Author name: user

russia ukraine war, tech companies, google, twitter, meta, apple, microsoft, ukraine crisis, ukraine russia war

ୟୁକ୍ରେନକୁ ଟେକ୍ କମ୍ପାନୀଙ୍କ ସାହାଯ୍ୟ, ଗୁଗଲ ଭଳି କମ୍ପାନି ଲଢୁଛନ୍ତି ଋଷ ବିରୋଧରେ ଯୁଦ୍ଧ

ଋଷିଆ-ୟୁକ୍ରେନ୍ ଯୁଦ୍ଧ ସମୟରେ ଓ୍ୱେଷ୍ଟର୍ଣ୍ଣ ଓ୍ୱାର୍ଲଡ ଋଷିଆ ବିରୁଦ୍ଧରେ ଏକ ନିଷ୍ପତ୍ତିମୂଳକ ପନ୍ଥା ଆପଣାଇଛି । କେବଳ ସରକାର ନୁହଁନ୍ତି ବରଂ ବିଗ୍ ଟେକ୍ କମ୍ପାନି ୟୁକ୍ରେନକୁ ସାହାଯ୍ୟ କରିବା ପାଇଁ ଆଗକୁ ଆସିଛନ୍ତି । ଯାହା ଋଷ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି । ରାଷ୍ଟ୍ରପତି ଭୋଲୋଦିମିର ଜେଲେଂସ୍କିଙ୍କ ଠାରୁ ଆରମ୍ଭ କରି ସାଧାରଣ ନାଗରିକଙ୍କ ପର୍ଯ୍ୟନ୍ତ ସମସ୍ତେ ଋଷିଆକୁ ଜବାବ ଦେବାପାଇଁ ଅଣ୍ଟା ଭିଡ଼ିଛନ୍ତି । ଋଷ୍ ସେନା ବିରୋଧରେ ଯୁଦ୍ଧ ଲଢ଼ିବାକୁ ବିଦେଶରେ …

ୟୁକ୍ରେନକୁ ଟେକ୍ କମ୍ପାନୀଙ୍କ ସାହାଯ୍ୟ, ଗୁଗଲ ଭଳି କମ୍ପାନି ଲଢୁଛନ୍ତି ଋଷ ବିରୋଧରେ ଯୁଦ୍ଧ Read More »

china tyres, russian convoy, russia ukraine war

ଋଷକୁ ମହଙ୍ଗା ପଡିଲା ଶସ୍ତା ଚୀନ୍ ଟାୟାର, ୬୪ କିମି ଲମ୍ବା ସେନା ଲାଇନକୁ ଲାଗିଲା ବ୍ରେକ୍

ୟୁକ୍ରେନ୍ ଓ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧ ଶନିବାର ଦିନ ଦଶମ ଦିନରେ ପ୍ରବେଶ କରିଛି । ଏହି ଦିନ ମଧ୍ୟ ଋଷ ତରଫରୁ ୟୁକ୍ରେନର ଦୁଇଟି ସହର ଉପରେ ଦୁଇ ଘଣ୍ଟା ପାଇଁ ଆକ୍ରମଣ ବନ୍ଦ କରିଥିଲା । ଫଳରେ ୟୁକ୍ରେନ୍ ମାରିୟୁପୋଲ ଓ ଭୋଲନୋଭୋଖା ସହରରେ ଅଟକ ଥିବା ବାସିନ୍ଦାଙ୍କୁ ସୁରକ୍ଷିତ ସ୍ଥାନକୁ ଅପସାରଣ କରିଛି । ଅନ୍ୟପକ୍ଷରେ ଋଷ ସେନାର ଯେଉଁ ୬୪ କିମି ଲମ୍ବା ସେନା ଲାଇନକୁ ନେଇ ଚର୍ଚ୍ଚା ଚାଲିଥିଲା …

ଋଷକୁ ମହଙ୍ଗା ପଡିଲା ଶସ୍ତା ଚୀନ୍ ଟାୟାର, ୬୪ କିମି ଲମ୍ବା ସେନା ଲାଇନକୁ ଲାଗିଲା ବ୍ରେକ୍ Read More »

ଜେଲେଂସ୍କିଙ୍କ ହତ୍ୟା ପାଇଁ ୟୁକ୍ରେନରେ ପହଂଚି ସାରିଲେଣି ୪ ହଜାର ଭଡାଟିଆ ହତ୍ୟାକାରୀ !

