Author name: user

ଅଦାଲତ ପରିସରରେ ବିସ୍ଫୋରଣ କରିବା କେତେବଡ଼ ଅପରାଧ, କ’ଣ ରହିଛି ଏଥିପାଇଁ ଦଣ୍ଡ ପ୍ରାବଧାନ ?

ପଞ୍ଜାବର ଲୁଧିଆନାର ଜିଲ୍ଲା ଅଦାଲତ ପରିସରରେ ଗୁରୁବାର ଦିନ ଜୋରଦାର ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ଦୁଇ ଜଣ ପ୍ରାଣ ହରାଇଥିବା ବେଳେ ଆଉ କିଛି ଆହତ ମଧ୍ୟ ହୋଇଛନ୍ତି । ରାଜ୍ୟ ପୋଲିସ ପରେ ଏବେ ଏନଆଇଏ ଏହି ଘଟଣାର ତଦନ୍ତ କରୁଛି । ପଂଜାବ ନିର୍ବାଚନ ପୂର୍ବରୁ ଯେଉଁଭଳି ଏହି ବିସ୍ଫୋରଣ ଘଟିଛି ତାକୁ ଶିଖ ଆତଙ୍କବାଦର ପୁନଃଉତ୍ଥାନ ସହିତ ଯୋଡିକି ଦେଖା ଯାଉଛି । କିଛିଦିନ ତଳେ ଦିଲ୍ଲୀର ରୋହିଣୀ ଅଦାଲତ …

ଅଦାଲତ ପରିସରରେ ବିସ୍ଫୋରଣ କରିବା କେତେବଡ଼ ଅପରାଧ, କ’ଣ ରହିଛି ଏଥିପାଇଁ ଦଣ୍ଡ ପ୍ରାବଧାନ ? Read More »

tablet, medicine tablets, straight line between tablets, Debossed Line, rising odisha, odia blog

ଟାବଲେଟ୍ ମଝିରେ ସିଧା ଗାର କାହିଁକି ଥାଏ ? ଜାଣନ୍ତୁ କାରଣ..

ବଟିକା ଖାଇବା ବେଳେ ଗୋଟିଏ କଥା ଆପଣଙ୍କ ନଜରକୁ ଆସିଥିବ । ଆଉ ତା’ ହେଉଛି ଯେ, ଟାବଲେଟ୍ ମଝିରେ ଥିବା ଗାର । ଏହି ଗାରକୁ ଦେଖି କେବେ ନା କେବେ ଆପଣଙ୍କ ମନକୁ ପ୍ରଶ୍ନ ଆସିଥିବ ଯେ, ଏହି ଗାର ପଛର କାରଣ କ’ଣ ? କ’ଣ କେବଳ ଏହା ମାତ୍ର ଡିଜାଇନ୍ ନା ଏହା ପଛରେ କିଛି ବୈଜ୍ଞାନିକ କାରଣ ରହିଛି ? ଆଜି ଆମେ ବଟିକ ମଝିରେ ଗାର ରହିବାର କାରଣ …

ଟାବଲେଟ୍ ମଝିରେ ସିଧା ଗାର କାହିଁକି ଥାଏ ? ଜାଣନ୍ତୁ କାରଣ.. Read More »

congress spokesperson, uttar pradesh, elections 2022, priyanka gandhi, congress spokesperson, rising odisha

ମୁଖପାତ୍ର ପଦବୀ ପାଇଁ କଂଗ୍ରେସ ଚାହୁଁଛି ଯୋଗ୍ୟ ପ୍ରାର୍ଥୀ, ଚାଲିଛି ଲିଖିତ ପରୀକ୍ଷା

ମୋଦି କାଳରେ କଂଗ୍ରେସର ରାଜନୈତିକ ସୂଚକାଙ୍କ ଗଲା ୭ ବର୍ଷରେ ଢେର ତଳକୁ ଖସି ଯାଇଛି । ୨୦୧୪ ପରଠାରୁ ଗୋଟିଏ ପରେ ଗୋଟିଏ ରାଜ୍ୟ ହରାଇ ଚାଲିଛି କଂଗ୍ରେସ । ୨୦୧୭ରେ ସମାଜବାଦୀ ପାର୍ଟି ସହିତ ମେଣ୍ଟ କରି କଂଗ୍ରସ ଉତ୍ତର ପ୍ରଦେଶରେ କ୍ଷମତା ଦଖଲ କରିବା ସ୍ୱପ୍ନ ଦେଖିଥିଲା । କିନ୍ତୁ କ୍ଷମତାକୁ ଆସିଲେ ଯୋଗୀ ଓ ବିଜେପି । ଆଗକୁ ଉତ୍ତରପ୍ରଦେଶ ନିର୍ବାଚନ ହେବାକୁ ଅଛି । କଂଗ୍ରେସ ଉତ୍ତରପ୍ରଦେଶରେ କିଛି ଚମତ୍କାର …

