Author name: user

rahul gandhi, congress crisis, congress party crisis, rpn singh, jeeten prasada, jyotiraditya scindhia, up elections 2022, rising odisha, odia blog

RPN ସିଂ, ଜିତେନା ପ୍ରସାଦ ଓ ସିନ୍ଧିଆ, ଭାଙ୍ଗିବାରେ ଲାଗିଛି ରାହୁଲଙ୍କ କୋର୍ ଟିମ୍

କଂଗ୍ରେସର ଅସ୍ଥିତ୍ୱ ପାଇଁ ଏହା ହେଉଛି ସବୁଠାରୁ ଆହ୍ୱାନମୁଳକ ସମୟ । ଦଳରୁ ନେତାଙ୍କ ପଳାୟନ ଥମିବାର ନାଁ ନେଉନାହିଁ । ଦଳଛାଡି ନେତା ଏମିତି ପଳାୟନ କରୁଛନ୍ତି ଯେମିତି ଡୁବୁଥିବା ଜାହାଜରୁ ମୁଷା ପଳାୟନ କରନ୍ତି । ଛୋଟମୋଟ ନେତା ଦଳ ଛାଡିବା ଅଲଗା କଥା କିନ୍ତୁ କଂଗ୍ରେସ ପାଇଁ ସମସ୍ୟା ହେଉଛି ଏହାର ବଡ଼ବଡ଼ ନେତା ଦଳ ଛାଡୁଛନ୍ତି । ପୁଣି ଏମିତି ନେତା ଦଳ ଛାଡୁଛନ୍ତି ଯେଉଁମାନେ କଂଗ୍ରେସର ପିଏମ୍ ଇନ୍ ୱେଟିଂ …

RPN ସିଂ, ଜିତେନା ପ୍ରସାଦ ଓ ସିନ୍ଧିଆ, ଭାଙ୍ଗିବାରେ ଲାଗିଛି ରାହୁଲଙ୍କ କୋର୍ ଟିମ୍ Read More »

punjab elections 2022, punjab congress crisis, navjot sidhu, captain amarinder singh, rising odisha, odia blog

ସିଦ୍ଧୁଙ୍କୁ ମନ୍ତ୍ରୀ କରିବା ପାଇଁ ସୁପାରିସ କରିଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ କଂଗ୍ରେସ ପୂର୍ବତନ ସଭାପତି କ୍ୟାପ୍ଟେନ୍ ଅମରିନ୍ଦର ସିଂହ ନବଜ୍ୟୋତ ସିଂହ ସିଦ୍ଧୁଙ୍କ ବିରୋଧରେ ବଡ଼ ଧରଣର ଅଭିଯୋଗ ଆଣିଛନ୍ତି । ସୋମବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ କ୍ୟାପ୍ଟେନ୍ ଦାବି କରିଛନ୍ତି ଯେ, ପଂଜାବ ନିର୍ବାଚନ ପରେ ପରେ ତାଙ୍କ ପାଖକୁ ପାକିସ୍ତାନରୁ ସନ୍ଦେଶ ଆସିଥିଲା । ଯେଉଁ ସନ୍ଦେଶରେ ସିଦ୍ଧୁଙ୍କୁ ମନ୍ତ୍ରୀ କରିବାକୁ କୁହାଯାଇଥିଲା । ଅମରିନ୍ଦର ସିଂହ କହିଛନ୍ତି ଯେ, ତାଙ୍କୁ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ …

ସିଦ୍ଧୁଙ୍କୁ ମନ୍ତ୍ରୀ କରିବା ପାଇଁ ସୁପାରିସ କରିଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ Read More »

virat kohli, kohli, virat kohli chewing gum, controversy, kohli trolled, virat kohli trolled, virat kohli controversy, team india, indian cricket team, bcci, twitter, rising odisha, cricket news, odia blog

ବାଜୁଥିଲା ଜାତୀୟ ସଂଗୀତ, ବିରାଟ୍ ଚୋବାଉଥିଲେ ଚୁଇଁଗମ୍

ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପ୍ଟେନ୍ ବିରାଟ କୋହଲି ପୁଣିଥରେ ବିବାଦ ଭିତରକୁ ଆସିଛନ୍ତି । ୩୩ ବର୍ଷୀୟ ବିରାଟ କୋହଲିଙ୍କ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି , ଯେଉଁଥିରେ ଜାତୀୟ ସଂଗୀତ ଚାଲୁଥିବା ବେଳେ ବିରାଟଙ୍କୁ ଚୁଇଂଗମ୍ ଚୋବାଉଥିବା ଦେଖିବାକୁ ମିଳିଛି । ରବିବାର ଦିନ ଭାରତ ଓ ଦ.ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚର ଏହି ଭିଡିଓ ବୋଲି ଦାବି କରାଯାଉଛି । ଏହି ଭିଡିଓକୁ ନେଇ କ୍ରିକେଟ୍ …

