Author name: user

hyundai kashmir controversy, hyundai pakistan tweet, hyundai India, boycott hyundai twitter, hyundai motors, kashmir day, rising odisha, odia blog

ଗୋଟିଏ ଟ୍ୱିଟ୍ ହୁଣ୍ଡାଇକୁ ପଡିବାକୁ ଯାଉଛି ମହଙ୍ଗା, ପାକିସ୍ତାନ ପ୍ରେମ ପାଇଁ ବିପଦରେ ୬ଶହ କୋଟି ଡଲାର ନିବେଶ

Hyundai Kashmir Controversy: କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ହୁଣ୍ଡାଇର ଆପତ୍ତିଜନକ ପୋଷ୍ଟକୁ ନେଇ ଭାରତୀୟଙ୍କ କ୍ରୋଧ ଥମିବାର ନାଁ ଧରୁନି । ବିବାଦ ତୀବ୍ର ହେଉଥିବା ଦେଖି ହୁଣ୍ଡାଇ ଇଣ୍ଡିଆ ଏହି ପ୍ରସଙ୍ଗରେ ଥରେ ନୁହେଁ ଦୁଇଥର କ୍ଷମା ମାଗି ସାରିଲାଣି କିନ୍ତୁ ବିବାଦ ଥମିବାର ନାଁ ନେଉନି । ଆଉ ଏହା ସହିତ ହୁଣ୍ଡାଇର ଭାରତର ୬ ଶହ କୋଟି ଡଲାର ବ୍ୟବସାୟ ଉପରେ ଲାଗିଲାଗଣି ପ୍ରଶ୍ନ । ଏହି ପ୍ରସଙ୍ଗରେ ହୁଣ୍ଡାଇ ଇଣ୍ଡିଆ ମଙ୍ଗଳବାର …

ଗୋଟିଏ ଟ୍ୱିଟ୍ ହୁଣ୍ଡାଇକୁ ପଡିବାକୁ ଯାଉଛି ମହଙ୍ଗା, ପାକିସ୍ତାନ ପ୍ରେମ ପାଇଁ ବିପଦରେ ୬ଶହ କୋଟି ଡଲାର ନିବେଶ Read More »

political slogans, elections slogans, assembly elections 2022, congress slogan, bjp slogan, rising odisha, political parties in india, odia blog

‘ୱାଃ ନେହେରୁ ତେରି ମୌଜ’ ଠାରୁ ୨୦୨୨ : ଏମିତି ସ୍ଲୋଗାନ ସହ ବଦଳିଛି ଦେଶର ରାଜନୀତି

ସ୍ଲୋଗାନ.. ଯେକୌଣସି ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ନିର୍ବାଚନ ପ୍ରଚାରରେ ଭୋଟରଙ୍କୁ ନିଜ ପଟକୁ ଟାଣିବାକୁ ରାଜନୈତିକ ଦଳ ମସାଲାଦାର ସ୍ଲୋଗାନ୍ ସହିତ ମୈଦାନକୁ ଓହ୍ଲାଇଥାନ୍ତି । ତେବେ ରାଜନୈତିକ ଦଳଙ୍କ ନିର୍ବାଚନୀ ସ୍ଲୋଗାନର ମଧ୍ୟ ଇତିହାସ ରହିଛି । ଭୋଟ୍ ରାଜନୀତିରେ କେବେଳ ସ୍ଲୋଗାନ୍ ଲୋକଙ୍କୁ ଗୋଟିଏ ରାଜନୈତିକ ଦଳ ଆଡକୁ ଟାଣେ ନାହିଁ ବଂର ଏହା କ୍ଷମତାକୁ ମଧ୍ୟ ଦୋହଲାଇ ଦେଇଥାଏ । ଯାହାର ଢେର ଉଦାହରଣ ରହିଛି । ୫ଟି …

