Author name: user

indian missile in pakistan by mistake, rising odisha, odia blog

୯ ମାର୍ଚ୍ଚ ଦିନ ପାକିସ୍ତାନ ଜବାବି ହମଲା ପାଇଁ ପ୍ରସ୍ତୁତ ଥିଲା କିନ୍ତୁ…

ମାର୍ଚ୍ଚ ୯ ତାରିଖ ଦିନ ଯୁଦ୍ଧାସ୍ତ୍ର ବିହିନ ଏକ ଭାରତୀୟ କ୍ଷେପଣାସ୍ତ୍ର ପାକ୍ ସୀମା ଭିତରେ ପଡିଥିଲା । ଏହି କ୍ଷେପଣାସ୍ତ୍ର ପାକିସ୍ତାନ ଭିତରେ ୧୨୪ କିଲୋମିଟର ମଧ୍ୟକୁ ପ୍ରବେଶ କରି ମିଆଁ ଚନ୍ନୁ ନାମକ ସ୍ଥାନରେ ପଡିଥିଲା । କ୍ଷେପଣାସ୍ତ୍ରକୁ ପାକିସ୍ତାନୀ ସେନା ଠାବ କରିଥିଲେ ମଧ୍ୟ ଏହାର ଗତି ଏତେ ତୀବ୍ର ଥିଲା ଯେ, ଏହାକୁ ସେମାନେ ଖସାଇ ପାରିନଥିଲେ । ଏହି କ୍ଷେପଣାସ୍ତ୍ରକୁ ନେଇ ଏବେ ପାକିସ୍ତାନ ଅନ୍ତର୍ଜାତୀୟ ସ୍ତରରେ ପ୍ରଶ୍ନ ଉଠାଇବାରେ …

୯ ମାର୍ଚ୍ଚ ଦିନ ପାକିସ୍ତାନ ଜବାବି ହମଲା ପାଇଁ ପ୍ରସ୍ତୁତ ଥିଲା କିନ୍ତୁ… Read More »

odia blog, rising odisha

ୟୁକ୍ରେନ୍ ଉପରେ ଋଷ କରିପାରେ ରାସାୟନିକ ଆକ୍ରମଣ, ଜାଣନ୍ତୁ ଲକ୍ଷାଧିକ ଜୀବନ ନେଇଥିବା ରାସାୟନିକ ଅସ୍ତ୍ର କ’ଣ ?

ୟୁକ୍ରେନ୍ ବିରୋଧରେ ଋଷ ଯୁଦ୍ଧରେ ରାସାୟନିକ ଅସ୍ତ୍ର ବ୍ୟବହାର କରିପାରେ ବୋଲି ଆମେରିକା ଓ ବ୍ରିଟେନ୍ ଆଶଙ୍କା ବ୍ୟକ୍ତ କରିଛନ୍ତି । ୟୁକ୍ରେନ୍ ମଧ୍ୟ ଏନେଇ ଋଷକୁ ଚେତାବନୀ ଦେଇ ସାରିଛି । ରାସାୟନିକ ଅସ୍ତ୍ର ବ୍ୟବହାର କରିଲେ ଋଷକୁ ପ୍ରତିବନ୍ଧକ ପାଇଁ ପ୍ରସ୍ତୁତ ରହିବାକୁ ପଡିବ ବୋଲି ୟୁକ୍ରେନ୍ କହିଛି । ଋଷ ଏହା ପୂର୍ବରୁ ଆମେରିକା ବିରୋଧରେ ଗୋଟିଏ ସାଂଘାତିକ ଅଭିଯୋଗ ଆଣିଥିଲା । ଋଷର ଅଭିଯୋଗ ଥିଲା ଯେ, ଆମେରିକା ୟୁକ୍ରେନରେ ଜୈବିକ …

ୟୁକ୍ରେନ୍ ଉପରେ ଋଷ କରିପାରେ ରାସାୟନିକ ଆକ୍ରମଣ, ଜାଣନ୍ତୁ ଲକ୍ଷାଧିକ ଜୀବନ ନେଇଥିବା ରାସାୟନିକ ଅସ୍ତ୍ର କ’ଣ ? Read More »

russia ukraine war, russia attacks ukraine, syria, putin, odia blog, rising odisha

