Author name: user

assembly elections 2022, election commission of india, elections, corona guidelines, odia blog, rising odisha

୨୪ ଆଗରୁ ସେମିଫାଇନାଲ : ବାଜିରେ ବିଜେପି ପାଇଁ ଉତ୍ତର ପ୍ରଦେଶ, ପଂଜାବରେ କଂଗ୍ରେସର ପ୍ରତିଷ୍ଠା

୫ ରାଜ୍ୟ ପାଇଁ ବାଜିଲା ବିଧାନସଭା ନିର୍ବାଚନ ବିଗୁଲ । ମୁଖ୍ୟ ନିର୍ବାଚନ କମିଶନ ଘୋଷଣା କଲେ ତାରିଖ । ୭ଟି ପର୍ଯ୍ୟାୟରେ ହେବ ନିର୍ବାଚନ । ଉତ୍ତରପ୍ରଦେଶ, ପଞ୍ଜାବ, ଗୋଆା, ଉତ୍ତରାଖଣ୍ଡ ଓ ମଣିପୁରରେ ଭୋଟର କରିବେ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ । ଉତ୍ତରପ୍ରଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ମଣିପୁରରେ ୨ଟି ପର୍ଯ୍ୟାୟରେ ହେବ ମତଦାନ । ଗୋଆ, ପଞ୍ଜାବ ଓ ଉତ୍ତରାଖଣ୍ଡରେ ଗୋଟିଏ ପର୍ଯ୍ୟାୟରେ ହେବ ଭୋଟ୍ । ମାର୍ଚ୍ଚ …

୨୪ ଆଗରୁ ସେମିଫାଇନାଲ : ବାଜିରେ ବିଜେପି ପାଇଁ ଉତ୍ତର ପ୍ରଦେଶ, ପଂଜାବରେ କଂଗ୍ରେସର ପ୍ରତିଷ୍ଠା Read More »

pm modi, security breach, security lapse, ferozepur, bhathinda, punjab, punjab cm, charanjit channi, prime minister modi, SPG, blue book, yellow book, odia blog, rising odisha

ପ୍ରଧାମନ୍ତ୍ରୀଙ୍କ ସୁରକ୍ଷାରେ ତୃଟି : ଜାଣନ୍ତୁ SPGର ବ୍ଲୁ ବୁକ୍ କ’ଣ, ଯାହାକୁ ନଜରଅନ୍ଦାଜ କରାଯାଇଥିଲା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାରକେଡକୁ ବୁଧବାର ଦିନ ଭଟିଣ୍ଡା ରାସ୍ତାରେ ଯେଉଁଭଳି ଅଟକା ଗଲା ତାକୁ ନେଇ ଦେଶର ରାଜନୀତି ଗରମ ଅଛି । ଆନ୍ଦୋଳନକାରୀ ଚାଷୀ ଯେଉଁଭଳି ଭାବେ ପ୍ରଧାନମନ୍ତ୍ରୀଙ୍କ ଗାଡିକୁ ୧୫ରୁ ୨୦ ମିନିଟ ଧରି ଅଟକାଇଥିଲେ ତାହାକୁ ଅନେକ ନାପସନ୍ଦ କରୁଛନ୍ତି । କାରଣ ଏହାଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପ୍ରଭାବିତ ହୋଇଥିଲା । ଅଭିଯୋଗ ହେଉଛି ଯେ, ପଂଜାବ ସରକାର ଓ ରାଜ୍ୟ ପୋଲିସ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ବ୍ଲୁ ବୁକ୍ ବା …

ପ୍ରଧାମନ୍ତ୍ରୀଙ୍କ ସୁରକ୍ଷାରେ ତୃଟି : ଜାଣନ୍ତୁ SPGର ବ୍ଲୁ ବୁକ୍ କ’ଣ, ଯାହାକୁ ନଜରଅନ୍ଦାଜ କରାଯାଇଥିଲା Read More »

sulli deals, bulli bai, github, muslim women, mumbai cyber, app download, target muslim women, rising odisha, odia blog

ସୁଲ୍ଲି ଆପରୁ ବୁଲ୍ଲି ବାଇ, ଜାଣନ୍ତୁ କେମିତି ମୁସଲିମ୍ ମହିଳାଙ୍କୁ ଆପ୍ ମାଧ୍ୟମରେ କରାଯାଉଛି ଟାର୍ଗେଟ୍