‘ୱାଃ ନେହେରୁ ତେରି ମୌଜ’ ଠାରୁ ୨୦୨୨ : ଏମିତି ସ୍ଲୋଗାନ ସହ ବଦଳିଛି ଦେଶର ରାଜନୀତି Read More »

navjot singh sidhu, punjab cm face, congress punjab, rahul gandhi, punjab cm, charanjit singh channi, rising odisha, odia blog

ପଂଜାବରେ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ସିଦ୍ଧୁଙ୍କ ବଦଳରେ ଚନ୍ନିଙ୍କୁ କାହିଁକି ବାଛିଲା କଂଗ୍ରେସ ?

ପଂଜାବ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନିଜ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିଛି । ନବଜ୍ୟୋତ ସିଦ୍ଧୁଙ୍କ ବଦଳରେ କଂଗ୍ରେସ ହାଇକମାଣ୍ଡ୍ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନିଙ୍କୁ ବିଶ୍ୱାସ କରିଛନ୍ତି । ଏବେ ଦଳ ଚନ୍ନିଙ୍କୁ କ୍ୟାପ୍ଟେନ୍ କରି ନିର୍ବାଚନ ଲଢିବ । ଏମିତିରେ ପ୍ରଶ୍ନ ଉଠିପାରେ ଚନ୍ନିଙ୍କ ଉପରେ ବାଜି ଲଗାଇବାକୁ କଂଗ୍ରେସ ହାଇକମାଣ୍ଡ୍ କାହିଁକି ମନସ୍ଥିର କଲେ , ଆସନ୍ତୁ ଜାଣିବା.. ରାହୁଲ ଗାନ୍ଧୀ ରବିବାର ଦିନ ଲୁଧିଆନାରେ ଆୟୋଜିତ ଏକ ନିର୍ବାଚନୀ ରାଲିରେ …

ପଂଜାବରେ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ସିଦ୍ଧୁଙ୍କ ବଦଳରେ ଚନ୍ନିଙ୍କୁ କାହିଁକି ବାଛିଲା କଂଗ୍ରେସ ? Read More »

ISIS chief Abu Ibrahim al-Hashimi al-Qurayshi, isis chief dead, isis, whitehouse situation room, rising odisha, odia blog

ହ୍ୱାଇଟ୍ ହାଉସରେ ଇତିହାସ ପୁଣି ନିଜକୁ ଦୋହରାଇଲା ଏମିତି, ମନେ ପଡିଗଲା ଲାଦେନର ଅନ୍ତ କଥା

ଇତିହାସର ନିଜକୁ ଦୋହରାଏ । ଗୁରୁବାର ହ୍ୱାଇଟ୍ ହାଉସର ସିଚୁଏସନ ରୁମ୍ ଉପରେ ନଜର ପକାଇଲେ ଏହି କଥା କେତେ ସତ ତାହା ଜଣା ପଡୁଛି । ୧୧ ବର୍ଷ ତଳର ସେହି ଘଟଣା ମନେପଡୁଛି ଯେତେବେଳେ ଲାଡେନର ଅନ୍ତ ଲାଇଭ୍ ଦେଖିଥିଲେ ରାଷ୍ଟ୍ରପତି ଓବାମା । ଆଉ ୧୧ ବର୍ଷ ପରେ ସେହି ଏକା ରୁମରେ ବସି ଇସଲାମିକ୍ ଷ୍ଟେଟର ମୁଖିଆର ଅନ୍ତ ଦେଖିଛନ୍ତି ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ୍ । କେବଳ ଗୋଟିଏ ଫରକ …

ହ୍ୱାଇଟ୍ ହାଉସରେ ଇତିହାସ ପୁଣି ନିଜକୁ ଦୋହରାଇଲା ଏମିତି, ମନେ ପଡିଗଲା ଲାଦେନର ଅନ୍ତ କଥା Read More »

ସମାଜବାଦୀ ଅଖିଳେଶଙ୍କ ସମ୍ପତି କେତେ ? ଜାଣିଲେ କହିବେ ସମାଜବାଦରେ ଭଲ ରିଟର୍ଣ୍ଣ ଅଛି !