ବିଦେଶୀ ଭଡ଼ାଟିଆ ସୈନିକଙ୍କୁ ନେଇ ଯୁଦ୍ଧ ଲଢିବେ ପୁଟିନ୍, ସିରିଆରୁ ଆସୁଛନ୍ତି ଭଡ଼ାରେ ସୈନିକ

48 ଘଣ୍ଟାରେ ୟୁକ୍ରେନ୍ ଦଖଲ କରିବା ପ୍ଲାନ୍ ଥିଲା । କିନ୍ତୁ ଋଷ ସେନାର ଏହି ଅଭିଯାନର ଅନ୍ତ ୨ ସପ୍ତାହ ପରେ ମଧ୍ୟ ହୋଇନାହିଁ । ଯୁଦ୍ଧ ଦିନକୁ ଦିନ ଲମ୍ବିବାରେ ଲାଗିଛି । ଏଣେ ଋଷରେ ଲଢୁଆ ସୈନିକଙ୍କ ଅଭାବ ଦେଖିବାକୁ ମିଳୁଛି । ସୈନିକ ଅଭାବ ପୁରଣ କରିବାକୁ ଋଷ ଭଡାଟିଆ ସୈନିକଙ୍କ ଶରଣ ପସିଛି । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଶୁକ୍ରବାର ଏ ସମ୍ପର୍କିତ ନିଷ୍ପତ୍ତିରେ ମୋହର ମାରିଛନ୍ତି । ଖବର …

ବିଦେଶୀ ଭଡ଼ାଟିଆ ସୈନିକଙ୍କୁ ନେଇ ଯୁଦ୍ଧ ଲଢିବେ ପୁଟିନ୍, ସିରିଆରୁ ଆସୁଛନ୍ତି ଭଡ଼ାରେ ସୈନିକ Read More »

pak pm, imran khan, indian missile attack on pakistan, indian missile hit pak, odia blog, rising odisha

ପାକିସ୍ତାନରେ ଭାରତୀୟ କ୍ଷେପଣାସ୍ତ୍ର : ଇସଲାମାବାଦ ମିଳିତ ଯାଂଚ ପାଇଁ କଲା ଦାବି

ଭୂଲବଶତଃ ପାକିସ୍ତାନରେ ପଡିଥିବା ଭାରତୀୟ କ୍ଷେପଣାସ୍ତ୍ରକୁ ନେଇ ଇସଲାମାବାଦ ତରଫରୁ କଠୋର ପ୍ରତିକ୍ରିୟା ଆସିଛି । ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ତରଫରୁ ଏନେଇ ଦୁଃଖପ୍ରକାଶ କରାଯାଇଥିଲେ ମଧ୍ୟ ପାକିସ୍ତାନ ଏହାକୁ ସହଜରେ ନେଇ ନାହିଁ । ପାକିସ୍ତାନ ଏହି ଘଟଣାର ମିଳିତ ଯାଂଚ ପାଇଁ ଦାବି କରିଛି । ଏହା ସହିତ ପାକିସ୍ତାନ ପଚାରିଛି ଯେ, ତା’ ସୀମା ଭିତରେ ପଡିଥିବା ଭାରତୀୟ କ୍ଷେପଣାସ୍ତ୍ର କେଉଁ ଶ୍ରେଣୀର । ସୂଚନାଯୋଗ୍ୟ ଯେ, ଏକ କ୍ଷେପଣାସ୍ତ୍ର ଭୁଲବଶଃତ ପାକିସ୍ତାନ …

ପାକିସ୍ତାନରେ ଭାରତୀୟ କ୍ଷେପଣାସ୍ତ୍ର : ଇସଲାମାବାଦ ମିଳିତ ଯାଂଚ ପାଇଁ କଲା ଦାବି Read More »

bjp win, bjp win in 4 states, up election, manipur, goa, uttarakhand, modi, yogi, bjp govt, assembly elections 2022, rising odisha, odia blog

ମାୟାବତୀ, ମମତା ଓ କେଜ୍ରିୱାଲଙ୍କ ପାଇଁ ୪ ରାଜ୍ୟରେ ଉଡ଼ିଲା ଗେରୁଆ ବାନା

ଶେଷରେ ପାଞ୍ଚ ଫୈସଲା ଆସିଛି । ଜନତା ଜନାର୍ଦ୍ଦନ ରାୟ ଶୁଣାଇଛନ୍ତି । ଆଉ ୯ ବର୍ଷରେ ୧୨ ଥର ପାଇଁ ରାହୁଲ ପରାଜୟକୁ ସ୍ୱୀକାର କରି ଟ୍ୱିଟ୍ କରିଛନ୍ତି । କହିଛନ୍ତି ପରାଜୟକୁ ଆମେ ସ୍ୱୀକାର କରୁଛୁ । କେବଳ ପଞ୍ଜାବକୁ ଛାଡିଦେଲେ ବାକି ୪ଟି ରାଜ୍ୟରେ ବିଜେପି ସରକାର ଗଠନ କରିବାକୁ ଯାଉଛି । ବିଜେପି ପାଇଁ ସବୁଠାରୁ ବଡ଼ ଆଶ୍ୱାସନା ହେଉଛି କିଛି ସିଟ୍ ହରାଇ ମଧ୍ୟ ଏହା ଉତ୍ତରପ୍ରଦେଶରେ କ୍ଷମତା ଦଖଲ …