୧୨ ଘଣ୍ଟାରେ ୟୁକ୍ରେନ ଉପରେ କବଜା ପାଇଁ ପୁଟିନ କରିଥିଲେ ଯୋଜନା । କିନ୍ତୁ ଯୋଜନ କେବଳ ଯୋଜନା ହୋଇ ରହିଗଲା । ଯୁଦ୍ଧର ୪ ଦିନ ପରେ ବି ସମ୍ପୂର୍ଣ୍ଣ ୟୁକ୍ରେନ ଋଷ ସେନା ଅଧିକାରକୁ ଆସି ପାରିନାହିଁ । ଋଷକୁ ଛାଡନ୍ତୁ ୟୁକ୍ରେନର ସମର୍ଥକ ମଧ୍ୟ ଭାବିଥିଲେ ୧୨ ଘଣ୍ଟା ନହେଲେ ବି ୨୪ ଘଣ୍ଟାରେ ରାଜଧାନୀ କିଭ୍ ର ପତନ ଅବଶ୍ୟମ୍ଭାବୀ । କିନ୍ତୁ ସମସ୍ତଙ୍କୁ ଚକିତ କରି ଏବେ ମଧ୍ୟ କିଭ୍ …

ଜେଲେଂସ୍କିଙ୍କ ହତ୍ୟା ପାଇଁ ୟୁକ୍ରେନରେ ପହଂଚି ସାରିଲେଣି ୪ ହଜାର ଭଡାଟିଆ ହତ୍ୟାକାରୀ ! Read More »

atal bihari vajpayee, kargil war, russia ukraine war, odia blog, rising odisha

‘କାଲି ପାକିସ୍ତାନ ସୂର୍ଯ୍ୟୋଦୟ ଦେଖିବ ନାହିଁ’, ୟୁକ୍ରେନ-ଋଷ ଯୁଦ୍ଧ ପରେ କାହିଁକି ମନେ ପଡେ ଅଟଳଙ୍କ ଏହି ଅଟଳ ବାକ୍ୟ ?

ୟୁକ୍ରେନ୍ ଉପରେ ଋଷର ପ୍ରଚଣ୍ଡ ଆକ୍ରମଣ ଦେଖି ପ୍ରାୟ ସବୁ ଭାରତୀୟ ଚିନ୍ତିତ ଅଛନ୍ତି । ସେଠାରେ ଅଟକି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ନୂଆଦିଲ୍ଲୀ ବିଶେଷ ଅଭିଯାନ ଚଲାଇଛି । ୪ ଜଣ କେନ୍ଦ୍ର ମନ୍ତ୍ରୀ ୟୁକ୍ରେନ୍ ପଡୋଷୀ ଦେଶରେ ଡେରା ପକାଇଛନ୍ତି । ୟୁକ୍ରେନ ସଂକଟ କାଳରେ ଏବେ ସୋସିଆଲ ମିଡିଆରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ ଟ୍ରେଣ୍ଡ୍ କରୁଛନ୍ତି । ଆପଣ ଭାବୁଥିବେ ଏବେ ଅଟଳ କାହିଁକି ଟ୍ରେଣ୍ଡ୍ କରୁଛନ୍ତି …

‘କାଲି ପାକିସ୍ତାନ ସୂର୍ଯ୍ୟୋଦୟ ଦେଖିବ ନାହିଁ’, ୟୁକ୍ରେନ-ଋଷ ଯୁଦ୍ଧ ପରେ କାହିଁକି ମନେ ପଡେ ଅଟଳଙ୍କ ଏହି ଅଟଳ ବାକ୍ୟ ? Read More »

pok, india attacks pok, pakistan occupied kashmir, russia ukraine crisis, russia ukraine war update, india vs pakistan, india pakistan standoff, nuclear war, nuclear attack, rising odisha, odia blog

ଋଷର ୟୁକ୍ରେନ୍ ଆକ୍ରମଣ ପରେ POKରେ ସମାନ ଆକ୍ରମଣ କରିବାକୁ ସୋସିଆଲ ମିଡିଆରେ ମତ, କିନ୍ତୁ ଜାଣନ୍ତୁ କେଉଁଠି ରହିଛି ପେଞ୍ଚ