ଖଦଡ, ଗାନ୍ଧୀ ଟୋପି । ଦିନେ ଏହା ଥିଲା ସମାଜବାଦୀଙ୍କ ଟ୍ରେଡ୍ ମାର୍କ୍ । ସମାଜବାଦୀ କହିଲେ ଏମିତି ଜଣେ ବ୍ୟକ୍ତିଙ୍କୁ ବୁଝାଉଥିଲା ଯିଏ ସାଧାସିଧା ଜୀବନରେ ବିଶ୍ୱାସ କରୁଥିବେ । କିନ୍ତୁ ସମୟ ସହିତ ସବୁ ବଦଳି ଯାଇଛି । ଏବେ ସମାଜବାଦୀ ନେତାଙ୍କ ସମ୍ପତି ହିସାବ ଶୁଣିଲେ ତାଜୁବ ହେବାକୁ ପଡୁଛି । ଉତ୍ତର ପ୍ରଦେଶ ରାଜନୀତିରେ ଯାଦବ ପରିବାରର ଅଲଗା ଗୁରୁତ୍ୱ ରହିଛି । ମୁଲାୟମ ସିଂ ଯାଦବଙ୍କ ଦ୍ୱାରା ଆରମ୍ଭ ହୋଇଥିବା …

ସମାଜବାଦୀ ଅଖିଳେଶଙ୍କ ସମ୍ପତି କେତେ ? ଜାଣିଲେ କହିବେ ସମାଜବାଦରେ ଭଲ ରିଟର୍ଣ୍ଣ ଅଛି ! Read More »

lata mangeshkar, bharat ratna lata mangeshkar

ଲତା ମଙ୍ଗେସକର : କେବେ ସ୍କୁଲ ଯାଇନଥିବା ଜଣେ ଗାୟୀକାଙ୍କ କାହାଣୀ ଯିଏ ଖେଳିବା ବୟସରେ ଗାଇଥିଲେ ପ୍ରଥମ ଗୀତ

ଭାରତର ସ୍ୱର ଭାରତ ରତ୍ନ ଲତାଙ୍କ ଜୀବନ ଆରମ୍ଭ ହୋଇଥିଲା ଇନ୍ଦୋର ସହରରୁ । ୧୯୨୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ଇନ୍ଦୋରରେ ଲତାଙ୍କ ଜନ୍ମ ହୁଏ । ପିତା ଥିଲେ ମହାନ ମରାଠୀ ସଂଗୀତ କାର ଦିନାନାଥ ମଙ୍ଗେସକର । ପଣ୍ଡିତ ଦିନାନାଥଙ୍କ ମୁଳ ସାଙ୍ଗିଆ ଥିଲା ହାର୍ଡିକର । ଗୋଆର ମଙ୍ଗେସିରୁ ଆସିଥିବା ଦିନାନାଥ କିନ୍ତୁ ସ୍ଥାନ ନାମ ଅନୁସାରେ ନିଜ ସାଙ୍ଗିଆକୁ ମଙ୍ଗେସକର କରିଥିଲେ । ଏହାପରଠାରୁ ତାଙ୍କ ସନ୍ତାନ ମାନେ ମଧ୍ୟ …

ଲତା ମଙ୍ଗେସକର : କେବେ ସ୍କୁଲ ଯାଇନଥିବା ଜଣେ ଗାୟୀକାଙ୍କ କାହାଣୀ ଯିଏ ଖେଳିବା ବୟସରେ ଗାଇଥିଲେ ପ୍ରଥମ ଗୀତ Read More »

union budget 2022, nirmala sitharaman, finance minister, modi govt budget, central govt, budget session, india budget 2022 survey, rising odisha, odia blog