ମୁଖପାତ୍ର ପଦବୀ ପାଇଁ କଂଗ୍ରେସ ଚାହୁଁଛି ଯୋଗ୍ୟ ପ୍ରାର୍ଥୀ, ଚାଲିଛି ଲିଖିତ ପରୀକ୍ଷା Read More »

interview questions, illegal interview questions, america job interviews, interview guidelines, USA, rising odisha

ଚାକିରି ସାକ୍ଷାତକାରରେ ଏହି ପ୍ରଶ୍ନ ପଚାରିଲେ ହୋଇପାରେ ଜେଲ୍ !

ଚାକିରି ପାଇଁ ସାକ୍ଷାତକାର ଦେବାର ଅଭିଜ୍ଞତା ପ୍ରାୟ ସମସ୍ତଙ୍କର ଉଣାଅଧିକେ ଥିବ । ସାକ୍ଷାତକାର ସମୟରେ ଆପଣ ବି ଏମିତି ଅନେକ ପ୍ରଶ୍ନର ସମ୍ମୁଖୀନ ହୋଇଥିବେ ଯାହାର ଉତ୍ତର ଦେବା ବେଳେ ଆପଣ ଅସହଜ ଅନୁଭବ କରିଥିବେ । କିନ୍ତୁ ଚାକିରି ପାଇଁ ବାଧ୍ୟ ହୋଇ ସେଭଳି ପ୍ରଶ୍ନର ଉତ୍ତର ଦେଇଥିବେ । କିନ୍ତୁ ଜାଣିଛନ୍ତି କି ଚାକିରି ପାଇଁ ସାକ୍ଷାତକାର ବେଳେ ଏମିତି କିଛି ପ୍ରଶ୍ନ ଅଛି ଯାହାକୁ ସାକ୍ଷାତକାରୀ ପଚାରି ପାରିବେ ନାହିଁ । …

ଚାକିରି ସାକ୍ଷାତକାରରେ ଏହି ପ୍ରଶ୍ନ ପଚାରିଲେ ହୋଇପାରେ ଜେଲ୍ ! Read More »

panama paper leak case, pandora box, aishwarya rai bachchan, ed, enforcement directorate, black money, tax fraud, bachchan family, rising odisha

କୋଟିପତିଙ୍କ କଳାଟଙ୍କାର ଗୁମର ଖୋଲୁଥିବା ପାନାମା ପେପର ଓ ପାଣ୍ଡୋରା ବକ୍ସ ମଧ୍ୟରେ ଫରକ କ’ଣ ? କିଏ ଅଧିକ ଗୁରୁତ୍ୱପୂର୍ଣ୍ଣ ?

ପାନାମା ପେପର୍ସ ମାମଲାରେ ବଚ୍ଚନ ପରିବାରର ମୁସ୍କିଲ ବଢିଛି । କାରଣ ସୋମବାର ଦିନ ପୂର୍ବତନ ବିଶ୍ୱ ସୁନ୍ଦରୀ ତଥା ବଚନ ପରିବାରର ବୋହୂ ଐଶର୍ଯ୍ୟାଙ୍କୁ ପାନାମା ପେପର୍ସ ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ଙ୍କ ସମ୍ମୁଖରେ ହାଜର ହେବାକୁ ପଡିଛି । ଗତ ମାସରେ ଏହି ମାମଲାରେ ଅଭିଶେଖ ବଚ୍ଚନଙ୍କୁ ଜେରା କରାଯାଇଥିଲା । ଏକ ରିପୋର୍ଟ ଅନୁସାରେ ଏହି ମାମଲାରେ ଇଡି ସିନିୟର ବଚ୍ଚନଙ୍କୁ ମଧ୍ୟ ପଚରାଉଚରା ପାଇଁ ନୋଟିସ ପଠାଇ ପାରେ । ୨୦୧୬ …

କୋଟିପତିଙ୍କ କଳାଟଙ୍କାର ଗୁମର ଖୋଲୁଥିବା ପାନାମା ପେପର ଓ ପାଣ୍ଡୋରା ବକ୍ସ ମଧ୍ୟରେ ଫରକ କ’ଣ ? କିଏ ଅଧିକ ଗୁରୁତ୍ୱପୂର୍ଣ୍ଣ ? Read More »

political party registration, election commission, new political party, political party in india, rising odisha

