Author name: user

biden, us president, biden vs putin, russia ukraine war, odia blog, rising odisha

ପୁଟିନଙ୍କୁ ନେଇ ୟେ କ’ଣ କହିଦେଲେ ବାଇଡେନ୍, ଡ୍ୟାମେଜ୍ କଣ୍ଟ୍ରୋଲ ମୋଡ୍ ରେ ଆମେରିକା

‘ଏହି ବ୍ୟକ୍ତି କ୍ଷମତାରେ ରହିପାରିବେ ନାହିଁ’ । ଭ୍ଲାଦିମିର ପୁଟିନଙ୍କୁ ନେଇ ଜୋ’ ବାଇଡେନଙ୍କ ମୁହଁରୁ ବାହାରିଥିବା ଏହି ବକ୍ତବ୍ୟ ଏବେ ଆମେରିକୀୟ କୂଟନିତିଜ୍ଞଙ୍କ ପାଇଁ ମୁଣ୍ଡବିନ୍ଧା ପାଲଟିଛି । ଆମେରିକୀୟ ବିଶେଷଜ୍ଞଙ୍କ କହିବା ହେଉଛି ଯେ, ଏହା ଦ୍ୱାରା ଉଭୟ ଦେଶ ମଧ୍ୟରେ ଉତ୍ତେଜନା ଅଧିକ ବଢିବ । ଜୋ ବାଇଡେନ୍ ଶନିବାର ଦିନ ପୋଲାଣ୍ଡର ୱାରସାରେ ପୁଟିନଙ୍କୁ ଇଙ୍ଗିତ କରି କହିଥିଲେ ଯେ, ଏହି ବ୍ୟକ୍ତି କ୍ଷମତାରେ ରହି ପାରିବ ନାହିଁ । ଏହି …

ପୁଟିନଙ୍କୁ ନେଇ ୟେ କ’ଣ କହିଦେଲେ ବାଇଡେନ୍, ଡ୍ୟାମେଜ୍ କଣ୍ଟ୍ରୋଲ ମୋଡ୍ ରେ ଆମେରିକା Read More »

india russia, usa, russia ukraine war, ukraine crisis, india stance over ukraine, odia blog, rising odisha

ଋଷ ସମ୍ପର୍କିତ ଭାରତର ଆଭିମୁଖ୍ୟକୁ ନେଇ ଆମେରିକା ଅସୁଖି କିନ୍ତୁ ନିଜ ପଟକୁ ଆଣିବାକୁ ଉଦ୍ୟମ ଜାରି

ମାସାଧିକ ସମୟ ଧରି ଜାରିଥିବା ଋଷ ଓ ୟୁକ୍ରେନ୍ ଯୁଦ୍ଧ ଦୁନିଆକୁ ବ୍ୟସ୍ତ ବିବ୍ରତ କରିଥିବା ବେଳେ ଆମେରିକାର ଚିନ୍ତା ଭାରତକୁ ନେଇ । ଭାରତ ଓ ଋଷର ସମ୍ପର୍କ ଆମେରିକାକୁ ଚିନ୍ତାରେ ପକାଇଛି । ଭାରତ ଯେଉଁଭଳି ଭାବେ ଋଷକୁ ନେଇ ନିରବତା ଅବଲମ୍ବନ କରୁଛି ତାହା ୱାସିଂଟନକୁ ବିବ୍ରତ କରୁଛି । ଆଉ ଆମେରିକା ଏହାକୁ ଖୋଲାଖୋଲି ସ୍ୱୀକାର ମଧ୍ୟ କରିଛି । ଋଷ ପ୍ରତି ଭାରତର ନିରବ ସମର୍ଥନକୁ ନେଇ ଆମେରିକା ଅସୁଖି …

ଋଷ ସମ୍ପର୍କିତ ଭାରତର ଆଭିମୁଖ୍ୟକୁ ନେଇ ଆମେରିକା ଅସୁଖି କିନ୍ତୁ ନିଜ ପଟକୁ ଆଣିବାକୁ ଉଦ୍ୟମ ଜାରି Read More »

russia defense minister, heart attack, russian president, vladimir putin, russia ukraine war, odia blog, rising odisha

ପୁଟିନଙ୍କ ସହ ଗରମାଗରମ ଯୁକ୍ତି ପରେ ଋଷ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଆସିଲା ହାର୍ଟ୍ ଆଟାକ୍ !