2022-23 ବଜେଟ୍ : ୫୮ ପ୍ରତିଶତଙ୍କ ମତ ବଜେଟ୍ କାମକୁ ନୁହେଁ

ମୋଦି ସରକାରର ୨୦୨୨ ବଜେଟକୁ ନେଇ ଉତ୍ତର ଭାରତର ଏକ ପ୍ରମ୍ମୁଖ ହିନ୍ଦି ଖବରକାଗଜ ଦୈନିକ ଭାସ୍କର କରିଥିବା ଅନଲାଇନ୍ ସର୍ବେକ୍ଷଣରୁ ଯେଉଁ ତଥ୍ୟ ଆସିଛି ତାହା କେନ୍ଦ୍ର ସରକାର ଲାଗି ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ସତର୍କ ଘଣ୍ଟି । ଏହି ସର୍ଭେରେ ଭାଗ ନେଇଥିବା ୫୮ ପ୍ରତିଶତରୁ ଅଧିକ ଲୋକଙ୍କ କହିବା ହେଉଛି-ବଜେଟ୍ କିଛି କାମକୁ ନୁହେଁ । ଏହି ବଜେଟ୍ ନିରାଷଜନକ ବୋଲି ସେମାନଙ୍କ ମତ । ୫୫ ପ୍ରତିଶତ ଲୋକଙ୍କ କହିବା …

2022-23 ବଜେଟ୍ : ୫୮ ପ୍ରତିଶତଙ୍କ ମତ ବଜେଟ୍ କାମକୁ ନୁହେଁ Read More »

pegasus spyware, new york times, modi govt, congress, rahul gandhi, india israel, rising odisha

ପେଗାସସ୍ ଗୁଇନ୍ଦା ଉପକରଣକୁ ନେଇ ପୁଣି ହଙ୍ଗାମା, ଜାଣନ୍ତୁ ନ୍ୟୁୟର୍କ ଟାଇମ୍ସର ୧୦ ବଡ଼ ତଥ୍ୟ

ପେଗାସସ୍ ସ୍ପାଇୱେୟାରକୁ ନେଇ ଆମେରିକୀୟ ଖବରକାଗଜ ନ୍ୟୁୟର୍କ ଟାଇମ୍ସର ରହସ୍ୟ ଉଦଘାଟନ ପରେ ଭାରତରେ ପୁଣିଥରେ ରାଜନୈତିକ ହଙ୍ଗାମା ଆରମ୍ଭ ହୋଇଯାଇଛି । ନ୍ୟୁୟର୍କ ଟାଇମ୍ସର ଦାବି ଯେ, ୨୦୧୭ରେ ଭାରତ ଓ ଇସ୍ରାଏଲ ମଧ୍ୟରେ ଏକ କ୍ଷେପଣାସ୍ତ୍ର ପ୍ରଣାଳୀ ଓ ପେଗାସସ ପାଇଁ ହୋଇଥିବା ୨ଶହ କୋଟି ଡଲାରର ଚୁକ୍ତିର କେନ୍ଦ୍ରବିନ୍ଦୁ ଥିଲା । ନ୍ୟୁୟର୍କ ଟାଇମ୍ସରେ ଏହି ରିପୋର୍ଟ ପ୍ରକାଶିତ ହେବା ପରେ ବିରୋଧୀ ମୋଦି ସରକାରଙ୍କ ଉପରେ ଜୋରଦାର ଆକ୍ରମଣ ଆରମ୍ଭ କରିଛନ୍ତି …

ପେଗାସସ୍ ଗୁଇନ୍ଦା ଉପକରଣକୁ ନେଇ ପୁଣି ହଙ୍ଗାମା, ଜାଣନ୍ତୁ ନ୍ୟୁୟର୍କ ଟାଇମ୍ସର ୧୦ ବଡ଼ ତଥ୍ୟ Read More »

school open, central govt, rising odisha, chandrakant lahariya, manish sisodia, covid guidelines, online class, odia blog, rising odisha