ନିଜ ରାଜନୈତିକ ଦଳ ଗଢିବାକୁ ଚାହୁଁଛନ୍ତି କି ? ଜାଣନ୍ତୁ କେମିତି କରିବେ ନିଜ ପାର୍ଟିର ପଞ୍ଜିକରଣ

୨୦୨୨ରୁ ଆରମ୍ଭ ହେଉଛି ଭୋଟ୍ ଋତୁ । ଉତ୍ତର ପ୍ରଦେଶ ନିର୍ବାଚନରୁ ଆରମ୍ଭ ହେବାକୁ ଥିବା ଏହି ରାଜନୈତିକ କୁମ୍ଭ ୨୦୨୪ ସାଧାରଣ ନିର୍ବାଚନର ମହାକୁମ୍ଭରେ ସରିବ । ଏହାରି ଭିତରେ ବିଭିନ୍ନ ଦଳରେ ଥିବା ଅସନ୍ତୁଷ୍ଟ, ବିଦ୍ରୋହୀ ଅନ୍ୟ ଦଳକୁ ଡେଇଁବେ । ପୁଣି କିଛି ନିଜ ବ୍ରାଣ୍ଡ୍ ପଲିଟିକାଲ ପାର୍ଟି ଗଢି ରାଜନୈତିକ ମୈଦାନକୁ ଓହ୍ଲାଇବେ । କଂଗ୍ରେସର ପ୍ରଥମ ପରିବାର ଉପରେ ଖପ୍ପା ହୋଇ ଦଳକୁ ଅଲବିଦା କହିଥିବା ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ …

ନିଜ ରାଜନୈତିକ ଦଳ ଗଢିବାକୁ ଚାହୁଁଛନ୍ତି କି ? ଜାଣନ୍ତୁ କେମିତି କରିବେ ନିଜ ପାର୍ଟିର ପଞ୍ଜିକରଣ Read More »

QuantumScape Corp, CEO, jagdeep singh, Infinera, lightera, airsoft, Indian origin, stanford university, california university, rising odisha

ବର୍ଷକୁ ଦରମା ୧୭ ହଜାର ୫ଶହ କୋଟି !

ଆମେରିକାର ବଡ଼ ବଡ଼ କମ୍ପାନୀର ବୋର୍ଡରେ ଏବେ ଭାରତୀୟ ସିଇଓଙ୍କ ରାଜୁତି ଚାଲିଛି । ସୁନ୍ଦର ପିଚାଇଙ୍କଠାରୁ ପରାଗ ଅଗ୍ରୱାଲ । ଏହି ତାଲିକା ଦିନକୁ ଦିନ ଲମ୍ବିବାରେ ଲାଗିଛି । ଏହା ଭିତରେ ଏବେ ଆଉ ଜଣେ ଭାରତୀୟ ସିଇଓ ଚର୍ଚ୍ଚା ଭିତରକୁ ଆସିଛନ୍ତି । ଏହି ସିଇଓ ତାଙ୍କ ବାର୍ଷିକ ପ୍ୟାକେଜକୁ ନେଇ ଚର୍ଚ୍ଚା ଭିତରେ ଅଛନ୍ତି । କାରଣ ବାର୍ଷିକ ପ୍ୟାକେଜ୍ ଭାବେ ତାଙ୍କୁ ମିଳିବ ୧୭ ହଜାର ୫ଶହ କୋଟି ଟଙ୍କା …

ବର୍ଷକୁ ଦରମା ୧୭ ହଜାର ୫ଶହ କୋଟି ! Read More »

hockey, cricket, hockey vs cricket, virat kohli vs rohit sharma, bcci, gurpal singh, mexico olympics, captaincy controversy, rising odisha

ହକି ରାସ୍ତାରେ ଭାରତୀୟ କ୍ରିକେଟ୍

୧୯୬୮ରେ ଦୁଇ ଜଣ କ୍ୟାପ୍ଟେନଙ୍କ ମଧ୍ୟରେ ଟଣାଓଟରାରୁ ଆରମ୍ଭ ହୋଇଥିଲା ଭାରତୀୟ ହକିର ପତନ ଭାରତୀୟ କ୍ରିକେଟରେ ଏବେ ଷ୍ଟାର ୱାର ଚାଲିଛି । ଗୋଟିଏ ପଟେ ବିରାଟ କୋହଲି ତ’ ଅନ୍ୟପଟେ ରୋହିତ ଶର୍ମା । ମଝିରେ ଅଛି ବିସିସିଆଇ ଅର୍ଥାତ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ୍ । ରୋହିତଙ୍କୁ ବୋର୍ଡ୍ ଦିନିକିଆ ଓ ଟି-୨୦ର ଅଧିନାୟକ କରିଛି । ଅନ୍ୟପକ୍ଷରେ ଏବେ ବିରାଟଙ୍କ ପାଖରେ ଟେଷ୍ଟ୍ କ୍ରିକେଟର ଅଧିନାୟକତ୍ୱ ରହିଛି । ଦୁଇ ଷ୍ଟାରଙ୍କ …