ମାୟାବତୀ, ମମତା ଓ କେଜ୍ରିୱାଲଙ୍କ ପାଇଁ ୪ ରାଜ୍ୟରେ ଉଡ଼ିଲା ଗେରୁଆ ବାନା Read More »

NATO, Ukraine crisis, russia ukraine war, russia vs ukraine war, odia blog, rising odisha

ନାଟୋ ଦଗା ଭାରିପଡିଲା, ଶାନ୍ତି ପାଇଁ ସଂକେତ ଦେଲେ ଜେଲେନସ୍କି

ଦଗାଦିଆ ନାଟୋର ନାଟରେ ଦେଶ ବରବାଦ ହେବା ପରେ ଜେଲେନସ୍କି ଯୁଦ୍ଧକୁ ଅଧିକ ଦିନ ଟାଣିବାକୁ ଚାହୁଁନାହାନ୍ତି । ଯାହାର ସଂକେତ ସେ ଦେଇଛନ୍ତି । ନାଟୋ ଆମକୁ ସଦସ୍ୟ ଭାବେ ଗ୍ରହଣ କରିବାକୁ ଚାହୁଁନି, ଆମେ ମଧ୍ୟ ଆଉ ନାଟୋର ସଦସ୍ୟ ହେବାକୁ ଇଛୁକ ନୁହେଁ । ଏକଥା କହିଛନ୍ତି ଜେଲେନସ୍କି । ରୁଷ ଓ ୟୁକ୍ରେନ୍ ମଧ୍ୟରେ ଜାରି ରହିଥିବା ଭୟାବହ ଯୁଦ୍ଧ ମଧ୍ୟରେ ଏହି ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ୟୁକ୍ରେନ୍ ଏବେ …

ନାଟୋ ଦଗା ଭାରିପଡିଲା, ଶାନ୍ତି ପାଇଁ ସଂକେତ ଦେଲେ ଜେଲେନସ୍କି Read More »

mayawati, bsp, up election 2022, up election report, up election result, odia blog, rising odisha

ମାୟାବତୀଙ୍କ ହାତୀ ଏଥର ଭୋଟ୍ ରଣଭୂମିରୁ କାହିଁକି ଗାଏବ ଥିଲା ?

ୟୁପି ନିର୍ବାଚନ ମହାସମରରେ ଗୁରୁବାର ହେଉଛି ଫଳଫଳର ଦିନ । ଯୋଗୀ ଯୋଗରେ ପୁଣି ରାଜଜୋଗ ଅଛି କି ଅଖିଳେଶ ପୁଣି କ୍ଷମତାକୁ ଫେରିବେ ତାହା ସଂଧ୍ୟା ସୁଧା ସଫା ହୋଇଯାଇଥିବ । ଆଉ ଏହା ସହ ପରାଜିତ ଦଳ ନିଜ ନିଜର ସ୍ପଷ୍ଟିକରଣ ସହିତ ସାମ୍ନାକୁ ଆସି ସାରିଥିବେ । କିନ୍ତୁ ମହାସମର ଆରମ୍ଭରୁ ଗୋଟିଏ କଥା ସ୍ପଷ୍ଟ ଭାବେ ଦିଶୁଥିଲା, ଆଉ ତା’ ହେଲା ଏଥର ନିର୍ବାଚନୀ ରଣରୁ ମାୟାବତୀଙ୍କ ହାତୀ ଏକରକମ ଅଦୃଷ୍ୟ …

ମାୟାବତୀଙ୍କ ହାତୀ ଏଥର ଭୋଟ୍ ରଣଭୂମିରୁ କାହିଁକି ଗାଏବ ଥିଲା ? Read More »