ମୁସଲିମ ମହିଳାଙ୍କୁ ଆପ୍ ଜରିଆରେ ଟାର୍ଗେଟ । ଆପ୍ ମାଧ୍ୟମରେ ସୋସିଆଲ ମିଡିଆରେ ଘୃଣା ସୃଷ୍ଟି କରାଯାଉଛି, ଯାହାକୁ ନେଇ ବିବାଦ ବଢ଼ିଛି । ବୁଲ୍ଲି ବାଈ ନାମକ ଏକ ଆପ୍ ଜରିଆରେ ଶହ ଶହ ମୁସଲିମ ମହିଳାଙ୍କ ଫଟୋ ଅପଲୋଡ କରାଯିବାକୁ ନେଇ ପ୍ରତିବାଦର ଝଡ ସୃଷ୍ଟି ହୋଇଛି । Github ପ୍ଲାଟଫର୍ମରେ ସୁଲ୍ଲି ଡିଲ୍ସ ନାମକ ଆପ୍ ତିଆରି କରାଯାଇ ମୁସଲିମ ମହିଳାଙ୍କ ଫଟୋ ଅପଲୋଡ ହେବାର ୬ମାସ ପରେ ବୁଲ୍ଲି ବାଈରେ ଫଟୋ …

ସୁଲ୍ଲି ଆପରୁ ବୁଲ୍ଲି ବାଇ, ଜାଣନ୍ତୁ କେମିତି ମୁସଲିମ୍ ମହିଳାଙ୍କୁ ଆପ୍ ମାଧ୍ୟମରେ କରାଯାଉଛି ଟାର୍ଗେଟ୍ Read More »

free wifi, wifi connection, public wifi, malware, VPN connection, firewall settings, odia blog, rising odisha

ଫ୍ରି-wifi କେତେ ବିପଜ୍ଜନକ ?

ସାଇବର ସିକ୍ୟୁରିଟି ଫାର୍ମ କେସପରସ୍କାଇ ଅନୁସାରେ ଫ୍ରି ପବ୍ଲିକ୍ ୱାଇଫାଇ ଅସୁରକ୍ଷିତ ହୋଇଥାଏ । ଜଣେ ସାଧାରଣ ବ୍ୟବହାରକାରୀ ଏହା ଜାଣି ପାରେନାହିଁ ଓ ଅନେକ ସମୟରେ ଏହାର ବ୍ୟବହାର ପାଇଁ ଅଥେନଟିକେସନ୍ ମଧ୍ୟ ଆବଶ୍ୟକ ହୋଇ ନଥାଏ । ଏହାହିଁ ହ୍ୟାକର୍ସଙ୍କୁ ସୂଚନା ଚୋରି କରିବା ପାଇଁ ସୁଯୋଗ ଦେଇଥାଏ । ଅଥେନଟିକେସନ୍ ଆବଶ୍ୟକ ନହେଉଥିବାରୁ ହ୍ୟାକର୍ସ ସହଜରେ ଲୋକଙ୍କ ସୂଚନା ଚୋରି କରିଥାନ୍ତି । ୱାଇଫାଇ ସୁରକ୍ଷିତ ନହୋଇଥିବାରୁ ହ୍ୟାକର ଲୋକଙ୍କ ଫୋନକୁ ଏଭଳି …

ଫ୍ରି-wifi କେତେ ବିପଜ୍ଜନକ ? Read More »

bum la, bum la pass, indian army, chinese army, india china standoff, odia blog, rising odisha

ଅରୁଣାଚଳ ପ୍ରଦେଶରେ ଚୀନ୍ ଅନୁପ୍ରବେଶକୁ ପୁଣି ବିଫଳ କଲା ଭାରତୀୟ ସେନା

ଅରୁଣାଚଳ ପ୍ରଦେଶକୁ ଲାଗିଥିବା ସୀମାରେ ଚୀନ୍ ସେନାର ଗତିବିଧି ପୁଣି ବଢିବାରେ ଲାଗିଛି । ନିକଟରେ ବୁମ ଲା’ ଖାଇ ନିକଟରେ ଚୀନ୍ ସେନା ଓ ଭାରତୀୟ ସୈନିକ ମୁହାଁମୁହିଁ ହୋଇଥିବା ଜଣା ପଡିଛି । ବୁମ୍ ଲା’ ମଧ୍ୟକୁ ଅନୁପ୍ରବେଶ କରିଥିବା ଚୀନ୍ ସେନାର ଏକ ଦଳକୁ ଭାରତୀୟ ସେନା ପଛକୁ ଫେରିବାକୁ ବାଧ୍ୟ କରିଥିଲେ । ଏହି ଘଟଣାର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଭାରତୀୟ ସେନା …

ଅରୁଣାଚଳ ପ୍ରଦେଶରେ ଚୀନ୍ ଅନୁପ୍ରବେଶକୁ ପୁଣି ବିଫଳ କଲା ଭାରତୀୟ ସେନା Read More »

omicron, omicron updates, coronavirus new strain, covid cases, high alert, rising odisha

