଜ ହିସାବର ସତ ଖୋଜୁଥିବା ଓ ‘ସତ’ ତିଆରି କରୁଥିବା ରାଡନୈତିକ ଦଳ ତଥା ନେତାଙ୍କ ପାଇଁ ଏହି ‘ସତ’ ସତ ନୁହେଁ । ସେମାନେ ମେକ୍ ଇନ୍ ଇଣ୍ଡିଆ ଭଳି ନିଜ ’ସତ’ ନିଜ ମିଛ କାରଖାନାରେ ତିଆରି କରିବାକୁ ଚାହାନ୍ତି । …

ରାଜନୀତି ‘ନାଟକ’ରେ କମବ୍ୟାକ୍ ପଲିଟିକ୍ସର ମାଇଲେଜ୍ ‘ଏପିସୋଡ୍’ Read More »

RSS
Follow by Email
Scroll to Top
Close Bitnami banner
Bitnami