ୟୁକ୍ରେନ୍ ଓ ଋଷ ମଧ୍ୟରେ ଯୁଦ୍ଧ ଏକ ମାସ ଟପି ସାରିଲାଣି । ୪୮ ଘଣ୍ଟା ମଧ୍ୟରେ ୟୁକ୍ରେନ୍ ଉପରେ କବଜା କରିବା ଲକ୍ଷ୍ୟ ରଖିଥିବା ଋଷ ସେନା ପାଇଁ କିଭ୍ ଏବେ ମଧ୍ୟ ପହଞ୍ଚରୁ ଦୁରରେ । ୟୁକ୍ରେନର ଗରିଲା ଯୁଦ୍ଧ ଋଷ ସୈନିକଙ୍କୁ ଅସ୍ତବ୍ୟସ୍ତ କଲାଣି । ଆମେରିକାର ଜାଭେଲିନ୍ କ୍ଷେପଣାସ୍ତ୍ର ପାଇଁ ଋଷ ସେନାକୁ ହନ୍ତସନ୍ତ ହେବାକୁ ପଡୁଛି । ଏହାରି ଭିତରେ ୟୁକ୍ରେନର ଜଣେ ମନ୍ତ୍ରୀ ଦାବି କରିଛନ୍ତି ଯେ, ଯୁଦ୍ଧକୁ …

ପୁଟିନଙ୍କ ସହ ଗରମାଗରମ ଯୁକ୍ତି ପରେ ଋଷ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଆସିଲା ହାର୍ଟ୍ ଆଟାକ୍ ! Read More »

imran khan

ବୁମେରାଂ ହେଲା ଇମ୍ରାନଙ୍କ ଷଡ଼ଯନ୍ତ୍ର : ବାଜବାଙ୍କୁ ଦେଉଥିଲେ ଧୋକା, ଏବେ ଶାହବାଜ ହେବେ ପ୍ରଧାନମନ୍ତ୍ରୀ !

ପାକିସ୍ତାନୀ ସେନା ମୁଖ୍ୟ ଜେନରାଲ କମର ଜାଭେଦ ବାଜବାଙ୍କ ସହାୟତାରେ କ୍ଷମତାକୁ ଆସିଥିବା ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ତାଙ୍କ ଚାଲବାଜି ମହଙ୍ଗା ପଡିଛି ବୋଲି କୁହାଯାଉଛି । ଇମ୍ରାନ୍ ଖାନ୍ ଦେଶ ଉପରେ ଲମ୍ବା ଅବଧି ଶାସନ କରିବା ପାଇଁ ଜେନରାଲ ବାଜବାଙ୍କ ବିରୋଧରେ ଷଡ଼ଯନ୍ତ୍ର କରିଥିଲେ । ତେବେ ଏହି ଷଡ଼ଯନ୍ତ୍ର ତାଙ୍କୁ ମହଙ୍ଗା ପଡିଛି । ସେନା ମୁଖ୍ୟ ବାଜବା ଇମ୍ରାନଙ୍କ ଚାଲବାଜି ବୁଝିପାରି ତାଙ୍କୁ କ୍ଷମତାରୁ ହଟାଇବା ପାଇଁ ବିରୋଧୀ ଦଳଙ୍କୁ ନିଜ …

ବୁମେରାଂ ହେଲା ଇମ୍ରାନଙ୍କ ଷଡ଼ଯନ୍ତ୍ର : ବାଜବାଙ୍କୁ ଦେଉଥିଲେ ଧୋକା, ଏବେ ଶାହବାଜ ହେବେ ପ୍ରଧାନମନ୍ତ୍ରୀ ! Read More »

joe biden, modi, russia ukraine war, rising odisha, odia blog

ଭାରତକୁ କାହିଁକି ଦୁର୍ବଳ ରାଷ୍ଟ୍ର ବୋଲି କହିଲେ ଆମେରିକା ରାଷ୍ଟ୍ରପତି ?

ବନ୍ଧୁ ନାଁରେ ଅପବାଦ ଭାରତ। କ୍ୱାଡ ଦେଶ ମଧ୍ୟରେ ସବୁଠୁ ଦୁର୍ବଳ ଭାରତ । ଭାରତ ବିରୁଦ୍ଧରେ ଏମିତି କଡ଼ା ମନ୍ତବ୍ୟ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସୋମବାର ୱାଶିଂଟନରେ ଦେଶର ବ୍ୟବସାୟିକ ପ୍ରତିନିଧିଙ୍କୁ ସମ୍ବୋଧନ କରିବା ସମୟରେ ଭାରତକୁ ନେଇ କିଛି ଏମିତି ପ୍ରତିକ୍ରିୟା ରଖିଛନ୍ତି ବାଇଡେନ। ବାଇଡେନଙ୍କ ଏଭଳି ପ୍ରତିକ୍ରିୟାରୁ ସ୍ପଷ୍ଟ ବାରି ହୋଇପଡ଼ୁଛି ଯେ ସେ ଭାରତ ଉପରେ ବହୁତ ଖପ୍ପା ହୋଇଛନ୍ତି । କିନ୍ତୁ କାହିଁକି? ଭାତର ଏମିତି କ’ଣ …