ବାଜୁଥିଲା ଜାତୀୟ ସଂଗୀତ, ବିରାଟ୍ ଚୋବାଉଥିଲେ ଚୁଇଁଗମ୍ Read More »

nuctech, chinese govt, data breach, security threat, europe, china army, rising odisha, odia blog

ଚୀନର ଗୋଟିଏ କମ୍ପାନିକୁ ନେଇ ୟୁରୋପରେ ଆତଙ୍କ ! କମ୍ପାନୀ ପଛରେ ଲାଲ୍ ସେନା ?

ଚୀନ କମ୍ପାନୀଙ୍କ ବିରୋଧରେ ଗୁଇନ୍ଦାଗିରି ଅଭିଯୋଗ କିଛି ନୂଆ ନୁହେଁ । ଏବେ ଚୀନର ଆଉ ଗୋଟିଏ କମ୍ପାନୀ ବିରୋଧରେ ଗୁଇନ୍ଦାଗିରିର ଅଭିଯୋଗ ଆସିଛି । ଖାଲି ଆସିନାହିଁ ଏହି କମ୍ପାନୀକୁ ନେଇ ୟୁରୋପର ଅନେକ ଦେଶର ଆତଙ୍କ ସୃଷ୍ଟି ହୋଇଛି । କାରଣ ଏହି କମ୍ପାନୀ ଦ୍ୱାରା ତିଆରି ଉପକରଣକୁ ୟୁରୋପୀୟ ରାଷ୍ଟ୍ର ସବୁ ସୁରକ୍ଷା ପାଇଁ ବ୍ୟବହାର କରନ୍ତି । ଚିନ୍ ସେନା ଏହି କମ୍ପାନୀକୁ ନିୟନ୍ତ୍ରଣ କରୁଛି ବୋଲି ସୂଚନା ମିଳିବା ପରେ …

ଚୀନର ଗୋଟିଏ କମ୍ପାନିକୁ ନେଇ ୟୁରୋପରେ ଆତଙ୍କ ! କମ୍ପାନୀ ପଛରେ ଲାଲ୍ ସେନା ? Read More »

sadhana yadav, akhilesh yadav, sadhana slapped akhilesh, aparna yadav joins bjp, mulayam singh yadav daughter in law, akhilesh yadav sister in law, samajwadi party chief, bjp vs sp, up elections 2022, odia blog, rising odisha

40 ବର୍ଷ ତଳର ସେହି ପୁରୁଣା ପ୍ରେମକାହାଣୀ ଅଖିଳେଶଙ୍କୁ ଆଗାମୀ ୪୯ ଦିନ ପାଇଁ ଦେବ ଯନ୍ତ୍ରଣା

ଅଖିଳେଶଙ୍କୁ ସେତେବେଳେ ୯ ବର୍ଷ ହୋଇଥିଲା । ନା ସେ ରାଜନୀତିକୁ ବୁଝୁଥିଲେ ନା ପ୍ରେମ ଅଢେଇ ଅକ୍ଷର ବୋଲି ଜାଣିଥିଲେ । ସେତେବେଳେ ସେ ଜାଣିନଥିଲେ ଯେ, ତାଙ୍କ ଘରେ ଏବେ ଯାହା କିଛି ଘଟୁଛି ତାହା ଆଗକୁ ତାଙ୍କ ରାଜନୈତିକ ଓ ବ୍ୟକ୍ତିଗତ ଜୀବନକୁ ପ୍ରଭାବିତ କରିବ । ଜାନୁଆରୀ ୧୯ ୨୦୨୨ରେ ଅଖିଳେଶ ଯେଉଁ ସାମ୍ବାଦିକ ସମ୍ମିଳନୀ କରିଥିଲେ ସେଥିରେ ତାଙ୍କୁ ଭାଇ ବୋହୂ ଅପର୍ଣ୍ଣା ଯାଦବଙ୍କ ବିଜେପିରେ ସାମିଲ ହେବା ନେଇ …