ହକି ରାସ୍ତାରେ ଭାରତୀୟ କ୍ରିକେଟ୍ Read More »

plane hijack, cyber attack, cds bipin rawat helicopter crash, plane hack, rising odisha

ଦୂରରେ ବସି ମାଉସ୍ କ୍ଲିକରେ ହେଲିକପ୍ଟରକୁ କରାଯାଇ ପାରିବ ହ୍ୟାକ୍ !

ସେପ୍ଟେମ୍ବର ୧୯,୨୦୧୬ । ଆମେରିକାର ଆଟଲାଣ୍ଟିକ୍ ଏୟାରପୋର୍ଟରେ ବୋଇଂ ୭୫୭ ଫ୍ଲାଇଟ୍ ଅବତରଣ କରେ । ଏହାର ଦୁଇ ଦିନ ପରେ ବିମାନ ଭିତରକୁ ନଯାଇ କିଛି ବ୍ୟକ୍ତି ତାକୁ ହ୍ୟାକ୍ କରିନେଲେ । ସେମାନେ ଫ୍ଲାଇଟ୍ ରେଡିଓ ଫ୍ରିକ୍ୱେନ୍ସି କମ୍ୟୁନିକେଶନ ଭିତରକୁ ପ୍ରବେଶ କରିବାରେ ସଫଳ ହୋଇଥିଲେ । ରେଡିଓ କମ୍ୟୁନିକେଶନକୁ ପ୍ରବେଶ କରି ଏହି ହ୍ୟାକର ମାନେ ପୁରା ପ୍ଲେନର ସିଷ୍ଟମକୁ ନିଜ କବଜାକୁ ନେଇ ପାରିଥିଲେ । ଏହି ଘଟଣାର ବର୍ଷକ ପରେ …

ଦୂରରେ ବସି ମାଉସ୍ କ୍ଲିକରେ ହେଲିକପ୍ଟରକୁ କରାଯାଇ ପାରିବ ହ୍ୟାକ୍ ! Read More »

garuda purana, cds bipin rawat house, cds bhawan delhi, delhi kamraj road, bipin rawat martyred, helicopter crash, iaf chopper crash, rising odisha

ମାସକ ଭିତରେ ଘର ଛାଡି ପାରନ୍ତି ସିଡିଏସ ବିପିନ ରାୱତଙ୍କ ପରିବାର, ଘରେ ଚାଲିଛି ଗରୁଡ଼ ପୁରାଣ ପାଠ

ଦିଲ୍ଲୀର କାମରାଜ୍ ରୋଡ୍ ସ୍ଥିତ ସିଡିଏସ ଭବନରେ ଗତ ୫ ଦିନ ଧରି ଗରୁଡ଼ ପୁରାଣ ପାଠ ଚାଲିଛି । ହେଲିକପ୍ଟର କ୍ରାଶରେ ସହିଦ ସିଡିଏସ ରାୱତ ଓ ତାଙ୍କ ପତ୍ନୀଙ୍କ ଆତ୍ମାର ଶାନ୍ତି ପାଇଁ ଗରୁଡ଼ ପୁରାଣ ପାଠ ଚାଲିଛି । ସିଡିଏସ ଭବନରେ ଏବେ ରାୱତଙ୍କ ବଡ଼ ଝିଅ,ଜ୍ୱାଇ ଓ ଶଳାଙ୍କ ପରିବାର ରହୁଛନ୍ତି । ମାସକ ମଧ୍ୟରେ ଛାଡିବାକୁ ପଡିପାରେ ଘର ଜେନରାଲ ରାୱତଙ୍କ ଶଳା ୟଶବର୍ଦ୍ଧନ ସିଂହଙ୍କ ଅନୁସାରେ ରାୱତ ପରିବାରକୁ …

ମାସକ ଭିତରେ ଘର ଛାଡି ପାରନ୍ତି ସିଡିଏସ ବିପିନ ରାୱତଙ୍କ ପରିବାର, ଘରେ ଚାଲିଛି ଗରୁଡ଼ ପୁରାଣ ପାଠ Read More »

RSS
Follow by Email
Scroll to Top
Close Bitnami banner
Bitnami