ଭାରତକୁ କାହିଁକି ଦୁର୍ବଳ ରାଷ୍ଟ୍ର ବୋଲି କହିଲେ ଆମେରିକା ରାଷ୍ଟ୍ରପତି ? Read More »

corona 4th wave, india, covid in india, rising odisha, odia blog

ଚତୁର୍ଥ ହେଉ କି ପଂଚମ, କରୋନାର ଯେତେ ପ୍ରବାହ ଆସିଲେ ବି ଭାରତ ଉପରେ ପଡିବନି ପ୍ରଭାବ

ପୁଣି କାୟା ମେଲାଉଛି କରୋନା । ଦକ୍ଷିଣ-ପୂର୍ବ ଏସିଆ ସମେତ କିଛି ୟୁରୋପୀୟ ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ପ୍ରଶ୍ନ ଉଠୁଛି କଣ ଭାରତ ବି କରୋନାର ନୂଆ ପ୍ରବାହକୁ ସାମ୍ନା କରିବ ? କାରଣ ଏବେ ଦେଶରେ ଦୈନିକ ସଂକ୍ରମଣ ମାମଲା ୨ ହଜାର ଭିତରେ ରହିଛି । କରୋନାର ତୃତୀୟ ପ୍ରବାହ ପିକରେ ଥିବାବେଳେ ଦେଶରେ ତିନି ସପ୍ତାହରେ ୫୦ ଲକ୍ଷରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା । ଏବେ …

ଚତୁର୍ଥ ହେଉ କି ପଂଚମ, କରୋନାର ଯେତେ ପ୍ରବାହ ଆସିଲେ ବି ଭାରତ ଉପରେ ପଡିବନି ପ୍ରଭାବ Read More »

pakistan, sialkot bomb blast, pakistan air base, odia blog, rising odisha

ନିଜ କ୍ଷେପଣାସ୍ତ୍ର ମାଡ଼ରେ ଉଡିଗଲା ପାକିସ୍ତାନୀ ସେନା ବେସ୍ ?

ପାକିସ୍ତାନର ସିଆଲକୋଟରେ ରବିବାର ଦିନ ଦି’ପହର ସମୟରେ ସେନା କ୍ୟାଣ୍ଟନମେଣ୍ଟରେ ସିରିଜ୍ ବିସ୍ଫୋରଣ ହୋଇଛି । ମିଡିଆ ରିପୋର୍ଟ ଅନୁସାରେ ପାକ୍ ସେନାର ଶସ୍ତ୍ର ଗୋଦାମ ଘରେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ପରେ ସେନା ଘାଟିରେ ନିଆଁ ଲାଗିଯାଇଥିଲା । ତେବେ ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ । ସରକାରୀ ଭାବେ କିମ୍ବା ସେନା ପକ୍ଷରୁ ବିସ୍ଫୋରଣର ସଠିକ କାରଣ ବାବଦରେ ଏପର୍ଯ୍ୟନ୍ତ କିଛି କୁହାଯାଇ ନଥିବା ବେଳେ କିଛି ପ୍ରତ୍ୟକ୍ଷଦର୍ଶୀ ଦାବି କରୁଛନ୍ତି …

ନିଜ କ୍ଷେପଣାସ୍ତ୍ର ମାଡ଼ରେ ଉଡିଗଲା ପାକିସ୍ତାନୀ ସେନା ବେସ୍ ? Read More »

the kashmir files, the kashmir files movie, box office collection, box office, kashmir files, rising odisha, odia blog

ଦ କାଶ୍ମୀର ଫାଇଲର ନୂଆ ରେକର୍ଡ୍, ଲଗାତର ପଂଚମ ଦିନରେ ସର୍ବାଧିକ ଆୟ କରିବାରେ ପ୍ରଥମ

ଦ କାଶ୍ମୀର ଫାଇଲ ଗୋଟିଏ ପରେ ଗୋଟିଏ ନୂଆ ରେକର୍ଡ କରିବାରେ ଲାଗିଛି । ମାତ୍ର ୬ କୋଟିର ଏହି ଫିଲ୍ମ ୧୦୦ କୋଟି କ୍ଲବ୍ ଆଡକୁ ଆଗେଇ ଚାଲିଥିବା ବେଳେ ବୁଧବାର ଦିନ ଆଉ ଏକ ରେକର୍ଡ କରିଛି । ଏହା ବଲିଉଡର ଏଭଳି ପ୍ରଥମ ଫିଲ୍ମ ଭାବେ ନିଜ ନାମ ଇତିହାସରେ ଲିପିବଦ୍ଧ କରିଛି, ଯାହା ପଂଚମ ଦିନରେ ବାକି ଦିନଠାରୁ ଅଧିକ ଆୟ କରିଛି । ଅର୍ଥାତ ଯାହାର ଆୟ ଦିନ ସହ …