40 ବର୍ଷ ତଳର ସେହି ପୁରୁଣା ପ୍ରେମକାହାଣୀ ଅଖିଳେଶଙ୍କୁ ଆଗାମୀ ୪୯ ଦିନ ପାଇଁ ଦେବ ଯନ୍ତ୍ରଣା Read More »

twindemic, twindemic flu, coronavirus, europe, covid flu, europe covid cases, rising odisha, odia blog

ଟ୍ୱାଇନଡେମିକ୍ କ’ଣ ? ଯାହା ୟୁରୋପରେ ସୃଷ୍ଟି କଲାଣି ଆତଙ୍କ

ଓମିକ୍ରନ ବିରୋଧରେ ଯୁଦ୍ଧ ଲଢୁଥିବା ୟୁରୋପରେ ଫ୍ଲୁ ମାମଲା ବଢିବାରେ ଲାଗିଛି । ଫ୍ଲୁ ଓ କରୋନା ଭାଇରସ ମହାମାରୀ ଏକା ସାଙ୍ଗରେ ବଢିବାକୁ ଟ୍ୱାଇନଡେମିକ୍ ନାମ ଦିଆଯାଇଛି । ଏହି ସ୍ଥିତି ୟୁରୋପ ପାଇଁ କେତେ ବିପଜ୍ଜନକ ତାହା ଗତବର୍ଷର ମାମଲାରୁ ବୁଝା ଯାଇପାରେ । ଗତ ବର୍ଷ ଯେତିକି ପରିମାଣରେ ଫ୍ଲୁ ମାମଲା ଆଶଙ୍କା କରାଯାଉଥିଲା ତା’ଠାରୁ ଢେର ଅଧିକ ମାମଲା ୟୁରୋପରେ ଦେଖିବାକୁ ମିଳିଥିଲା । ଏବେ ୟୁରୋପର ଅନେକ ଦେଶରେ ଦୁଇ …

ଟ୍ୱାଇନଡେମିକ୍ କ’ଣ ? ଯାହା ୟୁରୋପରେ ସୃଷ୍ଟି କଲାଣି ଆତଙ୍କ Read More »

yogi adityanath, ayodhya, gorakhpur, up elections 2022, rising odisha, odia blog

ପରାଜୟର ଡର ଯୋଗୀଙ୍କୁ ଅଯୋଧ୍ୟା ବଦଳରେ ଗୋରଖପୁର ବାଛିବାକୁ ବାଧ୍ୟ କଲା !

ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ବିଜେପି ତା’ର ପ୍ରଥମ ସୂଚୀ ଜାରି କରିଛି । ଏହି ସୂଚୀରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାମ ଅଛି । ତେବେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଅଯୋଧ୍ୟାରୁ ନିର୍ବାଚନ ଲଢିବେ ନାହିଁ । ଆଦିତ୍ୟନାଥ ନିଜ ଗଡ଼ ଗୋରଖପୁରରୁ ନିର୍ବାଚନ ଲଢିବେ । ଅଯୋଧ୍ୟାରୁ ଯୋଗୀଙ୍କୁ ପ୍ରାର୍ଥୀ କରି ବିଜେପି ପୁରା ପ୍ରଦେଶରେ ହିନ୍ଦୁଭୋଟର ଧୃବୀକରଣ କରିବାକୁ ଚାହୁଁଥିଲା । କେନ୍ଦ୍ରୀୟ ନେତୃତ୍ୱ ମଧ୍ୟ ଚାହୁଁଥିଲା ଯେ, ଯୋଗୀ ଅଯୋଧ୍ୟାରୁ ନିର୍ବାଚନ ଲଢନ୍ତୁ । …

ପରାଜୟର ଡର ଯୋଗୀଙ୍କୁ ଅଯୋଧ୍ୟା ବଦଳରେ ଗୋରଖପୁର ବାଛିବାକୁ ବାଧ୍ୟ କଲା ! Read More »

brahmin in up, brahmin cm in UP, UP ELECTIONS 2022, ODIA BLOG, rising odisha

କେମିତି ଉତ୍ତରପ୍ରଦେଶରେ ଶେଷ ହେଲା ‘ବ୍ରାହ୍ମଣ ରାଜ୍’ ?