russia

ଚୀନ ମିଡିଆର ଦାବି : ଋଷ ତିଆରି କରିଛି ଶତ୍ରୁ ରାଷ୍ଟ୍ରଙ୍କ ତାଲିକା

ଶତ୍ରୁ ରାଷ୍ଟ୍ରଙ୍କ ସୂଚୀ ଜାରି କଲା ଋଷ । ୟୁକ୍ରେନ ସହ ଯୁଦ୍ଧକୁ ବିରୋଧ କରି କଟକଣା ଜାରି କରିଥିବା ଦେଶକୁ ମିଶାଇ ମୋଟ ୩୧ଟି ରାଷ୍ଟ୍ରର ନାମ ଘୋଷଣା କରିଛି । ଋଷ ବ୍ୟାବସାୟିକ ସଂସ୍ଥା ଏବଂ ନାଗରିକଙ୍କ ବିରୋଧରେ ଶତ୍ରୁ ଭଳି ଆଚରଣ କରୁଥିବା ୩୧ଟି ଦେଶକୁ ଶତ୍ରୁ ବୋଲି ଦର୍ଶାଇଛି । ତେବେ ଏହି ସୂଚୀରେ ଆମେରିକା, ଜାପାନ, ବ୍ରିଟେନ ଭଳି ଦେଶ ଥିବା ଦେଖାଯାଇଛି । ୟୁକ୍ରେନ ବ୍ୟତୀତ ଆମେରିକା, ବ୍ରିଟେନ, …

ଚୀନ ମିଡିଆର ଦାବି : ଋଷ ତିଆରି କରିଛି ଶତ୍ରୁ ରାଷ୍ଟ୍ରଙ୍କ ତାଲିକା Read More »

up exit poll 2022, up assembly elections 2022, yogi adityanath, bjp, odia blog, rising odisha

୨୦୧୭ରେ ଫେଲ୍ ମାରିଥିଲା ଏଗଜିଟ୍ ପୋଲ୍, ୨୦୨୨ରେ କ’ଣ ହେବ ?

ଦିଲ୍ଲୀ କ୍ଷମତାକୁ ରାସ୍ତା ହେଉଛି ଉତ୍ତର ପ୍ରଦେଶ । ଉତ୍ତର ପ୍ରଦେଶରେ କ୍ଷମତା ଦଖଲର ଅର୍ଥ ହେଉଛି ଦିଲ୍ଲୀ ଗାଦି ଉପରେ ଜବରଦସ୍ତ ଦାବିଦାରୀ । ଉତ୍ତରପ୍ରଦେଶ ହିଁ ଦେଶକୁ ସର୍ବାଧିକ ପ୍ରଧାନମନ୍ତ୍ରୀ ଦେଇଛି କାରଣ ହେଉଛି ଏହାର ସାଂସଦ ସଂଖ୍ୟା ବଳ । ସବୁ ରାଜନୈତିକ ଦଳଙ୍କ ଆଖି ତେଣୁ ସବୁବେଳେ ଉତ୍ତର ପ୍ରଦେଶ ଉପରେ ଥାଏ । ୨୦୧୪ରେ ଆଛେଦିନର ଘୋଡା ଉପରେ ସବାର ହୋଇ ମୋଦି ମହାଶୟ ଉତ୍ତରପ୍ରଦେଶକୁ ପଦ୍ମମୟ କରିଥିଲେ । …

୨୦୧୭ରେ ଫେଲ୍ ମାରିଥିଲା ଏଗଜିଟ୍ ପୋଲ୍, ୨୦୨୨ରେ କ’ଣ ହେବ ? Read More »

ଯୁଦ୍ଧ ପାଇଁ ହଜାର ହଜାର ମହିଳା ହେବେ ସେକ୍ସ ସ୍ଲେଭ୍ ?

ଋଷ ଆକ୍ରମଣ ଭିତରେ ବଂଚିବାର ରାହା ଖୋଜୁଛି ୟୁକ୍ରେନ୍ । ଋଷର ବିଶାଳ ସେନା ଆଗରେ ୟୁକ୍ରେନର ସୀମିତ ସାମରିକ ଶକ୍ତି ଝଡ଼ ଆଗରେ ଶୁଖିଲା ପତ୍ର ଭଳି ଉଡ଼ିଯିବ ବୋଲି ଲାଗୁଥିଲା । କିନ୍ତୁ ୧୧ ଦିନର ଯୁଦ୍ଧ ପରେ ଏହା ଜଣା ପଡି ସାରିଲାଣି ଯେ, ଯୁଦ୍ଧ ଏବେବି ବାକି ଅଛି । ୟୁକ୍ରେନ ଋଷକୁ ଯବାବ ଦେଉଛି । ଋଷ ପାଇଁ ଏହି ଯୁଦ୍ଧ ଜିତିବା ସହଜ ନୁହେଁ । ୟୁକ୍ରେନ୍ ତ’ …

ଯୁଦ୍ଧ ପାଇଁ ହଜାର ହଜାର ମହିଳା ହେବେ ସେକ୍ସ ସ୍ଲେଭ୍ ? Read More »

RSS
Follow by Email
Scroll to Top
Close Bitnami banner
Bitnami