ଦ କାଶ୍ମୀର ଫାଇଲର ନୂଆ ରେକର୍ଡ୍, ଲଗାତର ପଂଚମ ଦିନରେ ସର୍ବାଧିକ ଆୟ କରିବାରେ ପ୍ରଥମ Read More »

china, australia, taiwan, china australia war

ଅଷ୍ଟ୍ରେଲିଆକୁ ଆକ୍ରମଣ କରିବ ଚୀନ୍ ? ଆମେରିକାର ସମରସଜ୍ଜା

ୟୁକ୍ରେନ୍ ଯୁଦ୍ଧ ଭିତରେ ଚୀନ୍ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏବେ ଯୁଦ୍ଧର ଆଶଙ୍କା ସୃଷ୍ଟି ହୋଇଛି । ଅଷ୍ଟ୍ରେଲିଆ ମଧ୍ୟ ଚୀନ ସହିତ ଉତ୍ତେଜନା ବୃଦ୍ଧି ଖବରକୁ ସ୍ୱୀକାର କରିଛି । ଅଷ୍ଟ୍ରେଲିଆ ଆଶଙ୍କା କରୁଛି ଯେ, ଏହି ଉତ୍ତେଜନା ପରବର୍ତ୍ତି ପରିସ୍ଥିତିରେ ଯୁଦ୍ଧର ରୂପ ନେଇ ପାରେ । ଏହା ମଧ୍ୟରେ ଅଷ୍ଟ୍ରେଲିଆ ସହିତ ଅକ୍ସ ଡିଲ୍ କରିଥିବା ଆମେରିକା ହଜାର ହଜାର ସଂଖ୍ୟାରେ ସୈନିକ, ଭୂପୃଷ୍ଠରୁ ଆକାଶକୁ ପ୍ରକ୍ଷେପିତ ହେଉଥିବା କ୍ଷେପଣାସ୍ତ୍ର, ତୋପ, ରକେଟ୍ …

ଅଷ୍ଟ୍ରେଲିଆକୁ ଆକ୍ରମଣ କରିବ ଚୀନ୍ ? ଆମେରିକାର ସମରସଜ୍ଜା Read More »

odisha cyclone, asani, rising odisha, odia blog

୧୨୧ ବର୍ଷ ଭିତରେ ମାର୍ଚ୍ଚରେ ଆସିଛି ୫ଟି ବାତ୍ୟା, କିନ୍ତୁ ଗୋଟିଏ ବି ଛୁଇଁନି ସ୍ଥଳଭାଗ

ମାର୍ଚ୍ଚରୁ ଆରମ୍ଭ ହୋଇଛି ପ୍ରାକ୍ ମୌସୁମୀ ଋତୁ । ଏଥିସହ ବାତ୍ୟା ନେଇ ଆଶଙ୍କା ବଢ଼ିବାରେ ଲାଗିଛି । ପାଣିପାଗ ବିଭାଗ ଅନୁସାରେ, ମାର୍ଚ୍ଚ ୧୦ ତାରିଖରୁ ଭାରତ ମହାସାଗରରେ ବିଷୁବରେଖା ସଂଲଗ୍ନ ଅଞ୍ଚଳରେ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି । ଆଗାମୀ ୨୪ ଘଣ୍ଟାରେ ଏହା ଲଘୁଚାପ ରୂପ ନେଇ ଦକ୍ଷିଣ ବଙ୍ଗୋପସାଗର ଆଡ଼କୁ ଗତି କରିବା ସମ୍ଭାବନା ରହିଛି । ଏହା ବାତ୍ୟା ରୂପ ନେବା ନେଇ କୌଣସି ସ୍ପଷ୍ଟ ସଂକେତ ମିଳିନାହିଁ । …

୧୨୧ ବର୍ଷ ଭିତରେ ମାର୍ଚ୍ଚରେ ଆସିଛି ୫ଟି ବାତ୍ୟା, କିନ୍ତୁ ଗୋଟିଏ ବି ଛୁଇଁନି ସ୍ଥଳଭାଗ Read More »

RSS
Follow by Email
Scroll to Top
Close Bitnami banner
Bitnami