ଉତ୍ତର ପ୍ରଦେଶର ରାଜନୈତିକ ଇତିହାସରେ ମୋଟ ୨୧ ଜଣ ମୁଖ୍ୟମନ୍ତ୍ରୀ ଆସିଛନ୍ତି । ଏହି ୨୧ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୬ ଜଣ ହେଉଛନ୍ତି ବ୍ରାହ୍ମଣ । କିନ୍ତୁ ଗତ ୩୧ ବର୍ଷର ରାଜନୈତିକ ଇତିହାସ ଉପରେ ଯଦି ନଜର ପକାଯାଏ ତେବ ଦେଖିବାକୁ ମିଳିବ ଯେ,ଏହି ତିନି ଦଶନ୍ଧୀରେ ଜଣେ ମଧ୍ୟ ବ୍ରାହ୍ମଣ ମୁଖ୍ୟମନ୍ତ୍ରୀ ହୋଇ ପାରିନାହାନ୍ତି । ତେବେ ଉତ୍ତର ପ୍ରଦେଶ ରାଜନୀତିରେ ଏମିତି କ’ଣ ହେଲା ଯାହାଫଳରେ ରାଜ୍ୟ ରାଜନୀତିରେ ବ୍ରାହ୍ମଣଙ୍କ ପ୍ରଭାବ ହ୍ରାସ …

କେମିତି ଉତ୍ତରପ୍ରଦେଶରେ ଶେଷ ହେଲା ‘ବ୍ରାହ୍ମଣ ରାଜ୍’ ? Read More »

savings, financial savings, salary, odia blog, rising odisha

୩୦ ହଜାର ଟଙ୍କା ଦରମା ପାଉଥିଲେ ଜଣେ କେତେ ସଂଚୟ କରିବା ଉଚ୍ଚିତ ?

ଭାରତୀୟ ସଂସ୍କୃତିରେ ସଂଚୟକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ । ଛୋଟମୋଟ ସଂଚୟ ଆର୍ଥିକ ଅଭାବ କାଳରେ ବଡ଼ ସହାୟକ ହୋଇଥାଏ । ଭାରତୀୟ ପରିବାରରେ ମହିଳା ମାନେ ଛୋଟ ସଂଚୟ କରିଥାନ୍ତି । ଛୋଟ ସଂଚୟ କରୋନା ଭଳି ମହାମାରୀରେ ଅନେକ ପରିବାରଙ୍କ ପାଇଁ ସହାୟକ ସିଦ୍ଧ ହୋଇଥିଲା । ତେଣୁ ସମସ୍ତେ ସଂଚୟ କରିବା ଉଚିତ । ତେବେ ଜଣେ ନିଜ ଦରମାର କେତେ ପ୍ରତିଶତ ସବୁ ମାସରେ ସଂଚୟ କରିବା ଜରୁରୀ ? ଧରି …

୩୦ ହଜାର ଟଙ୍କା ଦରମା ପାଉଥିଲେ ଜଣେ କେତେ ସଂଚୟ କରିବା ଉଚ୍ଚିତ ? Read More »

eci, election commission of india, rally, road show, assembly elections 2022, digital campaign, assembly elections 2022, rising odisha

ଏଥର ନିର୍ବାଚନ କମିଶନ ଶକ୍ତ, ରୋଡ୍ ସୋ’, ସଭାକୁ ନା

ପଶ୍ଚିମ ବଙ୍ଗ ନିର୍ବାଚନ କାଳରେ କରୋନା ବିସ୍ଫୋରଣରୁ ବୁଦ୍ଧି ସିଖିଥିବା ନିର୍ବାଚନ କମିଶନ ଚଳିତ ବର୍ଷ ହେବାକୁ ଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ କଠୋର ଦୃଷ୍ଟିକୋଣ ଆପଣାଇଛନ୍ତି । ଏଥର ନିର୍ବାଚନ ପ୍ରଚାର ବେଳେ ଅତିକମରେ ଜାନୁଆରି ୧୫ ତାରିଖ ପର୍ଯ୍ୟନ୍ତ କୌଣସି ପ୍ରକାରର ରୋଡ୍ ସୋ’, ରାଲି, ବାଇକ୍ ରାଲି ଉପରେ କମିଶନ ପ୍ରତିବନ୍ଧକ ଲାଗୁ କରିଛନ୍ତି । ମୁଖ୍ୟ ନିର୍ବାଚନ କମିଶନ ସୁଶୀଲ ଚନ୍ଦ୍ରା ସ୍ପଷ୍ଟ ଭାବେ କହିଛନ୍ତି ଯେ, ୧୫ …

ଏଥର ନିର୍ବାଚନ କମିଶନ ଶକ୍ତ, ରୋଡ୍ ସୋ’, ସଭାକୁ ନା Read More »

RSS
Follow by Email
Scroll to Top
Close Bitnami banner
Bitnami