କିଛି ଦିନରେ ଆସୁଛି କରୋନାର ତୃତୀୟ ପ୍ରବାହ,ନୂଆ ରିପୋର୍ଟରେ ଭାରତକୁ ଆଲର୍ଟ

କରୋନାର ନୂଆ ଭାରିଆଣ୍ଟ୍ ଓମିକ୍ରନର ବିପଦ ଦିନକୁ ଦିନ ବଢିବାରେ ଲାଗିଛି । ଓମିକ୍ରନର ବିପଦ ଭିତରେ ଭାରତର ଅନେକ ରାଜ୍ୟରେ ଓମିକ୍ରନ ଭୟଙ୍କର ଭାବେ ନିଜ ଉପସ୍ଥିତି ଜାହିର କରିବାରେ ଲାଗିଲାଣି । ଯାହାକୁ ଦେଖି ତୃତୀୟ ଲହରର ଆଶଙ୍କା ବ୍ୟକ୍ତ କରାଗଲାଣି । ଦିଲ୍ଲୀ ଓ ମହାରାଷ୍ଟ୍ରରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟାରେ ଅଚାନକ ବୃଦ୍ଧି ଚିନ୍ତା ବଢାଇ ଦେଇଛି । ଏହାରି ଭିତରେ କ୍ୟାମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ଜଜ୍ ବିଜନେସ୍ ସ୍କୁଲର ପ୍ରଫେସର ପଲ କଟମ୍ୟାନ୍ …

କିଛି ଦିନରେ ଆସୁଛି କରୋନାର ତୃତୀୟ ପ୍ରବାହ,ନୂଆ ରିପୋର୍ଟରେ ଭାରତକୁ ଆଲର୍ଟ Read More »

baba kalicharan, chattisgarh dharma sansad, congress and bjp link, mahatma gandhi, nathuram godse, kalicharan maharaj controversy, chattisgarh raipur, rising odisha

ଛତିସଗଡ଼ ଧର୍ମ ସଂସଦର ଆୟୋଜକ କିଏ ? ବିଜେପି ନା କଂଗ୍ରେସ ?

ଛତିଶଗଡ଼ର ରାୟପୁରରେ ଆୟୋଜିତ ଧର୍ମ ସଂସଦରେ ମହାରାଷ୍ଟ୍ରର ସାଧୁ କାଳିଚରଣ ମହାରାଜଙ୍କ ମହାତ୍ମା ଗାନ୍ଧିଙ୍କୁ ନେଇ ଦିଆଯାଇଥିବା ବକ୍ତବ୍ୟକୁ ନେଇ ଦେଶ ବ୍ୟାପି ତିବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । କାଲିଚଣଙ୍କ ନାଥୁରାମ ଗଡ଼ସେଙ୍କ ମହିମାଗାନ ଓ ଗାନ୍ଧିଙ୍କ ପ୍ରତି ଅସଭ୍ୟ ଶବ୍ଦ ପ୍ରୟୋଗକୁ ନେଇ ଥାନାରେ ମାମଲା ମଧ୍ୟ ରୁଜ୍ଜ ହୋଇଛି । ତେବେ ଏହା ଭିତରେ କାଳିଚରଣ କିନ୍ତୁ ନିଜ ବୟାନରୁ ହଟିବାକୁ ପ୍ରସ୍ତୁତ ନାହାନ୍ତି । ସେ କହି ସାରିଛନ୍ତି ଯେ, ଯାହା …

ଛତିସଗଡ଼ ଧର୍ମ ସଂସଦର ଆୟୋଜକ କିଏ ? ବିଜେପି ନା କଂଗ୍ରେସ ? Read More »

bjd@25, bjd foundation day, 25th anniversary bjd, biju janata dal, naveen patnaik, opposition parties, odisha politics, pranab prakash das, rising odisha

୨୫ ପାହଚ ପରେ ବିଜେଡି, ବିରୋଧିଙ୍କ ପାଖରେ ନାହିଁ କାଟ

ନବୀନ ପଟ୍ଟନାୟକ ଓ ତାଙ୍କ ଦଳ ବିଜେଡି ଜାତୀୟ ଗଣମାଧ୍ୟମଙ୍କ ପାଇଁ ଗୋଟିଏ କେସ୍ ଷ୍ଟଡି । ୨ ହଜାର ମସିହା ପରଠାରୁ ନବୀନ ନାମକ କିମ୍ବଦନ୍ତି ସହିତ ବିଜୁ ଜନତା ଦଳ ମଧ୍ୟ ଜାତୀୟସ୍ତରର ରାଜନୈତିକ ବିଶ୍ଲେଷକଙ୍କ ପାଇଁ ଅବୁଝା ଅଙ୍କ ହୋଇ ରହିଯାଇଛି । ଏହା ନିକଟରେ ଓଡ଼ିଶା ଆସିଥିବା ବରିଷ୍ଠ ସାମ୍ବାଦିକ ଶେଖର ଗୁପ୍ତାଙ୍କ କଥନରୁ ଜଣା ପଡେ । ଶେଖର କହିଥିଲେ ଯେ, ଓଡ଼ିଶା ନିର୍ବାଚନରେ ଥ୍ରିଲ୍ ନଥାଏ । ରୋମାଂଚ …

୨୫ ପାହଚ ପରେ ବିଜେଡି, ବିରୋଧିଙ୍କ ପାଖରେ ନାହିଁ କାଟ Read More »

RSS
Follow by Email
Scroll to Top
Close Bitnami banner
Bitnami