ଦେଶ ବ୍ୟାପି ଖୋଲିବ ସ୍କୁଲ, କରୋନାର ବଦଳୁଥିବା ରୂପକୁ ଦେଖି ସରକାର ତିଆରି କରୁଛନ୍ତି ଫୁଲପ୍ରୁଫ୍ ମଡେଲ

କେନ୍ଦ୍ର ସରକାର କୋଭିଡ୍ -୧୯ ସମ୍ବନ୍ଧିତ ସବୁ ପ୍ରୋଟକଲର ପାଳନ ସହିତ ଅଫଲାଇନ୍ କ୍ଲାସ ସବୁକୁ ଖୋଲିବା ପାଇଁ ଏକ ମଡେଲ ଉପରେ କାର୍ଯ୍ୟ କରୁଛନ୍ତି । ଓମିକ୍ରନ୍ ଭାଇରସ ବିଶ୍ୱବ୍ୟାପି ଆତଙ୍କ ସୃଷ୍ଟି କରିବା ପରେ ଦେଶର ଅଧିକାଂଶ ରାଜ୍ୟରେ ସ୍କୁଲର ଅଫଲାଇନ୍ କ୍ଲାସକୁ ବନ୍ଦ କରି ଦିଆଯାଇଛି । କରୋନା ଭାଇରସ ମହାମାରୀ କାରଣରୁ ଛାତ୍ର ମାତ୍ର କମ ସମୟକୁ ଛାଡି ଗଲା ଦୁଇ ବର୍ଷ ହେଲା ଅନ ଲାଇନ୍ କ୍ଲାସ ଜରିଆରେ ପାଠ …

ଦେଶ ବ୍ୟାପି ଖୋଲିବ ସ୍କୁଲ, କରୋନାର ବଦଳୁଥିବା ରୂପକୁ ଦେଖି ସରକାର ତିଆରି କରୁଛନ୍ତି ଫୁଲପ୍ରୁଫ୍ ମଡେଲ Read More »

global price rise, global inflation, pandemic crisis, india, sri lanka, venezuela, pakistan, rising odisha, odia blog

କେଉଁଠି ୭ଶହ ଟଙ୍କାରେ କିଲେ ଲଙ୍କା ତ’ କେଉଁଠି ୫୦ ଲକ୍ଷ ଟଙ୍କାରେ ୫ ଟମାଟୋ

ଯଦି ଆପଣ ଦରଦାମ ବୃଦ୍ଧିଦ୍ୱାରା କେବଳ ଭାରତ ପ୍ରଭାବିତ ହୋଇଛି ତେବେ ଆପଣଙ୍କ ଧାରଣା ଭୁଲ । ବିଶ୍ୱର ଏମିତି କିଛି ଦେଶ ଅଛନ୍ତି ଯେଉଁଠି ଦରଦାମ ଆକାଶ ଟପି ମହାକାଶ ଛୁଇଁଲାଣି । କେଉଁ ଦେଶରେ ଏକ କିଲୋ ଲଙ୍କା ପାଇଁ ୭ଶହ ଟଙ୍କା ଗଣିବାକୁ ପଡୁଛି ତ’ କେଉଁଠି ଗୋଟିଏ ଟମାଟୋର ଦାମ ୧୦ ଲକ୍ଷ ଟଙ୍କା । ସେଠା ଦର ଓ ଏଠା ଦରକୁ ଯଦି ତୁଳନା କରିବେ ତେବେ ମନକୁ ମନ …

କେଉଁଠି ୭ଶହ ଟଙ୍କାରେ କିଲେ ଲଙ୍କା ତ’ କେଉଁଠି ୫୦ ଲକ୍ଷ ଟଙ୍କାରେ ୫ ଟମାଟୋ Read More »

RSS
Follow by Email
Scroll to Top
Close Bitnami banner
Bitnami