ୟୁକ୍ରେନ୍ ଉପରେ ଯେଉଁଭଳି ଭାବେ ଋଷ ଆକ୍ରମଣ କରିଛି ତାକୁ ନେଇ ଭାରତରେ ଦୁଇପ୍ରକାର ମତ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଗୋଟିଏ ଗୋଷ୍ଠୀ ଏଥିପାଇଁ ଋଷକୁ ନିନ୍ଦା କରୁଥିବା ବେଳେ ଆଉ ଗୋଟିଏ ଗୋଷ୍ଠୀ କହୁଛନ୍ତି ଯେ, ଋଷର ଏହି ଆକ୍ରମଣ ଭାରତକୁ ପାକ୍ ଅଧିକୃତ କାଶ୍ମୀର ଅଧିକାର କରିବାର ମୌକା ଦେଇଛି । ସେମାନଙ୍କ କହିବା ହେଉଛି ଯେମିତି ଋଷ ଏହାକୁ ଆକ୍ରମଣ କିମ୍ବା ଯୁଦ୍ଧ ବୋଲି ନକହି ସେନା କାର୍ଯ୍ୟାନୁଷ୍ଠାନ ବୋଲି …

ଋଷର ୟୁକ୍ରେନ୍ ଆକ୍ରମଣ ପରେ POKରେ ସମାନ ଆକ୍ରମଣ କରିବାକୁ ସୋସିଆଲ ମିଡିଆରେ ମତ, କିନ୍ତୁ ଜାଣନ୍ତୁ କେଉଁଠି ରହିଛି ପେଞ୍ଚ Read More »

ukraine ambassador to india, narendra modi, russia ukraine crisis, russia vs ukraine war update, india, rising odisha, odia blog

ଋଷ-ୟୁକ୍ରେନ୍ ଯୁଦ୍ଧ : ପିସ୍ ମେକର ଭାବେ ଉଭା ହେବକି ଭାରତ ?

ୟୁକ୍ରେନ୍ ଓ ଋଷ ମଧ୍ୟରେ ଯୁଦ୍ଧ ବିପଜ୍ଜନକ ମୋଡରେ ଥିବାବେଳେ ଆସିଛି ୟୁକ୍ରେନ୍ ରାଷ୍ଟ୍ରପତି ଭ୍ଲାଦିମିର ଜେଲେଂସ୍କିଙ୍କ ବୟାନ । ଜେଲେଂସ୍କିଙ୍କ ଅନୁସାରେ ଶନିବାର ସଂଧ୍ୟାରେ ସେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଯୁଦ୍ଧକୁ ନେଇ କଥା ହୋଇଛନ୍ତି । ତାଙ୍କ ଅନୁସାରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ୍ କରି ଯୁଦ୍ଧସ୍ଥିତିକୁ ନେଇ ଅବଗତ କରାଇଥିଲେ । ଭ୍ଲାଦିମିରଙ୍କ ଅନୁସାରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଥିଲେ ଯେ, ଆମ ଦେଶ ମଧ୍ୟକୁ ୧ ଲକ୍ଷ ଅନୁପ୍ରବେଶକାରୀ …

ଋଷ-ୟୁକ୍ରେନ୍ ଯୁଦ୍ଧ : ପିସ୍ ମେକର ଭାବେ ଉଭା ହେବକି ଭାରତ ? Read More »

vladimir putin, russia ukraine news, russia ukraine crisis, russia vs ukraine war update, russian president, odia news, rising odisha

ହାଲୁକା ଆଞ୍ଚରେ ମାଂସ ରାନ୍ଧୁଛନ୍ତି ପୁଟିନ୍,ଆଗକୁ ଟାର୍ଗେଟରେ କେଉଁ ଦେଶ ?

ବ୍ରିଟିଶ ଫିଲ୍ମ ନିର୍ଦେଶକ ଆଲଫ୍ରେଡ୍ ହିଚକ ଥରେ କହିଥିଲେ ଯେତେ ସମ୍ଭବ ଦର୍ଶକଙ୍କୁ ହଇରାଣ କର । ତାଙ୍କ କହିବା ଅର୍ଥ ହେଉଛି ଦର୍ଶକୁ ଅସମଂଜସ, ଦ୍ୱିବିଧା ଓ ସସପେନ୍ସ ଭିତରେ ରଖ । ଯେମିତି ସେ ଜାଣି ନପାରିବ ଯେ, ଅନ୍ତିମ ଦୃଷ୍ୟ ପର୍ଯ୍ୟନ୍ତ କ’ଣ ଘଟିବ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ୟୁକ୍ରେନ୍ ମାମଲାରେ ଠିକ୍ ସେଇଆ କରିଛନ୍ତି । କେବେ ନରମ କେବେ ଗରମ ହୋଇ ପୁଟିନ୍ ପୁରା ଦୁନିଆକୁ ଦ୍ୱିବିଧା …

ହାଲୁକା ଆଞ୍ଚରେ ମାଂସ ରାନ୍ଧୁଛନ୍ତି ପୁଟିନ୍,ଆଗକୁ ଟାର୍ଗେଟରେ କେଉଁ ଦେଶ ? Read More »

amit shah, mayavati, bsp, bjp, up elections 2022, rising odisha, odia blog

ଶାହାଙ୍କ ମାୟାବତୀଙ୍କୁ ପ୍ରଶଂସାର କାରଣ କ’ଣ ? ଭୋଟରଙ୍କୁ ବିଭ୍ରାନ୍ତ କରିବା ରଣନୀତି କି ?

ଭାରତୀୟ ରାଜନୀତିରେ ଏମିତି ଖୁବକମ ଉଦାହରଣ ରହିଛି ଯେତେବେଳେ ବଡ଼ ନିର୍ବାଚନୀ ମହାସମର ଭିତରେ ଗୋଟିଏ ଦଳର ମୁଖ୍ୟ ଆଉ ଗୋଟଏ ଦଳର ମୁଖ୍ୟଙ୍କୁ ପ୍ରଶଂସା କରିଛନ୍ତି । ସେହିଭଳି ଚକିତ କରିବା ଭଳି ଘଟଣା ଏବେ ଉତ୍ତରପ୍ରଦେଶ ନିର୍ବାଚନରେ ଦେଖିବାକୁ ମିଳିଛି । ବିଜେପିର ଚାଣକ୍ୟ ଭାବେ ପରିଚିତ ଅମିତ ଶାହା ଓ ବିଏସପି ମୁଖ୍ୟ ମାୟାବତୀ ଯେଉଁଭଳି ଭାବେ ପରସ୍ପରକୁ ପ୍ରଶଂସା କରିଛନ୍ତି ତାହା ବଡ଼ ବଡ଼ ରାଜନୈତିକ ପଣ୍ଡିତଙ୍କୁ କନଫ୍ୟୁଜ୍ କରିଦେଇଛି । …

ଶାହାଙ୍କ ମାୟାବତୀଙ୍କୁ ପ୍ରଶଂସାର କାରଣ କ’ଣ ? ଭୋଟରଙ୍କୁ ବିଭ୍ରାନ୍ତ କରିବା ରଣନୀତି କି ? Read More »

russia ukraine crisis, russia ukraine conflict, russia ukraine war, russia invades ukraine, ukraine crisis, russia india relations, india ukraine relations, vladimir putin, narendra modi, rising odisha, odia blog

ଋଷ-ୟୁକ୍ରେନ୍ ଯୁଦ୍ଧ ହେଲେ ଭାରତ କ’ଣ କରିବ ? କାହିଁକି କାହାକୁ ସମର୍ଥନ କରିବା ଭାରତ ପାଇଁ ହେବ କାଠିକର ପାଠ ?

ୟୁକ୍ରେନ୍ ଓ ଋଷ ମଧ୍ୟରେ ବିବାଦ କୁହୁଳିବାରେ ଲାଗିଛି । କେତେବେଳେ ଲାଗୁଛି ଯୁଦ୍ଧ ହେବା ଏକରକମ ନିଶ୍ଚିତ । ପୁଣି କେତେବେଳେ ଲାଗୁଛି ଯୁଦ୍ଧ ଟଳିବାର ସମ୍ଭାବନା ରହିଛି । ୫୦/୫୦ ଆଶା ଓ ଆଶଙ୍କାରେ ପୁରା ଦୁନିଆ ଏବେ ପୁଟିନ୍ ଓ ବାଇଡେନଙ୍କ ଆଡକୁ ଚାହିଁଛି । କାରଣ ଋଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧର ଅର୍ଥ ହେଉଛି ମୈଦାନରେ ବିଶ୍ୱର ବାକି ମହାଶକ୍ତିଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଏହି ଯୁଦ୍ଧ କରୋନା …

ଋଷ-ୟୁକ୍ରେନ୍ ଯୁଦ୍ଧ ହେଲେ ଭାରତ କ’ଣ କରିବ ? କାହିଁକି କାହାକୁ ସମର୍ଥନ କରିବା ଭାରତ ପାଇଁ ହେବ କାଠିକର ପାଠ ? Read More »

RSS
Follow by Email
Scroll to Top
Close Bitnami banner
Bitnami